• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Journalist
ସାମ୍ବାଦିକ ଓ ଗଣମାଧ୍ୟମଙ୍କ ପ୍ରତି କାହିଁକି ଏତେ ବିତସ୍ପୃହ ସରକାର ?

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ବାରଣ । ଆଦିବାସୀ ମେଳାରେ ପ୍ରବେଶ ନିଷେଧ । ବିଧାନସଭା ଆଗରେ ଦଉଡ଼ି ଲଗାଇ ବାଟ ବନ୍ଦ । କଣ ରାଜ୍ୟ ସରକାରଙ୍କୁ ଘାରିଛି କି ସାମ୍ବାଦିକ ଡର ?

Naba Das
ବଜେଟ୍ ଅଧିବେଶନ ଆରମ୍ଭରୁ ନବ ଦାସ ହତ୍ୟା ତାତି

ନବ ଦାସ ହତ୍ୟା ଘଟଣାକୁ ନେଇ ବିଧାନସଭା ହୁଲସ୍ତୁଲ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

Ganjam BJD
ଗଞ୍ଜାମ ବିଜେଡି ଫାଳଫାଳ ! ବିପଦ ଆଣିବ କି ଗୋଷ୍ଠୀ କନ୍ଦଳ ?

ନିକଟରେ ଛତ୍ରପୁରରେ ସ୍ଥାନୀୟ ବିଧାୟକ ସୁବାସ ବେହେରାଙ୍କୁ ବିରୋଧ କରି ତାଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ରଖିଛନ୍ତି ତାଙ୍କ ବିପକ୍ଷ ଗୋଷ୍ଠୀ । ଛତ୍ରପୁରର ପୂର୍ବତନ ଉପନଗରପାଳ ଲକ୍ଷ୍ମୀ ପାଢୀ ବିଧାୟକ ସୁବାସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିବାରୁ ଦଳର ମୁଣ୍ଡବିନ୍ଧା ବଢ଼ିଛି ।

Naba Das
କେବେ ଖୋଲିବ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମର ?

ମନ୍ତ୍ରୀଙ୍କ ମର୍ଡରକୁ ନେଇ ନୂଆ ନୂଆ ଚିତ୍ର ଭାଇରାଲ୍ ହେଉଛି । ଖାକି ବର୍ଦ୍ଦିରେ ଥାଇ କାହିଁକି ଗୋପାଳ ଦାସ ମାରିଲା ? ଆଜିକୁ ୨୩ ଦିନ ହେଲା ଲାଗିରହିଛି ସସପେନ୍ସ । କିନ୍ତୁ ସର୍ଭିସ ପିସ୍ତଲରେ କେମିତି ମାରିଲା ଗୋପାଳ ? ତାହାର ଭଳି କି ଭଳି ଚିତ୍ର ଭାଇରାଲ୍ ହେଉଛି । ଗତକାଲି ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ମାରିବା ସମୟର ଏକ ଫଟୋ ଭାଇରାଲ ହୋଇଥିଲା ।

Naba Das
କେବେ ଖୋଲିବ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମର ?

ମନ୍ତ୍ରୀଙ୍କ ମର୍ଡରକୁ ନେଇ ନୂଆ ନୂଆ ଚିତ୍ର ଭାଇରାଲ୍ ହେଉଛି । ଖାକି ବର୍ଦ୍ଦିରେ ଥାଇ କାହିଁକି ଗୋପାଳ ଦାସ ମାରିଲା ? ଆଜିକୁ ୨୩ ଦିନ ହେଲା ଲାଗିରହିଛି ସସପେନ୍ସ । କିନ୍ତୁ ସର୍ଭିସ ପିସ୍ତଲରେ କେମିତି ମାରିଲା ଗୋପାଳ ? ତାହାର ଭଳି କି ଭଳି ଚିତ୍ର ଭାଇରାଲ୍ ହେଉଛି । ଗତକାଲି ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ମାରିବା ସମୟର ଏକ ଫଟୋ ଭାଇରାଲ ହୋଇଥିଲା ।

Ganjam BJD
ଗଞ୍ଜାମ ବିଜେଡି ଫାଳଫାଳ ! ବିପଦ ଆଣିବ କି ଗୋଷ୍ଠୀ କନ୍ଦଳ ?

ନିକଟରେ ଛତ୍ରପୁରରେ ସ୍ଥାନୀୟ ବିଧାୟକ ସୁବାସ ବେହେରାଙ୍କୁ ବିରୋଧ କରି ତାଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ରଖିଛନ୍ତି ତାଙ୍କ ବିପକ୍ଷ ଗୋଷ୍ଠୀ । ଛତ୍ରପୁରର ପୂର୍ବତନ ଉପନଗରପାଳ ଲକ୍ଷ୍ମୀ ପାଢୀ ବିଧାୟକ ସୁବାସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିବାରୁ ଦଳର ମୁଣ୍ଡବିନ୍ଧା ବଢ଼ିଛି ।

Dipali Das
‘ବାପାଙ୍କ ମୃତ୍ୟୁକୁ ନେଇ ରାଜନୀତି ନହେଉ, କ୍ରାଇମ୍‌ବ୍ରାଞ୍ଚ ରିପୋର୍ଟ ଆସିବା ପରେ ନିଶ୍ଚୟ କହିବି’

ସମସ୍ତଙ୍କ ନଜର କ୍ରାଇମବ୍ରାଞ୍ଚ ରିପୋର୍ଟ ଆସିବା ପରେ କ’ଣ କହିବେ ଦୀପାଳି ।

Dibyashankar Mishra
ଦ୍ୱିତୀୟ ବିବାହ କରିବେ ବିଧାୟକ ଦିବ୍ୟଶଙ୍କର ମିଶ୍ର !

ଫେବୃୟାରୀ ଶେଷ ସପ୍ତାହରେ ତଥା ୨୫ ତାରିଖରେ ପୁରୀରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି ।

Anup Sai
ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପୋଲିସ କନେଷ୍ଟବଳ

ଛତିଶଗଡ଼ ଅଞ୍ଚଳରେ ଘଟିଥିବାରୁ ଛତିଶଗଡ଼ ପୋଲିସ ତାଙ୍କୁ ଗିରଫ କରିଥିଲା ।

Odisha Politics
ଏଥର ତାତିବ ବିଧାନସଭାର ବଜେଟ୍ ଅଧିବେଶନ

କେଉଁ କେଉଁ ପ୍ରସଙ୍ଗକୁ ବିଧାନସଭାରେ କିଭଳି ଢଙ୍ଗରେ ଉଠାଯିବ ସେ ନେଇ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ବିଜେପି ।

SHG
ଗାଁ ଗାଁରୁ ଆସି ରାଜଧାନୀରେ ଗର୍ଜିଲେ

ସରକାର ନିର୍ବାଚନଠୁ ଆରମ୍ଭ କରି ସବୁ କାମରେ ଆମକୁ ଲଗାଉଛନ୍ତି, ହେଲେ ପରିଶ୍ରମର ଫଳ ଦେବା ବେଳେ ମୁହଁ ମୋଡି ଦେଉଛନ୍ତି ।

Odisha Politics
ଏଥର ବିଧାନସଭା ଅଧିବେଶନରେ ବିରୋଧୀଙ୍କ ହାତରେ ଗଣ୍ତା ଗଣ୍ଡା ଅସ୍ତ୍ର, ଜୋରଦାର ହେବ କି ଆକ୍ରମଣ ?

ଉଠିବ ମନ୍ତ୍ରୀ ନବ ଦାସ ହତ୍ୟାଠୁ ଆରମ୍ଭ କରି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗ । କାଉଣ୍ଟର ପାଇଁ କେନ୍ଦ୍ର ଅବହେଳାକୁ ଅସ୍ତ୍ର କରିବ ଶାସକ ଦଳ ।

Odisha Politics
ନବ ହତ୍ୟା ମାମଲା: ମୁହଁ ବୁଲାଇ ଚାଲିଗଲେ DGP, ମୋହନ ମାଝି କହିଲେ ତୃତୀୟ ମହଲାରେ ଅସଲି DGP

ମନ୍ତ୍ରୀ ନବ ଦାସ ହତ୍ୟା ପଛର ଉଦ୍ଦେଶ୍ୟ କଣ ? ଗୋପାଳର ମୋଟିଭ୍ ନେଇ ନାର୍କୋ ଟେଷ୍ଟରୁ ମିଳିଲା କି ଖିଅ ?

SHG
ବିଜେଡିକୁ ଚିନ୍ତା ୨୦୨୪ ନିର୍ବାଚନ ! ମିଶନ ଶକ୍ତିକୁ ଢାଲ କରୁଛି କି ସରକାରୀ ଦଳ ?

ଆନ୍ଦୋଳନ ଆଳରେ SHG ସଦସ୍ୟାଙ୍କୁ ଡକାଇ ସମାବେଶ ଚର୍ଚ୍ଚା । ନିର୍ବାଚନୀ କାମରେ ବ୍ୟବହାର ହେଉଥିବା ନେଇ ଖୋଲିଲେ ଗୁମର ।

Narasingh Mishra
ନବ ଦାସ ହତ୍ୟା ମାମଲା: ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ନରସିଂହ

ନବ ଦାସ ହତ୍ୟା ଘଟଣାରେ ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନଥିବା ପ୍ରସଙ୍ଗରେ ନରସିଂହ କହିଛନ୍ତି ଓଡ଼ିଶାରେ ଡିଜି ନଥିବା ଭଳି ମନେ ହେଉଛି ।

Bijay Pattnaik
ଜଣ ଜଣ କରି ବରିଷ୍ଠ ନେତାଙ୍କ ଘରକୁ ଯାଇ ଭେଟୁଛନ୍ତି ବିଜୟ ପଟ୍ଟନାୟକ ! କ’ଣ ରହିଛି ରଣନୀତି..?

ବିଜୟ ପଟ୍ଟନାୟକ ଭୁବନେଶ୍ୱରରୁ ଲଢ଼ିଲେ ଭଲ ହେବ ଏବଂ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ପରେ ଦଳ ଆହୁରି ମଜବୁତ ହେବ ବୋଲି ସୁର କହିଛନ୍ତି ।

DGP Sunil Bansal still mum on late minister Naba Das assassination case
ନବ ଦାସ ହତ୍ୟାକାଣ୍ଡର ୨୩ ଦିନ ପରେ ବି ଡିଜିପି ଚୁପ୍‌

ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଲେନି ପୋଲିସ ଡିଜି। ହତ୍ୟାକାଣ୍ଡର ୨୩ ଦିନ ପରେ ବି ଏଯାଏ ନବଙ୍କୁ ହତ୍ୟାର ଉଦ୍ଦେଶ୍ୟ ସାମ୍ନାକୁ ଆସିନି।

Lingaraj temple
ପରଂପରା ପାଲଟିଗଲାଣି ପରଂପରା ଭଙ୍ଗ ! କାହିଁକି ବିଳମ୍ବରେ ଉଠିଲା ମହାଦୀପ ?

ପ୍ରଶାସନର ନିରବତାକୁ ପ୍ରଶ୍ନ, ତେଜିଲା ରାଜନୈତିକ ବୟାନବାଜି ।

Padmapur Politics
ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଟାର୍ଗେଟ ! ପାଲଟା ଜବାବ ଦେଲେ ଧର୍ମେନ୍ଦ୍ର

ପ୍ରତିଶ୍ରୁତିରେ ରହିଲା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ । ବରଗଡ଼ରେ ନିର୍ବାଚନୀ ସଭା ଭଳି ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ ।

Odisha Politics
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କ ରଣହୁଙ୍କାର, ରାସ୍ତାକୁ ଓହ୍ଲାଇଲା ବିଜେପିର ୟଙ୍ଗ ବ୍ରିଗେଡ୍

ନବ ଦାସ ହତ୍ୟାରୁ ନଜର ହଟାଇବାକୁ ଉଦ୍ୟମ ଅଭିଯୋଗ । 'ବିଜେଡି ଜାଣିଶୁଣି ଜୟନରାୟଣଙ୍କୁ ବିବାଦକୁ ଟାଣୁଛି'

sanjay raut
ଶିବ ସେନାର ଧନୁତୀର ଚିହ୍ନ ପାଇଁ କରାଯାଇଛି କି ୨୦୦୦ କୋଟିର ଡିଲ୍ ?

ଶିବସେନା-ଉଦ୍ଧବ ଠାକରେ ଗୋଷ୍ଠୀର ମୁଖପାତ୍ର ସଂଜୟ ରାଉତ ଆଣିଲେ ଏଭଳି ସାଂଘାତିକ ଅଭିଯୋଗ । ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଡ ଡିଲ୍ ।

Jayanarayan Mishra
ନ୍ୟାୟ ପାଇଁ ଜୟନାରାୟଣଙ୍କୁ ଭେଟିଲେ ସୋମାଲିକା

ଗଧ ଉପରେ ବସାଇ ବୁଲାଇବା କଥା’ ।

Jayanarayan Mishra
ଜୟନାରାୟଣଙ୍କ ଘର ଆଗରେ ବିକ୍ଷୋଭ କରୁଛନ୍ତି ମହିଳା, କିନ୍ତୁ ଜାଣିନାହାନ୍ତି କେଉଁ ଦଳର !

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବାସଭବନ ଘେରିବାକୁ ଆସିଲେ ମହିଳା।

Soamalika and Jaynarayan
ବିରୋଧୀଦଳ ନେତାଙ୍କୁ ଭେଟିଲେ ସୋମାଲିକା ଦାସ

ସୋମାଲିକା କହିଛନ୍ତି, ମତେ କେବଳ କୋର୍ଟ ଓ ପୋଲିସର ଚକ୍କର କାଟିବାକୁ ପଡୁଛି । ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଠାଇବାକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ସୋମାଲିକା ଅନୁରୋଧ କରିଛନ୍ତି ।