• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kalia Scheme

Kalia Scheme
ବଢିଲା କାଳିଆ ଯୋଜନା ଅବଧି; ତେଜିଲା ରାଜନୀତି

ବଢିଲା କାଳିଆ ଯୋଜନା ଅବଧି। ତେଜିଲା ରାଜନୀତି। ଭୋଟ ହାତେଇବା ଆଶାରେ ଏହା ସରକାରଙ୍କ ନିର୍ବାଚନୀ ଥୋପ ବୋଲି କହିଛନ୍ତି ବିରୋଧୀ। ତେଣେ କେନ୍ଦ୍ର ପରିସଂଖ୍ୟାନ ସଂସ୍ଥା- NSO ରିପୋର୍ଟରେ ଓଡ଼ିଶାର ଚାଷୀଙ୍କ ଆର୍ଥିକ ଅବସ୍ଥା ନେଇ ଯେଉଁ ରିପୋର୍ଟ ଆସିଛି ତାହା ଅତି ଚିନ୍ତାଜନକ।

Kalia Scheme
'କାଳିଆ' ଖୋଲିଦେଲା ସରକାରଙ୍କ କଥା ଓ କାମର ପୋଲ୍

ସରକାରଙ୍କ କଥା ଗୋଟେ, କାମ ଆଉ ଗୋଟେ। କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ, ହେଲେ ସହାୟତା ପାଉଛନ୍ତି ମାତ୍ର ୪୪ ଲକ୍ଷ ହିତାଧିକାରୀ।

Kalia Scheme
'କାଳିଆ' ଖୋଲିଦେଲା ପୋଲ୍ ! ଦିନକୁ ଦିନ ହିତାଧିକାରୀ ତାଲିକାରୁ ବାଦ ପଡ଼ୁଛି ଚାଷୀ

କମି କମି ଏବେ ୪୪ ଲକ୍ଷରେ ସୀମିତ ଚାଷୀଙ୍କ ସଂଖ୍ୟା । ଯୋଜନାରୁ ୯ ଲକ୍ଷ ଚାଷୀ ବାଦ୍ ପଡ଼ିବାକୁ ନେଇ ପ୍ରଶ୍ନ ।

KALIA Scheme
ଉତ୍କଳ ଦିବସରେ ଚାଷୀଙ୍କୁ ମିଳିଲା ‘କାଳିଆ’ ସହାୟତା

ଆଜି ଉତ୍କଳ ଦିବସରେ ରାଜ୍ୟର ହଜାର ହଜାର ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Kalia Money
କାଳିଆ ଯୋଜନାରେ ଚାଷୀଙ୍କ ଖାତାକୁ ଗଲା ୮୦୪ କୋଟି ଟଙ୍କା

ବର୍ଷକୁ ଦୁଇଟି କିସ୍ତିରେ କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଖରିପ ଚାଷ ପାଇଁ ୨୦୦୦ ଟଙ୍କା ଓ ରବି ଚାଷ ପାଇଁ ୨୦୦୦ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଥିଲା ।