• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Ayodhya Ram Mandir Updates

Ayodhya Ram Navami:
Ayodhya Ram Navami: କେମିତି ରାମଲାଲାଙ୍କ ମସ୍ତକରେ ଦୃଶ୍ୟମାନ ହେବ ‘ସୂର୍ଯ୍ୟ ତିଳକ’; ଜାଣନ୍ତୁ ସମୟ...

ରାମନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ । ଏଥିପାଇଁ ରାମ ମନ୍ଦିରରେ ସୂର୍ଯ୍ୟ ତିଳକ ପ୍ରକ୍ରିୟାର ଟ୍ରାଏଲ୍ ବା ପୂର୍ବାଭ୍ୟାସ କରି ସାରିଛନ୍ତି ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (CBRI) ରୁରକିର ବୈଜ୍ଞାନିକ ଟିମ୍‌ । ତେବେ ସବୁଠାରୁ ବଡ଼ କଥା ହେଉଛି ବିନା ବିଜୁଳି ଓ ବ୍ୟାଟେରୀରେ ହେବ ସୂର୍ଯ୍ୟ ତିଳକ । ଜାଣନ୍ତୁ କେମିତି...

Ayodhya Ram Mandir
VIP ଙ୍କୁ ରାମନବମୀରେ ନୋ ଏଣ୍ଟ୍ରି ! ଏହି ତାରିଖ ପରେ କରିବେ ରାମଲାଲାଙ୍କ ଦର୍ଶନ..ନଚେତ୍‌..

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାବେଳେ ଅନେକ ମାନ୍ୟଗଣ ବ୍ୟକ୍ତି ଉତ୍ସବରେ ସାମିଲ ହୋଇଥିଲେ। କିନ୍ତୁ ରାମନବମୀ ଅବସରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହା ଉପରେ ରୋକ୍‌ ଲଗାଯାଇଛି।

Ramcharitmanas
ରାମ ଲାଲାଙ୍କ ପାଇଁ ସୁନାର ରାମଚରିତମାନସ ଉପହାର ଦେଲେ ଏହି ଭକ୍ତ...

ଏଥିରେ ସୁନାର ପ୍ଲେଟ ଚଢା ଯାଇଥିବା ପୃଷ୍ଠାଗୁଡ଼ିକୁ ପୃଥକ ପୃଥକ ପାର୍ସଲ ଜରିଆରେ ଅଯୋଧ୍ୟା ଅଣାଯାଇଥିଲା। ପ୍ରତି ବଣ୍ଡଲରେ ୨୦-୨୫ଟି ପୃଷ୍ଠା ରହିଥିଲା। ଅଲଟ୍ରା ଭାଓଲେଟ୍ ପ୍ରିଣ୍ଟିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରି ସୁନା ଧାତୁ ସିଟ୍ ଉପରେ ଲେଖା ଡିଜାଇନ୍ କରାଯାଇଥିଲା।

‘Surya Abhishek’
ରାମ ନବମୀରେ ରାମଲାଲାଙ୍କ ହେବ ସୂର୍ଯ୍ୟ ତିଲକ

ପାଖେଇ ଆସୁଛି ପବିତ୍ର ରାମ ନବମୀ, ଉତ୍ସାହିତ ଓ ଉଲ୍ଲସିତ ଅଯୋଧ୍ୟାନଗରୀ । ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେବ ରାମଲାଲାଙ୍କ ଭବ୍ୟ ଜନ୍ମୋତ୍ସବ ।

‘Surya Abhishek’
ରାମ ନବମୀରେ ରାମଲାଲାଙ୍କ ହେବ ସୂର୍ଯ୍ୟ ତିଲକ, ଦିପ୍ତୀମୟ ହେବ ରାମଲାଲାଙ୍କ ଲଲାଟ

ପାଖେଇ ଆସୁଛି ପବିତ୍ର ରାମ ନବମୀ, ଉତ୍ସାହିତ ଓ ଉଲ୍ଲସିତ ଅଯୋଧ୍ୟାନଗରୀ । ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେବ ରାମଲାଲାଙ୍କ ଭବ୍ୟ ଜନ୍ମୋତ୍ସବ ।

Ram Lalla
Video: କାଲିଠୁ ଚୈତ୍ର ନବରାତ୍ରୀ; ସୁନା-ରୁପା ପ୍ରିଣ୍ଟ ବସ୍ତ୍ର ପରିଧାନ କରିବେ ରାମ ଲାଲା...

ଚୈତ୍ର ନବରାତ୍ରୀ ଅବସରରେ ସ୍ବତନ୍ତ୍ର ବସ୍ତ୍ର ପିନ୍ଧିବେ ରାମ ଲାଲା । ସୁନା, ରୁପା ପ୍ରିଣ୍ଟ ବସ୍ତ୍ର ପରିଧାନ କରିବେ ବାଲକ ରାମ୍ । ଅଯୋଧ୍ୟାରେ ଭବ୍ୟ ରାମ ନବମୀ ପାଳନ ଲାଗି ପ୍ରସ୍ତୁତି । 

Ram lalla
୪୯୫ ବର୍ଷ ପରେ ଭବ୍ୟ ମନ୍ଦିରରେ ହୋଲି ଖେଳିବେ ରାମଲାଲା

ଦୀର୍ଘ ୪୯୫ ବର୍ଷର ସଂଘର୍ଷ ପରେ ନବନିର୍ମିତ ଭବ୍ୟ ମନ୍ଦିରରେ ପ୍ରଥମ ଥର ପାଇଁ ହୋଲି ଖେଳିବେ ରାମଲାଲା ।

ପୁଣି ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାମ; ବଡ଼ ପ୍ରସ୍ତର ପିଲାର ସହ ଖଞ୍ଜା ଯାଉଛି ସ୍ବର୍ଣ୍ଣ ଦ୍ବାର...
ପୁଣି ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାମ; ବଡ଼ ପ୍ରସ୍ତର ପିଲାର୍‌ ସହ ଖଞ୍ଜା ଯାଉଛି ସ୍ବର୍ଣ୍ଣ ଦ୍ବାର...

ପୁଣି ଥରେ ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାମ । ପୁଣି ଅଭିଭୁତ କଲା ଭଳି ବିଶାଳ ମନ୍ଦିରର ନିଖୁଣ ନିର୍ମାଣ ଶୈଳୀ କରାଯାଉଛି ।

ramayana embroidery
ମହିଳାଙ୍କ ପ୍ରେରଣାଦାୟକ କାହାଣୀ; କପଡ଼ାରେ ବୁଣିଲେ ସଂପୂର୍ଣ୍ଣ ରାମାୟଣ...

ରାମାୟଣର ପୁରା କାହାଣୀକୁ କପଡ଼ା ମାଧ୍ୟମରେ ବୁଣିଛନ୍ତି ଜଣେ ମହିଳା । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । 

Ayodhya Ram Mandir
Ram Mandir: ଆଶ୍ଚର୍ଯ୍ୟ ! ଆଖିରେ ପଟି ବାନ୍ଧି ବାଇକ୍‌ରେ ଅଯୋଧ୍ୟା ଯାଉଛନ୍ତି ଦୁଇ ଭକ୍ତ....

Ayodhya Ram Mandir: ଆଖିରେ କଳା ପଟି...ହାତରେ ବାଇକ୍‌...ଗାଡ଼ି ଚାଲିଛି ଅଯୋଧ୍ୟା...ଯେଉଁ ଦୃଶ୍ୟକୁ ଦେଖି ସମସ୍ତେ ଚକିତ । କାରଣ ପ୍ରଭୁ ରାମଲାଲାଙ୍କ ଦୁଇ ଭକ୍ତ ଆଖିରେ କଳା ପଟି ବାନ୍ଧି ବାଇକ୍‌ରେ ଯାଉଛନ୍ତି ଅଯୋଧ୍ୟା । 

Ayodhya Ram Mandir
ରାମଲାଲାଙ୍କ ଦୁଆରେ ଜମୁଛି ଭିଡ଼; ୧୫ ଦିନରେ ୩୦ ଲକ୍ଷ ଶ୍ରଦ୍ଧାଳୁ; ମିଳିଲାଣି ୧୨ କୋଟିରୁ ଅଧିକ ଦାନ

ଉତ୍ତରପ୍ରଦେଶ ଓ ଦେଶର କୋଣଅନୁକୋଣରୁ ଶ୍ରଦ୍ଧାଳୁ ପ୍ରତିଦିନ ଅଯୋଧ୍ୟାରେ ରାମଲାଲଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ଭିଡ଼ ଯେମିତି ଦାନ ବି ସେମିତି ଆକାରରେ ମିଳୁଛି ।

 ramlala idol
ସୁନାର ସେଣୀ,ରୁପାର ହାତୁଡ଼ିରେ ତିଆରି ହୋଇଥିଲେ ଶ୍ରୀରାମ; ଫଟୋ ସେୟାର କଲେ ଅରୁଣ ଯୋଗୀରାଜ

ରାମଲାଲାଙ୍କୁ ରୂପ ଦେଇଥିବା ଛେଣି ଓ ହାତୁଡ଼ିର ଫଟୋ ସେୟାର କଲେ ମୂର୍ତ୍ତି ଶିଳ୍ପୀ ଅରୁଣ ଯୋଗୀରାଜ । ଭାବବିହ୍ୱଳ ହେଲେ ଲୋକେ...

Lok sabha
ଲୋକସଭାରେ ରାମ ମନ୍ଦିର ଉପରେ ଆଲୋଚନା, ବିବୃତ୍ତି ରଖିବେ ପ୍ରଧାନମନ୍ତ୍ରୀ

ସଂସଦରେ ଚାଲିଛି ଅଯୋଧ୍ୟା ରାମ ମନ୍ଦିର ଉପରେ ଆଲୋଚନା । ଆଜି ଲୋକସଭାରେ ବଜେଟ ଅଧିବେଶନର ଶେଷ ଦିନରେ ରାମ ମନ୍ଦିର ନିର୍ମାଣ ଓ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଆଲୋଚନା ଚାଲିଛି । ଆଲୋଚନା ଶେଷରେ ଧନ୍ୟବାଦ ପ୍ରସ୍ତାବ ବେଳେ ଗୃହରେ ମନ୍ତବ୍ୟ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Ancient Vishnu idol similar to Ram Lalla
ବ୍ରିଜ ପାଇଁ ଖୋଳା ଚାଲିଥିଲା ନଦୀ...ହଠାତ ଉଭା ହେଲେ ରାମଲାଲା

ଐତିହାସିକ ପଦ୍ମଜା ଦେଶାଇ ଏହି ପ୍ରତିମୂର୍ତ୍ତି ନେଇ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଏକାଦଶ ଶତାବ୍ଦୀର। କଲ୍ୟାଣ ଚାଲୁକ୍ୟ ରାଜବଂଶର ଶାସନ କାଳରେ ଏହା ନିର୍ମିତ ହୋଇଥିଲା।

Ayodhya Ram Mandir Donations
୧୧ଦିନରେ ଦର୍ଶନ କଲେଣି ୨୫ଲକ୍ଷ ଭକ୍ତ, ଦାନ ଟଙ୍କା ୧୧କୋଟି ପାର୍

୧୧ ଦିନ ମଧ୍ୟରେ ଦାନ ବାକ୍ସରେ ପାଖାପାଖି ୮ କୋଟି ଟଙ୍କା ଜମା ହୋଇଥିବା ବେଳେ ଚେକ୍‌ ଓ ଅନଲାଇନ୍‌ ଜରିଆରେ ମିଳିଥିବା ରାଶି ପ୍ରାୟ ୩.୫୦ କୋଟି ଟଙ୍କା ରହିଛି।

Britain student
ଭୁଲିଲେନି ପରମ୍ପରା...ଷ୍ଟେଜକୁ ଉଠିଲେ..ଶିକ୍ଷକଙ୍କ ପାଦ ଛୁଇଁ କହିଲେ ଜୟ ସିୟାରାମ

ଗଭୀର ସମ୍ମାନ ଏବଂ କୃତଜ୍ଞତାର ପ୍ରତୀକ ପାରମ୍ପରିକ ଭାରତୀୟ ରୀତିନୀତି ସମସ୍ତଙ୍କୁ ପସନ୍ଦ ଆସିଥିଲା । ପୁରା ହଲ୍ ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା ।

Mukesh Ambani
ଅମ୍ବାନୀ ଦେଇଛନ୍ତି କେତେ ଉପହାର ?

ପ୍ରଭୁ ଶ୍ରୀରାମଙ୍କ ପାଇଁ ଅମ୍ବାନୀ ପରିବାର ୩୩ କିଲୋ ସୁନା ଏବଂ ତିନିଟି ସୁନାର ମୁକୁଟ ଦାନ କରିଥିବା ଚର୍ଚ୍ଚା ହେଉଥିଲା । ହେଲେ ଏହାକୁ ନେଇ ଶ୍ରୀ ରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି...

 Ayodhya Ram Mandir
ରାମମନ୍ଦିରକୁ ମୁକେଶଙ୍କ ଦାନ ନେଇ ଗୁଜବ ଚର୍ଚ୍ଚା; ଜାଣନ୍ତୁ ୩୩ କିଲୋ ସୁନା ନୁହେଁ, କ’ଣ ଦେଇଥିଲେ ଅମ୍ବାନୀ...

ଦେଶର ବିଶିଷ୍ଟ ବ୍ୟକ୍ତି ମାନେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅନେକ ଉପହାର ଭେଟି ଦେଇଛନ୍ତି । କିଏ ଦେଇଛି ହୀରାର ମୁକୁଟତ ପୁଣି କିଏ ଦେଇଛି ଅହୁରି ଅନେକ ମୂଲ୍ୟବାନ ଜିନିଷ ।

Ayodhya Ram Mandir
ପ୍ରାଣପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ଶ୍ରୀରାମଙ୍କ ମୁଖମଣ୍ଡଳ

ଅରୁଣ ଯୋଗୀରାଜ କହିଛନ୍ତି, ୭ ମାସ ଧରି ବିଗ୍ରହକୁ ନିର୍ମାଣ କଲି, ବିଗ୍ରହ ଗର୍ଭଗୃହରେ ସ୍ଥାନିତ ହେବା ପୂର୍ବରୁ ଏବଂ ସ୍ଥାନିତ ହେବାଯାଏଁ ୧୦ ଦିନ ବିତାଇଲି ।

Ayodhya Ram Mandir
ପ୍ରାଣପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ବାଳ ଶ୍ରୀରାମ ! ଖୋଦ୍ ବିଗ୍ରହ ନିର୍ମାତା ବି ଆଶ୍ଚର୍ଯ୍ୟ

ଅରୁଣ ଯୋଗୀରାଜ କହିଛନ୍ତି, ୭ ମାସ ଧରି ବିଗ୍ରହକୁ ନିର୍ମାଣ କଲି, ବିଗ୍ରହ ଗର୍ଭଗୃହରେ ସ୍ଥାନିତ ହେବା ପୂର୍ବରୁ ଏବଂ ସ୍ଥାନିତ ହେବାଯାଏଁ ୧୦ ଦିନ ବିତାଇଲି ।

Dalit Boy Slapped
ଭଗବାନ ନୁହଁନ୍ତି ଶ୍ରୀରାମ ଓ ହନୁମାନ...ଏପରି କହି ନିର୍ଧୂମ ଛେଚା ଖାଇଲେ ଦଳିତ ଛାତ୍ର

ଛାତ୍ର ଜଣକ ଅଟୋ-ରିକ୍ସାରୁ ଓହ୍ଲାଇବା ମାତ୍ରେ ଲୋକମାନେ ତାଙ୍କୁ ଘେରିଯାଇ ଚାପୁଡ଼ା ମାରିଥିଲେ। କିଛି ଲୋକ ତାଙ୍କୁ ଟାଣି ଟାଣି ମନ୍ଦିରକୁ ନେଇ ଯାଇଥିଲେ।

Arvind Kejriwal praises Ayodhya temple
ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସାରା ବିଶ୍ୱ ପାଇଁ ଗର୍ବ ଓ ଗୌରବର ବିଷୟ: କେଜ୍ରିୱାଲ

‘ରାମ ରାଜ୍ୟରୁ ପ୍ରେରଣା ନେଇ ଦିଲ୍ଲୀରେ ସରକାର ଚଳାଇବାକୁ ଚେଷ୍ଟା କରୁଛୁ। ଏହା ଅଧୀନରେ କେହି ଭୋକିଲା ରହିବେ ନାହିଁ ଏବଂ ସମସ୍ତଙ୍କୁ ଘର ଯୋଗାଇ ଦିଆଯିବ।’

Arun Yogiraj
‘ମୁଁ ବିଶ୍ୱାସ କରିପାରିଲିନି, ମୋ ଆଖି ସାମ୍ନାରେ ଶ୍ରୀରାମଙ୍କ ଚେହେରା ବଦଳିଗଲା’ !

‘ମୁଁ ନିଜକୁ ବିଶ୍ୱାସ କରିପାରିଲିନି ଯେ ମୁଁ ଗଢ଼ିଥିବା ମୂର୍ତ୍ତି ଏତେ ସୁନ୍ଦର କେମିତି ହେଲା । ସେହି ସମୟରେ ମୋ ପାଖରେ ଯେଉଁମାନେ ଥିଲେ ମୁଁ ତାଙ୍କୁ ଏକଥା ସଙ୍ଗେ ସଙ୍ଗେ ଜଣେଇଛି ।’

Narendra Modi
ମନ୍ତ୍ରୀ ଏବଂ VIPଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ, 'ମାର୍ଚ୍ଚ ଯାଏଁ ଅଯୋଧ୍ୟା ଯାଆନ୍ତୁ ନାହିଁ'

ମନ୍ତ୍ରୀଙ୍କ ଗସ୍ତରେ ପ୍ରୋଟକଲ୍ ପାଳନ ବେଳେ ହେଉଛି ସମସ୍ୟା । ଗତକାଲି ୫ ଲକ୍ଷ, ଆଜି ୩ ଲକ୍ଷରୁ ଅଧିକ କରିଛନ୍ତି ଦର୍ଶନ ।

Ramlalla
Ayodhya Ram Mandir: ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ପୂଜିତ ବିଗ୍ରହଙ୍କ ନାଁ ହେଲା ‘ବାଲକ୍ ରାମ’

ଅଯୋଧ୍ୟାକୁ ଏବେ ଛୁଟୁଛି ଭକ୍ତଙ୍କ ସୁଅ। ସବୁରି ମୁହଁରେ ଜୟ ଶ୍ରୀରାମ। ପ୍ରଭୁଙ୍କ ଟିକିଏ ସାନ୍ନିଧ୍ୟ ପାଇବାକୁ ବ୍ୟାକୁଳ ଭକ୍ତ। ତେବେ ମନ୍ଦିରରେ ପୂଜା ପାଉଥିବା ଠାକୁରଙ୍କ ନାଁ ରହିବ ‘ବାଲକ୍ ରାମ’ ।