ରାଜନୀତି ପଶାପାଲିରେ ପଛୁଆବର୍ଗ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରୁ ବାଦ୍ ପଡିବା ଦେବା ପରେ ତେଜିଛି ରାଜନୀତି । ମୁହାଁମୁହିଁ ବିଜେପି-ବିଜେଡି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ରାଜ୍ୟ ସରକାରଙ୍କୁ ନିଶାନା କରିଥିବା ବେଳେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ତାର କାଉଣ୍ଟର କରିଛନ୍ତି ।
ପଞ୍ଚାୟତ ନିର୍ବାଚନ ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଆରୋପ-ପ୍ରତ୍ୟାରୋପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଟୁଇଟର୍ ଓ୍ୱାର୍ ।
କ୍ରାଇମବ୍ରାଞ୍ଚ ସଠିକ୍ ତଦନ୍ତ କରିପାରିବନି, ଆମେ ପୂର୍ବରୁ ବି ବିରୋଧ କରିଛୁ। କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକୃତ ଆସାମୀକୁ ଧରିପାରିବ ବୋଲି ଆମର ଆଶା ନାହିଁ ବୋଲି ଲଳିତେନ୍ଦୁ କହିଛନ୍ତି।
ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ । ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି ସେଥିରୁ ଏହା ଅନୁମେୟ । ଏମିତି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆସନ୍ତା ୨୭ ତାରିଖରେ ସଂରକ୍ଷଣର ସାନି ତାଲିକା ପ୍ରକାଶ ପାଇବ । ଏନେଇ ଜିଲ୍ଲାପାଳମାନଙ୍କୁ ଅବଗତ କରିଛି ପଂଚାୟତିରାଜ ବିଭାଗ । ଜିଲ୍ଲା ପ୍ରଶାସନ ବି ସେ ଦିଗରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଦୁଇ ମନ୍ତ୍ରୀ ଓ ପାୱାର କରିଡରର ସବୁଠୁ ଆଗଧାଡ଼ିର ନେତା ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ମଧ୍ୟ କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିଛନ୍ତି ।
ଖବରକାଗଜ ହକରଙ୍କ ଲାଗି ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିସି ମାଧ୍ୟମରେ ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ସହାୟତା ପ୍ରଦାନ କରିଛନ୍ତି ।
କୋର୍ଟଙ୍କ ରାୟ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି OBCଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ସଂରକ୍ଷଣ ରଖାନଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଛି ।
ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ଉପରେ ଲାଗିଲା ସାମୟିକ ବ୍ରେକ୍ । ଏ ବର୍ଷ ନୁହେଁ, ନୂଆବର୍ଷ ଆରମ୍ଭରୁ ଘୋଷଣା ହୋଇପାରେ ତାରିଖ ।
ଏବର୍ଷ ନୁହେଁ, ନୂଆବର୍ଷ ଆରମ୍ଭରୁ ଘୋଷଣା ହୋଇପାରେ ତାରିଖ । ପଂଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ସହ ଆଜି ସାନି ବିଜ୍ଞପ୍ତି ଜାରି ପାଇଁ ସରକାର ହାଇକୋର୍ଟକୁ ଜଣାଇଥିବାରୁ ନିର୍ବାଚନ ତାରିଖ ଘୋଷଣା ସାମାନ୍ୟ ବିଳମ୍ବ ହେବ । ଏହି ପ୍ରସଙ୍ଗରେ ଗତକାଲି ହାଇକୋର୍ଟରେ ଶୁଣାଣି ହୋଇଥିଲା ।
ରାଜ୍ୟ ସ୍ତରରେ ଖୁବ୍ ଶୀଘ୍ର ନିର୍ମାଣ ହେବ ମିଶନ ଶକ୍ତି ଭବନ । ଖାଲି ସେତିକି ନୁହେଁ ଏସ୍ଏଚ୍ଜି ମହାସଂଘ ଇସି ସଦସ୍ୟମାନଙ୍କୁ ମିଟିଂ ଓ ଗସ୍ତ ଖର୍ଚ୍ଚ ଦିଆଯିବ ବୋଲି ମଧ୍ୟ କହିଛନ୍ତି । ଏହି ସମସ୍ତ ବ୍ୟବସ୍ଥା ପାଇଁ ୨ଶହ କୋଟି ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ।
ଧାନ କିଣା ନେଇ ଯେଉଁ ଟାଇମଲାଇନ୍ ଥିଲା ତାକୁ କାଣ୍ଟ ଛାଣ୍ଟ କରାଯାଉଛି ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଟୋକନ ଅବଧି ଲାପ୍ସ ହେବାରୁ ଚାଷୀ ଧାନ ବିକିପାରୁ ନାହାନ୍ତି । ମଣ୍ଡିରେ ମାଫିଆଙ୍କ ରାଜ୍ ଚାଲିଛି ବୋଲି ମନ୍ତ୍ରୀଙ୍କୁ କହିଲେ ବିଜେପି ସାଂସଦ ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କଡ଼ା ସମାଲୋଚନା କରିବା ସହ ତାତ୍ସଲ୍ୟ କରିଛି ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଦିନରେ ଲଣ୍ଠନ ଦେଖାଇବା ଭଳି ।
ବୃହତ ବିଜୟ ପରେ ଦଳର ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସମଗ୍ର ରାଜ୍ୟବାସୀ ଟିଏମସି ସରକାରଙ୍କ ଜନହିତକର କାର୍ଯ୍ୟକୁ ଗ୍ରହଣ କରିଥିବା ସେ କହିଛନ୍ତି ।
ଆଳିର ବାଳକାଟି ବଜାରରେ ପ୍ରତାପ ଜେନାଙ୍କ ଗାଡି ଉପରେ ଅଣ୍ଡା ମାଡ କଲେ ବିରୋଧି
ପ୍ରତାପ ଜେନାଙ୍କ ଗାଡ଼ିକୁ ଅଣ୍ଡାମାଡ଼। କେନ୍ଦ୍ରାପଡ଼ା ଆଳି ବାଳକାଟି ବଜାରରେ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ
ପିଏମ୍ ଆବାସ ଘରକୁ ନେଇ ବିଜେପି ବିଜେଡି ମୁଁହା ମୁଁହି। ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ଆରମ୍ଭ ହେଲାଣି ଟଣା ଓଟରା।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜୋର ଧରିଛି ପ୍ରକଳ୍ପ ରାଜନୀତି । ଜିଲ୍ଲାକୁ ଜିଲ୍ଲା ବୁଲି ମୁଖ୍ୟମନ୍ତ୍ରୀ BSKY କାର୍ଡ ବାଣ୍ଟିଲା ପରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ଜାରି ରଖିଛନ୍ତି ।
୨୦୧୪ରେ ଭିତ୍ତପ୍ରସ୍ତର ପଡିଥିବା ସେତୁକୁ ଠିକ୍ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଉଦ୍ଘାଟନ କରାଯିବାକୁ ନେଇ ଉଠିଛି ପ୍ରଶ୍ନ ।
ଯେତେବେଳେ ୯୦ ଦଶକରେ ନୀତିନ ଗଡକରୀ ରାଜ୍ୟ ମନ୍ତ୍ରୀ ଥିଲେ, ସେତେବେଳେ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେ ପାଇଁ ରିଲାଏନ୍ସ କମ୍ପାନୀର ଏକ ଟେଣ୍ଡର ତାଙ୍କ ପାଖକୁ ଆସିଥିଲା ।
ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ତାତିଲେ ବିଜେପି କର୍ମୀ.. କଳାପତାକା ଦେଖାଇ ନାରାବାଜୀ କଲେ.. ଶତାଧିକ ବିଜେପି କର୍ମୀଙ୍କୁ ପାର୍ଟି ଅଫିସରୁ ଉଠାଇ ନେଲା ପୋଲିସ
ନବୀନଙ୍କ ଗସ୍ତ ପୂର୍ବରୁ କଂଗ୍ରେସ-ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ, ଆଜି ମହାନଦୀରେ T ସେତୁର ଉଦଘାଟନ୍
ରାଜ୍ୟ ସ୍ୱାସ୍ଥ୍ୟସେବାର ବିଚିତ୍ର ଚିତ୍ର । ଗୋଟିଏ ପଟେ ଡାକ୍ତର ଅଭାବରୁ ସରକାରୀ ଡାକ୍ତରଖାନାରୁ ରୋଗୀ ଫେରୁଛନ୍ତି ତ ଅନ୍ୟପଟେ ଚାକିରି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେଣି ଡାକ୍ତରୀ ଛାତ୍ରଛାତ୍ରୀ । ହେଲେ ଏସବୁ ଭିତରେ ରାଜ୍ୟରେ ବାସ୍ତବରେ କେତେ ଡାକ୍ତର ପଦବୀ ଖାଲି ପଡ଼ିଛି, ସେନେଇ ରାଜ୍ୟ ସରକାରଙ୍କ ପାଖରେ ବି ୪ଟା ଉତ୍ତର ।
ପଂଚାୟତ ନିର୍ବାଚନ ଲାଗି ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ । ସେପଟେ ନିର୍ବାଚନ ଲାଗି ପୁରା ତୟାର୍ ବିଭିନ୍ନ ରାଜନୈତିକ ଦଳ । ଭୋଟ୍ ପୂର୍ବରୁ ମାହୋଲ୍ ବନାଇବା ଲାଗି ନିଜ ନିଜର ବ୍ଳୁପ୍ରିଣ୍ଟ ବି ପ୍ରସ୍ତୁତ କରିସାରିଛନ୍ତି ସବୁ ପାର୍ଟି ।
ଦଳୀୟ ସ୍ତରରେ ପଂଚାୟତ, ମଣ୍ଡଳ, ବ୍ଲକ୍ ଓ ଜିଲ୍ଲା ସ୍ତରରେ ମଧ୍ୟ ଏହି କାଯର୍ୟକ୍ରମ ପାଳନ କରାଯିବ । ରାମ ମନ୍ଦିରଠୁ ଆରମ୍ଭ କରି ଆତ୍ମନିର୍ଭର ଭାରତ, ପିଏମ୍ କିଷାନ, ଆୟୁଷ୍ମାନ ଭାରତ, କରୋନା ମୁକାବିଲା, ମାଗଣା ଟିକା ପ୍ରଦାନ ଭଳି ଜନହିତକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ ।