• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

omicron Variant
ମାଡ଼ି ଚାଲିଛି ଓମିକ୍ରନ୍‌ ଭ୍ୟାରିଆଣ୍ଟ, ୧୫ ବେଳକୁ ବିଗିଡ଼ିବ ସ୍ଥିତି !

ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୪୧ ହଜାର ୯୮୬ ଆକ୍ରାନ୍ତ ଚିହ୍ନଟ । କାଲିଠାରୁ ଆଜି ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ । ଦୈନିକ ପଜିଟିଭିଟି ହାର ୯.୨୮ ପ୍ରତିଶତକୁ ବଢ଼ିଲା ।

Odisha Reports 3,679 Covid Cases, Khordha Tops List With 1233 Infections
ରାଜ୍ୟରେ ସଂକ୍ରମଣ ରେକର୍ଡ ଭାଙ୍ଗିଲା !

ରାଜ୍ୟରେ ସଂକ୍ରମଣ ବଢ଼ି ବଢ଼ି ଚାଲିଛି.. ଚଳିତ ସିଜିନର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି..

ଜୋରଦାର୍ ଚେକିଂ, ଅଯଥାରେ ଘରୁ ବାହାରନ୍ତୁନି..

ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ.. ସଂକ୍ରମଣ ରୋକିବାକୁ ସବୁ ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି.. ଭୁବନେଶ୍ୱରରେ ନିଜେ ପୋଲିସ୍ କମିଶନର ଗ୍ରାଉଣ୍ଡଜିରୋରେ ପହଞ୍ଚି ଅମାନିଆଙ୍କୁ ତାଗିଦ୍ କରିଛନ୍ତି.

Covid ।  11 More Containment Zones Declared In Bhubaneswar
BMCରେ ବଢ଼ିଲା କଣ୍ଟେନମେଣ୍ଟ

ଭୁବନେଶ୍ୱରରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି..ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା BMC

All Religious Institutions In Ganjam To Remain Closed For Devotees From Tomorrow Till Feb 1
ମଠ, ମନ୍ଦିର ବନ୍ଦ

କୋଭିଡ୍ ସଂକ୍ରମଣ ବଢ଼ି ବଢ଼ି ଚାଲିଥିବା ବେଳେ କଟକଣା କଡ଼ାକଡ଼ି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ.. କାଲିଠାରୁ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ବନ୍ଦ.

Night Curfew
ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ: ଅମାନିଆଙ୍କୁ ସାବାଡ କରୁଛନ୍ତି ପୋଲିସ କର୍ମୀ

ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କଡ଼ାକଡ଼ି ହୋଇଛି କୋଭିଡ କଟକଣା । ରାଜଧାନୀରେ ନାଇଟ କର୍ଫ୍ୟୁ ବେଳେ ଆକ୍ସନ ମୋଡରେ ରହୁଛି ପୋଲିସ୍ ।

Corona
ଚିନ୍ତା ବଢ଼ାଇଲାଣି ସଂକ୍ରମଣ ବେଗ ! ଦିନକଟରେ ଦେଢ଼ ଲକ୍ଷ ପଜିଟିଭ୍‌, ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଛୁଇଁବ

ରାଜ୍ୟରେ ଆଜି ରାଜ୍ୟରେ ଦିନକରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୧୪୮, ଲୋକାଲ୍ କେସ୍ ୧୫୩୧ ଜଣ ଚିହ୍ନଟ ହୋଇଛନ୍ତି ।

covid updates
ରାଜ୍ୟରେ କାୟା ମେଲାଉଛି କରୋନା: ଦିନକରେ ୩୬୭୯ ଚିହ୍ନଟ

ଆଜି ରାଜ୍ୟରେ ଦିନକରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୧୪୮, ଲୋକାଲ୍ କେସ୍ ୧୫୩୧ ଜଣ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୮୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 Covid19 Containment Zone
ରାଜଧାନୀରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍; ସଂଖ୍ୟା ୨୫ କୁ ବୃଦ୍ଧି

ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍ । ଆଉ ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ(BMC)। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ବିଏମ୍‌ସିର ନର୍ଥ ଜୋନ୍‌ର ୪ଟି ଓ ଦକ୍ଷିଣପୂର୍ବ ଜୋନ୍‌ର ୭ଟି ସ୍ଥାନ କଣ୍ଟେନମେଣ୍ଟ କରାଯାଇଛି । ଯାହା ପରେ ରାଜଧାନୀରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି ।

Temple Closed
ତାରାତାରିଣୀ-ମାଆ ବୁଢ଼ି ଠାକୁରାଣୀ-ସିଦ୍ଧ ଭୈରବୀ, ସବୁଠି ଭକ୍ତଙ୍କୁ ବାରଣ

ସମସ୍ତ ଧର୍ମାନୁଷ୍ଠାନରେ କେବଳ ଅଳ୍ପ ସଂଖ୍ୟକ ବ୍ୟକ୍ତି ଓ ମନ୍ଦିରରେ ନୀତିକାନ୍ତି ସହ ସଂପୃକ୍ତ ବ୍ୟକ୍ତିକୁ ଯିବାକୁ ଅନୁମତି ରହିଛି । ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସ୍ଥାନୀୟ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । 

Night Curfew
କରୋନା ଭୟ ! ସବୁ ସୁନ୍‌ସାନ୍‌, ଦୋକାନ ବଜାର ବନ୍ଦ; ଦେଖନ୍ତୁ ଫଟୋ

ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସାରା ରାଜ୍ୟରେ କଡ଼ାକଡ଼ି ହୋଇଛି କରୋନା କଟକଣା । ଗତ ରାତିରୁ ରାଜଧାନୀ ସମେତ ସବୁ ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ ।

Booster Dose
ପ୍ରିକସନାରି ଡୋଜ୍ ପାଇଁ ଆବଶ୍ୟକ ନାହିଁ ନୂଆ ରେଜିଷ୍ଟ୍ରେସନ, ମିଳିବ ଡାଇରେକ୍ଟ ଆପଏଣ୍ଟମେଣ୍ଟ

୨ ଡୋଜ୍ ଟିକା ନେଇଥିଲେ ସିଧା ଆପଏଣ୍ଟମେଣ୍ଟ ନେଇପାରିବେ । କାଲି ସଂଧ୍ୟା ସୁଦ୍ଧା ଆରମ୍ଭ ହେବ ଅନ୍‌ଲାଇନ୍ ଆପଏଣ୍ଟମେଣ୍ଟ । ୧୦ ତାରିଖରୁ ଆରମ୍ଭ ହେବ ଅନସାଇଟ୍ ଆପଏଣ୍ଟମେଣ୍ଟ ।

New Covid Case
ଚାହୁଁ ଚାହୁଁ ଡେଇଁଗଲା ଲକ୍ଷେ

ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ। ଦୈନିକ ସଂକ୍ରମଣରେ ଲାଗିଛି ନିଆଁ। ଚାହୁଁ ଚାହୁଁ ଲକ୍ଷେ ଡେଇଁଗଲା। ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୧୭ ହଜାର ୧୦୦ ନୂଆ କରୋନା ସଂକ୍ରମିତ।

Dr Sasmit Patra
ବିଜେଡି ନେତାଙ୍କୁ ଗ୍ରାସୁଛି କରୋନା, ପୁଣି ଦୁଇ ନେତା ପଜିଟିଭ୍‌

ଗତକାଲି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ହାଇଭୋଲଟେଜ୍‌ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ କରୋନା ସଂକ୍ରମିତ ଚିହ୍ନାଟ ହୋଇଥିଲେ । ଆଉ ଆଜି ଆଉ ଦୁଇ ଜଣ ନେତା କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

  • Friday, 07 January 2022
Night curfew imposed in several states amid Omicron threat
ବଢୁଛି ସଂକ୍ରମଣ : ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ରାଜ୍ୟରେ ବଢୁଛି ସଂକ୍ରମଣ : ସବୁ ସହରାଞ୍ଚଳରେ ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

Omicron Surge
ଅଫ୍ ଲାଇନ୍ ସବୁ ବନ୍ଦ, ଅନଲାଇନ୍ ଖୋଲା

ଆଜି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । କୋଭିଡ୍ କଟକଣା ଉଲ୍ଲଙ୍ଘନକାରୀକୁ ସାବାଡ୍ ଲାଗି ତତ୍ପର ହୋଇଛି କମିଶନରେଟ୍ ପୋଲିସ । ସହରର ଛକ ଛକରେ ଫୋର୍ସ ମୁତୟନ କରାଯାଇଛି ।

Corona
ଜାନୁଆରୀ ୧୫ ଆଣିବ ବିପଦ: ବେକାକୁ ହେବ ସଂକ୍ରମଣ !!

ଦେଶରେ ହୁ ହୁ ହୋଇ ବଢୁଛି ସଂକ୍ରମଣ : ଜାନୁଆରୀ ୧୫ ପରେ ଆହୁରି ବଢିବ ସଂକ୍ରମଣ

Corona
ଚିନ୍ତା ବଢ଼ାଇଲାଣି କରୋନା ! ସ୍କୁଲଠାରୁ ବିମାନବନ୍ଦର ସବୁଠି କଡ଼ା କଟକଣା, ଜାଣନ୍ତୁ କ’ଣ..

ଆଜି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । କୋଭିଡ୍ କଟକଣା ଉଲ୍ଲଙ୍ଘନକାରୀକୁ ସାବାଡ୍ ଲାଗି ତତ୍ପର ହୋଇଛି କମିଶନରେଟ୍ ପୋଲିସ । ସହରର ଛକ ଛକରେ ଫୋର୍ସ ମୁତୟନ କରାଯାଇଛି ।

Puri Srimandir
ସୋମବାରଠାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ଆସନ୍ତା ସୋମବାର ଠାରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି । ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ବନ୍ଦ ନିଷ୍ପତ୍ତି । ଶ୍ରୀମନ୍ଦିର ବନ୍ଦ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ।

Rajendra University
OTV Impact: ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟି ପି.ଜି ହଷ୍ଟେଲରେ ପହଞ୍ଚିଲା ମେଡିକାଲ ଟିମ

ହଷ୍ଟେଲ ଭିତରେ ଥିବା ଗୋଟିଏ ମାତ୍ର ଶୌଚାଳୟକୁ ଉଭୟ କରୋନା ଆକ୍ରାନ୍ତ ଏବଂ ଅନ୍ୟମାନେ ବ୍ୟବହାର କରୁଥିଲେ । ତେଣୁ ସଂକ୍ରମଣ ବଢିବାର ଆଶଙ୍କା ଦେଖାଦେଇଥିଲା ।

Bhubaneswar Airport
ବିଦେଶରୁ ଆସିଲେ ହୋମ୍‌ କ୍ୱାରେଣ୍ଟିନ୍‌ ବାଧ୍ୟତା ମୂଳକ, ଜାଣନ୍ତୁ କ’ଣ ରହିଛି ନୂଆ ନିୟମ

ରିପୋର୍ଟ ପଜିଟିଭ୍ ଆସିଲେ ନମୁନା ଜିନମ ସିକ୍ୱେନ୍‌ସିଂ ପାଇଁ ଯିବ । ଜାନୁଆରୀ ୧୧ ତାରିଖରୁ ଲାଗୁ ହେବ ନିୟମ ।

All Education Institutions
୧୦ତାରିଖରୁ କଲେଜ, ୟୁନିଭର୍ସିଟି ବନ୍ଦ

କରୋନା ସଂକ୍ରମଣ ବଢୁଥିବାରୁ କଟକଣା କଡ଼ା କଲେ ସରକାର। ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ। ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ସବୁ କଲେଜ ବନ୍ଦ ହୋଇଛି। କଲେଜ, ୟୁନିଭର୍ସିଟି ବନ୍ଦ ନେଇ SRCଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

SRC Guidelines
୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ

କରୋନା ସଂକ୍ରମଣ ବଢୁଥିବାରୁ କଟକଣା କଡ଼ା କଲେ ସରକାର।

Surge In Covid Cases At VSSUT Burla
ରାଜେନ୍ଦ୍ର ୟୁନିଭର୍ସିଟିରେ ପଶିଲା କରୋନା, ଭିସୁଟ୍‌ରେ ଅଫଲାଇନ୍‌ ପରୀକ୍ଷା ସ୍ଥଗିତ

ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ, ପଞ୍ଚମ ଓ ସପ୍ତମ ସେମିଷ୍ଟର ଅଫ୍‌ଲାଇନ୍‌ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏହାସହ ସବୁ ଅଫ୍‌ଲାଇନ୍‌ କ୍ଲାସ ବନ୍ଦ କରାଯାଇଛି।

Odisha Health Minister Naba Kisore Das Tests Positive For Covid-19
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ ସେ ଆଇସୋଲେସନରେ ରହିଥିବା ନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଗତ ୩ ଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।