ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ପିଏମ୍ଓ ଘୋଷଣା କରିଛି । ସେହିପରି ଆହତଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଟ୍ରେନ୍ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ଟ୍ରେନ୍ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ଥିବା କହିଛନ୍ତି ରେଳମନ୍ତ୍ରୀ ।
ଦୁର୍ଘଟଣାସ୍ଥଳରେ ରେଳ ବିଭାଗର ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାସ୍ଥଳକୁ ଭୁବନେଶ୍ୱରରୁ ଏକ ଉଦ୍ଧାରକାରୀ ଦଳ ମଧ୍ୟ ଯାଇଛି ।
ଆଜି ସଂଧ୍ୟା ପରେ ପରେ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଥିବା ଖବର ମିଳିଛି । ରାୟଗଡ଼ା ଯାଉଥିବା ପାସେଞ୍ଜର ପଲାସା ପାସେଞ୍ଜରକୁ ଧକ୍କା ଦେଇଥିବା ଜଣାପଡ଼ିଛି ।
ଆନ୍ଧ୍ରର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା। ଦୁର୍ଘଟଣାରେ ୬ ଯାତ୍ରୀ ମୃତ। ଟ୍ରେନ୍ ଦୁର୍ଘଟଣା ପରେ ପୂର୍ବତଟ ରେଳପଥ ପକ୍ଷରୁ ଜାରି ହେଲା ହେଲପ୍ ଲାଇନ୍ ନମ୍ବର।
କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଛି । ରାୟଗଡ଼ା ଯାଉଥିବା ପାସେଞ୍ଜର ପଲାସା ପାସେଞ୍ଜରକୁ ପିଟିବା ଫଳରେ ଲାଇନ୍ଚ୍ୟୁତ ହୋଇଛି ବଗି । ସେହିପରି ପଲାସାର ଗୋଟିଏ ବଗି ମେନ୍ ଲାଇନ୍ରେ ପଡ଼ିବାରୁ ଦୁର୍ଘଟଣା ହୋଇଛି । ଏହି ସମୟରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ ।
ବିଶାଖାପାଟଣା- ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଆଲମଣ୍ଡା ଷ୍ଟେସନ ନିକଟରେ କିଛି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳର କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ ।
ବିଶାଖାପାଟଣା- ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଆଲମଣ୍ଡା ଷ୍ଟେସନ ନିକଟରେ କିଛି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳର କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ ।
ଏହି ମର୍ମନ୍ତୁଦ ଦୁର୍ଘଟଣା ଅନେକ ଲୋକଙ୍କୁ କରିଦେଇଛି ସର୍ବଶ୍ୱାନ୍ତ। ଦୁର୍ଘଟଣାରେ ଜୀବନ ହରାଇଥିଲେ ୨୯୫ ଯାତ୍ରୀ। ଆଉ ସବୁଠୁ ବଡ଼ ଯନ୍ତ୍ରଣା ଥିଲା ନିଜ ସଂପର୍କୀୟଙ୍କ ମୃତଦେହକୁ ଚିହ୍ନଟ କରି ତା’ର ଶୁଦ୍ଧିକ୍ରିୟା କରିବା।
ବସ୍ ଚଳାଉଥିଲା ବେଳେ ଡ୍ରାଇଭରଙ୍କୁ ହାର୍ଟ ଆଟାକ ! ଷ୍ଟିଅରିଂ ଧରିଥିବା ବେଳେ ଟଳି ପଡ଼ିଲେ ଡ୍ରାଇଭର ।
କନଷ୍ଟେବଲଙ୍କୁ ଧକ୍କା ଦେଇ ଫେରାର୍ ମାରିଲା କାର୍ ଡ୍ରାଇଭର । ଚେକ୍ ପୋଷ୍ଟରେ ଥିବା ଏକ ଗାଡ଼ି ନିକଟରେ ଛିଡ଼ା ହୋଇ ଚେକିଂ କରୁଥିଲେ କନଷ୍ଟେବଲ ।
ନିଆଁ ଲାଗି ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି । ବଡ଼ ଝିଅ ବାହାଘର ପାଇଁ ପୂର୍ବରୁ ରଖା ଯାଇଥିବା ସୁନା ଅଳଙ୍କାର ଜଳିପୋଡ଼ି ନଷ୍ଟ ହୋଇଯାଇଛି ।
ଦୁର୍ଘଟଣାର କାରଣ ସଠିକ୍ ଭାବେ ଜଣାପଡ଼ିନଥିବାବେଳେ ସକାଳ ସମୟରେ ଅଳ୍ପ କୁହୁଡ଼ି ସାଙ୍ଗକୁ ଆକାଶ ମେଘାଚ୍ଛନ ରହିଥିବା ଯୋଗୁଁ ଏହି ଦୁର୍ଘଟରା ଘଟିଥିବା ଅନୁମାନ କରାଯାଉଛି ।
୨ ବାଇକ ମୁହାଁମୁହିଁ ଧକ୍କାରେ ୪ ମୃତ, ୩ ଗୁରୁତର......ବୋଡେନ୍ ଥାନା ରାଜପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣା...
ଆଜି ଭୋର୍ ସମୟରେ ନୟାଗଡ଼ ଓ ଜୁରୁଡ଼ି ଷ୍ଟେସନ୍ ମଝିରେ ପଳସା ନିକଟରେ ରେଳ ଲାଇନ୍ ପାର୍ ହେଉଥିବା ବେଳେ ହାତୀକୁ ଧକ୍କା ଦେଇଥିଲା ଟ୍ରେନ୍ ।
ଲୁହା ବୋଝେଇ ଟ୍ରକ କେନ୍ଦୁଝର ପଟୁ ଆସି ଏକ ଟ୍ରକ୍ ପଛରେ ଥିବା ଇନୋଭା ଗାଡ଼ିକୁ ଚାପି ଦେଇଥିଲେ । ଫଳରେ ଗାଡ଼ିରେ ଥିବା ଦୁଇ ମହିଳାଙ୍କ ଗାଡିରେ ଚାପି ହୋଇ ମୃତ୍ୟୁ ହୋଇଛି ।
ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୧୪ ଜଣ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସକାଳୁ ସକାଳୁ ମନ୍ଦିରକୁ ଆସିଥିଲେ ମାଆ ଝିଅ । ହେଲେ ଚଢ଼ିଗଲା ପିକ୍ଅପ୍ ଭ୍ୟାନ ।
ଦୁର୍ଘଟଣାରେ ମୃତ୍ୟୁମୁଖରୁ ବର୍ତ୍ତି ଘଟଣାସ୍ଥଳରୁ ଫେରାର ହୋଇଥିଲେ ଡ୍ରାଇଭର । ସେତୁ ଉପରୁ ୩୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ୍ ।
ମୁମ୍ବାଇ-ନାଗପୁର ସମୃଦ୍ଧି ସୁପର ଏକ୍ସପ୍ରେସ୍ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି ।
ଝରକାରୁ ଖସି କୁନି ଝିଅର ମୃତ୍ୟୁ । ଟିକେ ଅସାବଧନତା ପାଇଁ ଚାଲିଗଲା ଜୀବନ । ସତେଯେମିତି ଝରକା ପାଖରେ ଛକି ରହିଥିଲା ମୃତ୍ୟୁ।
ଟ୍ରାକ୍ରୁ ବାହାରିଗଲା ଟ୍ରେନ୍। ଗତକାଲି ରାତି ୯ଟା ୩୫ରେ ଏହି ଅଘଟଣ ଘଟିଛି। ନର୍ଥ ଇଷ୍ଟ ସୁପର୍ଫାଷ୍ଟ ଏକ୍ସପ୍ରେସ୍ର ୨୧ଟି ବଗି ଲାଇନ୍ଚ୍ୟୁତ ହେବା ଫଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।
ଟ୍ରାକରୁ ବାହାରିଗଲା ଟ୍ରେନ୍ ବଗି । ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୩ଟି ବଗି ଲାଇନ୍ ଚ୍ୟୁତ ହୋଇଛି ।
ପରିବାରର ସମସ୍ତ ସଦସ୍ୟ ଗାଁ ଯାତ୍ରା ପଡ଼ିଆ ନିକଟରେ ଶୋଇଥିବାବେଳେ ବାଘମୁଣ୍ଡା ଗାଁରୁ ବାଲି ଅନଲୋଡ଼ କରି ଆସୁଥିବା ଏକ ଟ୍ରକ ମାଡି ଯାଇଥିଲା ।