ନିଷ୍ଠା ଓ ଏକାଗ୍ରତା ଆଗରେ ହାର ମାନିଗଲା ଅକ୍ଷମତା। ନାଁ ତାଙ୍କୁ ଦେଖାଯାଏ, ନାଁ କିଛି ଶୁଣାଯାଏ, ନାଁ କିଛି ସେ କହି ପାରନ୍ତି। ସେଥିରେ ମଧ୍ୟ ସେ ICSE ଦଶମ ପରୀକ୍ଷାରେ ରଖିଛନ୍ତି ୯୫ ପ୍ରତିଶତ ମାର୍କ।
ଝିଅଙ୍କ ପାସ୍ ହାର ୯୮.୯୫ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୯୮.୮୫ ।
ଚଳିତବର୍ଷ ଚଳିତବର୍ଷ ପ୍ରାୟ ୨ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି ।