• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Virat Kohli
ଗୋଟିଏ ଦିନରେ ଦୁଇଟି ରେକର୍ଡ ! ଆଉ ଏକ ମାଇଲ୍‌ଖୁଣ୍ଟ ସ୍ଥାପନ କଲେ ବିରାଟ

ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍‌ ଖେଳି ରେକର୍ଡ କରିଥିବା ବେଳେ ଟେଷ୍ଟ୍‌ କ୍ରିକେଟ୍‌ରେ ୮୦୦୦ ରନ୍‌ କ୍ଲବ୍‌ରେ ମଧ୍ୟ କୋହଲି ସାମିଲ ହେବାର ରେକର୍ଡ ଅର୍ଜନ କରିଛନ୍ତି । ଟେଷ୍ଟ କ୍ୟାରିୟରର ଶହେତମ ଟେଷ୍ଟ ମ୍ୟାଚ ସେ  ଶ୍ରୀଲଙ୍କା ବିପକ୍ଷରେ ଖେଳିଛନ୍ତି ।

Barabati Stadium
ଜୁନ୍‌ରେ ବାରବାଟୀ ଷ୍ଟାଡିୟମରେ ହେବ ଟି-୨୦ ମ୍ୟାଚ୍‌

ଆସନ୍ତା ଜୁନ୍‌ରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ସୂଚନା ଦିଆଯାଇଛି।

Mayank Agarwal
ପଞ୍ଜାବ କିଙ୍ଗ୍ସର କମାଣ ଧରିବେ ମୟଙ୍କ

ମୟଙ୍କ ଏହା ପୂର୍ବରୁ ପଞ୍ଜାବ ଟିମର ଭାଇସ୍ କ୍ୟାପଟେନ୍ ଥିଲେ। ଗତ ସିଜନରେ ରାହୁଲଙ୍କ ଅନୁପସ୍ଥିତିରେ ସେ କିଛି ସମୟ ପାଇଁ ଟିମର ନେତୃତ୍ୱ ମଧ୍ୟ ନେଇଥିଲେ।

Jason Roy
ଆଇପିଏଲ୍‌ର ଚଳିତ ସଂସ୍କରଣରୁ ଓହରିଲେ ଇଂଲଣ୍ତର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଜେସନ୍‌ ରୟ

ଗତ ମାସରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ମେଗା ଅକ୍ସନ ହୋଇଥିଲା । ଗୁଜୁରାଟ ଫ୍ରାଞ୍ଚାଇଜ୍‌ ୨ କୋଟି ଖର୍ଚ୍ଚ କରି ଇଂଲଣ୍ତର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଜେସନ୍‌ ରୟକୁ ନିଜ ଟିମ୍‌ରେ ସାମିଲ କରିଥିଲା । ଆଜି ରୟ ଏକ ଭାବବିହ୍ୱଳ ଟ୍ୱିଟ୍‌ ମାଧ୍ୟମରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଆଗାମୀ ସଂସ୍କରଣରୁ ବାହାରି ଯିବା କଥା ସ୍ପଷ୍ଟ କରିଛନ୍ତି ।

tendulkar
ଆହତ ପକ୍ଷୀର ଜୀବନ ବଞ୍ଚାଇ ଲୋକଙ୍କ ହୃଦୟ ଜିତିଲେ ଗଡ୍ ଅଫ୍ କ୍ରିକେଟ୍

କ୍ରିକେଟ୍ ହେଉ କି ସୋସିଆଲ୍ ମିଡିଆ, ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଏବେ ପୁଣି ଚର୍ଚ୍ଚାରେ। ଏହି ଗୋଟିଏ କାରଣ ପାଇଁ ସୋସିଆଲ ମିଡିଆ ୟୁଜର୍ସ ସଚିନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି...

MS Dhoni
ଖାକି ସାର୍ଟ ସାଙ୍ଗକୁ କାନ୍ଧରେ ରୁମାଲ, ଆଉ ମୋଟା ବହଳ ନିଶ : ରଜନୀକାନ୍ତଙ୍କ ଲୁକରେ ଆସିଲେ କ୍ୟାପେଟନ୍‌ କୁଲ୍

ଷ୍ଟାର ସ୍ପୋର୍ଟସ କ୍ୟାପଟେନ୍‌ କୁଲଙ୍କୁ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛି । ଏହା ଏକ ପ୍ରୋମୋ ଭିଡିଓ । ଏହାକୁ ଆଇପିଏଲର ପ୍ରୋମୋ ଭିଡିଓ ବୋଲି କୁହାଯାଉଛି । ଏହି ଭିଡିଓରେ ଧୋନୀଙ୍କ ଲୁକ୍ ସମସ୍ତଙ୍କୁ ମତୁଆଲା କରୁଛି । ଅନେକ ପ୍ରଶଂସକ ବିଭିନ୍ନ ପ୍ରକାର କମେଣ୍ଟ୍ ମଧ୍ୟ କରିଛନ୍ତି ।

Ukrainian footballer Ruslan Malinovskyi
ଖେଳ ମଝିରେ ଖେଳାଳିଙ୍କ ନିବେଦନ: ଯୁଦ୍ଧ ବନ୍ଦ କର

ୟୁରୋପ ଲିଗର ଦ୍ୱିତୀୟ ଲିଗ୍‌ରେ ଏକ ମୁକାବିଲାରେ ୟୁକ୍ରେନ୍‌ ମିଡଫିଲ୍ଡର୍‌ ମାଲିନୋଭସ୍କି ଗ୍ରୀସ୍ କ୍ଲବ୍ ଅଲମ୍ପିଆକୋସ୍ ବିପକ୍ଷରେ ଦୁଇଟି ଗୋଲ୍‌ ମାରିଥିଲେ । ଗୋଲ ମାରିବା ପରେ ମାଲିନୋଭସ୍କି ନିଜ ଟି-ସାର୍ଟରେ ‘ନୋ ୱାର୍‌ ଇନ୍‌ ୟୁକ୍ରେନ୍‌’ ଦେଖାଇଥିଲେ ।

IPL 2022
ମାର୍ଚ୍ଚ ୨୬ ରୁ ଆରମ୍ଭ ହେବେ ଆଇପିଏଲ୍ ମହାସଂଗ୍ରାମ: ଟ୍ରଫି ପାଇଁ ଲଢିବେ ୧୦ ଟିମ୍

ଟୁର୍ଣ୍ଣାମେଣ୍ଟରେ ଏଥର ରେକର୍ଡ ୭୦ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଲିଗ୍ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ଣ୍ଣ ଷ୍ଟାଡିୟମ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ ଓ ପୁଣେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ।

Suryakumar Yadav punches
ଟି-ଟ୍ୱେଣ୍ଟିରେ କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ

ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଟସ୍ ଜିତିଥିଲେ କ୍ୟାରିବିଆନ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ।

India V/s West Indies
ସୂର୍ଯ୍ୟ କୁମାରଙ୍କ ଧୁଆଁଧାର ବ୍ୟାଟିଂ, ଭଲ ସ୍ଥିତିରେ ଭାରତ

କେବଳ ଶେଷ ୫ ଓଭରରେ ଦଳ ପାଇଁ ୮୬ ରନ ସଂଗ୍ରହ କରିଛନ୍ତି ଉଭୟ ସୂର୍ଯ୍ୟକୁମାର ଓ ଭେଙ୍କଟେଶ ଆୟର୍ । ଏବେ ୧୮୫ ରନ୍‌ର ବିଜୟ ଲକ୍ଷ ନେଇ ୱେଷ୍ଟଇଣ୍ଡିଜ ମଇଦାନକୁ ଓହ୍ଲାଇଛି ।

Rohit Sharma
ଟିମ୍‌ ଇଣ୍ତିଆ ଟେଷ୍ଟ ଟିମ୍‌ର ମଙ୍ଗ ଧରିବେ ରୋହିତ

ୱାନଡେ ଓ ଟିଟ୍ଵେଣ୍ଟି ପରେ ଏବେ ଟେଷ୍ଟରେ ମଧ୍ୟ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ଆଜି ବିସିସିଆଇ ପକ୍ଷରୁ ରୋହିତଙ୍କୁ ଆସନ୍ତା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।

Pujara and Rahane
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା: ବାଦ ପଡିଲେ ରାହାଣେ ଓ ପୂଜାରା

ତେବେ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଦଳରୁ ପୂଜାରା ଓ ରାହାଣେ ବାଦ ପଡିଥିବାର ସୂଚନା ମିଳିଛି । ଯଶପ୍ରୀତ ବୁମ୍ରାଙ୍କୁ ଉଭୟ ଟେଷ୍ଟ ଓ ଟି-୨୦ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଫିଟ୍ ଘୋଷିତ ହେବା ପରେ ଦଳକୁ ଫେରିଛନ୍ତି ।

Sachin and Virat
ମାଷ୍ଟର୍‌ ବ୍ଲାଷ୍ଟର୍‌ଙ୍କୁ ବିରାଟ୍‌ଙ୍କ ନିଆରା ଉପହାର; କାନ୍ଦି ପକାଇଲେ ସଚିନ୍, ଜାଣନ୍ତୁ..

ପୂର୍ବରୁ ସଚିନ୍ ଓ ବିରାଟ ଦୁହେଁ ପରସ୍ପର ବିଷୟରେ ଅନେକ ଭାବନାତ୍ମକ ମୁହୂର୍ତ୍ତ ସେୟାର କରିଥିବାର ଦେଖିବାକୁ ମିଳିଛି । ନିକଟରେ ସଚିନ୍ ଏକ ସାକ୍ଷାତକାରରେ ବିରାଟ୍‌ଙ୍କ ସହ ଥିବା ଏକ ମୁହୂର୍ତ୍ତ ସେୟାର କରିବା ସହ ଭାବବିହ୍ୱଳ ହୋଇପଡିଥିଲେ।

Shreyas Iyer
ଶ୍ରେୟସ୍‌ଙ୍କ ଆଇପିଏଲ୍‌ରେ ନୂଆ ଇନିଂସ: କିଙ୍ଗ୍ ଖାନଙ୍କ ଟିମ୍‌ର ନୂଆ କ୍ୟାପଟେନ୍

ଶ୍ରେୟସ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅଧିନାୟକତ୍ୱ କରୁଥିବା ବେଳେ ଦିଲ୍ଲୀ ଟିମ୍‌କୁ ୨୦୨୦ ରେ ଫାଇନାଲ ପର୍ଯ୍ୟନ୍ତ ନେଇଥିବାର୍ ଦେଖ୍ଇବାକୁ ମିଳିଥିଲା । କିନ୍ତୁ ଏହି ମେଗା ଅକ୍ସନରେ ଦିଲ୍ଲୀ ପକ୍ଷରୁ ଶ୍ରେୟସଙ୍କୁ ନିଜ ଟିମ୍‌ରେ ସାମିଲ କରିବା ନେଇ ଆଗ୍ରହ ଦେଖିବାକୁ ମିଳିନଥିଲା ।

rohit talk with chhahal
କ୍ୟାପ୍ଟେନସିପ୍‌ର ପ୍ରଥମ ମ୍ୟାଚ୍‌ରେ ହିଁ ଖେଳାଳିଙ୍କ ସହ ମଜାମସ୍ତି କଲେ ରୋହିତ, ଭିଡିଓ ଭାଇରାଲ..

ରୋହିତ ଶର୍ମା ଟିମ୍ ଇଣ୍ତିଆର କ୍ୟାପ୍ଟେନସିପ୍ ଭାର ନେବା ପରେ ଦଳରେ ଜିତିବାର ଜୋସ୍ ଦେଖିବାକୁ ମିଳିଛି । ସବୁ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରୋହିତ୍ ମ୍ୟାଚ୍ ମଧ୍ୟରେ ଟିମ୍ ମେମ୍ବରଙ୍କ ସହ ଠଟ୍ଟା ମଜା କରୁଥିବାର ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା ।

 IND vs WI
ୱେଷ୍ଟଇଣ୍ଡିଜକୁ ୬ ଓ୍ୱିକେଟ୍‌ରେ ହରାଇଲା ରୋହିତ ବାହିନୀ

ଆସନ୍ତାକାଲି ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ

Unsold Players
IPL Mega Auction : କୌଣସି ଟିମ୍‌ କିଣିନଥିବା ଖେଳାଳିଙ୍କ ତାଲିକା

ସୁରେଶ ରୈନାଙ୍କ ଆଇପିଏଲ କ୍ୟାରିୟରେ ୨୦୫ ମ୍ୟାଚ ଖେଳି ୫ ହଜାର ୫୨୮ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ରନ ସଂଗ୍ରହ ଆଭରେଜ୍ ରହିଛି ୩୨. ୫୧ ପ୍ରତିଶତ ।

ipl
କାହା ଟିମରେ କିଏ? ଆଇପିଏଲ୍ ମେଗା ନିଲାମୀରେ ବର୍ଷିଲା ଟଙ୍କା,କୋଟି କୋଟି ଟଙ୍କାରେ ବିକ୍ରି ହେଲେ ଖେଳାଳି

ଦୁଇ ଦିନର ଆଇପିଏଲ୍ ନିଲାମୀରେ ମୋଟ ୨୦୪ ଖେଳାଳିଙ୍କୁ ୫୫୧ କୋଟି ୭୦ ଲକ୍ଷ ଟଙ୍କାରେ କିଣିଛନ୍ତି ଆଇପିଏଲର ୧୦ଟି ଟିମ୍ । ନିଲାମୀରେ ସବୁଠାରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି ଓ୍ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ୍ ଇଶାନ କିଶନ । ମୁମ୍ବାଇ ଇଣ୍ଡିଆନ୍ସ ଇଶାନ କିଶନଙ୍କୁ ୧୫ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି

2nd day IPL Auction
ଆଇପିଏଲ୍ ହାଟରେ ଯୁବ କ୍ରିକେଟର୍‌ଙ୍କ କ୍ରେଜ୍

ଆଇପିଏଲ୍‌ରେ ଏବେ ଯୁବ କ୍ରିକେଟର୍‌ଙ୍କ ଭୂମିକା ଦେଖିବାକୁ ମିଳିଛି। କୋଟି କୋଟି ଟଙ୍କାରେ ହେଉଛନ୍ତି ବିକ୍ରି। ଓଡିଆ କ୍ରିକେଟରମାନେ ମଧ୍ୟ ପଛରେ ପଡି ନାହାନ୍ତି।

କ୍ରିକେଟର୍ ଶୁଭ୍ରାଂଶୁ ସେନାପତି
IPL ନିଲାମରେ ବିକ୍ରି ହେଲେ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି

୨୦୧୬ରେ ଓଡ଼ିଶା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ।

IPL auction 2022
ଆଇପିଏଲ ମେଗା ଅକ୍ସନର ଦ୍ୱିତୀୟ ଦିନ,ରାହାଣେକୁ ୧ କୋଟିରେ କିଣିଲା କେକେଆର୍

ଆଇପିଏଲ ମେଗା ଅକ୍ସନର ଦ୍ୱିତୀୟ ଦିନ। ଇଂଲିଶ ଅଲ୍ରାଉଣ୍ଡର ଲିଭିଂଷ୍ଟୋନ୍ଙଙ୍କୁ ସାଢେ ୧୧ କୋଟିରେ ନେଲା ପଞ୍ଜାବ କିଙ୍ଗ୍ସ । ରାହାଣେକୁ ୧କୋଟିରେ କିଣିଲା କେକେଆର୍ । ସେପଟେ ବିକ୍ରି ହେଲେନି ପୂଜାରା ଓ ମୋର୍ଗାନ, ଫିଞ୍ଚ ।

IPL Auction 2022
ଇଶାନଙ୍କ ଦର ୧୫ କୋଟି ୨୫ ଲକ୍ଷ

ଆଇପିଏଲ୍ ମେଗା ଅକ୍ସନରେ ମେଗା ପ୍ରାଇସ୍ ବାଜି ମାରିନେଲେ ଓ୍ୱିକେଟ୍ କିପର୍ - ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ । ଈଶାନ୍ ଓ ଚହରଙ୍କ ବ୍ୟତୀତ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି ଆଉ କିଛି ପ୍ରମୁଖ ଖେଳାଳି ।

IPL Auction 2022
ଆଇପିଏଲ୍ ମେଗା ଅକ୍ସନର ପ୍ରଥମ ଦିନରେ ହିଁ ଟ୍ୱିଷ୍ଟ: ଇଶାନ୍ ସବୁଠୁ ଦାମୀ ଖେଳାଳୀ

ଆଇପିଏଲ୍ ମେଗା ଅକ୍ସନରେ ମେଗା ପ୍ରାଇସ୍ ବାଜି ମାରିନେଲେ ଓ୍ୱିକେଟ୍ କିପର୍ - ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ । ଈଶାନ୍ ଓ ଚହରଙ୍କ ବ୍ୟତୀତ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି ଆଉ କିଛି ପ୍ରମୁଖ ଖେଳାଳି ।

IPL Auction 2022
ଆଇପିଏଲ୍ ମେଗା ଅକ୍ସନରେ ଭାରତୀୟଙ୍କ ଜଲୱା; ଇଶାନ୍‌ଙ୍କ ଉପରେ ୧୫.୨୫ କୋଟି ବର୍ଷା କଲା ମୁମ୍ବାଇ ଇଣ୍ତିଆନ୍ସ

ଅକ୍ସନ ଆରମ୍ଭରୁ ହିଁ ଇଶାନ୍ କିଶନ୍‌ଙ୍କ ନିଲାମି ଉପରେ ସବୁ ଟିମ୍‌ର କଡା ନଜର ରହିଥିଲା । ପୂର୍ବରୁ ଶ୍ରେୟସ୍ ଅୟରଙ୍କ ଉପରେ କେକେଆର୍ ଟଙ୍କା ବର୍ଷା କରିଥିବା ବେଳେ ଏବେ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟ ଇଶାନ୍‌ଙ୍କ ଉପରେ ୭ ଗୁଣା ଅଧିକ ଟଙ୍କା ଦେଇଥିବାର ଦେଖିବାକୁ ମିଳିଛି ।

IPL Auction 2022
ନିଲାମ ଡାକୁଥିବା ବେଳେ ମଞ୍ଚରୁ ତଳେ ପଡିଗଲେ ଅକ୍ସନିର୍

ଅକ୍ସନରେ ଶ୍ରୀଲଙ୍କାନ୍ ସ୍ପିନର ଅଲରାଉଣ୍ତର ୱାନିନ୍ଦୁ ହରସଙ୍ଗାକୁ ନିଲାମ ଡକା ଚାଲିଥିବା ବେଳେ ଅଘଟଣ ଘଟିଥିଲା । ହସରଙ୍ଗାଙ୍କୁ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିଲାମି ଚାଲିଥିବା ବେଳେ ହ୍ୟୁଜ୍ ହଠାତ୍ ଅଚେତ୍ ହୋଇ ପଡିଯାଇଥିଲେ ।