• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Puri Srimandir Ratna Bhandar
ବିରୋଧୀଙ୍କ ପ୍ରଶ୍ନ; କାହିଁକି ୫ ବର୍ଷ ହେଲା ଖୋଲାଯାଉନି ରତ୍ନଭଣ୍ଡାର, କରାଯାଉଛି କି ଲୁଟ୍ ?

ସେପଟେ ବିଜେଡି ବିରୋଧୀଙ୍କ ପ୍ରଶ୍ନର ସିଧା ଉତ୍ତର ଦେଇପାରିନଥିବା ବେଳେ ଜଗନ୍ନାଥଙ୍କୁ ନେଇ ରାଜନୀତି କଲେ ଓଡ଼ିଶା ଲୋକେ କ୍ଷମା ଦେବିନି ବୋଲି କହିଛି ।

Odisha congress
ରାଜ୍ୟ କଂଗ୍ରେସ କମିଟି ଘୋଷଣା ପରେ ଉଗ୍ର ହେଲା କଂଗ୍ରେସ କଳି

କଂଗ୍ରେସ, କମିଟି ଆଉ କନ୍ଦଳ । ରାଜ୍ୟ କଂଗ୍ରେସର କମିଟି ଘୋଷଣା ହେବା ପରେ ବିଧାୟକ ଗୋଷ୍ଠୀ ଏହାକୁ ନେଇ ବିରୋଧ ଆରମ୍ଭ କଲେଣି । ବଡ ଟିମ୍ ଗଠନ ପରେ ବି ଦଳରେ କାହିଁକି ଅସନ୍ତୋଷ କମୁନି ତାକୁ ନେଇ ଚର୍ଚ୍ଚା ।

Odisha Politics, BJD
୬୦ରୁ ଅଧିକ ନେତାଙ୍କୁ ବିଜେଡି ଦେଇସାରିଲାଣି ଟିକଟ ଥୋପ !

ଶେଷ ମୁହୂର୍ତ୍ତରେ ବିଦ୍ରୋହକୁ ପ୍ରଶମିତ କରିବା ପାଇଁ ବିଧାୟକଙ୍କୁ ଆଗୁଆ ଟିକଟ ଥୋପ । ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ଥିବାବେଳେ ଏବେଠୁ ବିଜେଡିରେ ଟିକଟ୍ ପାଇଁ ଗ୍ରୀନ୍ ସିଗନାଲ୍ ମିଳିଥିବା ଚର୍ଚ୍ଚା ହେଉଛି ।

Congress Leader Bijay Patnaik
ବିଜେଡିକୁ ଜିତାଇବାକୁ ତିଆରି ହୋଇଛି 5T ବିଭାଗ: ବିଜୟ ପଟ୍ଟନାୟକ

5Tର ପ୍ରଥମ ଚିନ୍ତାଧାରା ହେଉଛି ସ୍ୱଚ୍ଛତା। ଏହି ଧାରାରେ ପ୍ରଥମେ ରତ୍ନଭଣ୍ଡାର ରିପୋର୍ଟକୁ ସାର୍ବଜନୀନ କରନ୍ତୁ। 

PM MODI
‘କଂଗ୍ରେସ କି ଗ୍ୟାରେଣ୍ଟି ଦେବ, ତା’ର ତ ୱାରେଣ୍ଟି ଗଲାଣି’

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ରଣହୁଙ୍କାର । କଂଗ୍ରେସର ମାଗଣା ସଂସ୍କୃତି ସମ୍ପର୍କରେ ଆଲୋଚନା କରି ବର୍ଷିଲେ . .

Odisha Politics, Jharsuguda Bypoll
Jharsuguda Bypoll: ଅଲଗା ଦଳର ନେତାଙ୍କୁ BJD ଟାଣୁଥିବା କହି ବର୍ଷିଲେ ବିରୋଧୀ...

ନିରାଶ ହେବା ପରେ ଅସନ୍ତୁଷ୍ଟ ମହେନ୍ଦ୍ରଙ୍କୁ ଆଦିବାସୀଙ୍କ ଭୋଟ୍ ଗୋଟାଇବା ଆଶାରେ କୋଳେଇ ନେଇଛି ବିଜେଡି ।

hybrid vehicles
ଆଉ ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ି ନୁହେଁ, ଏଣିକି ହାଇବ୍ରିଡ୍ ଗାଡ଼ି ଚଢ଼ିବେ ରାଜ୍ୟର ମନ୍ତ୍ରୀ, ଅଫିସର

ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ିକୁ ବାଏ ବାଏ କରିବେ ରାଜ୍ୟ ସରକାର, ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଅଫିସ୍ ମେମୋରାଣ୍ଡମ୍

Sambalpur Violence
ବିଜେଡିକୁ ହିନ୍ଦୁ ବିରୋଧୀ କହି ବର୍ଷିଲା ବିଜେପି

ସମ୍ବଲପୁର ଘଟଣାକୁ ନେଇ ସେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି ।

Highcourt Order On Ratna Bhandar Key Missing Issue
ସରକାରଙ୍କୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କୋର୍ଟଙ୍କ ଏ ନିର୍ଦ୍ଦେଶ ପରେ ତୁରନ୍ତ ରତ୍ନଭଣ୍ଡାର ଖୋଲାଯିବାକୁ ଦାବି ଉଠିଛି ।

ADR report
ଚାନ୍ଦା ନେଇ ତଥ୍ୟ ଦେଲାନି ବିଜେଡି

ବିରୋଧୀ କଳାଧନ ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିଥିବା ବେଳେ ଉତ୍ତରରେ ଶାସକ ଦଳ କହିଛି କୌଣସି ତଥ୍ୟ ଲୁଚାଯାଇନି।

Prakash Singh Badal
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ

ଶିରୋମଣି ଅକାଳି ଦଳର ପରିଚିତ ଚେହେରା ଥିଲେ ।

  • Tuesday, 25 April 2023
  • CM
ADR report
ଚାନ୍ଦା ନେଇ ତଥ୍ୟ ଦେଲାନି ବିଜେଡି . . .

ବିଜେଡି ଦ୍ୱିତୀ ଆଞ୍ଚଳିକ ଧନୀ ଦଳ ଓ ନବୀନ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେବା ପରେ ପାର୍ଟି ଚାନ୍ଦା ତଥ୍ୟ ଦେବାକୁ ଦଳ କାହିଁକି ପଛଘୁଞ୍ଚା ଦେଲା?

Highcourt Order On Ratna Bhandar Key Missing Issue
କାହିଁକି ସାର୍ବଜନୀନ ହେଉନି କମିଶନଙ୍କ ରିପୋର୍ଟ ? ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଜୁଲାଇ ୧୦ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ । ଜୋର ଧରିଲା ରତ୍ନଭଣ୍ଡାର ଖୋଲାଯିବା ଦାବି ।

Sambalpur Violence
ସମ୍ବଲପୁର ହିଂସା ପଛରେ କିଏ ? ବିଜେଡିକୁ ହିନ୍ଦୁ ବିରୋଧୀ କହି ବର୍ଷିଲା ବିଜେପି

ଧର୍ମକୁ ନେଇ ରାଜନୀତି ଠିକ୍ ନୁହେଁ କହିଲା ବିଜେଡି । ମୃତ ଚନ୍ଦ୍ରକାନ୍ତ ମିର୍ଦ୍ଦାଙ୍କ ଗାଁରେ ଜାତୀୟ ST କମିଶନ୍ ।

Gangster Atiq Friend Guddu Muslim Was In Odisha For 12 Days
ଗୁଡ୍ଡୁ ମୁସ୍‌ଲିମ୍‌ ସହଯୋଗୀ ରାଜା ଖାନ୍‌, ଆଉ ତା’ସହ ରହିଛି ବିଜେଡି ମନ୍ତ୍ରୀଙ୍କ ଲିଙ୍କ୍ !

ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍, ଜାତୀୟ ଗଣମାଧ୍ୟମ ରିପୋର୍ଟକୁ ନେଇ ପୁଣି ହଇଚଇ ।

26 regional parties got donations in FY 2021-22
କେଉଁ ଦଳକୁ ମିଳିଛି କେତେ ଚାନ୍ଦା ? ତଥ୍ୟ ଦେଇଛି ADR ରିପୋର୍ଟ

୫୪ ଆଞ୍ଚଳିକ ଦଳ ମଧ୍ୟରୁ ୩୩ଟି ଦଳ ଉପରେ ADR ତଥ୍ୟ ଦେଇଛି। ତେବେ ୧୯ ଦଳ ସେମାନଙ୍କ ଚାନ୍ଦା ବାବଦ ଆୟ ବାବଦରେ ସମୟ ସୀମା ମଧ୍ୟରେ ତଥ୍ୟ ଦାଖଲ କରିଥିବା ବେଳେ ଅନ୍ୟ ୧୪ ଦଳ ବିଳମ୍ବରେ ତଥ୍ୟ ଦାଖଲ କରିଛନ୍ତି।

Odisha Politics On Sambalpur Violence
ସମ୍ବଲପୁର ହିଂସାକାଣ୍ଡର ୧୨ ଦିନ ପରେ ବି ଗୋହି ଖୋଳାଖୋଳି ବିଜେଡି-ବିଜେପି

ସମ୍ବଲପୁରରେ ହିଂସା ଥମିଲାଣି, ହେଲେ ହିଂସାକୁ ନେଇ ରାଜନୀତି କିନ୍ତୁ ଥମିବାର ନାଁ ନେଉନି । ସହରରେ ଘଟି ଯାଇଥିବା ହିଂସା ପାଇଁ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ବିଜେପି-ବିଜେଡି ।

  • Monday, 24 April 2023
  • BJP
Odisha Politics, CM Naveen Announce For Farmers
ନିର୍ବାଚନ ପୂର୍ବରୁ ସରକାର ପୁଣି ଖେଳିଲେ ଚାଷୀ କାର୍ଡ

ଖରିଫ୍ ଚାଷ ପାଇଁ ସୁଧ ରିହାତି ପ୍ରଦାନ କଲେ ସରକାର । ମୁଣ୍ଡ ଉପରେ ସାଧାରଣ ନିର୍ବାଚନକୁ ଦେଖି ଚାଷୀଙ୍କୁ ଥୋପ । ଚାଷୀ ଭୋଟ୍ ହାତରେ ରଖିବାକୁ ପୁଣି ଚଳାଇଲେ ଗୋଟି । ଖରିଫ ଚାଷ ପାଇଁ ୪୪୧ କୋଟି ୭୬ ଲକ୍ଷ ଟଙ୍କାର ସୁଧ ରିହାତି ।

Odisha Energy Minister Pratap Deb On Power Cut
ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ଶକ୍ତି ମନ୍ତ୍ରୀ ବୁଝାଇଲେ ଟ୍ରିପ୍ ଥିଓରୀ

ପାୱାର କଟ୍ ନୁହେଁ ଓଭର ଲୋଡିଂ ପାଇଁ ହେଉଛି ଟ୍ରିପ୍। ଅଘୋଷିତ ବିଜୁଳି କାଟ୍ ନେଇ ଜନତାଙ୍କ ଅସନ୍ତୋଷ ଭିତରେ ଶକ୍ତିମନ୍ତ୍ରୀ ଦେଇଛନ୍ତି ଏଭଳି ସ୍ପଷ୍ଟୀକରଣ। ଯାହାକୁ ନେଇ ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ସଂଘ ସିଧା ସରକାରଙ୍କୁ ନିଶାନା କରି ଏହାର ସମାଧାନ ଦାୟିତ୍ୱ କାହାର ବୋଲି ପ୍ରଶ୍ନ କରିଛି।

Cabinet Meeting
୧୫ ବଡ଼ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର, ଜାଣନ୍ତୁ କ’ଣ...

ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା । ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

Odisha Politics On Sambalpur Violence
ସମ୍ବଲପୁର ହିଂସାକୁ ୧୨ ଦିନ; ଥମୁନି ବିଜେପି-ବିଜେଡି କଳି, ଥାର୍ଡ ଫ୍ଲୋରକୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ସମ୍ବଲପୁର ହିଂସା ଓ ଗୁଡ୍ଡୁ ମୁସଲିମ୍ ଓଡ଼ିଶା ଲିଙ୍କର ହେଉ ତଦନ୍ତ-ସୁରେଶ ପୂଜାରୀ

Odisha Energy Minister Pratap Deb On Power Cut
ବିଦ୍ୟୁତ କାଟ୍ ନେଇ ସରକାରଙ୍କୁ ଘେରିଲା ଉପଭୋକ୍ତା ସଂଘ, ୨୦ବର୍ଷ ତଳର ଭିତ୍ତିଭୂମିରେ ସେବାକୁ ନେଇ ପ୍ରଶ୍ନ

ଘେରିଲା ଉପଭୋକ୍ତା ସଂଘ, ୨୦ବର୍ଷ ତଳର ଭିତ୍ତିଭୂମିରେ ସେବାକୁ ନେଇ ପ୍ରଶ୍ନ । ଗ୍ରାଉଣ୍ଡ ଜିରୋରୁ ଆସୁଛି ବିଜୁଳି କାଟ୍ ଯନ୍ତ୍ରଣା ଓ ପରିଣାମର ମାଳ ମାଳ ଚିତ୍ର ।

Odisha Politics, CM Naveen Announce For Farmers
ଭୋଟ୍ ପୂର୍ବରୁ BJD ଖେଳିଲା ଚାଷୀ କାର୍ଡ, ୩୫ ଲକ୍ଷ ଚାଷୀଙ୍କୁ ୪୪୧ କୋଟିର ସୁଧ ରିହାତି !

୩୫ ଲକ୍ଷ ଖରିଫ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୪୪୧ କୋଟିର ସୁଧ ରିହାତି ଘୋଷଣା । ଭେଳିକି କହି ଅସଲ ଚାଷୀଙ୍କ ପ୍ରଶ୍ନ, କୁଆଡ଼େ ଯାଉଛି ଋଣ ଟଙ୍କା ଓ ସୁବିଧା ?

West Bengal Chief Minister Mamata Banerjee meeting with Nitish kumar
'ମୁଁ ଚାହୁଁଛି- ଦେଶରେ ବିଜେପି ଜିରୋ ହୋଇଯାଉ'

ବିରୋଧୀ ଶକ୍ତିଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଛନ୍ତି ନୀତିଶ ଓ ମମତା। କିଛି ଦିନ ତଳେ ମମତା ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।   

Rahul Gandhi Photo On Wedding Reception Invitation Card
Viral: ବିବାହ ରିସେପ୍‌ସନ୍‌ କାର୍ଡରେ ରାହୁଲ-ସୋନିଆ-ପ୍ରିୟଙ୍କାଙ୍କ ଫଟୋ ! କାରଣ କ’ଣ...?

ଏତିକି ଜାଣିବା ପରେ ଆପଣ ଏବେ ଭାବୁଥିବେ ନିଶ୍ଚିତ ରୂପରେ ରାହୁଲ ବିବାହ କରିବାକୁ ଯାଉଛନ୍ତି । କାରଣ ନିମନ୍ତ୍ରଣ କାର୍ଡରେ ପରିବାର ଲୋକଙ୍କ ଫଟୋ ରହିଛି ।