କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ଭତ୍ତା ପାଇଁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ପେନସନ ଟଙ୍କା ଉଠାଇବାକୁ ଆସି ଫେରିବା ବେଳେ ବାଟରେ ମୃତ୍ୟୁ ହୋଇଥିବା କହିଛନ୍ତି ମୃତକଙ୍କ ଭାଇ ।
Published By: Swadesi Megha Mallhar Prusty
Last updated: 09 November 2024, 01:32 PM IST
ଘର ଭିତରେ ଝୁଲୁଥିଲା ନାବାଳକର ମୃତଦେହ। ସନ୍ଧ୍ୟାରେ ମାଆ ଆସି ଦେଖିବା ବେଳକୁ ଏକମାତ୍ର ପୁଅର ମୃତଦେହ ଝୁଲୁଛି। ତେବେ ନାବାଳକ ଜୀବନ ହାରିଛି ନା ତାକୁ ହତ୍ୟା କରାଯାଇଛି, ସେନେଇ ପୋଲିସ ଆରମ୍ଭ କରିଛି ତଦନ୍ତ।