ଆଇପିଏଲର ହାଇଏଷ୍ଟ ୱିକେଟ ଟେକର
Published By: Saroj Kumar Jena
Last updated: 08 March 2025, 06:26 PM IST
ଏକମାତ୍ର ବୋଲର ଭାବରେ ୨୦୦ ଆଇପିଏଲ ୱିକେଟ ନେଇଥିବା ୟୁଜବେନ୍ଦ୍ର ଚହଲ ୨୦୫ ୱିକେଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି।
ଆଇପିଏଲ ୨୦୨୫ରେ ଅନସୋଲ୍ଡ ରହିଥିବା ପୀୟୁଷ ଚାୱଲା ୧୯୨ ୱିକେଟ ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି।
ଚେନ୍ନାଇ ସୁପର କିଙ୍ଗ୍ସ ବୋଲର ଡ୍ବେନ ବ୍ରାଭୋ ୧୮୩ ୱିକେଟ ସହିତ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।
ଭାରତୀୟ ପେସ ବୋଲର ଭୁବନେଶ୍ବର କୁମାର ୧୮୧ ୱିକେଟ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି।
ସୁନୀଲ ନାରିନ ୧୮୦ ୱିକେଟ ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି।
ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳିବାକୁ ଯାଉଥିବା ରବିଚନ୍ଦ୍ରନ ଅଶ୍ବିନ ୧୮୦ ୱିକେଟ ସହିତ ଷଷ୍ଠ ସ୍ଥାନରେ ରହିଛନ୍ତି।
ଅମିତ ମିଶ୍ରା ୧୭୪ ୱିକେଟ ସହିତ ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି।
ଆଇପିଏଲର ଲେଜେଣ୍ଡ ଲାସିଥ ମାଲିଙ୍ଗା ୧୭୦ ୱିକେଟ ସହିତ ଅଷ୍ଟମ ସ୍ଥାନରେ ରହିଛନ୍ତି।
ଭାରତର ନମ୍ବର ୧ ଟି୨୦ ବୋଲର ଯଶପ୍ରୀତ ବୁମରା ୧୬୫ ୱିକେଟ ସହିତ ନବମ ସ୍ଥାନରେ ରହିଛନ୍ତି।
ଚେନ୍ନାଇର ବୋଲର ରବୀନ୍ଦ୍ର ଜାଡେଜା ୧୬୦ ୱିକେଟ ନେଇଥିବା ବେଳେ ଦଶମ ସ୍ଥାନରେ ରହିଛନ୍ତି।