• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Omicron Scare

Omicron Scare
ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଉଛି କି ଓଡ଼ିଶା?

ଦେଶରେ ବହୁ ସ୍ଥାନରେ ଓମିକ୍ରନ୍‌ ଗୋଷ୍ଠୀ ସଂକ୍ରମଣ ହେଲାଣି। ଓଡ଼ିଶାରେ ବି ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଖୁବ୍‌ ଶୀଘ୍ର ଗୋଷ୍ଠୀ ସଂକ୍ରମଣ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

Omicron Scare - Haryana Imposes Strict Curbs In Five Districts
ହରିୟାଣାର ୫ ଜିଲ୍ଲାରେ ଲାଗିଲା କଟକଣା

ହରିୟାଣା ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଏବଂ ସୋନିପତରେ ସିନେମା ହଲ, ପ୍ରେକ୍ଷାଳୟ, ସ୍କୁଲ, କଲେଜ, ଜିମ ଇତ୍ୟାଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଥିବା କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟ ୫୦ ପ୍ରତିଶତ ଉପସ୍ଥାନ ସହିତ କାର୍ଯ୍ୟ କରିବେ । ଜାନୁଆରୀ ୧୨ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି ।

Night curfew imposed in several states amid Omicron threat
ଡରାଇଲାଣି ଓମିକ୍ରନ୍‌; ଦେଶର ବିଭିନ୍ନ ସ୍ଥାନରେ ନାଇଟ୍‌ କର୍ଫ୍ୟୁ ଜାରି

ଆଜିଠୁ ନୂଆଦିଲ୍ଲୀରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୧୧ଟାରୁ ସକାଳ ୫ଟା ଯାଏଁ ଏହି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ୨୯୦ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ଏହି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ,ଆସାମ୍, ହରିୟାଣା ଓ ମଧ୍ୟପ୍ରେଦେଶ ଓ ଗୁଜୁରାଟରେ ମଧ୍ୟ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି ।

Omicron Scare
ଶିକ୍ଷାନୁଷ୍ଠାନରେ ପୁଣି ପଜିଟିଭ୍

ଶିକ୍ଷାନୁଷ୍ଠାନରେ ପୁଣି ୧୯ ପଜିଟିଭ୍ ପରେ ବଢୁଛି ଟେନସନ୍i ଓଡ଼ିଶାକୁ ଛୁଇଁଛି କି ଓମିକ୍ରନ୍, ଶୁକ୍ରବାର ଜିନମ୍ ସିକ୍ୟୁଏନ୍ସିଂ ରିପୋର୍ଟକୁ ଅପେକ୍ଷା I IMAର ଚେତାବନୀ-ସତର୍କ ନହେଲେ ଥାର୍ଡୱେଭ୍ ଆଣିପାରେ ନୂଆ ଭାରିଆଣ୍ଟ I

Omicron Scare: 246 Returnees From ‘At-Risk’ Nations To Odisha Test Positive For Covid-19
ରିସ୍କ ଦେଶରୁ ଆସିଥିବା ୨୪୬ କୋଭିଡ୍ ପଜିଟିଭ୍

ରିସ୍କ ଦେଶରୁ ଆସିଥିବା ୨୪୬ କୋଭିଡ ପଜିଟିଭ୍ । ଭୁବନେଶ୍ୱର ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା । ନଭେମ୍ବର ୨୪ ପରେ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି

Special Story | Omicron Scare- Doctor Ends Life After Killing Wife, 2 Minor Children In UP
ଓମିକ୍ରନ ସ୍ଥିତି ସଙ୍ଗୀନ, ଡରରେ ନିଜ ସ୍ତ୍ରୀ ଓ ପିଲା ଛୁଆଙ୍କୁ ମାରିଦେଲେ ଡାକ୍ତର....

ଛାନିଆ କରିପକାଇଲାଣି ଓମିକ୍ରନ ଭୂତାଣୁ: ମହାମାରୀ କାୟା ବିସ୍ତାର କରିବା ପୂର୍ବରୁ ପରିବାରର ୩ ଜଣଙ୍କୁ ମାରିଦେଲେ ଡାକ୍ତର। ଏବେ ନିଜେ ବି ମାନସିକ ଭାରସ୍ୟାମ ହରାଇ ହୋଇଯାଇଛନ୍ତି ଫେରାର୍‌....ଧରିବା ପାଇଁ ଖୋଜୁଛି ପୋଲିସ୍‌

Omicron scare
କର୍ଣ୍ଣାଟକରେ ଓମିକ୍ରନ୍ ଚିହ୍ନଟ ପରେ ବଢିଲା ଭୟ

ଓଡ଼ିଶାରେ ବି ଓମିକ୍ରନ ପାଇଁ ବଢିଲା ସତର୍କତା I କର୍ଣ୍ଣାଟକରେ ଓମିକ୍ରନ୍ ଚିହ୍ନଟ ପରେ ବଢିଲା ଭୟ I ୨ଆକ୍ରାନ୍ତଙ୍କ କଣ୍ଟା୍ ଟ୍ରେସିଂ ଜାରିI କଣ୍ଟାକ୍ଟ ଟ୍ରେସିଂରୁ ୫ କୋଭିଡ ପଜିଟିଭ