• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

vaccination
କାଲିଠୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା: କଟକରେ ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ

କଟକ ଜିଲ୍ଲାରେ ୧୫ରୁ ୧୮ ବର୍ଷ ବର୍ଗଙ୍କୁ ଟିକା ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ହେବ। ସ୍ଲଟ୍ ବୁକିଂ କରିଥିବା ୧୫ରୁ ୧୮ ବର୍ଷ ବର୍ଗ ପିଲା କାଲିଠାରୁ ଟିକା ନେବେ।

Corona
ଓଡ଼ିଶାରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ଆଜି ପୁଣି ୨୩ ଓମିକ୍ରନ ଆକ୍ରାନ୍ତ ହେଲେ ଚିହ୍ନଟ

Corona
କରୋନା ଟିକାର ନୂଆ ମାଇଲ୍‌ ଖୁଣ୍ଟ ଅତିକ୍ରମ କଲା ଭାରତ : ୧୪୫ କୋଟି ଡୋଜ୍‌ ଦିଆଗଲାଣି ଭ୍ୟାକ୍ସିନ୍‌

କରୋନା ବିରୋଧରେ ଲଢେଇ ଜାରି ରଖିଛି ଭାରତ, ୧୪୫ ଡୋଜ୍‌ ଦିଆଗଲାଣି ଭ୍ୟାକ୍ସିନେସନ୍‌

florona
କରୋନା ବେଳେ ପୁଣି ଆସିଲା ଫ୍ଲୋରନା : ଜାଣନ୍ତୁ ଏହା କେତେ ଭୟଙ୍କର?

ସାରା ବିଶ୍ୱ ଏବେ କରୋନା ଭାଇରସ ମହାମାରୀ କବଳିତ ହୋଇଛି। କୋଭିଡ-୧୯ର ନୂଆ ନୂଆ ଉତପରିବର୍ତ୍ତନ ଏବେ ବୈଜ୍ଞାନିକଙ୍କ ନିଦ ହଜେଇ ଦେଇଛି।

Telangana Enforces Major Curbs In View Of Omicron Surge
କରୋନା ବଢ଼ୁଥିବାରୁ ତେଲେଙ୍ଗାନାରେ ଲାଗିଲା କଟକଣା

ଦେଶରେ କୋଭିଡ୍ ସ୍ଥିତିକୁ ନେଇ ତେଲଙ୍ଗାନାରେ ଲାଗିଲା କଟକଣା । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଶୋଭାଯାତ୍ରା, ରାଲି, ସାଧାରଣ ସଭା, ଜନ ସମାଗମ, ସବୁ ପ୍ରକାର ଧାର୍ମିକ ରାଜନୈତିକ ଏବଂ ସାଂସ୍କୃତିକ ସମାଗମ ଆୟୋଜନ ଉପରେ ରୋକ ଲାଗିଛି । ଏହାସହ ସମସ୍ତ ସରକାରୀ ଓ ଘରୋଇ ପରିବହନ ବ୍ୟବସ୍ଥା, ଦୋକାନ, ମଲ୍, କାର୍ଯ୍ୟାଳୟ ସହ ଅନ୍ୟ ପ୍ରତିଷ୍ଠାନ ଗୁଡିକରେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Omicron Scare - Haryana Imposes Strict Curbs In Five Districts
ହରିୟାଣାର ୫ ଜିଲ୍ଲାରେ ଲାଗିଲା କଟକଣା

ହରିୟାଣା ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଏବଂ ସୋନିପତରେ ସିନେମା ହଲ, ପ୍ରେକ୍ଷାଳୟ, ସ୍କୁଲ, କଲେଜ, ଜିମ ଇତ୍ୟାଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଥିବା କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟ ୫୦ ପ୍ରତିଶତ ଉପସ୍ଥାନ ସହିତ କାର୍ଯ୍ୟ କରିବେ । ଜାନୁଆରୀ ୧୨ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି ।

Covid Resurgence In Maharashtra, Delhi Worries Govt
ମହାରାଷ୍ଟ୍ରରେ ହାଇ ଆଲର୍ଟରେ

ମହାରାଷ୍ଟ୍ରରେ କରୋନା ପିକ୍ ନେଲାଣି। ଦିନକୁ ଦିନ କରୋନା ଗ୍ରାଫ୍ ଉପରକୁ ବଢୁଥିବାରୁ ମହାରାଷ୍ଟ୍ରରେ ହାଇ ଆଲର୍ଟରେ।

corona
ମଝି ଆକାଶରେ ପଜିଟିଭ୍ ହେଲେ ମହିଳା, ଫ୍ଲାଇଟ୍‌ର ବାଥରୁମରେ ୫ଘଣ୍ଟା ପାଇଁ ହେବାକୁ ପଡ଼ିଲା ଆଇସୋଲେଟ୍

କରୋନା ପାଇଁ ବାଥରୁମ୍‌ରେ ୫ ଘଣ୍ଟା ବିତାଇଲେ ମହିଳା । ପଜିଟିଭ୍‌ ଚିହ୍ନଟ ହେବା ପରେ ନିଜକୁ ଆଇସୋଲଟ୍ କରିବାକୁ ବାଥରୁମରେ ତାଙ୍କୁ ସମୟ ବିତାଇବାକୁ ପଡ଼ିଲା ।

telengana
୧୦ ତାରିଖ ପର୍ଯ୍ୟନ୍ତ ଶୋଭାଯାତ୍ରା, ରାଲି, ସାଧାରଣ ସଭା, ଜନ ସମାଗମ ଉପରେ ପ୍ରତିବନ୍ଧକ

କରୋନା ବଢ଼ୁଥିବାରୁ ତେଲେଙ୍ଗାନାରେ ଲାଗିଲା କଟକଣା । ମାସ୍କ ନପିନ୍ଧିଲେ ୧ ହଜାର ଟଙ୍କା ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ।

corona
ଖୁସି ଖବର ଦେଲା ଡବ୍ଲୁଏଚଓ ! ଚଳିତ ବର୍ଷ ଶେଷ ହୋଇଯିବ କରୋନା ମହାମାରୀ

୨୦୨୨ ରେ ଅନ୍ତ ହୋଇଯିବ କରୋନା ମହାମାରୀ । ନୂଆ ବର୍ଷକୁ ସ୍ୱାଗତ କରୁ କରୁ ଆଶ୍ୱସ୍ତିକର ଖବର ଦେଲା ଡବ୍ଲୁଏଚଓ (World Health Organization) ।

Coronavirus
ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା: ୨ ମାସ ପରେ ୪ ଶହ ଟପିଲା ଦୈନିକ ସଂକ୍ରମଣ

୨ ମାସ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

corona
ରାଜଧାନୀ ଦିଲ୍ଲୀ ଓ ମାୟାନଗରୀ ମୁମ୍ବାଇରେ ଉଦବେଗଜନକ ଭାବେ ବଢ଼ୁଛି ସଂକ୍ରମଣ

କରୋନା ବଢ଼ୁଛି, ଭୟ ବଢ଼ୁଛି । ଦେଶକୁ ଆସିଲା କି ତୃତୀୟ ଲହରୀ ? ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ରାଜଧାନୀ ଦିଲ୍ଲୀ ଓ ମାୟାନଗରୀ ମୁମ୍ବାଇରେ ଦିନକୁ ଦିନ ବଢ଼ିଚାଲିଛି ସଂକ୍ରମଣ ।

Home Isolation
‍କ୍ଷୀପ୍ର ବେଗରେ ମାଡୁଛି କରୋନା, ଅସ୍ଥାୟୀ ହସ୍ପିଟାଲ କରିବାକୁ କହିଲା କେନ୍ଦ୍ର

ଦିନକରେ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବା ପରେ ଆଜି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ।

corona
ରାଜ୍ୟରେ ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଥଣ୍ଡା, କାଶ ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ, ପଜିଟିଭ ହେଲେ ଜିନମ୍ ସିକ୍ୟୁଏନ୍ସିଂ କରିବାକୁ ପରାମର୍ଶ ।

Omicron Tally In India Rises To 1,431
ଦେଶରେ ୧୪ ଶହ ଟପିଲା

ଦେଶରେ ଦୈନିକ କରୋନା ସଂକ୍ରମଣରେ ଆଜି ଲମ୍ବ ଡିଆଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୭୭୫ କରୋନା ଆକ୍ରାନ୍ତ ଚିହ୍ନଟ । ଅନ୍ୟପଟେ ଦେଶରେ ଦିନକରେ ୪୦୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୧ ହଜାର ୪୮୬କୁ ବୃଦ୍ଧି ପାଇଛି । ଦେଶରେ ଏବେ ଆକ୍ଟିଭ୍ କେସ୍ ୧ ଲକ୍ଷ ୦୪ ହଜାର ୭୮୧ ରହିଥିବା ବେଳେ ଏବେ ସୁଦ୍ଧା ସୁସ୍ଥ ହେଲେଣି ୩ କୋଟି ୪୨ ଲକ୍ଷ ୭୫ ହଜାର ୩୧୨ ।

Omicron variant live updates
ଓମିକ୍ରନ୍‌ ଭୟ ! ଦେଶରେ ଲଙ୍ଗ ଜମ୍ପ ମାରିଲା କରୋନା ସଂକ୍ରମଣ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ଏବେ ମୋଟ ୧୪୩୧ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଦ୍ରୁତ ଗତିରେ ଏହି ଭ୍ୟାରିଏଣ୍ଟ ବଢ଼ିବାରେ ଲାଗିଛି । 

  • Saturday, 01 January 2022
DL
ନୂଆବର୍ଷରୁ ନୂଆ ନିୟମ, ଜାଣନ୍ତୁ କାଲିଠୁ କେଉଁ କେଉଁ ନିୟମରେ ହେଲା ପରିବର୍ତ୍ତନ ?

ନୂଆବର୍ଷରୁ ନୂଆ ନିୟମ, ଜାଣନ୍ତୁ କାଲିଠୁ କେଉଁ କେଉଁ ନିୟମରେ ହେଲା ପରିବର୍ତ୍ତନ?…

  • Friday, 31 December 2021
  • DL
Corona
ନୂଆବର୍ଷରେ ପୁଣି ଡରାଇବ କି କରୋନା ?

ନୂଆବର୍ଷରେ ପୁଣି ଡରାଇବ କି କରୋନା? ପୁଣି ଭୟଙ୍କର ରୂପ ନେଇ ଆସିବ କି covid-19?

Corona
ସମସ୍ତେ ଆଶା କରୁଥିଲେ ନୂଆ ବର୍ଷ ଏଥର ଧୁମଧାମରେ ପାଳନ ହେବ । ହେଲେ ଓମିକ୍ରନ ପାଇଁ ସବୁ ମଉଳିଗଲା

ଧୀରେ ଧୀରେ କଟକଣା କୋହଳ ହେଉଥିଲା । ସାଧାରଣ ଜନଜୀବନ ସ୍ୱଭାବିକ ହେଉଥିଲା । କିଣାବିକା, ଦୋକାନ, ବଜାର ସବୁ ଠିକ୍ ଠିକା ଚାଲିଥିଲା । ସମସ୍ତେ ଆଶା କରୁଥିଲେ ନୂଆ ବର୍ଷ ଏଥର ଧୁମଧାମରେ ପାଳନ ହେବ । ହେଲେ ଓମିକ୍ରନ ପାଇଁ ସବୁ ମଉଳିଗଲା ।

omicron Variant
ଏସବୁ ଲକ୍ଷଣ ଥିଲେ ଆଇସୋଲେଟ ହେବାକୁ କହିଲା କେନ୍ଦ୍ର

କରୋନାର ସାମାନ୍ୟ ଲକ୍ଷଣ ଥିଲେ ଆଇସୋଲେଟ ହେବାକୁ କେନ୍ଦ୍ର ସରକାର କହିଛି। ଏନେଇ ସବୁ ମୁଖ୍ୟ ସଚିବଙ୍କୁ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ  ଚିଠି ଲେଖିଛନ୍ତି। ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଜକୁ ଆଇସୋଲେଟ କରିବାକୁ ପରାମର୍ଶ ଦିଆଯାଇଛି।

Corona
ଖୁସି ଖବର ! ଦକ୍ଷିଣ ଆଫ୍ରିକାଠାରୁ ଓମିକ୍ରନ୍‌ ନିୟନ୍ତ୍ରଣର ଫର୍ମୁଲା ପାଇଲା ପୂରା ବିଶ୍ୱ

ଅଧିକାଂଶ ଦେଶ କରୋନା ଜାଲରେ ଫସି ଆଉଟୁ ପାଉଟୁ ହେଉଛନ୍ତି । ସେଠାରେ ହୁହୁ ହୋଇ ବଢ଼ିବାରେ ଲାଗିଛି ସଂକ୍ରମଣ । ତେଣୁ ଦେଶମାନେ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗୁ କରୁଛନ୍ତି ।

Omicron
Omicron Alert: ଭାରତରେ ମାରାତ୍ମକ ଡେଲ୍‌ଟା ଭ୍ୟାରିଏଣ୍ଟକୁ ବଢ଼ାଉଛି ଓମିକ୍ରନ୍‌

ଶୁକ୍ରବାର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୭୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ, ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସଂକ୍ରମିତଙ୍କ ସଂଖ୍ୟା ୧୨୭୦ରେ ପହଞ୍ଚିଛି ।

Omicron variant live updates
ଦେଶରେ ଭୟ ବଢାଉଛି ଓମିକ୍ରନ୍‌

ଚିନ୍ତା ବଢ଼ାଉଛି ଓମିକ୍ରନ୍‌ । ଦେଶରେ ଗତକାଲି ୧୩ ହଜାର ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୬ ହଜାର ୭୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦ରେ ପହଞ୍ଚିଛି ।

Night Curfew In Odisha
ରାତି ୧୦ରୁ ନାଇଟ୍‌ କର୍ଫ୍ୟୁ: ଜାଣନ୍ତୁ, କେଉଁମାନେ କଟକଣା ମୁକ୍ତ...

ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ। ତେବେ ଏହି କଟକଣା ସମୟରେ ଜରୁରୀ ସେବାକୁ ସରକାର ବାଦ୍‌ ଦେଇଛନ୍ତି। 

Omicron
ଉପରମୁହାଁ ହେଉଛି ଓମିକ୍ରନ୍: ସଂକ୍ରମଣ ହଜାର ଟପିଲା

ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ୍ । ଦେଶରେ ହଜାରେ ଟପିଲା ଓମିକ୍ରନ ସଂକ୍ରମଣ। ଦେଶରେ ଏପର୍ଯ୍ୟନ୍ତ ୧୨୭୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୪୫୦, ଦିଲ୍ଲୀରେ ୩୨୦ ଚିହ୍ନଟ ହୋଇଛନ୍ତି ।