• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Mark Boucher
ମାର୍କ ବାଉଚର୍‌ ମୁମ୍ବାଇ ଇଣ୍ତିଆନ୍ସର ହେଡ୍‌ କୋଚ୍‌

ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ବାଉଚରଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ଦିଆଯାଇଥିବା ନେଇ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଘୋଷଣା କରାଯାଇଛି ।

Robin Uthappa Retires From All Forms Of Indian Cricket
କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ରବିନ୍‌ ଉଥପ୍ପାଙ୍କ ସନ୍ୟାସ

କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ପୂର୍ବତନ ଭାରତୀୟ କ୍ରିକେଟର ରବିନ୍‌ ଉଥପ୍ପା ଅବସର ଘୋଷଣା କରିଛନ୍ତି। ରବିନ୍‌ ଉଥପ୍ପା ଭାରତ ପାଇଁ ୪୬ଟି ଦିନିକଆ ମ୍ୟାଚ୍‌ ଖେଳି ୯୩୪ ରନ୍‌ କରିଛନ୍ତି।

Virat Kohli
ପୁଣି ରେକର୍ଡ କଲେ ବିରାଟ; ରେସ୍‌ରେ ପଛରେ ପଡ଼ିଲେ ‘ଗଡ୍‌ ଅଫ୍‌ କ୍ରିକେଟ୍‌’

କିଙ୍ଗ୍‌ କୋହଲି ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ପ୍ରଥମ କ୍ରିକେଟର ଭାବେ ଟ୍ୱିଟରରେ ବର୍ତ୍ତମାନ କୋହଲିଙ୍କର ୫୦ ମିଲିୟନ ଫଲୋଅର୍ସ ରହିଛନ୍ତି ।

Mitchell Starc, Mitchell Marsh, Marcus Stoinis
ଅଷ୍ଟ୍ରେଲିଆକୁ ବଡ଼ ଝଟକା; ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବେନି ଏହି ତିନି ଖେଳାଳି..

ଆସନ୍ତା ୨୦ ରୁ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ ଖେଳିବେନି ଅଷ୍ଟ୍ରେଲିଆ ଦଳର ତିନି ପ୍ରମୁଖ ଖେଳାଳି ।

Cricket Legends
ବାରବାଟୀରେ ଖେଳିବେ କ୍ରିକେଟ୍ ଲିଜେଣ୍ଡସ୍‌

କଟକ ବାରବାଟୀ ମୈଦାନରେ ଭେଟେରାନଙ୍କୁ ଆକ୍ସନରେ ଦେଖିବାକୁ ମିଳିବ ।

PCB Chief Ramiz Raja
ଭାରତୀୟ ସାମ୍ବାଦିକଙ୍କ ପ୍ରଶ୍ନବାଣରେ ଚିହିଁକି ଉଠିଲେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ସଭାପତି

ପାକିସ୍ତାନର ପରାଜୟ ବରଦାସ୍ତ ହେଲାନି। ଏସିଆ କପ୍‌ରେ ଶ୍ରୀଲଙ୍କା ଠାରୁ ପାକସ୍ତାନ ହାରିବା ପରେ ରାଗିଗଲେ ପାକିସ୍ତାନ କ୍ରିକେଟ ବୋର୍ଡର ସଭାପତି ରମିଜ ରାଜା। ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ।

Asia Cup
ମନେରହିବ ଏସିଆ କପ୍‌ ଫାଇନାଲ: ବିନା ବଲ୍‌ରେ ବୋଲର୍‌ ଦେଲେ ୯ ରନ୍‌ !

ଓଭର୍‌ ଆରମ୍ଭ ନହେଉଣୁ ପାକିସ୍ତାନ୍‌କୁ ମିଳିଥିଲା ୯ରନ୍‌। 

Asia Cup
ଏସିଆ କପ୍‌ ଫାଇନାଲରେ ହାରିଲା ପାକିସ୍ତାନ, ଶ୍ରୀଲଙ୍କା ଚାମ୍ପିଅନ୍

ଆରମ୍ଭରୁ ହିଁ ପାକିସ୍ତାନ୍‌ର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା।

SL vs PAK
ସୁପର ସଣ୍ଡେରେ ସୁପର ଫାଇଟ୍; ଏସିଆ କପ୍ ଷଷ୍ଠ ଟାଇଟଲ୍ ଜିତିବା ଲକ୍ଷ୍ୟରେ ଶ୍ରୀଲଙ୍କା

ଏସିଆ କପ୍ ଫାଇନାଲ୍‌ରେ ଉଭୟ ଟିମ୍ ତିନି ଥର ଆମ୍ନାସାମ୍ନି ହୋଇଥିବା ବେଳେ ଶ୍ରୀଲଙ୍କା ଦୁଇଥର ଏବଂ ପାକିସ୍ତାନ ଥରୁଟିଏ ମାତ୍ର ବିଜୟୀ ହୋଇଛି ।

Team India fear for T-20
ଟି-୨୦ ମହାକୁମ୍ଭରେ ଏସିଆ କପ୍ ଦଶା ଭୋଗିବନି ତ ରୋହିତ ସେନା

ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୨ ପୂର୍ବରୁ ଏସିଆ କପ୍ ପ୍ରସ୍ତୁତି ସଦୃଶ ଥିଲା। କିନ୍ତୁ ମନେ ହେଉଥିଲା ଯେମିତି ଟିମ୍ ଇଣ୍ଡିଆ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ଥିଲା। ଏବେ ଭୟ ଘାରିଲାଣି, ଟି-୨୦ ମହାକୁମ୍ଭରେ ଏସିଆ କପ୍‌ ଦଶା ଭୋଗିବନି ତ ରୋହିତ ସେନା?

FIFA U-17 Women's World Cup Logo Unveiled
ମହିଳା ବିଶ୍ୱକପ୍ ଫୁଟବଲ୍‌ ଲୋଗୋ ଉନ୍ମୋଚିତ

କିକ୍ ଅଫ୍ ଦି ଡ୍ରିମ୍ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ୍‌ ଲୋଗୋ ଉନ୍ମୋଚନ କରିଛନ୍ତି। 

  • Saturday, 10 September 2022
Virat Kohli
ଟି-ଟ୍ୱେଣ୍ଟିରେ କୋହଲିଙ୍କର ପ୍ରଥମ ଶତକ

ଏସିଆ କପ୍‌ର ଏକ ଗୁରୁତ୍ୱହୀନ ମ୍ୟାଚରେ ବିରାଟ କୋହଲିଙ୍କ ଦମଦାର ଶତକ ।

Asia Cup
ସୁପର-୪ର ଅନ୍ତିମ ମ୍ୟାଚ୍‌ରେ ଜିତିଲା ଭାରତ

ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ୱିକେଟ ହରାଇ ୨୧୨ ରନ କରିଥିଲା।

Asia Cup 2022: Pakistan vs Afghanistan Match
ପଡ଼ିଆ ମଝିରେ ମୁହାଁମୁହିଁ: ଆଫଗାନିସ୍ତାନ ବୋଲର୍‌ଙ୍କୁ ପିଟିବା ପାଇଁ ବ୍ୟାଟ୍‌ ଉଠାଇଲେ ପାକିସ୍ତାନୀ ଖେଳାଳି

୧୯ ଓଭରରେ ପାକିସ୍ତାନୀ କ୍ରିକେଟର ଆସିଫ୍‌ ଅଲୀ ଓ ଆଫଗାନିସ୍ତାନ ବୋଲର୍‌ ଫରିଦ୍‌ ଅହମ୍ମଦଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ମାର୍‌ପିଟ୍‌ ପର୍ଯ୍ୟନ୍ତ କଥା ଚାଲି ଯାଇଥିଲା।

Special story
ଷ୍ଟାଡିୟମ୍‌ରେ ପାକିସ୍ତାନୀ ଫ୍ୟାନ୍‌ଙ୍କ ଉତ୍ପାତ: ରାଗରେ ଚେୟାର ଫୋପାଡ଼ି ପିଟିଲେ ଆଫଗାନୀ

ଚେୟାରରେ ପାକିସ୍ତାନୀ ଫ୍ୟାନ୍‌ଙ୍କୁ ନିର୍ଧୁମ ପିଟିଲେ ଆଫଗାନୀ ।

Asia Cup 2022
ଶେଷ ଓଭରରେ ଅର୍ଶଦୀପଙ୍କ କଥା ଶୁଣିଲେନି ରୋହିତ ! ରାଗିଲେ ଫ୍ୟାନ୍ସ, ଭିଡିଓ ଭାଇରାଲ୍‌...

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଶେଷ ଓଭରରେ ଯୁବ ବୋଲର ଅର୍ଶଦୀପ ସିଂ ବୋଲିଂ କରିଥିଲେ। ତାଙ୍କ ଉପରେ ୭ ରନ୍‌ ବଞ୍ଚାଇ ରଖିବାର ଦାୟିତ୍ୱ ଥିଲା।

Asia Cup 2022
Asia Cup 2022: କାହିଁକି ମ୍ୟାଚ୍‌ ହାରୁଛି ଟିମ୍‌ ଇଣ୍ଡିଆ ? ଜାଣନ୍ତୁ...

ଆଫଗାନିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ପ୍ରଦର୍ଶନ ଉପରେ ଟିମ୍ ଇଣ୍ଡିଆର ଭାଗ୍ୟ ନିର୍ଭର କରୁଛି। ଏଥିସହ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ବଡ ବିଜୟର ଆବଶ୍ୟକତା ରହିଛି। 

Asia Cup 2022
କର ବା ମର ମ୍ୟାଚ୍‌ରେ ହାରିଲା ଟିମ୍‌ ଇଣ୍ତିଆ

ଭାରତ ପକ୍ଷରୁ ଦିଆଯାଇଥିବା ୧୭୪ ରନ୍ ଟାର୍ଗେଟକୁ ଗୋଟିଏ ବଲ୍ ବାକିଥାଇ ହାସଲ କରିନେଇଛି ଶ୍ରୀଲଙ୍କା ଟିମ୍ ।

Suresh Raina
ୟେଲୋ ଜର୍ସିରେ ଆଉ ଫିଲ୍ଡକୁ ଓହ୍ଲାଇବେନି ମିଷ୍ଟର IPL

ଆଉ ଆଇପିଏଲ୍‌ ଖେଳିବେନି ‘ମିଷ୍ଟର ଆଇପିଏଲ୍‌’। କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା। ସେ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବେ ସନ୍ୟାସ୍‌ ନେଇଥିବା ଘୋଷଣା କରିଛନ୍ତି । ଏନେଇ ଖୋଦ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ସୂଚନା ଦେଇଛନ୍ତି।

Virat Kohli
ପ୍ରେସମିଟ୍‌ରେ ଭାବବିହ୍ୱଳ କୋହଲି, କହିଲେ ଧୋନି ହିଁ ମୋର..

ପାକିସ୍ତାନଠାରୁ ମ୍ୟାଚ୍‌ ହାରିବା ପରେ ଭାବବିହ୍ୱଳ ହୋଇ ପ୍ରେସମିଟ୍‌ରେ ବଡ଼ ବୟାନ ଦେଇଛନ୍ତି ବିରାଟ କୋହଲି ।

ଟ୍ରଫି ସହ ଓଡ଼ିଶା ଜଗରନଟ୍ସ ଟିମ୍
ଭୁବନେଶ୍ୱରରେ ପହଞ୍ଚିଲେ ଅଲଟିମେଟ୍ ଖୋ ଖୋ ଚାମ୍ପିଅନ୍

ଓଡିଶା ଜଗରନଟ୍ସ ଟିମ୍‌କୁ ପାରମ୍ପରିକ ଢଙ୍ଗରେ ଦିଆଯାଉଛି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଖେଳାଳିଙ୍କୁ ସ୍ୱାଗତ କରାଯାଇଛି। ପୁଣେରେ ହୋଇଥିବା ଅଲଟିମେଟ୍ ଖୋ ଖୋ ର ପ୍ରଥମ ସଂସ୍କରଣରେ ଚାମ୍ପିଅନ୍ ହୋଇଛି ଓଡିଶା ଜଗରନଟ୍ସ। ଫାଇନାଲରେ ତେଲଗୁ ଯୋଦ୍ଧାସକୁ ୪୬-୪୫ରେ ମାତ୍ ଦେଇ ଟ୍ରଫି ହାତେଇଛି ଓଡ଼ିଶା ଟିମ୍।

Pakistan beats india
କ୍ୟାଚ୍‌ ଛଡ଼ାଇନେଲା ମ୍ୟାଚ୍: ହାରିଲା ଭାରତ, ଜିତିଲା ପାକିସ୍ତାନ

 ପାକିସ୍ତାନ ଆଗରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ। 

IND vs PAK
ସୁପର ସଣ୍ତେରେ ହାଇଭୋଲଟେଜ୍‌ ମ୍ୟାଚ୍‌; ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ

ଏସିଆ କପ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପୁଣି ଭେଟିବ ଟିମ୍ ଇଣ୍ଡିଆ ।