• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Omicron Surge

Omicron Surge
ଅଫ୍ ଲାଇନ୍ ସବୁ ବନ୍ଦ, ଅନଲାଇନ୍ ଖୋଲା

ଆଜି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । କୋଭିଡ୍ କଟକଣା ଉଲ୍ଲଙ୍ଘନକାରୀକୁ ସାବାଡ୍ ଲାଗି ତତ୍ପର ହୋଇଛି କମିଶନରେଟ୍ ପୋଲିସ । ସହରର ଛକ ଛକରେ ଫୋର୍ସ ମୁତୟନ କରାଯାଇଛି ।

Omicron Surge
ଗତଥର ଭୋଗିଥିଲେ, ଏଥର ବି କ'ଣ ଭୋଗିବେ ?

ଏବେ ଯାହା ପରିସ୍ଥିତି ହେଲାଣି, ଆଉ ଶ୍ରେଣୀ ଗୃହରେ ପାଠପଢ଼ା କେବେ ହେବ ତାହା ଜଣା ନାହିଁ। ଏମିତି ଯଦି ଲାଗି ରହେ ତେବେ ମାଟ୍ରିକ୍ ପିଲାଙ୍କ ପାଇଁ ବଢ଼ିଯିବ ସମସ୍ୟା

Telangana Enforces Major Curbs In View Of Omicron Surge
କରୋନା ବଢ଼ୁଥିବାରୁ ତେଲେଙ୍ଗାନାରେ ଲାଗିଲା କଟକଣା

ଦେଶରେ କୋଭିଡ୍ ସ୍ଥିତିକୁ ନେଇ ତେଲଙ୍ଗାନାରେ ଲାଗିଲା କଟକଣା । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଶୋଭାଯାତ୍ରା, ରାଲି, ସାଧାରଣ ସଭା, ଜନ ସମାଗମ, ସବୁ ପ୍ରକାର ଧାର୍ମିକ ରାଜନୈତିକ ଏବଂ ସାଂସ୍କୃତିକ ସମାଗମ ଆୟୋଜନ ଉପରେ ରୋକ ଲାଗିଛି । ଏହାସହ ସମସ୍ତ ସରକାରୀ ଓ ଘରୋଇ ପରିବହନ ବ୍ୟବସ୍ଥା, ଦୋକାନ, ମଲ୍, କାର୍ଯ୍ୟାଳୟ ସହ ଅନ୍ୟ ପ୍ରତିଷ୍ଠାନ ଗୁଡିକରେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।