ନିଜର ହେଲାନି ମା’, ନିଜର ହୋଇଗଲା ଦୁଷ୍କର୍ମ କରିଥିବା ଯୁବକ
ଜଣେ ୨୦ ବର୍ଷର ଯୁବତୀଙ୍କୁ ୫୧ ଥର ଆଘାତ କରାଯାଇ ହତ୍ୟା କରାଯାଇଛି। ଯୁବତୀ ଜଣକ ଯୁବକ ସହ କଥାବାର୍ତ୍ତା ନ କରିବାରୁ ସେ ଏପରି କାଣ୍ଡ କରିଛି ବୋଲି ଜଣାଯାଇଛି। ଉଭୟ କିଛି ଦିନ ପୂର୍ବରୁ ପରସ୍ପରକୁ ଜାଣିଥିଲେ।
ଘର ଲୋକଙ୍କ ଠାରୁ ଲୁଚି ନିରୋଳା ମୁହୂର୍ତ୍ତ ବିତାଇବା ପାଇଁ ଯାଇଥିଲେ । ହେଲେ ସେଠାରେ ଜୀବନ ନେଇଗଲା ପ୍ରେମିକ ।
ସ୍ତ୍ରୀକୁ ହତ୍ୟା କରିବା ପରେ ବି ମନ ଶାନ୍ତି ହେଲାନି . . . ମୃତଦେହକୁ ବାରମ୍ବାର ଛୁରୀ ଭୁସିବାରେ ଲାଗିଲା ଅଭିଯୁକ୍ତ, ଭୟରେ ଚିତ୍କାର କରୁଥାଆନ୍ତି ଯାତ୍ରୀ . . .
ପାୱାରକଟ୍ର ସୁଯୋଗ ନେଇ ଉଠାଇ ନେଲେ, ତା’ପରେ ଜୀବନ ନେଇଗଲେ। ସାମାନ୍ୟ ବଚସାରୁ ବିଚ୍ ବଜାରରେ ହତ୍ୟା।
ଧିରେ ଧିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଝଗଡ଼ା ହେବା ଆରମ୍ଭ ହେଲା ।
ମଦ ପିଇବା ପାଇଁ ଟଙ୍କା ନଦେବାରୁ ୪୪ ବର୍ଷୀୟ ମହିଳାଙ୍କୁ ହତ୍ୟା। ମହାରାଷ୍ଟ୍ରର ଥାନେ ଜିଲ୍ଲା ଡୋମ୍ବିଭଲି ଅଞ୍ଚଳରେ ବୁଧବାର ଏହି ହତ୍ୟାକାଣ୍ଡ ଘଟିଛି।
ଅଭିଯୋଗ ପରେ ସାଇନଣ୍ଟିଫିକ ସହ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।
ଶ୍ରଦ୍ଧାଙ୍କ ହତ୍ୟାକାଣ୍ଡ ମନରୁ ନଲିଭୁଣୁ ପୁଣି ସମାନ ଅପରାଧ ସୁରତରେ ଘଟିଛି। ଗର୍ଲଫ୍ରେଣ୍ଡ୍ ବିବାହ ପାଇଁ ବାଧ୍ୟ କରିବାରୁ ଅତି ନିର୍ମମ ଭାବେ ହତ୍ୟା କରିଛି ବୟଫ୍ରେଣ୍ଡ୍।
ଅଭିଯୁକ୍ତ ପୁଅ ବିଠାଲା କୁଲାଲିକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଇନ୍ପୋସିଟି ଥାନା ଆଇଆଇସିଙ୍କୁ ଫିଲ୍ଡ ପୋଷ୍ଟିଂ ନଦେବାକୁ କହିବା ସହ ଟ୍ରେନିଂରେ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ରାତିରେ ୨ଥର ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେଲା ସ୍ତ୍ରୀ। ଫଳରେ ଏଥିରେ ରାଗି ଯାଇ ପତ୍ନୀର ଜୀବନ ନେଲା ସ୍ୱାମୀ।
ଘର ଭିତରେ ଥିବା ସିଲ୍ ଡ୍ରମରୁ ଜଣେ ମହିଳାଙ୍କ ଗଳିତ କଟା ଶବ ମିଳିଥିଲା ।
ସିରିୟଲ ‘କୁବୁଲ ହେ’ ଦେଖି ଯୁବତୀ ଜଣକ ପ୍ରେମିକ ସହ ମିଶି ନିଜ ମୃତ୍ୟୁର ମିଛ କାହାଣୀ ଗଢ଼ିଥିଲେ। ଏହାକୁ ଯେମିତି ସମସ୍ତେ ସତ ଭାବିବେ ଏଥିପାଇଁ ସେ ଅନ୍ୟ ଜଣେ ଯୁବତୀଙ୍କୁ ହତ୍ୟା ମଧ୍ୟ କରିଥିଲେ।
ଅଫ୍ତାବ ଏବେ ସୁସ୍ଥ ଅଛି । ଦିଲ୍ଲୀ ରୋହିଣୀର ,କ ହସ୍ପିଟାଲରେ ଏହି ନାର୍କୋଟେଷ୍ଟ କରାଯାଇଥିଲା ।
ଖାଲି ସେତିକି ନୁହେଁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉକ୍ତ ପ୍ରେମିକାକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ପ୍ରେମିକ ।
ଅଫତାବ ଏପରି ନାଟକ କରୁଥିଲା ଯେ ଯେମିତି କିଛି ବି ହୋଇନାହିଁ । ଏମିତିକି ଶ୍ରଦ୍ଧାଙ୍କ ଶରୀର ଖଣ୍ତ ଖଣ୍ତ ହୋଇ ଘରେ ଥିବା କଥା ବି ମୁଁ ଜାଣିପାରିନଥିଲି।
ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ତିହାର ଜେଲ୍ରେ ରହିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି ।
ପୁଅ ସହ ମିଶି ଜଣେ ମହିଳା ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରକୀୟା ପ୍ରୀତି ସନ୍ଦେହରେ ମହିଳା ଜଣକ ଏଭଳି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି।
ଜେଲର ଚାରିକାନ୍ଥ ଭିତରେ ସୈତାନ୍ ଅଫତାବ୍ ।
ଶ୍ରଦ୍ଧାଙ୍କୁ ହତ୍ୟା ପରେ ଅଫତାବ୍ ଅନ୍ୟ ଜଣେ ଯୁବତୀଙ୍କ ସହ ଡେଟିଂ କରିଥିଲା। ସେ ହିଁ ରକ୍ତ ଛିଟାକୁ ସଫା କରିବା, କଟା ମୃତଦେହକୁ ଜଙ୍ଗଲରେ ଫୋପାଡ଼ିବା ଭଳି କାମରେ ଅଫତାବ୍କୁ ସହାୟତା କରିଥିଲେ।
ଶୋଇଥିବା ବେଳେ ୩ ଭାଇକୁ ଗୁଳି କରି ହତ୍ୟା। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ, ଅକାଳରେ ୩ ଜୀବନ ଚାଲି ଯାଇଛି।