• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

ଆଜି ଭାରତ-ସାଉଥ ଆଫ୍ରିକା ଦ୍ୱିତୀୟ ଟି-୨୦
SA vs IND 2nd T20: ଆଜି ଭାରତ-ସାଉଥ ଆଫ୍ରିକା ଦ୍ୱିତୀୟ ଟି-୨୦, ଡେବ୍ୟୁ କରିପାରନ୍ତି ଏହି ଷ୍ଟାର ବୋଲର...

ଆଜି ଖେଳିଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ବିଜୟ ଲାଭ କରି ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୨-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଖେଳାଯିବ ।

Who will succeed of Rohit Sharma in Tests - Bumrah or Pant
Sports: ଟେଷ୍ଟରେ କିଏ ହେବେ ରୋହିତଙ୍କ ଉତ୍ତରାଧିକାରୀ - ବୁମ୍‌ରା ନା ପନ୍ତ

ନ୍ୟୁଜିଲାଣ୍ଡ ବିପକ୍ଷ ବିପର୍ଯ୍ୟୟ ପରେ ଟେଷ୍ଟ ଟିମ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ କିଏ ହେବେ, ତାହାକୁ ନେଇ ଏବେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା । ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମ୍‌ରା ଓ ୱିକେଟ୍‌କିପର୍‌-ବ୍ୟାଟର୍ ରିଷଭ ପନ୍ତ।

ଚାମ୍ପିଆନ୍ସ ଟ୍ରଫି: ପାକିସ୍ତାନ ଯିବନି ଭାରତ !
ICC Champions Trophy 2025: ଚାମ୍ପିଆନ୍ସ ଟ୍ରଫି: ପାକିସ୍ତାନ ଯିବନି ଭାରତ ! PCBକୁ ଜଣାଇଲା ବିସିସିଆଇ

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ।

Australia vs Pakistan 2nd ODI
Australia vs Pakistan 2nd ODI: ମାଟି କାମୁଡ଼ି ପଡ଼ିଲା କଙ୍ଗାରୁ ଟିମ୍‌; ୯ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ପାକିସ୍ତାନ

ଆଡିଲେଡ୍‌ରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ୧୬୩ ରନ୍‌ କରିଥିଲା ଅଷ୍ଟ୍ରେଲିଆ । ଯାହାକୁ ପିଛା କରି ପାକିସ୍ତାନ ୯ ୱିକେଟ୍‌ରେ ବିଜୟ ହାସଲ କରିଛି ।

ଚମ୍ପିଆନ୍ସ ଟ୍ରଫି-୨୦୨୫: ପାକିସ୍ତାନରେ ଖେଳିବ ଭାରତ !
Champions Trophy 2025 Schedule: ଆସନ୍ତା ସପ୍ତାହରେ ଆସିପାରେ ଚମ୍ପିଆନ୍ସ ଟ୍ରଫି କାର୍ଯ୍ୟସୂଚୀ, ପାକିସ୍ତାନରେ ଖେଳିବ Team India !

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆସନ୍ତା ନଭେମ୍ବର ୧୧ରେ ଫେବ୍ରୁଆରୀରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇପାରେ ।

ଅନ୍‌ଅଫିସିଆଲ୍‌ ଟେଷ୍ଟରେ ଚମକିଲେ ଧ୍ରୁବ ଜୁରେଲ
AUS-A vs IND-A: Unofficial ଟେଷ୍ଟରେ ଭାରତର ଖରାପ ପ୍ରଦର୍ଶନ; ଫେଲ୍‌ ହେଲେ KL Rahul

ଅଷ୍ଟ୍ରେଲିଆ-ଏ ଓ ଭାରତ-ଏ ମଧ୍ୟରେ ଚାଲିଛି ପ୍ରଥମ ଅନ୍‌ଫିସିଆଲ ଟେଷ୍ଟ । ପ୍ରଥମରୁ ଖରାପ ପ୍ରଦର୍ଶନ କରିଛି ଭାରତ-ଏ  । ଧ୍ରୁବ ଜୁରେଲଙ୍କ ୮୦ ରନ୍‌ ବଳରେ ଭାରତ-ଏ ମାତ୍ର ୧୬୧ ରନ୍‌ କରିପାରିଛି । 

Afro-Asia Cup set to be revived
Afro Asia Cup Cricket 2024: ୧୭ ବର୍ଷ ପରେ ଆରମ୍ଭ ହୋଇପାରେ ଏହି ଟୁର୍ଣ୍ଣାମେଣ୍ଟ, ଏକାଠି ଖେଳିବେ ବିରାଟ-ବାବର ଓ ରୋହିତ-ରିଜୱାନ୍‌ !

ଯଦି ଏହି ଟୁର୍ଣ୍ଣାମେଣ୍ଟ ହୁଏ ତେବେ ବିରାଟ-ବାବର ଓ ରୋହିତ-ରିଜୱାନ୍‌ଙ୍କ ଭଳି ଖେଳାଳି ଗୋଟିଏ ଦଳରେ ଖେଳୁଥିବାର ନଜର ଆସିବେ । ଯାହା କ୍ରିକେଟ ପ୍ରେମୀଙ୍କ ପାଇଁ ବେଶ୍‌ ରୋମାଞ୍ଚକର ହେବ ।

The Border-Gavaskar Trophy will be the acid test for Gautam Gambhir
Sports: ଗୌତମ ଗମ୍ଭୀରଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ ବର୍ଡର-ଗାଭାସ୍କର ଟ୍ରଫି

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ କ୍ଲିନ୍ ସୁଇପ୍ ହୋଇଛି ଟିମ୍ ଇଣ୍ଡିଆ । ଏହାପରେ ଡବ୍ଲ୍ୟୁଟିସିରେ ଭାରତର କ୍ରମାଗତ ତୃତୀୟ ଥର ଫାଇନାଲ୍‌ରେ ପ୍ରବେଶ ଉପରେ ଲାଗିଯାଇଛି ପ୍ରଶ୍ନଚିହ୍ନ । ଅଧିନାୟକ ରୋହିତ ଶର୍ମାଙ୍କ ସହ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ବି ହୋଇଛନ୍ତି କଡ଼ା ସମାଲୋଚନାର ଶରବ୍ୟ । ଏବେ ଗମ୍ଭୀରଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ।

Virat Kohli
Virat Kohli Water Bottle Price: କୋହଲି ପିଅନ୍ତି ଏତେ ଟଙ୍କାର ପାଣି!! ଶୁଣିଲେ ଉଡ଼ିଯିବ ହୋସ୍

ଆଜିର ଦୁନିଆରେ ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେଉଛନ୍ତି । ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ଉଦ୍ୟମ କରୁଛନ୍ତି ।

India Takes First Step to Host 2036 Olympics
Mission 2036 Olympics: ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରଥମ ପଦକ୍ଷେପ, IOCକୁ ଚିଠି ଲେଖିଲା IOA

ଭାରତ ଅଲିମ୍ପିକ୍ସ ୨୦୩୬ ପାଇଁ ଏକ ବିଡ୍ ଦାଖଲ କରିଛି । ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।

Footballer Died Due To Lightning
Lightning Strike In Peru: LIVE ମ୍ୟାଚ୍‌ରେ ମାରିଲା ବିଜୁଳି; ଚାଲିଗଲା ଜଣେ Football ଖେଳାଳିଙ୍କ ଜୀବନ, ଭାଇରାଲ ହେଲା ଭିଡିଓ

ଏକ ଫୁଟବଲ୍‌ ମ୍ୟାଚ୍‌ ଚାଲୁଥିବା ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା । ଯାହାଫଳରେ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି ।

Virat Kohli
Virat Kohli: ଏମିତି ଥିଲା ବିରାଟଙ୍କ ସଂଘର୍ଷ, ବାପାଙ୍କ ମୃତ୍ୟୁ ଖବର ଶୁଣି ଜିତାଇ ଥିଲେ ଟିମ୍‌

ଭାରତର ଏକ ଛୋଟ ଗାଁର ପଡ଼ିଆରେ କ୍ରିକେଟ ଖେଳୁଥିବା ଯେକୌଣସି ପିଲାକୁ ପଚାରିବେ ଯଦି ତାର ଆଇଡଲ୍ କିଏ, ତେବେ ପ୍ରାୟ ୯୯ ପ୍ରତିଶତ ଉତ୍ତର ବିରାଟ କୋହଲି ହିଁ ମିଳିବ ।

Barabati Stadium
କ୍ରିକେଟ୍ ପ୍ରେମୀଙ୍କ ମୁଣ୍ଡରେ ପଡ଼ିଛି ଟିକଟ୍ ଚଡ଼କ

ଦୀର୍ଘଦିନ ପରେ ଓଡ଼ିଶାକୁ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଫେରିଥିବାରୁ ସମସ୍ତଙ୍କ ଉତ୍ସାହ ଥିଲା। କିନ୍ତୁ ଟିକେଟ୍ ଦର ଶୁଣିବା ପରଠୁ ମରି ଯାଇଛି ଦର୍ଶକଙ୍କ ଉତ୍ସାହ।

  • Monday, 04 November 2024
virat kohli entertains fans
Virat Kohli Viral Video: ଚାଲିଥିଲା ଖେଳ, ପଡ଼ିଆ ମଝିରେ ନାଚିଲେ କୋହଲି; ଫ୍ୟାନ୍‌ ଦେଖି କହିଲେ...

ମୁମ୍ବାଇର ୱାଙ୍ଖେଡେରେ ଚାଲିଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ପଡ଼ିଆ ଭିତରେ ବିରାଟ ନାଚୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଫ୍ୟାନ୍‌ ମଧ୍ୟ ଉତ୍ସାହିତ ହୋଇଥିଲେ  ।

Rishabh Pant
IPL 2025 Retentions: ରହସ୍ୟ ଉପରୁ ପରଦା ଉଠାଇଲେ ରୈନା; କହିଲେ, ଚେନ୍ନାଇ ସୁପର କିଙ୍ଗସ୍‌ ଯାଇପାରନ୍ତି ପନ୍ତ

ଆଉ କେହିଁ ନୁହେଁ ଧୋନିଙ୍କ ଅତି ଘନିଷ୍ଠ ତଥା ପ୍ରିୟ ବନ୍ଧୁ ସୁରେଶ ରୈନା କହିଛନ୍ତି ଯେ, ପନ୍ତ ଖୁବଶୀଘ୍ର ଚେନ୍ନାଇର ହଳଦିଆ ଜର୍ସି ପିନ୍ଧିଥିବାର ନଜର ଆସିବେ ।

4 Captains released by franchises
IPL Retenction: ଆସିଲା IPL ରିଟେନ୍‌ସନ୍‌ ତାଲିକା, ଏହି ୪ ଅଧିନାୟକଙ୍କୁ ଛାଡ଼ିଦେଲେ ଫ୍ରାଞ୍ଚାଇଜ୍‌

ଆଜି ପ୍ରକାଶ ପାଇଥିବା ରିଟେନ୍‌ ଲିଷ୍ଟରେ ସବୁଠୁ ବଡ଼ ଖବର କ୍ୟାପଟେନଙ୍କୁ ନେଇ ଆସିଛି । ଆଗାମୀ ଆଇପିଏଲ ସିଜିନ୍ ପାଇଁ ୪ ଫ୍ରାଞ୍ଚାଇଜ୍ ସେମାନଙ୍କ କ୍ୟାପଟେନ୍‌ଙ୍କୁ ରିଟେନ୍‌ କରିନାହିଁ ।

IPL 2025 retention
IPL 2025 Retention: ଆସିଲା IPL ରିଟେନ୍‌ସନ୍‌ ଲିଷ୍ଟ୍‌, ଜାଣନ୍ତୁ କେଉଁ ଟିମ୍‌ ରଖିଲେ କାହାକୁ...

ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍‌ ରିଟେନ୍‌ କରିଥିବା ଖେଳାଳିଙ୍କ ନାଁ ପ୍ରକାଶ କରିଛନ୍ତି । ଆସନ୍ତୁ ଜାଣିବା ଆଗାମୀ ଆଇପିଏଲ ୨୦୨୫ ପାଇଁ କେଉଁ ଫ୍ରାଞ୍ଚାଇଜ୍‌ କାହାକୁ ରିଟେନ୍‌ କରିଛନ୍ତି...

Virat Kohli to return as RCB captain
IPL 2025: ପୁଣି RCBର ଅଧିନାୟକ ହେବେ ବିରାଟ କୋହଲି !

୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ଆରସିବି ଅଧିନାୟକ ଥିଲେ କୋହଲି । ତାଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ୨୦୧୬ରେ ଫାଇନାଲରେ ପ୍ରବେଶ କରିଥିଲା ।

Virat Kohli
ଇନଷ୍ଟାଗ୍ରାମରେ ମ୍ୟାକ୍ସୱେଲଙ୍କୁ ବ୍ଲକ୍‌ କରିଥିଲେ କୋହଲି, ପରେ ଉଭୟ ହୋଇଗଲେ ଘନିଷ୍ଠ ବନ୍ଧୁ

ଏକ ପଡ୍‌କାଷ୍ଟରେ ମ୍ୟାକ୍ସୱେଲ ଆଲୋଚନା କରି କହିଛନ୍ତି ଯେ, ଆରସିବି ଆସିବା ପରେ ସେ ଜାଣିବାକୁ ପାଇଥିଲେ ଯେ କୋହଲି ତାଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ୍‌ କରିଛନ୍ତି ।

Ind vs Aus
ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ ଘୋଷଣା, କିଏ ପାଇଲେ ସରପ୍ରାଇଜ ଏଣ୍ଟ୍ରି

ବର୍ଡର ଗାଊଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ ଘୋଷଣା । ରୋହିତ ଶର୍ମାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତ କରିବ ଟିମ୍ ଇଣ୍ଡିଆ ।

Lokesh Rahul is losing shine in international cricket
Sports: ଆନ୍ତର୍ଜାତିକ କ୍ରିକେଟ୍‌ରେ ଚମକ ହରାଉଛନ୍ତି ଲୋକେଶ ରାହୁଲ

ଆନ୍ତର୍ଜାତିକ କ୍ରିକେଟ୍‌ରେ ଚମକ ହରାଉଛନ୍ତି ଭାରତୀୟ ୱିକେଟ୍‌କିପର୍‌-ବ୍ୟାଟର୍ ଲୋକେଶ ରାହୁଲ । ତାଙ୍କ ଦୁର୍ବଳ ପ୍ରଦର୍ଶନକୁ ନେଇ ଏବେ କ୍ରିକେଟ୍ ମହଲରେ ଚାଲିଛି ଚର୍ଚ୍ଚା । ପ୍ରଶ୍ନ ଉଠୁଛି, ଆଗକୁ କେତେ ସୁରକ୍ଷିତ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍‌?

rohit sharma
Video: ହିଟ୍‌ମ୍ୟାନ୍‌ଙ୍କ କାର୍‌ ପଛରେ ଦୌଡ଼ିଲେ ଫ୍ୟାନ୍‌; ତା’ପରେ...

ପଡ଼ିଆରେ ହେଉ କିମ୍ବା ବାହାରେ ସବୁବେଳେ ଚର୍ଚ୍ଚାର କେନ୍ଦବିନ୍ଦୁ ପାଲଟି‌ଥାନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି ରୋହିତ ଶର୍ମା । 

Ind vs NZ
ଭାରତ-ନ୍ୟୁଜିଲାଣ୍ତ ପ୍ରଥମ ଟେଷ୍ଟ: ଫୋକସ୍‌ରେ ରହିପାରନ୍ତି କୋହଲି

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ତ ଟେଷ୍ଟ ଶୃଙ୍ଖଳା ।

Impact Player Rule
BCCIର ବଡ଼ ନିଷ୍ପତ୍ତି, ହଟିଲା ‘ଇମ୍ପାକ୍ଟ ପ୍ଲେୟାର’ ନିୟମ

ଚଳିତ ସିଜିନ ପାଇଁ 'ଇମ୍ପାକ୍ଟ ପ୍ଲେୟାର' ବ୍ୟବସ୍ଥାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିସିସିଆଇ ସୋମବାର ରାଜ୍ୟ କ୍ରିକେଟ ଆସୋସିଏସନକୁ ସୂଚନା ଦେଇଛି ।

 IND vs BAN 3rd T20I
ବାଂଲାଦେଶ ବିପକ୍ଷରେ ଭାରତର ରନ୍ ବର୍ଷା; ୬ ୱିକେଟ୍ ହରାଇ କଲା ୨୯୭ ରନ୍ 

ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ ଭାରତର ସର୍ବାଧିକ ସ୍କୋର୍ ବୋଲି କୁହାଯାଉଛି । ଟେଷ୍ଟ ଖେଳୁଥିବା ରାଷ୍ଟ୍ରଙ୍କ ମଧ୍ୟରେ ଏହା ହେଉଛି ସର୍ବାଧିକ ଇନିଂସ ସ୍କୋର।