ଛାତ୍ର ଜଣକ ଅଟୋ-ରିକ୍ସାରୁ ଓହ୍ଲାଇବା ମାତ୍ରେ ଲୋକମାନେ ତାଙ୍କୁ ଘେରିଯାଇ ଚାପୁଡ଼ା ମାରିଥିଲେ। କିଛି ଲୋକ ତାଙ୍କୁ ଟାଣି ଟାଣି ମନ୍ଦିରକୁ ନେଇ ଯାଇଥିଲେ।
ମଧୁମେହ - ରକ୍ତଚାପର ଚିକିତ୍ସା ଭଲ କରିବାକୁ ଅଦ୍ଭୁତ ଉପାୟ। ତେବେ ଏହା କ’ଣ କେବଳ ଅନ୍ଧବିଶ୍ୱାସ ନା ଏହା ପଛରେ କିଛି ବିଜ୍ଞାନ ରହିଛି? ଆସନ୍ତୁ ଜାଣିବା…