• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ। ବିଜେଡି ଓ କଂଗ୍ରେସ ମଧ୍ୟରେ କିଏ ବିରୋଧୀ ଦଳ ଭାବେ ମାଇଲେଜ ନେବେ ତାକୁ ନେଇ ଉଭୟଙ୍କ ମଧ୍ୟରେ ହୋଇପାରେ ଛକାପଞ୍ଝା । ନାରୀ ନିର୍ଯ୍ୟାତନା ଓ ସାର ଅଭାବକୁ ପ୍ରସଙ୍ଗ କରି ତୁମ୍ଭି ତୋଫାନ କରିପାରେ ବିଜେଡି । ସେହିପରି କଂଗ୍ରେସର ଅନାସ୍ଥାକୁ ନେଇ କମ୍ପିପାରେ ବିଧାନସଭା ।

Congress No-Confidence Motion