• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

V Sugnana Kumari Deo
ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ

ସୁଜ୍ଞାନଙ୍କୁ ଭେଟିବା ପାଇଁ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ପହଞ୍ଚିଛନ୍ତି।

Ratna Bhandar
କେବେ ଖୋଲାହେବ ମହାପ୍ରଭୁଙ୍କ ଭଣ୍ଡାର ଗୃହ?

ମହାପ୍ରଭୁଙ୍କ ଭଣ୍ଡାର ଗୃହର ସ୍ଥିତି ଜାଣିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଲେଜର ସ୍କାନିଂ ସାରିଥିଲେ ବି ଏବେ ସୁଦ୍ଧା ଭଣ୍ଡାର ଗୃହର ସ୍ଥିତି ଏବଂ ଲେଜର ସ୍କାନିଂ ରିପୋର୍ଟ ସରକାର କାହିଁକି ସାର୍ବଜନୀନ କରୁ ନାହାନ୍ତି ସାଧାରଣରେ ଉଠିଛି ପ୍ରଶ୍ନ..

Former Minister Premananda Nayak
ବିଜେଡିକୁ ଝଟକା: ଖୋଲୁଛି ଦଳୀୟ କନ୍ଦଳର ଗୁମର

ବିଜେଡିରେ ଖୋଲୁଛି ଦଳୀୟ କନ୍ଦଳ। ସମାନ୍ତରାଳ ସଂଗଠନ ପାଇଁ ଦଳ ଛାଡୁଛନ୍ତି ନେତା।ଲ ତେଲକୋଇ ବିଧାୟକ ଦେଲେ ଦଳରୁ ଇସ୍ତଫା.

Odisha Assembly
ଶେଷ ହେଲା ୨୦୧୯ ବିଧାନସଭା ଅଧିବେଶନ

୨୦୧୯ ବିଧାନସଭା ଶେଷ ହେଲା । ଏଥିସହିତ ଶେଷ ହେବାକୁ ଯାଉଛି କିଛି ବର୍ଷୀୟାନ ରାଜନେତାଙ୍କ ରାଜନୈତିକ କ୍ୟାରିୟର୍। ଏନେଇ ଭାବ ବିହ୍ୱଳ ହୋଇ ଯାଇଛନ୍ତି କିଛି ନେତା ।

Ratna Bhandar
ମୁଣ୍ତ ଉପରେ ନିର୍ବାଚନ; ରତ୍ନଭଣ୍ତାର ଖୋଲିବାକୁ ଡରୁଛନ୍ତି ରାଜ୍ୟ ସରକାର ?

କଣ କହୁଛି ASIର ଲେଜର ସ୍କାନିଂ ରିପୋର୍ଟ ? ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ନା ଦୟନୀୟ ? କେବେ ଖୋଲାହେବ ମହାପ୍ରଭୁଙ୍କ ଧନରତ୍ନ ଗୃହ ?

Odisha Assembly
ସରିଲା ବିଧାନସଭା; ଗୋଟିଏ ଫ୍ରେମ୍‌ରେ ଶାସକ-ବିରୋଧି, ଭାବବିହ୍ଵଳ ହେଲେ ସୁର

୨୦୧୯ ବିଧାନସଭାର ଶେଷ ଅଧିବେଶନ। ହୁଏତ ଏହି ଅଧିବେଶନ କିଛି ନେତାଙ୍କ ପଲିଟିକାଲ୍ କ୍ୟାରିଅରର ଶେଷ ଅଧିବେଶନ ହୋଇପାରେ। ୧୯୭୭ ମସିହାରୁ ବିଧାନସଭାକୁ ଆସିଥିବା ୬ ଥରର ବିଧାୟକ ସୁରେଶ ରାଉତରାୟ।

Former Minister Premananda Nayak
ନବୀନଙ୍କ ଦେଖା ମିଳୁନି, ଦଳରେ ଥାଇ ଲାଭ କ’ଣ ? ନିର୍ବାଚନୀ ବର୍ଷରେ ଦଳ ଛାଡୁଛନ୍ତି ପୁରୁଖା ନେତା

ବିଜେଡିକୁ ଝଟକା। ଖୋଲୁଛି ଦଳୀୟ କନ୍ଦଳ ଗୁମର। ସମାନ୍ତରାଳ ସଂଗଠନ ପାଇଁ ଦଳ ଛାଡୁଛନ୍ତି ନେତା। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଦେଲେ ଦଳରୁ ଇସ୍ତଫା।

Santrupta Mishra
ବିଜେଡି ମିଶିଲେ ପୂର୍ବତନ କର୍ପୋରେଟ୍ ଅଧିକାରୀ ସନ୍ତୃପ୍ତ ମିଶ୍ର

ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏଚ୍ଆର୍ ହେଡ୍ ଥିଲେ ସନ୍ତୃପ୍ତ ମିଶ୍ର । ୨୮ ବର୍ଷ ଧରି ଆଦିତ୍ୟ ବିର୍ଲା ଗ୍ରୁପରେ କାର୍ଯ୍ୟ କରୁଥିଲେ ।

Premananda Nayak
ବିଜେଡି ଛାଡ଼ିଲେ ତେଲକୋଇ ବିଧାୟକ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରେମାନନ୍ଦ।

White Paper vs Black Paper
ବିଜେପି vs କଂଗ୍ରେସ; ଉଭୟ ଉଭୟଙ୍କ ଗୋହି ଖୋଳିଲେ, ସଫଳତା ବଖାଣିଲେ

ବ୍ଲାକ୍ ପେପର ବନାମ ହ୍ୱାଇଟ୍‌ ପେପର। ବିଜେପି ସରକାର ଆଣିବାକୁ ଥିବା ହ୍ୱାଇଟ୍‌ ପେପରକୁ କାଉଣ୍ଟର କରିବ କଂଗ୍ରେସ। ଲୋକଲୋଚନକୁ କଂଗ୍ରେସ ଆଣିଛି ବ୍ଲାକ୍ ପେପର।

Journalists
ଗୃହରେ ଉଠିଲା ସାମ୍ବାଦିକ ଅଧିକାର ପ୍ରସଙ୍ଗ

ସାମ୍ବାଦିକଙ୍କ ମନା ଓଡ଼ିଶା ସରକାରଙ୍କ ଦୂଆର। କୋଭିଡ୍ କଟକଣା ଆଳରେ ପ୍ରାୟ 3 ବର୍ଷରୁ ଅଧିକ ହେବ ସାମ୍ବାଦିକଙ୍କୁ ଲୋକସେବା ଭବନ ବା ସଚିବାଳୟକୁ ପ୍ରବେଶ ନିଷିଦ୍ଧ ଥିବା ବେଳେ, ଏବେ ନୂଆ ଓ କାର୍ଯ୍ୟକ୍ରମକୁ ବି ଯାଇ ପାରୁନି ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ

2024 General Election
ଶଙ୍ଖ ଉପରେ ଭାରି ପଡ଼ିବ କି ପଦ୍ମ

ଲୋକସଭା ନିର୍ବାଚନରେ ବିଜେଡି ଉପରେ ଭାରି ପଡ଼ିବ ବିଜେପି। ଟାଇମ୍ସ ନାଓ ସର୍ଭେରୁ ଆସିଛି ଏମିତି ତଥ୍ୟ। ସର୍ଭେ କହୁଛି ରାଜ୍ୟର ମୋଟ୍ ୨୧ ଲୋକସଭା ଆସନ ମଧ୍ୟରୁ ବିଜେପି ପାଇବ ୧୧ଟି ସିଟ୍। ସେହିପରି ବିଜେଡିକୁ ୯ ଏବଂ କଂଗ୍ରେସ ହାସଲ କରିବ ଗୋଟିଏ ଆସନ

Journalists
ଲୋକସେବାଠୁ ନୂଆ ଓ ସବୁଠି ସାମ୍ବାଦିକଙ୍କୁ ବ୍ୟାନ୍‌; ବିରୋଧି ପ୍ରଶ୍ନ କଲେ, ସରକାର ଏଡ଼ାଇ ଗଲେ

ଗୃହରେ ଉଠିଲା ସାମ୍ବାଦିକ ଅଧିକାର ପ୍ରସଙ୍ଗ 'ଲୋକସେବା ଭବନରୁ ହଟୁ ସାମ୍ବାଦିକଙ୍କ ପ୍ରବେଶ କଟକଣା'..'ପ୍ରତିବନ୍ଧକ ହଟାଇ ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରିର ବ୍ୟବସ୍ଥା କରନ୍ତୁ ସରକାର'।

2024 General Election
ସର୍ଭେ ପରେ ବିଜେଡିରେ ଛନକା; ବିଜେପି ବଢୁଛି, ବିଜେଡି ଛିଡୁଛି

ଲୋକସଭା ନିର୍ବାଚନରେ ବିଜେଡି ଉପରେ ଭାରି ପଡ଼ିବ ବିଜେପି। ଟାଇମ୍ସ ନାଓ ସର୍ଭେରୁ ଆସିଛି ଏମିତି ତଥ୍ୟ। ସର୍ଭେ କହୁଛି ରାଜ୍ୟର ମୋଟ୍ ୨୧ ଲୋକସଭା ଆସନ ମଧ୍ୟରୁ ବିଜେପି ପାଇବ ୧୧ଟି ସିଟ୍। ସେହିପରି ବିଜେଡିକୁ ୯ ଏବଂ କଂଗ୍ରେସ ହାସଲ କରିବ ଗୋଟିଏ ଆସନ।

Hemanta Soren
ଧରା ପଡ଼ିଲା ହେମନ୍ତଙ୍କ କଳା କାରନାମା..ସତ ଖୋଲିଲା ହ୍ୱାଟସଅପ୍ ଚାଟ୍‌

ବଢ଼ିଲା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ । ଇଡି ହାତରେ ଲାଗିଲା ତାଙ୍କର ବିବାଦୀୟ ହ୍ୱାଟସଆପ୍ ଚାଟ୍ ।

Hemant Soren
ହେମନ୍ତଙ୍କ ପୋଲ ଖୋଲିଦେଲା ହ୍ୱାଟସଆପ ଚାଟ୍, ମିଳିଲା କଳା ସମ୍ପତ୍ତିର ତାଲିକା

ଇଡି ହାତରେ ସୋରେନଙ୍କ ହ୍ୱାଟସଅପ୍ ଚାଟ୍ । ଯେଉଁଥିରେ ରହିଛି ସୋରେନଙ୍କ କଳା ସମ୍ପତ୍ତିର ତାଲିକା । ପଚରାଉଚରା ବେଳେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମୋବାଇଲରୁ ହ୍ୱାଟସ ଅପ୍ ଚାଟର ସୁରାକ ପାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Interim Budget 2024
ନୂଆ ଓ’ରେ ୩ ବର୍ଷରେ ଖର୍ଚ୍ଚ ହେବ ୩୮୫ କୋଟି

ନିର୍ବାଚନ ବର୍ଷ ଥିବାରୁ ଏହି କାମଚଳା ବଜେଟ୍ ବେଶ୍ ଗୁରୁତ୍ୱବହନ କରୁଛି।

BJP
ସର୍ଭେ ରିପୋର୍ଟ ! ଉତ୍ତରପ୍ରଦେଶରେ ବିଜେପି ପାଇବ ୭୦ରୁ ୮୦ ଲୋକସଭା ସିଟ୍

ସଂସ୍ଥା ପକ୍ଷରୁ ଫେବ୍ରୁଆରୀ ୨୦୨୪ରେ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ମୋଟ ୩୫ ହଜାର ୮୦୧ ଜଣଙ୍କ ଠାରୁ ମତାମତ ଗ୍ରହଣ କରାଯାଇଛି । ୧୫ ଡିସେମ୍ବର ୨୦୨୩ ରୁ ୨୮ ଜାନୁଆରୀ ୨୦୨୪ ମଧ୍ୟରେ ଏହି ସର୍ଭେ କରାଯାଇଛି ।

Rahul Gandhi
ଜାତିକୁ ନେଇ ଆକ୍ଷେପ କଲେ ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀଙ୍କୁ କଲେ ନିଶାନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆକ୍ଷେପ । ଆଜି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗର ନୁହଁନ୍ତି ।

Odisha Assembly
'ଅନ୍ୟ ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ପେନସନ ଅଛି, ଏଠି ମଧ୍ୟ ଲାଗୁ କରାଯାଉ'

ଲୋକସେବା ଭବନକୁ ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରି ବ୍ୟବସ୍ଥା କରନ୍ତୁ ସରକାର । ତା’ସହ ସାମ୍ବାଦିକଙ୍କୁ ମିଳୁ ପେନସନ୍ । ଆଜି ବିଧାନସଭା ଶୂନ୍ୟକାଳରେ ସାମ୍ବାଦିକଙ୍କ ବିଭିନ୍ନ ଦାବି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Rajya sabha elections
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଓଡ଼ିଶାର ତିନି ରାଜ୍ୟସଭା ସିଟ ପାଇଁ ନିର୍ବାଚନ ହେବ । ଆସନ୍ତା ଏପ୍ରିଲ ୩ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି ।

Pakistan General Elections
ଆଜି ପାକିସ୍ତାନରେ ନିର୍ବାଚନ; ନୱାଜ୍ ସରିଫ୍ ହେବେ ପ୍ରଧାନମନ୍ତ୍ରୀ ?

ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱଲ ଭୁଟ୍ଟୋ ଜର୍ଦାରୀ ଏବଂ ତେହରକ୍ ଇ ଇନସାଫର ପ୍ରାର୍ଥୀ ଇମ୍ରାନ ଖାନ୍ କେବଳ ନାମକୁ ମାତ୍ର ନିର୍ବାଚନ ଲଢ଼ୁଛନ୍ତି ।

Rajya Sabha Election
ଆଜି ରାଜ୍ୟସଭା ପାଇଁ ବାହାରିବ ବିଜ୍ଞପ୍ତି; ଫେବ୍ରୁଆରୀ ୧୫ ଯାଏଁ ନାମାଙ୍କନ ପତ୍ର ଦାଖଲ

୨୭ ଫେବ୍ରୁଆରୀ ସକାଳ ୯ଟା ରୁ ୪ଟା ଯାଏ ଭୋଟ ଗ୍ରହଣ ହେବ । ସେହିଦିନ ଅପରାହ୍ଣ ୫ ଟାରୁ ଭୋଟ ଗଣତି କରାଯିବ । ଓଡ଼ିଶାର ତିନି ରାଜ୍ୟସଭା ସିଟ ପାଇଁ ନିର୍ବାଚନ ହେବ ।

Elections 2024
୨୦୨୪ ନିର୍ବାଚନ; ଓଡ଼ିଶାରେ ବିଜେଡିକୁ ଟପିବ ବିଜେପି !

ସର୍ଭେରେ ବିଜେପିକୁ ୧୧ଟି ସିଟ୍ ମିଳିବା ସମ୍ଭାବନା ଥିବା ବେଳେ ବିଜେଡିକୁ ୯ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବା ସମ୍ଭାବନା ରହିଥିବା ଆକଳନ କରାଯାଇଛି ।

Pari rape and murder case
ପରୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ରଖିଲେ ବିବୃତି; କହିଲେ, ବିରୋଧୀ କରୁଛନ୍ତି ହୀନ ରାଜନୀତି

ପରୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା । ଏଥିରେ ବିରୋଧୀ ହୀନ ରାଜନୀତି କରୁଛନ୍ତି ।