କଟକ ଗଣଦୁଷ୍କର୍ମ ମାମଲାରେ ରହିଛି ଆଉ ଜଣଙ୍କ ସଂପୃକ୍ତି । ମାମଲାରେ ଆଉ ଜଣଙ୍କ ସମ୍ପୃକ୍ତି ନେଇ ପରିବାର ଲୋକେ ଜଣାଇଥିବା କହିଛନ୍ତି କଟକ ଡିସିପି ।
କଟକ ଡିସିପିଙ୍କୁ ଚିଠି ଲେଖି ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି ରେଭେନ୍ସା ରେଜିଷ୍ଟ୍ରାର।