ରାଜ୍ୟ ସ୍ୱାସ୍ଥ୍ୟସେବାର ବିଚିତ୍ର ଚିତ୍ର । ଗୋଟିଏ ପଟେ ଡାକ୍ତର ଅଭାବରୁ ସରକାରୀ ଡାକ୍ତରଖାନାରୁ ରୋଗୀ ଫେରୁଛନ୍ତି ତ ଅନ୍ୟପଟେ ଚାକିରି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେଣି ଡାକ୍ତରୀ ଛାତ୍ରଛାତ୍ରୀ । ହେଲେ ଏସବୁ ଭିତରେ ରାଜ୍ୟରେ ବାସ୍ତବରେ କେତେ ଡାକ୍ତର ପଦବୀ ଖାଲି ପଡ଼ିଛି, ସେନେଇ ରାଜ୍ୟ ସରକାରଙ୍କ ପାଖରେ ବି ୪ଟା ଉତ୍ତର ।
Published: Satyendu Shekher Mishra
Last updated: 19 December 2021, 10:22 PM IST
ଗଣମାଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ରାଜ୍ୟ ସରକାର କାହିଁକି ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରିନାହାନ୍ତି? ସରକାରଙ୍କ ବହୁ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କ ପତ୍ନୀମାନେ ସେଠାରେ କାମ କରୁଛନ୍ତି। ତେଣୁ ସରକାରଙ୍କ ଉପରେ ଚାପ ଅଛି କି?