• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Cm Naveen

ନବୀନଙ୍କ ଜନ୍ମଦିନ ପାଇଁ ଯାଜପୁରରେ ୧୦୦ ଫୁଟର ଲଗାଗଲା ଫଟୋ
ନବୀନଙ୍କ ଜନ୍ମଦିନ ପାଇଁ ଉତ୍ସବମୁଖର ଯାଜପୁର ଟାଉନ୍‌...ବାଳାଶ୍ରମ ପଡିଆରେ ଲାଗିଲା ୧୦୦ ଫୁଟିଆ ପୋଷ୍ଟର, ଫୁଟିଲା ପ୍ରବଳ ବାଣ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଜନ୍ମଦିନ ଅବସରରେ ଯାଜପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ। ୧୦୦ ଫୁଟିଆ ପୋଷ୍ଟର ଲାଗିବା ସହିତ କେକ୍‌ କାଟିଲେ କର୍ମୀ ଓ ନେତା। ପ୍ରବଳ ଆତସବାଜିରେ ଆଲୁଆ ହୋଇଗଲା ଯାଜପୁର ଆକାଶ

Naveen Patnaik
କାହିଁକି ନିଜ ବ୍ୟକ୍ତିଗତ ଭିଡ଼ିଓକୁ ଭାଇରାଲ କଲେ ନବୀନ?

ସାଧାରଣତଃ ନବୀନ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରଚାରିତ ହେବାକୁ ଦିଅନ୍ତିନି.. କିନ୍ତୁ ବେଳେ ବେଳେ ତାଙ୍କର ଭିଡିଓ ପଦାକୁ ଆସେ..ଏହାକୁ ଦେଖି ସମସ୍ତେ ଆମୋଦିତ ମଧ୍ୟ ହୁଅନ୍ତି.. ତେବେ ଏଠି ପ୍ରଶ୍ନ ଉଠୁଛି, ନବୀନ ମଝିରେ ମଝିରେ ଏମିତି ଭିଡିଓ ଛାଡ଼ନ୍ତି କାହିଁକି? ଏହା ପଛରେ କଣ କାରଣ ଥାଇପାରେ?

Over 50 BJP Workers Picked Up By Police While Protesting Ahead Of CM Naveen’s Visit
ନବୀନଙ୍କୁ ବିରୋଧ କରୁଥିବା ୫୦ ବିଜେପି କର୍ମୀ ଗିରଫ

ବରଗଡରେ ବାଇକ ରାଲି କରି ବିଜେପି କର୍ମୀମାନେ ନବୀନ ପଟ୍ଟନାୟକଙ୍କ ବରଗଡ ଗସ୍ତକୁ ବିରୋଧ କରିଛନ୍ତି । ନବୀନ ପଟ୍ଟନାୟକ ଗୋ ବ୍ୟାକର ନାରାବାଜି ଦେଇଛନ୍ତି । ସେପଟେ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ କର୍ମୀଙ୍କୁ ଗରିଫ କରିଛି ବରଗଡ ପୋଲିସ ।