• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Tamil Nadu
ତାମିଲନାଡୁ ରାଜନୈତିକ ଦୃଶ୍ୟପଟ୍ଟରେ ପରିବର୍ତ୍ତନର ଆଭାସ,ଆନ୍ନାମଲାଇ ହୋଇପାରନ୍ତି ଗେମ୍ ଚେଞ୍ଜର୍

ସବୁପ୍ରସଙ୍ଗରେ ଆନ୍ନମଲାଇଙ୍କ ସ୍ପଷ୍ଟବାଦିତା ଭୋଟରଙ୍କୁ ପସନ୍ଦ ଆସୁଛି।

Odisha BJP
୨୪ ପାଇଁ ବିଜେପିର ବଡ଼ ରଣନୀତି; ସାଂସଦ ହେବେ ବିଧାୟକ ପ୍ରାର୍ଥୀ !

ମଧ୍ୟପ୍ରଦେଶ ଫର୍ମୁଲାରେ ଓଡ଼ିଶାରୁ ବିଜେପିର ୮ ସାଂସଦଙ୍କ ମଧ୍ୟରୁ ୬ ଜଣଙ୍କୁ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଯିବାର ସମ୍ଭାବନା ରହିଛି ।

Speaker
ବାଚସ୍ପତିଙ୍କୁ ’ଅପା’ ସମ୍ବୋଧନ କଲେ କୃଷିମନ୍ତ୍ରୀ, କହିଲେ ସବୁବେଳେ ଅପା ଡାକେ ସେଥିପାଇଁ ପାଟିରୁ ବାହାରିଗଲା

ବିରୋଧୀ ଆପତ୍ତି ଉଠାଇବା ପରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ` ମୁଁ ଅପା ବୋଲି ସବୁବେଳେ ଡାକେ, ସେଥିପାଇଁ ପାଟିରୁ ଅପା ଶବ୍ଦ ବାହାରିଗଲ । ଆପଣମାନେ କହୁଛନ୍ତି ତେବେ Hounreble Spekaer Madam ଯଥା `ଅପା´ ବୋଲି କହି ପୁଣି ଥରେ ସମ୍ବୋଧନ କରିଥିଲେ କୃଷି ମନ୍ତ୍ରୀ ।

There are many problems in state, and there are many agitations about them
ନିର୍ବାଚନର ନଈ କୂଳେ ବିବାଦର ବାତ୍ୟା, ରାଜନୈତିକ ରଣକୌଶଳ...

ସରକାରୀ ସ୍କୁଲରେ ପାଠ ପଢା ଠପ୍! ଲକ୍ଷ ଲକ୍ଷ ପିଲା ରାସ୍ତାରେ.. ଶିକ୍ଷକ ଆନ୍ଦୋଳନରେ..। ଡାକ୍ତର ଅଭାବ ଓ ଅନେକ ଅବ୍ୟବସ୍ଥାରେ ରୁଗ୍‌ଣ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସମ୍ଭାଳିବାକୁ ସରକାର ଫାର୍ମାସିଷ୍ଟ୍‌ମାନଙ୍କ ଉପରେ ଦାୟିତ୍ୱ ଲଦିଲେ; ହେଲେ ସେମାନଙ୍କର ମଧ୍ୟ ଅନେକ ସମସ୍ୟା। ଏବେ ସେମାନେ ବି ଆନ୍ଦୋଳନରେ।

arka keshari deo
ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ବିଜେଡି ସାଂସଦ

ମଦନପୁର ରାମପୁର ରାଜପରିବାରର ତନ୍ମୟ ପ୍ରତାପ ସିଂହଦେଓ ଓ କୁମାର ସାହେବଙ୍କ ବୋହୂ ତଥା ସେରାମିକ୍‌ ଆର୍ଟିଷ୍ଟ ପୃଥ୍ବୀରାଜ ସିଂହଦେଓଙ୍କ ପତ୍ନୀ ସଂଯୁକ୍ତା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

Odisha Politics
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନବୀନ ଦେଲେ ୧୦ରୁ ୮ ମାର୍କ

ବିରୋଧୀ ବି ନିଜ ନିଜ ହିସାବରେ ନବୀନଙ୍କୁ ଦେଇଛନ୍ତି ମାର୍କ ।

Pratap Jena
ମାହାଙ୍ଗା ଡବଲ ମର୍ଡର ମାମଲା, କୋର୍ଟଙ୍କ ରାୟ ପରେ ତେଜୁଛି ସମର୍ଥକ-ବିରୋଧୀ ଲଢ଼େଇ

ମାହାଙ୍ଗାରେ ସମର୍ଥକ-ବିରୋଧୀ ସଂଘର୍ଷରେ ୨ ଆହତ । ପ୍ରତାପ ଜେନାଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି ।

Odisha Politics
ତେଜିଲା ନମ୍ବର ପଲିଟିକ୍ସ ! ମୋଦିଙ୍କୁ ନବୀନ ଦେଇଥିଲେ ୧୦ରୁ ୮, ନବୀନଙ୍କୁ ବିଜେପି ଦେଲା ଶୂନ...

ନବୀନ ଓ ମୋଦି ସରକାରଙ୍କୁ କଂଗ୍ରେସର ଜିରୋ ମାର୍କ । ସମୀକ୍ଷକ କହିଲେ ବିଗିଡ଼ିବନି ବିଜେଡି-କେନ୍ଦ୍ର ବିଜେପି ସଂପର୍କ ।

Aparajita Sarangi
ଡେରାସକୁ ନେଇ ଚିଠି ପରେ ଚିଠି, ଜବରଦଖଲ ହୋଇଥିବା ଜମି ଚିହ୍ନଟ ପାଇଁ ଅପରାଜିତାଙ୍କ ଦାବି

ମୁଁ ଆପଣଙ୍କୁ ସବୁ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ- ଅପରାଜିତା

Odisha Assembly
ଆଜି ବି ଚାଲିପାରିଲାନି ବିଧାନସଭା; ୧୨ଟା ଯାଏଁ ଗୃହ ମୁଲତବି

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ ।

Gopalpur MLA Pradeep Panigrahi
ଅନୁଭବ ବଖାଣିଲେ ପ୍ରଦୀପ ପାଣିଗ୍ରାହୀ

ଅନୁଭବ ବଖାଣିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

CM Naveen Patnaik
ବିଧାନସଭାରେ 5T ସଚିବ ଝଡ଼

5T ସଚିବଙ୍କ ଗସ୍ତକୁ ଯଥାର୍ଥ ଦର୍ଶାଇ ବିରୋଧୀ ଉଠାଇ ଆସିଥିବା ଗୋଟି ଗୋଟି ପ୍ରଶ୍ନର ଉତ୍ତର ରଖିଥିଲେ ନବୀନ।

Politics
ସଭା ମଂଚରେ ନବୀନଙ୍କ ଭୁରି ଭୁରି ପ୍ରଶଂସାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା

ଆଗ୍ରେସିଭ୍ ମୁଡ୍‌ରେ ଥିବା ବିଜେପିକୁ ଚେକ୍ ଦେବା ପାଇଁ ନବୀନଙ୍କ ଏହା ସୁଚିନ୍ତିତ ଷ୍ଟ୍ରାଟେଜି ହୋଇଥାଇ ପାରେ ବୋଲି ମଧ୍ୟ କୁହାଯାଉଛି ।

Protest At Lower PMG
ପାଟିରେ କୁଟା ଦେଇ ପ୍ରତିବାଦ

କାହାର ୧୦ ବର୍ଷର ପୁରୁଣା ତ କାହାର ନବୀନ ସରକାର କ୍ଷମତାକୁ ଆସିବା ଠାରୁ । ହେଲେ ଏ ଯାଏଁ ସମାଧାନ ଶୂନ ।

Pratap Jena
ମାହାଙ୍ଗା ଡବଲ୍‌ ମର୍ଡର: ପ୍ରତାପ କହିଲେ, ’ମୋ ଠୁ ହାରିଥିବା ପ୍ରାର୍ଥୀ ଫସାଇବାକୁ ଉଦ୍ୟମ କରୁଛନ୍ତି’

ଏହି ଘଟଣାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ ପ୍ରତାପ। ଏହା ବିରୋଧୀ ଦଳଙ୍କ ରାଜନୈତିକ ଷଡ଼ଯନ୍ତ୍ର । ‘ମୋ ଠାରୁ ପରାଜିତ ବିରୋଧୀ ବିଜେପି ପ୍ରାର୍ଥୀ ଏହା କରିଛନ୍ତି ।

CM Naveen Patnaik
ଗୃହରେ 5T ସଚିବ ଝଡ଼ ! ବିରୋଧୀଙ୍କ ଘନ ଘନ ଆକ୍ରମଣ ପରେ ମୁହଁ ଖୋଲିଲେ ନବୀନ...

ଅଭିଯୋଗ ଶୁଣାଣି ପାଇଁ ଡୋର ଷ୍ଟେପ୍କୁ ଯାଉଛି ସିଏମ୍ଓ । ଗସ୍ତ ଖର୍ଚ୍ଚର ହିସାବ ରଖିଲେ ମୁଖ୍ୟମନ୍ତ୍ରୀ ।

Politics
ମୋଦିଙ୍କୁ ନବୀନଙ୍କ ପ୍ରଶଂସା ! ପୁଣି ହରଡ଼ଘଣାରେ ରାଜ୍ୟ ବିଜେପି...

ଶକ୍ତିହୀନ କରିବାକୁ ନବୀନଙ୍କ ନୂଆ ଚାଲ୍ ବୋଲି ଚର୍ଚ୍ଚା । କଂଗ୍ରେସ କହିଲା ବିଜେପି-ବିଜେଡି ଏକ୍ ।

Pratap Jena
ବଢ଼ିଲା ଅଡ଼ୁଆ ! ଡବଲ୍ ମର୍ଡର ମାମଲାରୁ ଖସିପାରିବେନି ପ୍ରତାପ, କଲ ଡିଟେଲ୍ସ ଧରାଇଦେବ କି ସତ ?

ମାମଲା ଚାଲୁ ରଖିବାକୁ ସାଲେପୁର JMFCଙ୍କ ନିର୍ଦ୍ଦେଶ । ମାମଲା ଭୁବନେଶ୍ବର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର ।

Protest At Lower PMG
ଲୋୟର PMGରେ ହଲ୍ଲାବୋଲ୍ ! ଶିକ୍ଷକ-ସରପଞ୍ଚ-ଆୟୁଷ ଡାକ୍ତରୀ ଛାତ୍ରଙ୍କ ସରକାରଙ୍କୁ ଚେତାବନୀ

ଆନ୍ଦୋଳନ ବେଳେ ଆଶା କର୍ମୀ-ପୋଲିସ୍ ମୁହାଁମୁହିଁ । ଧାରଣାସ୍ଥଳରେ ପହଞ୍ଚିଲେ ବିଜେପି ବିଧାୟକ ଦଳ ।

Mahanga Double Murder Case
ମାହାଙ୍ଗା ଡବଲ ମର୍ଡର: ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ

ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଛି। ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  • Monday, 25 September 2023
CM grievance cell is handled by the CMO says CM Naveen Patnaik
‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନ ଥାଏ’

‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମ୍‌ଓ ଦ୍ୱାରା ପରିଚାଳିତ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନ ଥାଏ’ ବୋଲି ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ବିବୃତିରେ କହିଛନ୍ତି।

Jaynarayan Mishra
'CMO କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ୍‌ କି'

ସିଏମ୍ଓ କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ୍ କି ବୋଲି ସେ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

Narasingha Mishra
‘ସଚିବଙ୍କ ଗସ୍ତ ମନ୍ତ୍ରୀ ବୁଝୁଛନ୍ତି’

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀଙ୍କ ଟାର୍ଗେଟ । କହିଲେ ବିଧାନସଭାର ଆବଶ୍ୟକତା ନାହିଁ ।

Odisha Chief Minister Naveen Patnaik makes statement in the Assembly
‘ମୋ ନିର୍ଦ୍ଦେଶରେ ସିଏମ୍‌ଓ ଅଫିସରମାନେ ଜିଲ୍ଲାକୁ ଯାଇ ଅଭିଯୋଗ ଆଣିଲେ’

ସିଏମ୍‌ଓ ଜନଶୁଣାଣି ଓ ହେଲିକପ୍ଟର ଖର୍ଚ୍ଚ ନେଇ ମୁଖ୍ୟମନ୍ତ୍ରୀ ବିବୃତି ରଖି କହିଛନ୍ତି ଯେ, ‘ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ।’

Odisha Chief Minister
ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ; ବିରୋଧୀ କଲେ ହଟ୍ଟଗୋଳ

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ । କୋଭିଡ ପୂର୍ବରୁ ସିଏମ୍‌ଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା । କୋଭିଡ ଯୋଗୁ ପ୍ରାୟ ୨ ବର୍ଷ ହେବ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା ।