‘ଭାଇ,ବହୁତ ଶୀଘ୍ର ତୁମେ ଆମ୍ଭମାନଙ୍କୁ ଛାଡ଼ି ଚାଲିଗଲ। ତୁମ ଯିବା ଦୁଃଖରେ ମୋ ହୃଦୟ ଭାଙ୍ଗି ପଡ଼ିଛି। ମୁଁ ସବୁବେଳେ ତୁମକୁ ବହୁତ ଭଲ ପାଉଥିଲି ଓ ପାଇବି’। ସାଇମଣ୍ଡସ୍ଙ୍କ ଯିବା ଦୁଃଖରେ ଭାଙ୍ଗି ପଡ଼ିଲେ ଭଉଣୀ
କାର୍ ଦୁର୍ଘଟଣାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍ଙ୍କ ବିୟୋଗ ହୋଇଛି । ହେଲେ ମୃତ୍ୟୁ ପୂର୍ବରୁ ଆଣ୍ଡ୍ର୍ୟୁ ସାଇମଣ୍ଡସ୍ ନିଜ ଏବଂ ନିଜ ବନ୍ଧୁଙ୍କୁ ନେଇ କିଛି ଏମିତି କହିଥିଲେ...