• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Ayodhya Ram Mandir Updates

Ramlala
ସୂର୍ଯ୍ୟ ତିଳକରେ ଅଭିଷିକ୍ତ ହେବେ ପ୍ରଭୁ, ବିଜ୍ଞାନ ସହାୟତାରେ ତିଳକ ପରିକଳ୍ପନା

ରାମନବମୀରେ ସୂର୍ଯ୍ୟ ତିଳକରେ ଅଭିଷେକ ହେବେ ରାମଲାଲା । ପ୍ରତିବର୍ଷ ରାମନବମୀରେ ରାମଙ୍କ ମସ୍ତକରେ ୩ରୁ ୪ମିନିଟ ଧରି ପ୍ରଦର୍ଶିତ ହେବ ଏହି ତିଳକ ।

Ram Mandir
୨୨ ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଓଡ଼ିଶାରେ ଜଳିବ ୧୨ ଫୁଟର ଦୀପ

ଏହି ଦିନକୁ ସ୍ମରଣୀୟ କରିବା ଲାଗି ଇସ୍ପାତ ନଗରୀ ରାଉରକେଲାରେ ନିର୍ମାଣ କରାଯାଉଛି ଏକ ବିଶାଳ ଦୀପ । ଯାହାର ଲମ୍ବା ୧୨ ଫୁଟ୍ ଓ ଉଚ୍ଚତା ସାଢ଼େ ୫ ଫୁଟ୍ ରହିଛି । ଯେଉଁଥିରେ ପ୍ରାୟ ସାଢେ ୬ ହଜାର ଲିଟର ଘିଅ ରହିବ ।

Ram Mandir
ଶ୍ରୀମନ୍ଦିର ଦର୍ଶନ ପାଇଁ ଯାଇଥିଲେ .. ଆସିଲା ଶ୍ରୀରାମଙ୍କ ଡକରା

ଓଟିଭିକୁ ନିଜ ଦିବ୍ୟ ଅନୁଭୂତି ବଖାଣିଛନ୍ତି ପ୍ରଫୁଲ । କହିଛନ୍ତି, ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ସୁଯୋଗ ପାଇବା ଆଗରୁ ସେ ଶ୍ରୀମନ୍ଦିରର ଦର୍ଶନ ପାଇଁ ଆସିଥିଲେ ।

Ram Mandir
ଆସୁଛନ୍ତି ରାମଲାଲା, ଗରୁଡ଼ଙ୍କ ହାତରେ ରାମପଥର ସୁରକ୍ଷା ବ୍ୟବସ୍ଥା

ସଜେଇ ହେଉଛି ଅଯୋଧ୍ୟା, ଆସୁଛନ୍ତି ରାମଲାଲା । ଆଉ ଦିନ କେଇଟାରେ ଅଯୋଧ୍ୟାରେ ରଚାଯିବ ଇତିହାସ । ରାମଲାଲାଙ୍କୁ ସ୍ୱାଗତ କରିବାକୁ ଯିଏ ଯେମିତି ପାରିଲା ପ୍ରସ୍ତୁତି କରୁଛନ୍ତି । ଆଉ ଦିନ ଯେତେ ବଢ଼ୁଛି ମନ୍ଦିରର ନୂଆ ନୂଆ ଦୃଶ୍ୟ ସାମ୍ନାକୁ ଆସୁଛି ।

Ayodhya Ram Mandir
ସମୟ ବଢୁଛି, ଉତ୍କଣ୍ଠା ବଢୁଛି; ଭବ୍ୟ ମନ୍ଦିରର ଗର୍ଭ ଗୃହରେ ଏମିତି ଦିଶିବେ ରାମଲାଲା..

ସ୍ୱତନ୍ତ୍ର କୃଷ୍ଣଶିଳାରେ ୫୧ ଇଞ୍ଚ ଉଚ୍ଚ ରାମଲାଲାଙ୍କ ବିଗ୍ରହ ତିଆରି ସରିଥିବା ବେଳେ, ତାକୁ ଥରଟେ ଆଖିପୂରେଇ ଦେଖିବାକୁ ଉତ୍କଣ୍ଠିତ ଅଗଣିତ ରାମଭକ୍ତ ।

Ayodhya Ram Mandir
ରାତିର ଅନ୍ଧାରରେ ଝଲସୁଛି ରାମଲାଲାଙ୍କ ଗର୍ଭଗୃହ

ଗର୍ଭଗୃହରେ ବିରାଜମାନ କରିବେ ରାମଲାଲା । ଏହା ପୂର୍ବରୁ ଗର୍ଭଗୃହ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।

Ram Mandir
ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ସଜବାଜ; ପ୍ରଭୁ ଶ୍ରୀରାମଙ୍କ ପାଇଁ ଆସୁଛି ସ୍ୱତନ୍ତ୍ର ଉପହାର

ପ୍ରଥମ ଥର ପାଇଁ ପଦ୍ମଫୁଲରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ତନ୍ତ୍ର ଅତର । ସେହିପରି ମଧ୍ୟପ୍ରଦେଶ ରତଲାମରୁ ଆସିଛି ରୂପା ଦୀପ ।

Ram Mandir
ଯାତ୍ରା ବେଳେ ବି ଖୋଲାଯିବନି ଶ୍ରୀରାମଙ୍କ ଆଖିରୁ ପଟ୍ଟି, ଜାଣନ୍ତୁ କାରଣ...

ଏହା ବିଷୟରେ ଲୋକା କିଛି ଜାଣିନଥିବାରୁ ନାନା ଆଲୋଚନା କରୁଛନ୍ତି । କିନ୍ତୁ ବାସ୍ତବରେ ଏହା ପଛରେ ରହିଛି ବଡ଼ ଧାର୍ମିକ ମହତ୍ୱ ।

Ram Mandir
କେମିତି ଦେଖାଯିବେ ରାମଲାଲା ? ପୂରା ବିବରଣୀ ଦେଇଛନ୍ତି ଚମ୍ପତ ରାୟ...

୫୧ ଇଞ୍ଚର ଏହି ବିଗ୍ରହର ପ୍ରତିଷ୍ଠା ୨୨ ତାରିଖ ଦିନ ହେବ ।

Ayodhya Ram Mandir
ଏତିକି ସମୟ ମଧ୍ୟରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା..ଜାଣନ୍ତୁ..

ଏଥିପାଇଁ ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ଯାଏଁ ଶୁଭ ସମୟ ସ୍ଥିର କରାଯାଇଛି ।

Ram Temple
ପ୍ରାଚୀନ ଶୈଳୀରେ ରାମ ମନ୍ଦିର; ଜାଣନ୍ତୁ ଟିକିନିଖି ତଥ୍ୟ...

ସୁନ୍ଦର କାରୁକାର୍ଯ୍ୟରେ ନିଜକୁ ଚକ୍‌ମକ୍‌ କରି ପ୍ରଭୁ ଶ୍ରୀରାମଙ୍କୁ ଅପେକ୍ଷା କାରିଛି ରାମ ମନ୍ଦିର । ସେହି ୨୨ ତାରିଖକୁ । ସେହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ । ଯେଉଁ ସମୟରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ରାମ ମନ୍ଦିରରେ ପୂଜା ପାଇବେ ।

Arun Yogiraj
ଅଯୋଧ୍ୟାରେ ପୂଜା ପାଇବ କେଉଁ ସ୍ଥପତିଙ୍କ ମୂର୍ତ୍ତି ?

କିଏ ସେ ଭାଗ୍ୟବାନ ମୂର୍ତ୍ତିକାର ଯାହାଙ୍କ ମୂର୍ତ୍ତି ଭବ୍ୟ ରାମ ମନ୍ଦିରରେ ପୂଜା ପାଇବ । ଏହାରି ଭିତରେ ପ୍ରଖ୍ୟାତ ସ୍ଥପତି ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି ଗର୍ଭଗୃହ ଲାଗି ଚୂଡ଼ାନ୍ତ ହୋଇଥିବା ନେଇ କେନ୍ଦ୍ରମନ୍ତ୍ରୀ ପହଲ୍ଲାଦ ଯୋଶୀ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । ଏହାପରେ ଅରୁଣ ଯୋଗୀରାଜଙ୍କ ନାମ ଚର୍ଚ୍ଚାକୁ ଆସିଛି । ତେବେ କିଏ ସେହି ଅରୁଣ ଯୋଗୀରାଜ ।

Arun Yogiraj
ଦେଶର ସବୁଠୁ ଚର୍ଚ୍ଚିତ ସ୍ଥପତି, କିଏ ଏହି ଅରୁଣ ଯୋଗୀରାଜ

କିଏ ଏହି ଅରୁଣ ଯୋଗୀରାଜ । ରାତାରାତି ଷ୍ଟାର ପାଲଟିଥିବା ଏହି ସ୍ଥପତିଜଣକ କିଏ .. ପ୍ରଭୁଙ୍କ ବିଗ୍ରହ ନିର୍ମାଣ କରିଥିବା ସେ ହାତ କାହାର .. ଏପରି ଅନେକ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ।

Ram Mandir
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ; ରାୟପୁରରୁ ଅଯୋଧ୍ୟା ଗଲା ୩୦ ହଜାର କ୍ୱିଣ୍ଟାଲ ଚାଉଳ

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ ଏବଂ ଜାନୁଆରୀ ୧୭ରୁ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଯିବ । ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ଭୋଗ ଯୋଗାଣ ଲାଗି ଆବଶ୍ୟକ ଚାଉଳ ଛତିଶଗଡ଼ ସରକାରଙ୍କ ପକ୍ଷରୁ ପଠାଯାଇଛି।

Ayodhya Ram Mandir
ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ରାମ ମନ୍ଦିର ଭିତରର ଫଟୋ...

ଉତ୍ତର ପ୍ରଦେଶ, ଅଯୋଧ୍ୟାରେ ଜୋରସୋରରେ ଚାଲିଛି ରାମ ମନ୍ଦିର ନିର୍ମାଣ । ଇଏ ହେଉଛି ମନ୍ଦିର ବାହାରର ଏକ ଝଲକ ।