Advertisment

ଓଡ଼ିଶାର ଅମିତ ରୋହିଦାସ ଭାରତୀୟ ହକି ଦଳର ଅଧିନାୟକ

ରୋହିଦାସଙ୍କ ସହ ଓଡ଼ିଶାର ଶିଳାନନ୍ଦ ଲାକ୍ରା ବି ଦଳରେ ସାମିଲ ହୋଇଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Amit Rohidas

Amit Rohidas

FIH ପ୍ରୋ ଲିଗ୍ ମ୍ୟାଚ ପାଇଁ ଭାରତୀୟ ହକି ଦଳ ଘୋଷଣା । ଓଡ଼ିଶାର ଅମିତ ରୋହିଦାସ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ । ବେଲଜିୟମ ଓ ନେଦରଲ୍ୟାଣ୍ଡସ୍‌ ବିପକ୍ଷ ମ୍ୟାଚ ପାଇଁ ଏହି ଦଳ ଘୋଷଣା କରାଯାଇଛି । ରୋହିଦାସଙ୍କ ସହ ଓଡ଼ିଶାର ଶିଳାନନ୍ଦ ଲାକ୍ରା ବି ଦଳରେ ସାମିଲ ହୋଇଛନ୍ତି । ଅମିତ୍ ରୋହିଦାସ ହେଉଛନ୍ତି ଅର୍ଜୁନ ପୁରସ୍କାର ପ୍ରାପ୍ତ । ତାଙ୍କର ପ୍ରତିଭା ପାଇଁ ଭାରତ ସରକାର ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି । ପିଲା ଦିନୁ ହକି ପ୍ରତି ଅମିତଙ୍କ ଦୁର୍ବଳତା ଥିଲା । ତାଙ୍କର ପ୍ରତିଭା ଥିଲା । ଖେଳ ପ୍ରତି ଥିବା ତାଙ୍କର ଆଗ୍ରହ ପାଇଁ ସେ ଆଜି ଭାରତୀୟ ହକି ଦଳର ଅଧିନାୟକ ହୋଇଛନ୍ତି । 

Advertisment
Hockey India Sports Hockey
Advertisment
Advertisment