ଦୁଇ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ସାନକୁମାରୀ ଗାଁରେ ହତ୍ୟାକାଣ୍ଡ ।
ଯୁକ୍ତିତର୍କ ପରେ ଝଗଡା... ଆଉ ତା’ପରେ ହତ୍ୟା । ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ ।
ବୟସ ୮ ବର୍ଷ...ହେଲେ କାମ ସବୁ ଏମିତି ଯାହାକି ବଡ଼ ବଡ଼ ଅପରାଧୀଙ୍କ ଝାଳ ବାହାରି କରିଦେବ। ଜଣେ ନୁହେଁ କି ୨ ଜଣ ନୁହେଁ ୩ ଜଣଙ୍କୁ ହତ୍ୟା କରି ସାରିଲାଣି।
ଆଗରପଡ଼ା ହଜାରିସାହିରେ ଶ୍ୱଶୁର ଘରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା
ଜମିରେ ପଡ଼ିଛି ମୁଣ୍ଡ ବିହୀନ ଶରୀର, ଘର ଦାଣ୍ଡରେ କଟାମୁଣ୍ଡ । ଚାଷ ଜମିକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ପରେ ହତ୍ୟା ।
ବଡ଼ ଭଉଣୀ, ଯାହାକୁ ମାତ୍ର ୧୩ ବର୍ଷ । ସେ ନିଜ ପ୍ରେମିକ ସହ ମିଶି ସାନ ଭଉଣୀକୁ ହତ୍ୟା କରିଛି । ଖାଲି ହତ୍ୟା କରିଛି ତାହା ନୁହେଁ, ଗୋଟିଏ ବାକ୍ସ ଭିତରେ ବନ୍ଦ କରି ସାନ ଭଉଣୀର ମୃତଦେହକୁ ପ୍ରାୟ ୪ ଦିନ ପର୍ଯ୍ୟନ୍ତ ଘରେ ରଖିଥିଲା ।
ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବା ବେଳେ ୨ଜଣ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।
ପ୍ରଚୁର ମଦ ପିଇବା ସହ ଗଞ୍ଜେଇ ଟାଣୁଥିଲା ପୁଅ। ବାପା, ଭାଇ ଓ ପୁଅ ମିଶି ହତ୍ୟା କରି ମୃତଦେହକୁ ଜାଳିଦେଲେ।
ପ୍ରେମିକା ମୃତ୍ୟୁର ପ୍ରତିଶୋଧ ନେଲା ପ୍ରେମିକ। ପ୍ରେମିକାର ବାପାକୁ ବିଚ୍ ବଜାରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଯଦିଓ ଅଭିଯୁକ୍ତ ଜଣକ ଜେଲ୍ ଭିତରେ ଥିଲା, ତଥାପି ସେଠାରୁ ମର୍ଡର ପ୍ଲାନ୍ କରି ଲୋକ ଲଗାଇ ହତ୍ୟା କରିଥିଲା।
ମାଆ ଅନ୍ତେ ବାପା ଘରର ସବୁକିଛି । ଯଦି ସେହି ବାପା ରାକ୍ଷସ ପାଲଟିବ, ତେବେ କ’ଣ ହେବ ପରିସ୍ଥିତି ? ନିଜ ଜଲନ୍ମକଲା ପୁଅକୁ କଲବଲ କରି ମାରିଦେଲା ବାପା ।
‘ ମୁଁ ସମସ୍ତଙ୍କୁ ମାରିଦେଲି ’ . . .ସୁଶୀଲ କାନ୍ଦିକାନ୍ଦି ପରିବାରର ସମସ୍ତଙ୍କୁ ମାରି ଦେଇଥିବା କହିଥିଲେ
ଜନ୍ମକଲା ପୁଅକୁ ଆରପାରିକୁ ପଠାଇଦେଲା ରାକ୍ଷସ ବାପା । ମଧ୍ୟପ୍ରଦେଶ ଇନ୍ଦୋରରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ।
ଦୁର୍ଭାଗ୍ୟବଶତଃ ଯେଉଁ ରୋଗୀକୁ ଡାକ୍ତର ନୂଆ ଜୀବନ ଦେଉଥିଲେ, ସେହି ରୋଗୀ ହିଁ ନେଇଗଲା ତାଙ୍କର ଜୀବନ ।
ଦିଲ୍ଲୀରେ ତାଙ୍କର 1BHK ଫ୍ଲାଟ୍ରେ ମାଆଙ୍କୁ ଆଣି ରଖିଲେ । ମାଆଙ୍କୁ ପାଖରେ ରଖି ତାଙ୍କର ଦେଖାଶୁଣା କରିବେ ବୋଲି ସେ ଆଣିଥିଲେ ।
ଅନେକ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ବି ଜାଣିଶୁଣି ବିବାହରେ ବିଳମ୍ବ କରୁଥିଲେ ପ୍ରେମିକ । ଶେଷରେ ପ୍ରତିଶୋଧ ପରାୟଣ ହୋଇ ରକ୍ତମୁଖା ପାଲଟିଲା ପ୍ରେମିକା. . .
ପୁଅ ହତ୍ୟାର ପ୍ରତିଶୋଧ ନେଲା ବାପା। ହତ୍ୟାକାରୀକୁ ଜାମିନରେ ଆଣି ପରେ ତା’ର ଜୀବନ ନେଲେ। ଉତ୍ତରପ୍ରଦେଶ ଖେରି ଜିଲ୍ଲାର ମିତାଉଲି ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।
ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ସଦର ଥାନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କବାବ୍ ଖାଇଦେଲେ, ଟଙ୍କା ଦେଲେନି । ଟଙ୍କା ମାଗିବାରୁ ଗୁଳି ମାରିଦେଲେ . . ବରେଲିର ପ୍ରେମନଗର ଅଞ୍ଚଳର ଏକ ପୁରୁଣା କବାବ ଦୋକାନରେ ଏହି ଘଟଣା ଘଟିଛି।
୧୦ ବର୍ଷ ତଳର ଶତ୍ରୁତା ପାଇଁ ଜୀବନ ଚାଲିଗଲା । ଗୁଳିମାଡ଼ରେ ଗୋଟିଏ ପରିବାରର ୩ ଜଣ ମହିଳାଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି।
ଯୁବତୀ ଜଣକ ସବୁବେଳେ ଯୁବକଙ୍କୁ ଫୋନ୍ କରି ତାଙ୍କର ଫଟୋ ଏବଂ ଭିଡିଓ ରଖିଥିବା କଥା କହୁଥିଲେ ।
ସ୍ୱାମୀ ନାଁରେ କଳଙ୍କ । ନିଜ ନାବାଳିକା ସ୍ତ୍ରୀକୁ ମାରି ପକାଇଲା . .