• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Traffic Jam
ରାଜଧାନୀର ଯୁଆଡ଼କୁ ଦେଖିବ ସେଠି ଥିଲା ଅସମ୍ଭାଳ ସ୍ଥିତି, ପ୍ରବଳ ଭିଡ଼

ରାଜଭବନ ଛକରୁ ଏଜି ଛକ, ବିଧାନସଭା ସମ୍ମୁଖ ରାସ୍ତା, କ୍ୟାପିଟାଲ ହସ୍ପିଟାଲରୁ ଏୟାରପୋର୍ଟ ରାସ୍ତା, ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ ।

Naveen Patnaik
୨୦୧୮ରେ ନବୀନଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ, ୨୦୨୨ରେ ଜୀବନବ୍ୟାପି ସାଧନା ସମ୍ମାନ

୧୯ ନିର୍ବାଚନ ବେଳେ ଯେମିତି ସ୍ପେଶାଲ ବସ୍‌ରେ ନବୀନ ବୁଲି ବୁଲି ପ୍ରଚାର କରୁଥିଲେ, ଆଜି ବି ସେଭଳି ଏକ ବସ୍‌ରେ ଚଢ଼ି କରିଛନ୍ତି ରୋଡ୍ ସୋ’ । ଏପରିକି ୧୯ରେ ଡାଇଲଗ୍ ଯାହା ଥିଲା, ଆଜି ବି ସମାନ । ଆପଣ ମାନେ ଖୁସି ତ ।

farmers
ପୁଣି ଚାଷୀଙ୍କ ସହ ଚଂଚକତା । ସରକାରୀ ସୁବିଧାର ସୁଯୋଗ ନେବେ କେବଳ ଅଫିସର

ଅନ୍ତରାଷ୍ଟ୍ରୀୟ କୃଷି ସମ୍ମିଳନୀରେ ଯୋଗଦେବାକୁ ବିଦେଶ ଭ୍ରମଣ ପାଇଁ ରାଜ୍ୟର ୪ ଚାଷୀ ବାଦ୍ ପଡ଼ିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ରାଜ୍ୟର ୩ ପ୍ରଶାସନିକ ଅଧିକାରୀ ।

BJP
ରାଜ୍ୟରେ ବିଜେପିର ସ୍ଥିତି କଣ ? ବୁଥ୍‌ସ୍ତରରେ କେମିତି ରହିଛି ସଙ୍ଗଠନ ? ତଦାରଖ କରିଛନ୍ତି ପ୍ରଭାରୀ

କ୍ଷେତ୍ରୀୟ ପ୍ରଭାରୀ ହେବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଗସ୍ତରେ ଆସିଥିବା ସୁନୀଲ ବଂଶଲ ଏସବୁ ପ୍ରସଙ୍ଗ ଉପରେ ଫୋକସ୍ କରିଛନ୍ତି ।

Madhusudan Patra
ବାପା-ମାଆ ଛେଉଣ୍ଡ ଦୁଇ ଛୁଆଙ୍କ ପ୍ରତି ସହାୟତାର ହାତ ବଢାଇଛନ୍ତି ଗଂଜାମର ମଧୁସୂଦନ ପାତ୍ର

ଅନାଥ ଶିଶୁଙ୍କୁ ଭେଟି ଦେଇଛନ୍ତି ୧୦ ହଜାର ଟଙ୍କାର ସହାୟତା । ୭୦ ବର୍ଷିୟ ବୃଦ୍ଧ ମଧୁସୂଦନଙ୍କ ଏଭଳି ସାହସ ଓ ପରୋପକାରିତା ଚକିତ କରିଛି ସମସ୍ତଙ୍କୁ ।

Odisha Politics
କି ଅଜବ ବ୍ୟବସ୍ଥା; ରାଜ୍ୟରେ ଚାଷୀଙ୍କ ନାଁରେ ବିଦେଶ ଯାଉଛନ୍ତି ସଚିବ !

ରାଜ୍ୟର ୪ ସଫଳ ଚାଷୀଙ୍କ ସହ ଚାଲବାଜି । ନେଦରଲାଣ୍ଡସ୍ ଆନ୍ତର୍ଜାତିକ କୃଷି କାର୍ଯ୍ୟକ୍ରମରୁ ଚାଷୀ ବାଦ୍ ।

BJD’s welcome ceremony for CM
ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଆଳରେ ବିଜେଡିର ପାଓ୍ୱାର ସୋ’, ହଜାର ହଜାର କର୍ମୀଙ୍କୁ ଠୁଳ କଲା ଦଳ

୨୪ ନିର୍ବାଚନ ପ୍ରସ୍ତୁତିର ଭିତ୍ତି ପକାଇଲା କି ବିଜେଡି ? ମିଳିଥିବା ସମ୍ମାନକୁ କିଣା ଆଓ୍ୱାର୍ଡ କହିଲେ ବିରୋଧୀ ।

Traffic Congestion in Bhubaneswar
ଏପଟେ BJDର ଶକ୍ତିପ୍ରଦର୍ଶନ, ସେପଟେ ଗଣ୍ଡାଗଣ୍ଡା ଆମ୍ବୁଲାନ୍ସରେ ଛଟପଟ ରୋଗୀ

ଅସମ୍ଭାଳ ଭିଡରେ ୭ ଘଣ୍ଟା ଅଣନିଶ୍ୱାସୀ ଜନତା । ରାଜଧାନୀର ପ୍ରମୁଖ ରାସ୍ତାରେ ସାଂଘାତିକ ଟ୍ରାଫିକ ଜାମ୍ ।

BJP
ରାଜ୍ୟ ବିଜେପିକୁ ପ୍ରଭାରୀଙ୍କ ଗୁରୁମନ୍ତ୍ର: ନଡ୍ଡାଙ୍କ ପାଇଁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ

ପ୍ରଥମ ଦିନ ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି, ସାଧାରଣ ସଂପାଦକମାନଙ୍କ ସହ ଆଲୋଚନା ପରେ ଆଜି କୋର୍ କମିଟି ସଦସ୍ୟ ଓ ରାଜ୍ୟ ପଦାଧିକାରୀମାନଙ୍କ ସହ କରିଥିଲେ ମାନସ ମନ୍ଥନ । ସମସ୍ତ ନେତାଙ୍କଠାରୁ ବିତ୍ସୃତ ଭାବେ ଫିଡ୍‌ବ୍ୟାକ୍ ନେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ସୁନୀଲ ବଂଶଲ ।

ଟ୍ରାଫିକ୍ ଜାମ୍‌ରେ ଫଶିଯାଇଛି ଆମ୍ବୁଲାନ୍ସ
ସେପଟେ ବିଜେଡିର ଗ୍ରାଣ୍ଡ ସେଲିବ୍ରେସନ୍, ଏପଟେ ଟ୍ରାଫିକ୍ ଜାମ୍‌ରେ ଲୋକେ ନାକେଦମ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମିଳିବା ପରେ ସାରା ଭୁବନେଶ୍ୱରରେ ଆଜି ସେଲିବ୍ରେସନର ମାହୋଲ୍। ତେବେ ଗୋଟିଏ ପଟେ ବିଜେଡି କର୍ମୀ ସେଲିବ୍ରେସନରେ ମଜ୍ଜି ଥିବା ବେଳେ ସାଧାରଣ ଲୋକେ ଟ୍ରାଫିକ୍ ଜାମ୍‌ରେ ଫଶି ବର୍ଷାରେ ଭିଜି ଚାଲି ଚାଲି ଯାଉଥିବା ଲକ୍ଷ୍ୟ କରାଯାଇଛି। ଏମିତିକି ଆମ୍ବୁଲାନ୍ସ ମଧ୍ୟ ଏଥିରେ ଫଶି ଯାଇଥିଲା।

CM Naveen Patnaik
ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡିର ଭବ୍ୟ ସମ୍ବର୍ଦ୍ଧନା

ବିମାନ ବନ୍ଦରରୁ ନବୀନ ନିବାସ ଯାଏ ବିଶାଳ ଶୋଭାଯାତ୍ରା

Jaynarayan Mishra
ନବୀନଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣଙ୍କ କଟାକ୍ଷ...କହିଲେ ଏହା ‘ କିଣା ଆୱାର୍ଡ ’

‘ଯିଏ ଓଡ଼ିଶା ବାବଦରେ ଜାଣି ନାହାଁନ୍ତି, ତାଙ୍କୁ ଆୱାର୍ଡ ଓଡ଼ିଶାକୁ ବାଧକ’

Thousands People Gather to welcome CM Naveen at Bhubaneswar airport
ନବୀନଙ୍କ ପାଇଁ ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ : ନାକେଦମ୍‌ ସାଧାରଣ ଜନତା

ରାଜଧାନୀରେ ବିଜେଡି ସମର୍ଥକଙ୍କ ଭିଡ, ଚାରିଆଡ଼େ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି

Who Gave Award questioned Congress
'ନବୀନଙ୍କୁ ପୁରସ୍କାର ଦେଲା କିଏ? ରାଜ୍ୟ ସରକାର ଦେଇଛନ୍ତି ନା କେନ୍ଦ୍ର ସରକାର ନା ଜାତିସଂଘ'

ଏୟାରପୋର୍ଟରୁ ନବୀନ ନିବାସ ଯାଏଁ ଛାଇ ଗଲାଣି ନବୀନଙ୍କ ବଡ଼ବଡ଼ ହୋଡିଂ। ପ୍ରସ୍ତୁତ ହୋଇଛି ମଂଚ। ଆୟୋଜନରେ ଯେମିତି କିଛି କମ୍ ରହିନଯାଏ ତାର ତଦାରଖ କରୁଛି ବିଜେଡିର ଏକ ଟିମ୍।

Award Politics
ବ୍ରାଣ୍ଡ ନବୀନକୁ ଚମକ ଦେବାକୁ ବିଜେଡିର ଶକ୍ତି ପ୍ରଦର୍ଶନ

ବିଶ୍ୱସନୀୟତା ନଥିବା ଏକ ସଂସ୍ଥାଠାରୁ ନବୀନ ପୁରସ୍କୃତ ହେବା ପରେ କାହିଁକି ଏଭଳି ବଡ଼ ସେଲିବ୍ରେସନ୍‌ର ଆୟୋଜନ କରୁଛି ବିଜେଡି? ପୁରସ୍କାର ଆଳରେ କାହିଁକି ଏକ ବଡ଼ ମାହୋଲ ବନାଇବାକୁ ଚେଷ୍ଟା କରୁଛି ଦଳ ?

BJD Workers Prep Up For Grand Celebration
ଆୱାର୍ଡ ପରେ ସେଲିବ୍ରେସନ୍‌ ପାଇଁ ଏତେ ତରବର କାହିଁକି?

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଆୱାର୍ଡ, ଜୋସ୍‌ରେ ବିଜେଡି କ୍ୟାମ୍ପ । ଗତକାଲି ଦିଲ୍ଲୀରେ ଗ୍ରାଣ୍ଡ ସେଲିବ୍ରେସନ୍ ପରେ ଆସନ୍ତାକାଲି ଭୁବନେଶ୍ୱରେ ଶକ୍ତି ପ୍ରଦର୍ଶନ କରିବ ଶଙ୍ଖ । 

Special story
ଦୁର୍ନୀତିଗ୍ରସ୍ତ ବାବୁ ଧରା ପଡ଼ିବାରେ ଓଡ଼ିଶା ଦେଶରେ ପ୍ରଥମ

ସ୍ୱଚ୍ଛ ସରକାରର ଦ୍ୱାହି... ହେଲେ ଦୁର୍ନୀତିକୁ ନେଇ ବାବୁଙ୍କ ବିରୋଧରେ ମାମଲା କ୍ଷେତ୍ରରେ ଓଡ଼ିଶା ଦେଶରେ ନମ୍ବର ଓ୍ୱାନ୍। #NCRB ତଥ୍ୟକୁ ନେଇ ବର୍ଷିଲେ ବିରୋଧୀ। ତେଣେ ପୂର୍ବତନ ଡିଜିପି କହିଲେ ଯେତେ ଧରାପଡୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ

Special story
ନବୀନଙ୍କୁ ମିଳିଥିବା ପୁରସ୍କାରକୁ ନେଇ ତେଜିଲା ରାଜନୀତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଥିବା ପୁରସ୍କାରକୁ ନେଇ ତେଜିଲା ରାଜନୀତି । ୨୪ ନିର୍ବାଚନ ପାଖଉ ଥିବାରୁ ନବୀନଙ୍କ ପୁରସ୍କାରକୁ ଅସ୍ତ୍ର କରି ଏବେଠୁ ମାହୋଲ ବନାଇବା ଚକ୍କରରେ ବିଜେଡି, ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ।

Special story
ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ : ସେଲିବ୍ରେସନ୍ ମୁଡରେ ବିଜେଡି

ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ରାଜଧାନୀରେ ବ୍ୟାପକ ଆୟୋଜନ

Special story
ଦୁର୍ନୀତିଗ୍ରସ୍ତ ବାବୁ ଧରା ପଡ଼ିବାରେ ଓଡ଼ିଶା ଦେଶରେ ପ୍ରଥମ : ଏନସିଆରବି ତଥ୍ୟକୁ ନେଇ ବର୍ଷିଲେ ବିରୋଧୀ

ଦୁର୍ନୀତିକୁ ନେଇ ବାବୁଙ୍କ ବିରୋଧରେ ମାମଲା କ୍ଷେତ୍ରରେ ଓଡ଼ିଶା ନଂ୧

Odisha CM Naveen Patnaik Lifetime Achievement Award
ମୁଖ୍ୟମନ୍ତ୍ରୀଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ

କ୍ୟାପିଟାଲ୍‌ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ବିଜେଡି ବ୍ୟାପକ ଆୟୋଜନ କରିଛି।

2024 General Elections
ରାଜନୈତିକ ଦଳର ଫୋକସରେ ସେପ୍ଟେମ୍ବର

ଆରମ୍ଭ ହୋଇଯାଇଛି ସୁପର୍ ସେପ୍ଟେମ୍ବର। ଆଉ ମାସ ଆରମ୍ଭରୁ ବିଭିନ୍ନ ରାଜନୈତିକ ଦଳରେ ପ୍ରତିଯୋଗିତାମୂଳକ ଭାବେ ସ୍ଥିର ହୋଇଛି କାର୍ଯ୍ୟକ୍ରମ। କେହି କାହାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନାହାଁନ୍ତି। କାରଣ ସାଧାରଣ ନିର୍ବାଚନକୁ ରହିଲା ଦୁଇ ବର୍ଷରୁ କମ୍ ସମୟ। ସବୁଠାରୁ ବେଶୀ କାର୍ଯ୍ୟକ୍ରମ ରହିଛି ବିଜେପିର ଦଳର।

Focus September
୨୦୨୪ ପାଇଁ ନିଅଁ ପକାଇବେ ବିଜେଡି, ବିଜେପି, କଂଗ୍ରେସ୍

ମୟ ଥାଉ ଥାଉ ପାଗ ନଭିଡିଲେ କାଳେ କିଏ ପଛରେ ପଡିଯିବେ ସେ ଭୟ ବି ଅଛି।

Nitish Kumar
ନୀତିଶଙ୍କୁ ବଡ଼ ଝଟ୍‌କା ! ଗୋଟିଏ ପରେ ଗୋଟିଏ ରାଜ୍ୟରୁ ସଫା ହେଉଛି ଜେଡିୟୁ

ନୀତିଶ କୁମାର ଦେଶରେ ମୋଦିଙ୍କ ବିକଳ୍ପ ବୋଲି ଜେଡିୟୁ ନେତା ଚିତ୍କାର କରୁଥିବା ବେଳେ ଏବେ ମଣିପୁର ଅବସ୍ଥା ଦେଖି ବିଜେପି ନେତା ନୀତିଶ ଓ ତାଙ୍କ ଦଳୀୟ ନେତାଙ୍କୁ ତାତ୍ସଲ୍ୟ କରିବା ଆରମ୍ଭ କରିଛନ୍ତି ।

Farmer Death
ଚାଷୀ ଆତ୍ମହତ୍ୟା ମାନିବାକୁ ନାରାଜ ରାଜ୍ୟ ସରକାର

ରାଜ୍ୟରେ ଚାଷୀ ଆତ୍ମହତ୍ୟାର ମାଳ ମାଳ ଘଟଣା ସାମ୍ନାକୁ ଆସୁଛି। ହେଲେ ସବୁକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି ରାଜ୍ୟ ସରକାର। ଏମିତିକି ୨୦୧୬ ପରଠୁ ରାଜ୍ୟରେ ଜଣେ ବି ଚାଷୀ ଆତ୍ମହତ୍ୟା କରିନଥିବା ଏନସିଆରବି ତଥ୍ୟରୁ ରାଜ୍ୟ ସରକାର।