• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Bangladesh crisis
ଆୱାମୀ ଲିଗ୍ ନେତାଙ୍କ ହୋଟେଲ ଜାଳିଦେଲେ ଦୁର୍ବୃତ୍ତ, ଜିଅନ୍ତା ଜଳିଗଲେ ୨୪

ଜୀବନ୍ତ ଜଳିଗଲା ୨୪ ଜୀବନ । ଆୱାମୀ ଲିଗ୍ ପାର୍ଟିର ଜଣେ ନେତାଙ୍କ ମାଲିକାନାରେ ଥିବା ଏହ ହୋଟେଲରେ ଦୁର୍ବୃତ୍ତ ଲଗାଇଲେ ନିଆଁ ।

Plus Two Students
ସହିପାରିଲେନି ମାନସିକ ନିର୍ଯାତନା ! ଜୀବନ ହାରିଲେ ଯୁକ୍ତ ଦୁଇ ଛାତ୍ର

ମୃତ ଛାତ୍ର ଯାଜପୁର ରସୁଲପୁର ବ୍ଲକ ଓଡ଼ିଶୋ ଗାଁର ଆଶିଷ କୁମାର ପଣ୍ଡା । ଆଶିଷ ଜାରକା ସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତ ୨ରେ ପାଠ ପଢୁଥିଲେ ।

Vigilance Raid
ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡିଓ, ଏକକାଳୀନ ୮ଟି ସ୍ଥାନରେ ରେଡ୍‌

ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ଏକକାଳୀନ ୮ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ ।

Crime
ପୋଲିସ ପିସ୍ତଲରୁ ଗୁଳି ଫୁଟି ଜଣେ କନଷ୍ଟେବଳଙ୍କ ସମେତ ୨ ମୃତ

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା।

  • Tuesday, 06 August 2024
  • Firing
Banka Murder Case
ବାଙ୍କା ହତ୍ୟାକାଣ୍ଡ ଉପରୁ ହଟିଲା ପର୍ଦ୍ଦା; ଗିରଫ ହେଲେ ୨ ଅଭିଯୁକ୍ତ... 

ନବଘନ ପାଟ୍ଟଶାଣି ଓରଫ ବାଙ୍କା ହତ୍ୟାକାଣ୍ଡ ଉପରୁ ହଟିଲା ପର୍ଦ୍ଦା । ଟଙ୍କା ନେଣଦେଣକୁ ନେଇ ନବଘନଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା।

Vigilance Scanner
ମାଲଦାର ଯନ୍ତ୍ରୀଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା; ଯେତେ ଖୋଳିଲେ ସେତେ ବାହାରୁଛି...

ଭିଜିଲାନ୍ସ ରେଡରୁ ଫିଟୁଛି ମାଲଦାର ଯନ୍ତ୍ରୀଙ୍କର ସମ୍ପତ୍ତି ପେଡି। OBCC ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥଙ୍କର ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ।

Vigilance raid
ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ କୁବେର ଇଞ୍ଜିନିୟର

୪୨ଟି ପ୍ଲଟ୍, ଭୁବନେଶ୍ୱରରେ ବିଳାସପୂର୍ଣ୍ଣ ବଙ୍ଗଳା ଓ ୨ଟି ଫ୍ଲାଟ୍ । । ଭଦ୍ରକରେ ୩ ମହଲା କୋଠା, କେଜିଏରୁ ଅଧିକ ସୁନା, ଅଧକିଲୋ ରୂପା

  • Monday, 05 August 2024
Man cuts daughter-in-law nose
ଅଭାବନୀୟ ଘଟଣା: ବୋହୂର ନାକ କାଟିଦେଲା ଶ୍ବଶୁର !

ଗୁରୁତର ଅବସ୍ଥାରେ ବୋହୂ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ଶ୍ବଶୁରଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି। 

VIGILANCE
କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ଅଧିକାରୀ। କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ।

Suicide
ବିଷ ପିଇ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ; ବାପା-ମା' ମୃତ, ପୁଅ ଗୁରୁତର

ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା। ଗତକାଲି ରାତିରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଖି ବୁଜିଦେଛନ୍ତି ମା’।

Fraudster
୫୪ ରାଣୀଙ୍କୁ ଜଣେ ରାଜା

୫୪ ରାଣୀଙ୍କୁ ଜଣେ ରାଜା । ଆପଣ ଭାବୁଥିବେ ଏହା କୌଣସି ଏକ କାଳ୍ପନିକ କାହାଣୀ । କିନ୍ତୁ ଏହା ନା କାଳ୍ପନିକ ନା ପୌରାଣିକ । ଆମେ ଏବେ ଆପଣଙ୍କ ସାମ୍ନାକୁ ଏମିତି ଜଣେ ଠକ ରସିକକୁ ଆଣିବାକୁ ଯାଉଛୁ, ଯିଏ ୫ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସେଇ ବିବାହ କରିଥିଲା ବେଳେ ଆହୁରି ୪୯ ଜଣଙ୍କ ଟଚରେ ଥାଇ ପୋଲିସ ହାବୁଡ଼ରେ ପଡ଼ିଛି ।  କିଏ ସେ ଠକ ରସିକ, ବିବାହ ନାରେ କିଭଳି ଥିଲା ତା ପ୍ରେମ ଚକ୍ରବ୍ୟୂହ, ଦେଖନ୍ତୁ...

Fraudster
୫୪ ମହିଳାଙ୍କ ହୃଦୟର ରାଜା ସତ୍ୟଜିତ; ୫ ଜଣଙ୍କୁ ମ୍ୟାରେଜ୍, ଟଚରେ ଥିଲେ ୪୯ !

ସତ୍ୟଜିତ ସାମଲ କୌଣସି ମାମୁଲି ଯୁବକ ନୁହଁ। ୫୪ ମହିଳାଙ୍କ ହୃଦୟର ରାଜା। ତା’ମଧ୍ୟରୁ ୫ଜଣଙ୍କୁ କରିଛି ବିବାହ। ଲାଇନରେ ଥିଲେ ଆଉ ୪୯ । 

Firing inside Chandigarh court
 IRS ଜ୍ୱାଇଁକୁ କୋର୍ଟରେ ଗୁଳି କରି ହତ୍ୟା କଲା ଶ୍ୱଶୁର

କୋର୍ଟରେ ଜ୍ୱାଇଁକୁ ଗୁଳି କରି ହତ୍ୟା । ପଞ୍ଜାବ ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ଗୁଳିକାଣ୍ଡ ଘଟିଛି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି । 

  • Saturday, 03 August 2024
  • Firing
Cuttack
ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ବନ୍ଦ ଘରୁ ସମସ୍ତଙ୍କୁ ଉଦ୍ଧାର

ଗୁରୁବାର ବିଳମ୍ବିତ ରାତିରେ ବନ୍ଦ ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସମସ୍ତଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ସୌମ୍ୟଙ୍କ ବାପା ଉମାଚରଣ ପଣ୍ଡା ଓ ସରୋଜିନୀ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ସଂକଟାପନ୍ନ ରହିଛି ।

Commissionerate Police
୫ ସ୍ତ୍ରୀଙ୍କ ରସିକିଆ ସ୍ୱାମୀ ଗିରଫ, ଲାଇନରେ ଥିଲେ ଆହୁରି ୪୯ ମହିଳା

ବିଧବା ମହିଳା ଓ ଡିଭୋର୍ସି ମହିଳାଙ୍କୁ ଟାର୍ଗେଟ କରୁଥିଲା ଠକ I ମାଟ୍ରିମନି ସାଇଟରୁ ଠିକଣା ନେଉଥିଲା । ମହିଳାଙ୍କୁ ବାହା ହେବା ସହ ତାଙ୍କ ନାଁରେ ଲୋନ୍ କରୁଥିଲା । ଆଉ ସେହି ଟଙ୍କାରେ ମଉଜ କରୁଥିଲା ରସିକିଆ ନାଗର I

Crime
ଥାନାରେ ଦିବ୍ୟାଙ୍ଗଙ୍କ ପ୍ରତି ପୋଲିସର ଅତ୍ୟାଚାର, ଛାତିକୁ ମାରିଛନ୍ତି ଗୋଇଠା..!

ଝଗଡ଼ା ଦେଖି ପାଖଲୋକେ ଆସି ବୁଝାସୁଝା କରିବା ସମୟରେ ପିସିଆର୍‌ ଭ୍ୟାନ୍‌ ଆସି ଦୁଇପକ୍ଷଙ୍କୁ ଥାନାକୁ ଉଠାଇ ନେଇଥିଲା। ପୁଅକୁ ବି ଥାନାକୁ ନେଇ ଯାଇଥିଲା। ଥାନାରେ ପୁଅକୁ ଅପରାହ୍ଣ ୩ଟାରୁ ରାତି ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଟକ ରଖାଗଲା।

Vigilance
ସରକାରୀ ବାବୁଙ୍କୁ ଘାରିଛି କୁବେର ହେବାର ନିଶା; ଅମାପ ସଂପତ୍ତି ଠୁଳ କରି ଭିଜିଲାନ୍ସ ଜାଲରେ ବଡ଼ ମାଛ...

ସରକାରୀ ବାବୁଙ୍କୁ ଘାରିଛି କୁବେର ହେବାର ନିଶା । କିଏ ଠୁଳ କଲାଣି ପାହାଡ଼ ଉଚ୍ଚର କଳା ଟଙ୍କା ତ ଆଉ କାହାର ମାଳ ମାଳ ପ୍ଲଟ୍, ଫ୍ଲାଟ୍, ବହୁତଳ କୋଠା ।

Vigilance Raid
ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରେ ରେଡ୍, ଠାବ ହେଲାଣି ୮୫ ପ୍ଲଟ୍‌

ଓଡ଼ିଶା ସହ ପଶ୍ଚିମବଙ୍ଗରେ ଏବେ ଯାଏଁ ୮୫ଟି ପ୍ଲଟ ଠାବ ହେଲାଣି । ତା ଭିତରୁ କେବଳ ଜଳେଶ୍ବରରେ ୮୦ଟି ପ୍ଲଟ୍ ରହିଛି ।

Online Trading
କାଳ ହେଲା ଅନଲାଇନ୍‌ ଟ୍ରେଡିଂ ! ବ୍ରିଜ ଉପରେ କାର୍ ଓ ଚପଲ ଥୋଇ ଯୁବକ ନିଖୋଜ

ଅନ୍‌ଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ପରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Social Media
ମରିଗଲା ଭାବି ପୋତି ଦେଇଥିଲେ, ବୁଲା କୁକୁର ମାଂସ ଖାଇବା ଲୋଭରେ ଖୋଳି ବାହାର କଲେ...

କୁକୁରମାନେ ରକ୍ତ ଗନ୍ଧ ବାରି ସେଠାକୁ ଖୋଳି ତାଙ୍କ ମାଂସ ଖାଇବାକୁ ଲାଗିଲେ । ସୌଭାଗ୍ୟବଶତଃ ରୂପକିଶୋରଙ୍କ ଚେତା ଫେରିଥିଲା ଆଉ ସେ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ ।

  • Friday, 02 August 2024
  • Viral
BJD Goverment
କୋ-ଅପରେଟିଭ୍ ନା କରପ୍ସନ୍‌ ବିଭାଗ ! ସବୁ ଜାଣିଶୁଣି କାହିଁକି ଚୁପ୍ ବସିଥିଲା ତତ୍କାଳୀନ ବିଜେଡି ସରକାର ?

ଖୋଲିବ ସମବାୟ ଦୁର୍ନୀତି ପେଡି ! ବନ୍ଧା ହେବେ ଅଧିକାରୀ ! ସରକାରୀ ତହବିଲକୁ ଫେରିବ ଆତ୍ମସାତ ହୋଇଥିବା ଟଙ୍କା ! ଗତକାଲି ବିଧାନସଭାରେ ଆସିଛି ଅଖିତରାଟି ଦେଲା ଭଳି ତଥ୍ୟ।  

Journalist
ସ୍ୱାମୀ ବିଛାଇଥିଲା ପ୍ରେମର ମାୟାଜାଲ! ପୋଲିସ ହାତରେ ଲାଗିଲା ମଧୁମିତାଙ୍କ ସୁଇସାଇଡାଲ ନୋଟ୍

ପୋଲିସ ହାତରେ ମଧୁମିତାର ସୁଇସାଇଡାଲ ନୋଟ । ମୃତ୍ୟୁ ପୂର୍ବରୁ ଛାଡ଼ି ଯାଇଛନ୍ତି ସ୍ୱାମୀ ଶ୍ରୀଧରର ଜୀବନ ପଞ୍ଜିକା l

Odisha Crime
ନିଶା ପାଇଁ ମାଗିଥିଲା ଟଙ୍କା ! ସ୍ତ୍ରୀ ଦେଲାନି ବୋଲି କଲା ହତ୍ୟା, ଫାଶୀଦଣ୍ତ ଶୁଣାଇଦେଲେ କୋର୍ଟ

ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ସଂଜୀତ । ଏହି ମାମଲାର ବିଚାର କରିକୋର୍ଟ ସଂଜୀତକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି ।

Salman Khan
ସମାଜ ପରିବର୍ତ୍ତନ କରିବାକୁ ସଲମାନଙ୍କୁ ହତ୍ୟା ଯୋଜନା ! ଆକ୍ରମଣ ପୂର୍ବରୁ ମିଳିଥିଲା ସିଗାରେଟ୍

ଗତ ଏପ୍ରିଲ ମାସରେ ସୁପରଷ୍ଟାର ସଲମାନଙ୍କ ଉପରେ ଆକ୍ରମଣ ହୋଇଥିଲା । ସଲମାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଦୁଇଜଣ ବ୍ୟକ୍ତି ଗୁଳି ଚଳାଇଥିଲେ । ପରେ ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା ।

Vigilance Raid
ଫାଇଲରେ ଦସ୍ତଖତ ହେଉ ଅବା ବିଲ୍ ପାସ୍, ସହକାରୀ ଯନ୍ତ୍ରୀ ମାଡାମଙ୍କର ଥିଲା ପୁଳା ପୁଳା ଡିମାଣ୍ଡ

ମହାନ୍ତିଙ୍କ ବିରୋଧରେ ଖୋଲିବାରେ ଲାଗିଛି ଅଭିଯୋଗର ଲମ୍ବା ଫର୍ଦ୍ଦ ।

  • Wednesday, 31 July 2024