ଗର୍ଭଗୃହରେ ବିଗ୍ରହ ସ୍ଥାପନ ପରେ ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା ।
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ହାଫ୍ ଡେ’ ଛୁଟି ଘୋଷଣା କରାଯାଇଛି । ୨୨ ତାରିଖ ଅପରାହ୍ନ ୨ଟା ୩୦ ଯାଏଁ ଅଫିସ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଛୁଟି ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ସବୁ ଅଫିସ୍ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ । ସାରା ଦେଶରେ ଅଧା ଦିନ ପାଇଁ କେନ୍ଦ୍ର ସରକାର ଛୁଟି ଘୋଷଣା କରିଛନ୍ତି ।
୪୮ ପୃଷ୍ଠାର ଏହି ପୁସ୍ତକରେ ଆମେରିକା, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, କାନାଡା, କାମ୍ବୋଡିଆ ଏବଂ ଜାତିସଂଘ ଭଳି ସଂଗଠନ ସମେତ ୨୦ରୁ ଅଧିକ ଦେଶ ଜାରି କରିଥିବା ଷ୍ଟାମ୍ପ ରହିଛି।
ରାମଲାଲାଙ୍କ ମୂର୍ତ୍ତି ଗଢ଼ିଥିବା ଶିଳ୍ପୀ ଅରୁଣ ଯୋଗୀରାଜ ପାଖରେ ଛିଡ଼ା ହୋଇ କାର୍ଯ୍ୟକୁ ତଦାରଖ କରିଥିବା ଦେଖିବାକୁ ମିଳୁଛି । ବିଗ୍ରହ ସ୍ଥାପନର କିଛି ସମୟ ପୂର୍ବର ଯେତେବେଳେ ଗର୍ଭଗୃହରେ ସ୍ୱତନ୍ତ୍ର ପୂଜାପାଠ କରିଥିଲେ ସାଧୁ ସନ୍ଥ ମାନେ ।
ଅନଲାଇନରେ ମିଳୁନି ଶ୍ରୀରାମଙ୍କ ପ୍ରସାଦ । ଗତ କିଛିଦିନ ତଳେ ଅନଲାଇନରେ ରାମଙ୍କ ପ୍ରସାଦ ଉପଲବ୍ଧ ହେବ ବୋଲି ଖବର ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ଖଣ୍ତନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ।
ଏକ ବଡ଼ କ୍ରେନ୍ ସହାୟତାରେ ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହକୁ ନିଆଯାଇଛି ।
ସିଂହାସନ ପୂଜାର୍ଚ୍ଚନା ସହ ସରଜୁ ତଟରେ ହେଲା କଳସ ପୂଜନ । ବିଗ୍ରହ ପ୍ରତିଷ୍ଠା ଦିନକ ପୂର୍ବରୁ ଗର୍ଭଗୃହରେ ଶଙ୍ଖଧ୍ବନି ଓ ବେଦମନ୍ତ୍ର ।
ରାମଲାଲାଙ୍କ ବିଗ୍ରହ ଏକ ଟ୍ରକ ସାହାଯ୍ୟରେ ରାମ ପଥ ଦେଇ ମନ୍ଦିର ପରିସରରେ ପ୍ରବେଶ କରିଛି।
ସିଂହାସନ ପୂଜାର୍ଚ୍ଚନା ସହ ସରଜୁ ତଟରେ ହେଲା କଳସ ପୂଜନ । ବିଗ୍ରହ ପ୍ରତିଷ୍ଠା ଦିନକ ପୂର୍ବରୁ ଗର୍ଭଗୃହରେ ଶଙ୍ଖଧ୍ବନି ଓ ବେଦମନ୍ତ୍ର ।
ଦେଶ ରାମମୟ .. ଦେଶବାସୀ ରାମମୟ .. ତନ, ମନ, ପ୍ରାଣ ମଧ୍ୟ ରାମମୟ । ରାମଭକ୍ତିରେ ଭିଜୁଛି ପୁରା ଅଯୋଧ୍ୟା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାବୁକ ହୋଇ ପଡ଼ିଛି ପୁରା ଭାରତ । ଏହି ମହତ୍ ହିନ୍ଦୁ ସମାରୋହକୁ ଆଗେଇ ନେବା ପାଇଁ କିଛି ରାଜ୍ୟ ଆସନ୍ତା ଜାନୁଆରୀ ୨୨ କୁ ଛୁଟି ଘୋଷଣା କରିଛନ୍ତି ।
ସ୍ଥପତି ଅରୁଣ ଯୋଗୀରାଜ .. ରାତାରାତି ପ୍ରସିଦ୍ଧି ପାଇଥିଲେ .. ଯେବେ ତାଙ୍କ ନିର୍ମିତ ମୂର୍ତ୍ତି ରାମ ମନ୍ଦିରରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା । କୁହାଯାଏ, କିଛି ପାଇବାକୁ ହେଲେ ବହୁତ କିଛି ହରାଇବାକୁ ପଡ଼ିଥାଏ । ଆଉ ଇୟେ ତ ପ୍ରଭୁ ଶ୍ରୀରାମଙ୍କର ମୂର୍ତ୍ତି ନିର୍ମାଣର କଥା .. ଭକ୍ତ ହୋଇ ପ୍ରଭୁଙ୍କ ସ୍ଥୂଳ ନିର୍ମାଣ କେତେ ଯେ କଷ୍ଟ, ତାହା କେବଳ ଭକ୍ତ ହିଁ କହିପାରେ ।
ରାମ ମନ୍ଦିରରେ ଶ୍ରୀରାମଙ୍କ ବିଗ୍ରହ ସ୍ଥାପନ ଓ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍କଣ୍ଠା । ଉତ୍ସବ ମୁଖର ହୋଇ ଉଠିଛି ରାମ ଜନ୍ମଭୂମି ଅଯୋଧ୍ୟା ନଗରୀ । ପ୍ରାଣପ୍ରତିଷ୍ଠାର ଆଦ୍ୟପର୍ବ ଆରମ୍ଭ ହୋଇ ଯାଇଛି ।
ଏବେ ସୁଦ୍ଧା ୭ଟି ରାଜ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମଦ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି।
ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ ଅନୁଷ୍ଠିତ ହୋଇଥିବା ବେଳେ, କାଲି ମୂର୍ତ୍ତିର ପରିସର ପ୍ରବେଶ କାର୍ଯ୍ୟକ୍ରମ ରହିଛି।
ରାମମନ୍ଦିର ଗର୍ଭଗୃହରେ ଲାଗିଛି ୧୨ଟି ମୟୂର ଖୋଦିତ ଏହି ସୁନା ଚଦର ଲାଗିଥିବା ବିରାଟ କବାଟ।
ରାମାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ଆଜି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି।
ଫିଲ୍ମ ‘ହନୁମାନ’କୁ ବକ୍ସ ଅଫିସରେ ବହୁତ ପସନ୍ଦ କରାଯାଉଛି। ମାତ୍ର ୨୦ କୋଟି ଟଙ୍କା ବଜେଟ୍ରେ ନିର୍ମିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ୫୪ କୋଟିରୁ ଅଧିକ ରୋଜଗାର କରିସାରିଲାଣି। ଫିଲ୍ମର ନିର୍ମାତା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦିଗରେ ପ୍ରତ୍ୟେକ ଟିକେଟ୍ରୁ ୫ ଟଙ୍କା ଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।
୫ ଶହ ବର୍ଷ ପରେ କେବଳ ଭବ୍ୟ ମନ୍ଦିରକୁ ନୁହେଁ, ନିଜ ଜନ୍ମସ୍ଥଳୀ ମୂଳ ଆସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା।
ଏହି ଧୂପକାଠି ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ଜଳିବ ବୋଲି ଅନୁମାନ କରାଯାଉଛି । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୬ ମାସ ସମୟ ଲାଗିଥିଲା ।
ଅଯୋଧ୍ୟାରେ ଐତିହାସିକ ରାମ ମନ୍ଦିର ନିର୍ମାଣରେ ଅନେକ ସେଲିବ୍ରେଟି ଆର୍ଥିକ ସହଯୋଗ କରିଛନ୍ତି। ଏଥିମଧ୍ୟରେ କ୍ରିକେଟର, ବଲିଉଡ୍ ଏବଂ ଦକ୍ଷିଣ ସିନେମା ତାରକାମାନେ ଅନ୍ତର୍ଭୁକ୍ତ ଥିବାବେଳେ କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ କୋଟି କୋଟି ଟଙ୍କା ଦାନ କରିଛନ୍ତି, ତଥାପି ସେମାନଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନାହିଁ। ଆସନ୍ତୁ ଜାଣିବା ସେମାନେ କିଏ…
ବିଭିନ୍ନ ଟ୍ରାଭେଲ୍ ପୋର୍ଟାଲ ଗୁଡ଼ିକର ତଥ୍ୟ ଆପଣ ଜାଣିଲେ ନିଶ୍ଚୟ ଚକିତ ହେବେ । କାରଣ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଇଚ୍ଛୁକ ଅଛନ୍ତି ଲକ୍ଷ ଲକ୍ଷ ଲୋକ ।
ଆଜି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଭବ୍ୟ ମୂର୍ତ୍ତି ପରିସର ପ୍ରବେଶ ହେବ ।
ଶ୍ରୀରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ହେବ ଭାସ୍କର୍ଯ୍ୟ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ନିର୍ମିତ ବିଗ୍ରହ। 3ଟି ବିଗ୍ରହ ମଧ୍ୟରୁ ଅରୁଣଙ୍କ ଦ୍ବାରା କୃଷ୍ଣଶିଳାରେ ନିର୍ମିତ ପ୍ରତିମାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ ବୋଲି ସୂଚନା ଦେଇଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର..
୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ୫ ଦିନ ପୂର୍ବରୁ କାଲିଠୁ ଆରମ୍ଭ ହୋଇଯିବ ଧାର୍ମିକ ରୀତିନୀତି। ଏଥିପାଇଁ ଉଦ୍ଭାସିତ ଅଯୋଧ୍ୟା। ଉତ୍ସାହିତ ଦେଶ, ଉଲ୍ଲସିତ ପ୍ରତି ରାମପ୍ରେମୀଙ୍କ ପ୍ରାଣ।