ଭୁବନେଶ୍ୱର ଲିଙ୍ଗିପୁରରେ ATM ଉପାଡ଼ି ଲୁଟ୍ ମାମଲାରେ ପୋଲିସ୍ର ଛାନ୍ଭିନ୍ ଜାରି ରହିଛି। ଗିରଫ ୨ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ୍ ରିକ୍ରିଏସନ୍ କରିଛି ପୋଲିସ। ସେମାନଙ୍କ ଲୁଟ୍ର ତରିକା ଜାଣିବାକୁ ଓ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଏହି ଡେମୋ ଚାଲିଛି।
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପ୍ରତି ଆକ୍ରମଣ କରିଛନ୍ତି। ମୃତକଙ୍କ ପରିବାର ଲୋକ ଫେରାର ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ ଓ ୩ ବର୍ଷର ଶିଶୁପୁତ୍ରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, କଟୁରୀ ଓ ଶିବର ମୋବାଇଲ ପୂର୍ବରୁ ସିଜ୍ କରିଛି ପୋଲିସ ।
ପ୍ରେମଜନିତ ଆତ୍ମହତ୍ୟାକୁ ନେଇ ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ- NCRBର ତଥ୍ୟ ବି ଚମକାଇ ଦେଲାଭଳି।
ଭାବ ଆଉ ଆବେଗର ସଂପର୍କ ଭିତରେ ପ୍ରେମିକାଟିଏ ଯାହା ସହ ବାଟ ଚାଲିବାର ପଣ କରିଥିଲା, ତାଠୁ ମିଳିଲା ଧୋକ୍କା। ପ୍ରଥମେ ପ୍ରେମ ଓ ତାପରେ ଅସହ୍ୟ ହେଲା ପ୍ରତାରଣା। ଶେଷରେ ପ୍ରେମିକକୁ ଶେଷ ଚିଠି ଲେଖି ବିଦାୟ ନେଇଗଲା ପ୍ରେମିକାଟିଏ
ଏ କେମିତିକା ବୋହୂ? ନିଜର ପାପ ସମ୍ପର୍କକୁ ଲୁଚାଇବାକୁ ଯାଇ ଅନ୍ଧାର ରାତିରେ ଶ୍ୱଶୁରକୁ ମାରିଦେଲା। ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ଯା’ ଖୋଲିଲେ ପରକୀୟା ପ୍ରୀତିର ରହସ୍ୟ..
ଲୁଟ୍ ପରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ। ଶେଷରେ ପାଖ ଜଙ୍ଗଲରେ ଫୋପାଡ଼ି ଦେଇ ଚାଲିଗଲେ। ୬୬ ବର୍ଷୀୟ ବୟସ୍କଙ୍କୁ ରାସ୍ତା ମଝିରେ ଆକ୍ରମଣ କରି ୬ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।
ଯେଉଁ ଝିଅକୁ ସେ ଭଲ ପାଉଥିଲେ, ଘନିଷ୍ଠ ସାଙ୍ଗ ସହ ସେ ଝିଅର ପ୍ରେମ ସମ୍ପର୍କ ଜାଣିବା ପରେ ଏହାକୁ ସହି ପାରିଲେ ନାହିଁ ଯୁବକ। ଶେଷରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତକ ୪୨ ବର୍ଷୀୟ ରାହୁଲ ତିୱାରୀ, ୩୮ ବର୍ଷୀୟ ପତ୍ନୀ ପ୍ରିତି ଓ ତିନି ଝିଅ ମାହି- ପିହୁ ଓ ପୋହୁ ସହ ଖଗଲପୁରରେ ଏକ ଭଡ଼ା ଘରେ ରହୁଥିଲେ । କିନ୍ତୁ ଏମାନେ କୌଂଶବିର ମୂଳ ବାସିନ୍ଦା ।
ଭୁବନେଶ୍ୱର ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ATM ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ ମାମଲାର ପର୍ଦ୍ଦାଫାସ୍ ହୋଇଛି। କମିଶନରେଟ୍ ପୋଲିସ୍ ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଅନ୍ୟ ଜଣେ କୋଲକାତାର ହୋଇଥିବା ସୂଚନା ମିଳିଛି।
ଏ କେମିତିକା ବୋହୂ? ନିଜର ପାପ ସମ୍ପର୍କକୁ ଲୁଚାଇବାକୁ ଯାଇ ଅନ୍ଧାର ରାତିରେ ଶ୍ୱଶୁରକୁ ମାରିଦେଲା। ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ...ଯା’ ଖୋଲିଲେ ପରକୀୟା ପ୍ରୀତିର ରହସ୍ୟ...
ବୁଲିବାକୁ ନଛାଡ଼ିବାରୁ ନିରାଶ ହୋଇ ଗଛରେ ଓଢ଼ଣି ଲଗାଇ ଝୁଲି ପଡ଼ିଲେ ଯୁବତୀ । ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଥିବା ପୋଲିସର ସୂଚନା ।
ଜଣେ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ୫ ଜଣଙ୍କୁ ଗିରଫ କରିଛି ।
ପ୍ରତିଶୋଧ ନେଇଛି ସମ୍ପତ୍ତି ବିବାଦର । ମୁଁ ଜଣ ଜଣ କରି ୫ ଜଣଙ୍କୁ କଟୁରୀରେ ହାଣି ହତ୍ୟା କରିଛି । ମୁଁ ହିଁ ବନିଥିଲି ହତ୍ୟାକାରୀ। ମାହାଙ୍ଗା କୁସୁପୁର ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁ ଆଜି ଏଭଳି ଢଙ୍ଗରେ ତଥ୍ୟ ବଖାଣିଛି କ୍ରାଇମସ୍ପଟ୍ରେ।
ଆସନ୍ତାବର୍ଷ ଓଡ଼ିଶାରେ ହେବ ହକି ବିଶ୍ୱକପ୍ । ଏହି ଅବସରରେ ବିଦେଶରୁ ଆସିବେ ଖେଳାଳୀ, ଅଫିସିଆଲ ଓ ଖେଳପ୍ରେମୀ । ଆଉ ଏହି ମେଗା ଇଭେଣ୍ଟ ଅବସରରେ ଦାମିକା ନିଶା ଦ୍ରବ୍ୟ କୋକେନ୍ ବିକ୍ରି ଲାଗି ଯୋଜନା ରଖିଥିଲେ ଭୁବନେଶ୍ୱରରୁ ଗିରଫ ଦୁଇ ଅଭିଯୁକ୍ତ ରବି ଓ ସନ୍ନି ।
ଏବେ ପ୍ରଶ୍ନ, ହକି ବିଶ୍ୱକପ୍କୁ ଟାର୍ଗେଟ କରି ଅଭିଯୁକ୍ତ, ଓଡ଼ିଶାକୁ କୋକେନ ଆଣିଥିଲେ ନା ବହୁ ଦିନ ହେଲା ଏହି ଧନ୍ଦାରେ ଲିପ୍ତ ଅଛନ୍ତି ? ସେହିପରି ଏହି ନିଶା କାରବାର ପଛରେ ରହିଛି ଆଉ କେଉଁମାନଙ୍କ ସଂପୃକ୍ତି?
ଶିବ ଘରେ ପ୍ରବେଶ କରି ପ୍ରଥମେ ଖଟରେ ଶୋଇଥିବା ଭାଇବୋହୂଙ୍କୁ ହାଣିଲା।
ରାତି ଅନ୍ଧାରରେ ଏ ଦୃଶ୍ୟ ଦେଖିବା ପରେ ହଠାତ ତାଜୁବ ହୋଇଯାଇଥିଲା ପୁରା ତୋହରା ଗାଁ।
ସାମାନ୍ୟ ମୋବାଇଲ ଗେମ୍ ପାଇଁ ସପ୍ତମ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଛି। ସପ୍ତମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରକୁ ହତ୍ୟା କରି ଦୁଇ ସମବୟସ୍କ ସାଙ୍ଗ ତାଙ୍କୁ ଫୋପାଡି ଦେଇଥିବା ସୂଚନା ଆସିଛି।
ଝିଅକୁ ତଣ୍ଟି ଚିପି ହତ୍ୟା କଲା ମା’। କୌଣସି ଏକ କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଇଥିଲା ଯାହା ପରେ ମହିଳା ଜଣକ ନିଜ ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ପ୍ରାରମ୍ଭିକ ତଦନ୍ତ ଆଧାରରେ ହତ୍ୟାକାଣ୍ଡରେ ଏକା ଶିବର ସଂପୃକ୍ତି ରହିଥିବା ଜଣାପଡ଼ିଛି । ଭାଇ ଭାଇର ଶତ୍ରୁତା ଓ ଜମିଜମା ପାଇଁ ଏପରି ନାରକୀୟ କାଣ୍ଡ ଘଟାଇଛି ଅଭିଯୁକ୍ତ ।
ଭୁବନେଶ୍ୱରରେ କୋକେନ୍ ମିଳିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୨୦୨୩ ହକି ବିଶ୍ୱକପ୍ ପୂର୍ବରୁ କୋକେନ୍ ବିକ୍ରି ପାଇଁ ମାର୍କେଟ ପ୍ରସ୍ତୁତି ଚାଲିଥିଲା ବୋଲି ଜଣାପଡ଼ିଛି।
ଚା’ ସହିତ ଜଳଖିଆ ନଦେବାରୁ ବୋହୂକୁ ଗୁଳି ମାରିଲେ ଶ୍ୱଶ୍ୱୂର । ମହାରାଷ୍ଟ୍ର ଠାଣେ ସହରରୁ ଆସିଛି ଏହି ସଙ୍ଗୀନ ଅଭିଯୋଗ ।
ପୋଲିସ ରିମାଣ୍ଡରେ କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାର ଅଭିଯୁକ୍ତ ଶିବ ସାହୁ। କୋର୍ଟଙ୍କ ଅନୁମତି ପରେ ଶିବକୁ ଗତକାଲିଠାରୁ ୩ ଦିନ ପାଇଁ ମାହାଙ୍ଗା ପୋଲିସ ରିମାଣ୍ଡରେ ନେଇଛି। ଏସବୁ ଭିତରେ ଏକ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି।
ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କାର କୋକେନ ଜବତ ପରେ ବଢିଛି ଏସ୍ଟିଏଫ୍ର ଚିନ୍ତା । ଓଡ଼ିଶାରେ କେତେ ଦିନ ହେଲା ଚାଲିଛି ଏହି ନିଶା କାରବାର? ଏହା ପଛରେ ସଂପୃକ୍ତ ଅଛନ୍ତି ଆଉ କେଉଁ ବ୍ୟକ୍ତି?