ପଂଚାୟତ ନିର୍ବାଚନ ଲାଗି ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ । ସେପଟେ ନିର୍ବାଚନ ଲାଗି ପୁରା ତୟାର୍ ବିଭିନ୍ନ ରାଜନୈତିକ ଦଳ । ଭୋଟ୍ ପୂର୍ବରୁ ମାହୋଲ୍ ବନାଇବା ଲାଗି ନିଜ ନିଜର ବ୍ଳୁପ୍ରିଣ୍ଟ ବି ପ୍ରସ୍ତୁତ କରିସାରିଛନ୍ତି ସବୁ ପାର୍ଟି ।
Published: Satyendu Shekher Mishra
Last updated: 19 December 2021, 10:20 PM IST
ଦୁର୍ନୀତି ଅଭିଯୋଗ ଆଣି ବହିଷ୍କାର କଲେ। ଆଉ ବର୍ଷେ ପରେ ପୁଣି ଥରେ ଆପଣାଇଲେ। ଦୁର୍ନୀତି ପାଇଁ ରେମୁଣାର ତତ୍କାଳୀନ ବିଜେଡି ବିଧାୟକ ସୁଧାଂଶୁ ପରିଡାଙ୍କୁ ନବୀନ ଦଳରୁ ବହିଷ୍କାର କରିଥିଲେ। ମାତ୍ର ଏବେ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଛି।