ଭୁବନେଶ୍ୱର, ବ୍ରହ୍ମପୁରରେ ହେତୁବାଦୀ-ପରଂପରାବାଦୀ ଖଣ୍ଡଯୁଦ୍ଧ । ରଣକ୍ଷେତ୍ର ପାଲଟିଲା ରାଜଧାନୀର ଲୋହିଆ ଏକା଼ଡେମୀ ।
ସ୍ତ୍ରୀକୁ ହାଣି ପକାଇଲା ସ୍ୱାମୀ । ତିନି କୁନି କୁନି ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କଲାନି ।
ମା, ଝିଅ ଡବଲ ମର୍ଡର ମାମଲାରେ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଜାମିନ୍ ଦେଇଛନ୍ତି ।
ଜାତୀୟ ରାଜପଥ କଡ଼ରୁ ଏକ ଗଛରୁ ଉଦ୍ଧାର ହୋଇଛି ଏକ ପ୍ରେମୀ ଯୁଗଳଙ୍କ ମୃତଦେହ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁ ନିକଟରେ ଘଟିଛି ଏହି ଘଟଣା।
ପାଣି ପାଇଁ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରିଦେଲେ ।
ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।
ଜଘନ୍ୟ କାଣ୍ଡ ଘଟାଇଲା ୧୭ ବର୍ଷର ବାଳକ। ମା’ ଆଉ ଭଉଣୀ ସମେତ ୪ ଜଣଙ୍କୁ ହାଣିଦେଲା। ଟିଭି ଦେଖି ଶିଖୁଥିଲା ହତ୍ୟାର ବିଭିନ୍ନ ଟ୍ରିକ୍ସ!
ରେଳ ଧାରଣାରୁ ମିଳିଲା ଯୁବତୀଙ୍କ କଟା ମୁଣ୍ଡ। କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତ୍ୟୁ ଘଟିଲା ତାହା ଜଣାପଡ଼ିନି। ଏହା ଆତ୍ମହତ୍ୟା ନା ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ପାର୍ଟିରେ ବହୁ ବଡ଼ବଡ଼ିଆ ଥିବା ଜଣାପଡ଼ିଛି
ଦ୍ୱିତୀୟ ତାଲିକା ବାହାରିବ କହି ଆଶାୟୀଙ୍କ ଠାରୁ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କୁ କ୍ରାଇମବ୍ରାଂଚ ଗିରଫ କରିଥିବା ଜଣାପଡିଛି ।
ଆକ୍ରମଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଗୁରୁତରଙ୍କୁ ଭେଟିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ।
ଝିଅକୁ ଅପହରଣ ଉଦ୍ୟମ ବେଳେ ପ୍ରତିରୋଧ କରିବାରୁ ମା’କୁ ଗୁଳିମାଡ଼। ଫାୟାରିଂ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି।
ହାତରେ ଧାରୁଆ ଛୁରୀ ଧରି ବିଚ୍ ରାସ୍ତାରେ ଆତଙ୍କ ଖେଳାଇଲେ ମାନସିକ ବିକୃତ ଯୁବକ। ଏପରିକି ଯାହାକୁ ପାରିଲେ ତାକୁ ମାରିବାକୁ ଗୋଡ଼ାଉ ଥିଲେ।
ଏମାନଙ୍କୁ ଭଗବାନ୍ ବି କ୍ଷମା ଦେବେନି । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଚାରି ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ କରାଯାଇଛି ।
୧୩ ଜଣିଆ ଦଲାଲ୍ ରାକେଟକୁ ଗିରଫ କଲା ପୋଲିସ , ନାଁ ରେଜିଷ୍ଟ୍ରେସନ ପାଇଁ ନେଉଥିଲେ ୩ରୁ ୫ହଜାର ଟଙ୍କା
ଦାନ୍ତ ଡାକ୍ତରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଯୁବତୀ , ନ୍ୟାୟ ନମିଳିରେ ଆତ୍ମହତ୍ୟା ଧମକ ଦେଲେ ପୀଡ଼ିତା
ମନ୍ଦିର ବାହାରେ ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ଅଭିଯୋଗକାରୀ ଜିଲ୍ଲା ଖାଉଟି କମିଶନରେ ମାମଲା ରୁଜୁ କରିଥିଲେ।
ରାଜଧାନୀର ରାଜରାସ୍ତା ଉପରେ ଜଣେ ଫଟୋ ସାମ୍ବାଦିକଙ୍କୁ ପୋଲିସ୍ ମାଡ଼ ମାରିବା ଘଟଣାର ଦିନକ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍।
ଦଲାଲଙ୍କ ଉପରେ ଦମନଲୀଳା ଚଳାଇଛି ପୋଲିସ୍। ମେଡିକାଲରେ ଆଉ ଦଲାଲଗିରିକୁ ବରଦାସ୍ତ କରାଯିବନି ବୋଲି ଖୁଲମଖୁଲା ଦିଆଯାଇଛି ଚେତାବନୀ। କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଏବେ ଭୁବନେଶ୍ୱର ଏମସ୍ ପାଳି।
ଘର ଆଗରେ ଖବର କାଗଜ ଦେଖିଲେ ଏହି ଘଟଣା ସମ୍ପର୍କରେ ମନେ ପକାଇବେ । ଆପଣଙ୍କ ଛାତିରେ ଛନକା ପଶିବ ।
କ୍ୟାମେରା ଛଡ଼ାଇନେଇଥିଲେ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
ଅନୁପଙ୍କୁ ଆଜୀବନ ହୋଇଥିଲା ବେଳେ ବର୍ଦ୍ଧନଙ୍କୁ ଖଲାସ କରିଥିଲେ କୋର୍ଟ ।
ଘଟଗାଁରୁ କେନ୍ଦୁଝରକୁ ମେଳା ଦେଖିବାକୁ କାର୍ରେ ଆସୁଥିଲେ ।
ଏ ମଣିଷ ନା ଦାନବ । ଟଙ୍କା ପାଇଁ ନିଜ ଗର୍ଭବତୀ ସ୍ତ୍ରୀକୁ ବି ଛାଡ଼ିଲାନି ।