Advertisment

ଟିମ୍ ନବୀନରେ ସାମିଲ ହେଲେ ୩ ନୂଆ ମନ୍ତ୍ରୀ, ବାଚସ୍ପତି ପଦକୁ ନେଇ ଏବେ ବି ସସ୍‌ପେନ୍‌ସ

କ୍ୟାବିନେଟ୍ ମନ୍ତ୍ରୀ ଭାବେ ବିକ୍ରମ, ସୁଦାମ, ସାରଦାଙ୍କ ଶପଥପାଠ । ଆରୁଖଙ୍କୁ ଅର୍ଥ, ସୁଦାମଙ୍କୁ ସ୍କୁଲ ଓ ଗଣଶିକ୍ଷା, ସାରଦାଙ୍କୁ ଶ୍ରମ ବିଭାଗ ।

author-image
Tanmay Kumar Mahalik

ପଞ୍ଚମ ପାଳିର ଚତୁର୍ଥ ବର୍ଷ ଶେଷ ଆଡ଼କୁ ଟିମ୍ ନବୀନରେ ଛୋଟ ଅଦଳବଦଳ । ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ତିନି ନୂଆ ମନ୍ତ୍ରୀ । ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ରେ ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ ତିନି ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ବି ହୋଇଛି। ହେଲେ ଏପର୍ଯ୍ୟନ୍ତ ବାଚସ୍ପତି ପଦକୁ ନେଇ ସସ୍ପେନ୍ସ ଜାରି ରହିଛି ।

Advertisment
Assembly Speaker Odisha Cabinet Reshuffle
Advertisment
Advertisment