• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

arun sahoo
Odisha Price Hike Issue: ମହଙ୍ଗା ମାଡ଼ରେ ହନ୍ତସନ୍ତ ରାଜ୍ୟବାସୀ, ଦରବୃଦ୍ଧି ରୋକିବାରେ ସରକାର ବିଫଳ

ବିଧାନସଭାର ବଜେଟ ଅଧିବେଶନ ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ମହଙ୍ଗା ମାଡରେ ରାଜ୍ୟ ବାସ ହନ୍ତସନ୍ତ ହୋଇଥିବା ବେଳେ ଦରବୃଦ୍ଧି ନିୟନ୍ତ୍ରଣରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ଅରୁଣ।

କଂଗ୍ରେସକୁ ଭରସା ଏବେ ଭକ୍ତ ଦାସ
Congress New PCC President: କ’ଣ ହେବ ନୂଆ ପିସିସି ସଭାପତିଙ୍କ ରଣକୌଶଳ ? 

କଳାହାଣ୍ଡି ଲୋକସଭା ଆସନରୁ ତିନିଥର ସାଂସଦ ଥିବା ଶ୍ରୀ ଦାସ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ଯୁବ ବ୍ୟାପାର ଏବଂ କ୍ରୀଡା ଉପମନ୍ତ୍ରୀ ଏବଂ ୧୯୯୦ ରୁ ୧୯୯୧ ପର୍ଯ୍ୟନ୍ତ ରେଳ ରାଷ୍ଟ୍ରମନ୍ତ୍ରୀ ଥିଲେ ।

କଂଗ୍ରେସକୁ ଫେରିବେ ସୌମ୍ୟ !
ପୁଣି କଂଗ୍ରେସକୁ ଫେରିବେ ସୌମ୍ୟ !

ନୂଆ ପିସିସି ଭାବେ ଭକ୍ତ ଦାସଙ୍କ ନାଁ କଂଗ୍ରେସ ଘୋଷଣା କରିବା ପରେ ଫୁଲ୍‌ ଆକ୍ଟିଭରେ ଅଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ ।

Odisha BJP
Odisha BJP: ୧୩ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ରାଜ୍ୟରେ ନିଜର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି । ବିଜେପି ଆଜି ୧୩ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି ।

BJP New Strategy
Odisha BJP New Strategy : ବିଜେପିର ମେଗା ପ୍ଲାନ୍ ; କେନ୍ଦ୍ର ଏବଂ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବେ ମନ୍ତ୍ରୀ ଏବଂ ବିଧାୟକ

ଡବଲ୍ ଇଞ୍ଜିନର ଫାଇଦା ଲୋକଙ୍କ ପାଖରେ ପହଞ୍ଚାଇ ସଙ୍ଗଠନ ବଢାଇବାକୁ ବିଜେପିର ବଡ଼ ପ୍ଲାନ୍‌ । କେନ୍ଦ୍ର ଓ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବେ ମନ୍ତ୍ରୀ, ବିଧାୟକ। ଜିଲ୍ଲାସ୍ତରରେ କରିବେ ସାମ୍ବାଦିକ ସମ୍ମିଳନୀ ।

BJP
ରାତି ପାହିଲେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍‌

କୁହାଯାଉଛି, ଦୁର୍ବଳ ଅର୍ଥନୀତିକୁ ବଳ ଦେବା ପାଇଁ ଖଣିଭିତ୍ତିକ ଶିଳ୍ପ ସହ କୃଷି, ଗ୍ରାମାଞ୍ଚଳ ବିକାଶ ଓ ପର୍ଯ୍ୟଟନ ଭଳି କ୍ଷେତ୍ରକୁ ସରକାର ଦେଇପାରନ୍ତି ଗୁରୁତ୍ୱ। ତେଣେ ବଜେଟରୁ ଅନେକ କିଛି ଆଶା କରୁଛନ୍ତି ଚାଷୀ, ମହିଳା ଏବଂ ଯୁବକ।

BJP
ବିଜେପିର ବଡ଼ ପ୍ଲାନ୍‌; ଲୋକଙ୍କ ପାଖକୁ ଯିବେ ମନ୍ତ୍ରୀ ଓ ବିଧାୟକ

ଜିଲ୍ଲାସ୍ତରରେ କରିବେ ସାମ୍ବାଦିକ ସମ୍ମିଳନୀ। ଘରେ ଘରେ ପହଞ୍ଚିବେ କର୍ମୀ। ଅନ୍ୟପଟେ ଏଇ ମାସ ସୁଦ୍ଧା ସମସ୍ତ ବୋର୍ଡ ଓ ନିଗମରେ ଅଧ୍ୟକ୍ଷ ନିଯୁକ୍ତ କରି ସରକାରୀ କଳକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଶୁକ୍ରବାର ଅନୁଷ୍ଠିତ ଦଳର କୋର୍‌ କମିଟି ବୈଠକରେ ଗୁରୁତ୍ୱ ଦିଆଯାଇଛି।

  • Sunday, 16 February 2025
Budget
Tomorrow State Budget : ରାତି ପାହିଲେ ପୂର୍ଣ୍ଣାଙ୍ଗ ବଜେଟ୍‌; କେଉଁ କ୍ଷେତ୍ରକୁ ମିଳିବ ଗୁରୁତ୍ୱ?

ଚର୍ଚ୍ଚା ହେଉଛି, ଚଳିତ ଥର ୩ ଲକ୍ଷ କୋଟି ଛୁଇଁ ପାରେ ରାଜ୍ୟ ବଜେଟ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ପାଇଁ ଏହି ବଜେଟରେ ପଡ଼ିବ ମୂଳଦୁଆ। ରାଜ୍ୟ ସରକାରଙ୍କ ଫୋକସରେ ଯୁବ, ମହିଳା, ଚାଷୀ ଓ ଗ୍ରାମାଞ୍ଚଳ ବିକାଶ ରହିପାରନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି କ୍ଷେତ୍ରକୁ ମିଳିପାରେ ଅଧିକ ଗୁରୁତ୍ୱ।

soumya
Soumya pattnayak: ବହିଷ୍କାରର କାରଣ ଏଯାଏ ଜାଣି ପାରିନି- ସୌମ୍ୟରଞ୍ଜନ ପଟ୍ଟନାୟକ

୧୨ ବର୍ଷ ତଳେ ଦଳ ମୋତେ ବହିଷ୍କାର କରିଥିଲା। ତେବେ ବହିଷ୍କାର ପଛର କାରଣ ଆଜିଯାଏଁ ଖୋଜି ପାଉନି ବୋଲି କହିଛନ୍ତି ସୌମ୍ୟରଞ୍ଜନ।

Pramila to Be Arrested?
ଗିରଫ ହେବେ ପ୍ରମିଳା !

ଭୟରେ ଥରହର ପ୍ରମିଳା ! ବିଞ୍ଝାରପୁର ବିଧାୟିକାଙ୍କ ହାତରେ ପଡ଼ିବ ହାତକଡ଼ି ! ଗିରଫ ହେବେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ! ଅଜଣା ଭୟ ଯେମିତି ପ୍ରମିଳାଙ୍କୁ ଗୋଡ଼ାଇ ଖାଉଛି । ଡାଲି ଦୁର୍ନୀତିରେ ଛନ୍ଦି ହୋଇ ବେଶ୍‌ ଚର୍ଚ୍ଚାକୁ ଆସିଥିବା ଏହି ବିଧାୟିକା ଏବେ ଗିରଫ ହେବା ଭୟ ଭିତରେ ରହୁଛନ୍ତି ।

Unprecedented Challenge Looms Large for BJD
Unprecedented Challenge Looms Large for BJD: ବିଜେଡି ପାଇଁ କାଳ ଭକ୍ତ, ପ୍ରଫୁଲ୍ଲଙ୍କୁ ଧରାଇଦେଲେ ଲଲିପପ୍‌ 

ଦଳର ନେତା ଆଗଭଳି ନାହାନ୍ତି । ଦଳର ଭବିଷ୍ୟତ ନାହିଁ । ମୋତେ ଲଲିପପ ଧରାଇଦେଲେ । ଏବେ ମୁଁ କ’ଣ କରିବି ନକରିବି ଅଲଗା କଥା। ହେଲେ ବିଜେଡି କାମକୁ ନେଇ ମୁଁ ଅସନ୍ତୁଷ୍ଟ। ଆଦିବାସୀ ନେତା ତଥା ତଲସରା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ବିସ୍ପୋରକ ବୟାନ।

sura
ସୁରଙ୍କ ପରେ ଆଗକୁ କିଏ ?

ରାଜ୍ୟ କଂଗ୍ରେସକୁ ଘରବାହୁଡ଼ା ବଳ। ଦଳ ଛାଡ଼ିଥିବା ଓ ବହିଷ୍କୃତ ନେତାଙ୍କୁ ପିସିସି ସଭାପତିଙ୍କର ଗତକାଲି ସର୍ବକ୍ଷମା ଘୋଷଣା ପରେ ଭେଟେରାନ୍ ସୁର ରାଉତରାୟଙ୍କର ହୋଇଛି ଘର ୱାପସୀ। ସୁର କହିଛନ୍ତି-ଗଲା ୯ମାସ ହେଲା ଯନ୍ତ୍ରଣାରେ ଥିଲେ, କିନ୍ତୁ ଆଜି ଭାରି ଖୁସି। ତେଣେ ସୁରଙ୍କ ପରେ ଅନେକ ପୁରୁଖା ନେତା ବି କଂଗ୍ରେସକୁ ଫେରିବା ନେଇ  ଚର୍ଚ୍ଚା। ଫେରିବାକୁ ପ୍ରଫୁଲ୍ଲଙ୍କ ପରୋକ୍ଷରେ ଇସାରା । ଠିକ୍ ସମୟକୁ ଅପେକ୍ଷା କର କହିଲେ ଭୂପିନ୍ଦର ।

pandian
ପାଣ୍ଡିଆନ ନିର୍ଦ୍ଦେଶକ, ନାଚୁଛି ବିଜେଡି

ଆସେମ୍ବ୍ଲି ଅଚଳାବସ୍ଥାରେ ନୋ ବ୍ରେକ୍ । ଚାଷୀ ପ୍ରସଙ୍ଗରେ ବିଜେଡିର ହୋହଲ୍ଲା, ରାଜ୍ୟପାଳଙ୍କୁ ଫେରାଦ । ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଅଚଳ କରୁଛି ବିଜେଡି କହିଲେ ଜୟନାରାୟଣ । ବିଧାନସଭାରେ ବିଜେଡି-ବିଜେପି ବାକ୍ ଯୁଦ୍ଧ ।

  • Saturday, 15 February 2025
  • BJD
sura
Sura routray Return: ଘର ୱାପସୀ କଲେ ସୁର ରାଉତରାୟ

ରାଜ୍ୟ କଂଗ୍ରେସକୁ ଘରବାହୁଡ଼ା ବଳ। ଦଳ ଛାଡ଼ିଥିବା ଓ ବହିଷ୍କୃତ ନେତାଙ୍କୁ ପିସିସି ସଭାପତିଙ୍କର ଗତକାଲି ସର୍ବକ୍ଷମା ଘୋଷଣା ପରେ ଆଜି ଭେଟେରାନ୍ ସୁର ରାଉତରାୟଙ୍କର ହୋଇଛି ଘର ୱାପସୀ। ସୁର କହିଛନ୍ତି- ଗଲା ୯ମାସ ହେଲା ଯନ୍ତ୍ରଣାରେ ଥିଲେ, କିନ୍ତୁ ଆଜି ଭାରି ଖୁସି।

pandian
Vk Pandian: ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ନାଚୁଛନ୍ତି ବିଜେଡି ନେତା: ଜୟନାରାୟଣ

ନିର୍ଦ୍ଦେଶକ ପାଣ୍ଡିଆନ୍, ନାଚୁଛନ୍ତି ବିଜେଡି ନେତା। ଏଭଳି ବୟାନ ଦେଇ ଆଜି ବିଜେଡିର ଗୁମର ଖୋଲିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଗୃହକୁ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଅଚଳ କରିଛନ୍ତି ବିଜେଡି ବିଧାୟକ।

BJP
Tara Prasad Bahinipati Criticized: ତାରା କହିଲେ, ମନ୍ତ୍ରୀଙ୍କ ଏଜେଣ୍ଟମାନେ ଠନ୍‌ଠନ୍‌ କରୁଛନ୍ତି

ତାରାଙ୍କ ଅଭିଯୋଗର ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିରୋଧୀ ଦଳ। ଆମ ସରକାର ଅତି ଶୁଦ୍ଧ ଓ ପବିତ୍ରାର ସହ କାମ କରୁଛି। ୮ ମାସ ଭିତରେ କୌଣସି ଗୋଟିଏ ହେଲେ ଅଭିଯୋଗ ଆସିନି।

BJD
Prafulla Majhi: କଂଗ୍ରେସକୁ ଫେରିବେ ପ୍ରଫୁଲ୍ଲ ମାଝୀ! ଦେଲେ ଏମିତି ସଙ୍କେତ

ଡକ୍ତର ମାଝୀ ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀରୁ ୨୦୦୬ ମସିହାରେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ପରେ ସେହି ଆସନରୁ ୨ ଥର ବିଜୟୀ ହୋଇଥିଲେ। ତେବେ ୨୦୨୧ ମସିହାରେ ସେ ଅସନ୍ତୋଷ ଝାଡ଼ି କଂଗ୍ରେସ ଛାଡ଼ିଥିଲେ।

ପିସିସି ମୁଖ୍ୟ ଭକ୍ତ ଦାସଙ୍କ ସର୍ବକ୍ଷମା ଆହ୍ବାନ ପରେ ଚଳଚଞ୍ଚଳ ରାଜନୀତି। ସୁରଙ୍କ ଘର ୱାପସୀ।
Suresh Routray: ସୁରଙ୍କ ଘର ୱାପସୀ

ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଏବଂ ସମର୍ଥକଙ୍କ ସହ କଂଗ୍ରେସ ଭବନ ଆସିଥିଲେ। ନଡିଆ ଭାଙ୍ଗି, ମୁଣ୍ଡିଆ ମାରି ସେ କଂଗ୍ରେସ ଭବନରେ ପ୍ରବେଶ କରିଥିବା ବେଳେ, ଖୁସିବ୍ୟକ୍ତ କରିଛନ୍ତି ସୁର।

  • Saturday, 15 February 2025
‘ପାଣ୍ଡିଆନ୍‌ ଚଳାଉଛନ୍ତି ଗୃହ’
ପାଣ୍ଡିଆନ ଚଳାଉଛନ୍ତି ଗୃହ

ବିଧାନସଭାରେ ବିସ୍ଫୋରକ ତଥ୍ୟ ରଖିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଗୃହକୁ କ’ଣ ପାଣ୍ଡିଆନ ଚଳାଇବେ ବୋଲି ପ୍ରଶ୍ନ କଲେ ଜୟନାରାୟଣ। ପଏଣ୍ଟ ଅଫ୍ ଅର୍ଡର ଉଠାଇ ବିରୋଧୀଙ୍କୁ କଲେ ଟାର୍ଗେଟ୍।

Will Old Leaders Return to Congress Bhavan
କଂଗ୍ରେସ ଭବନରେ ଦେଖିବାକୁ ମିଳିବ କି ପୁରୁଣା ନେତାଙ୍କ ମୁହଁ ?

କଂଗ୍ରେସ ଭବନରେ ଦେଖିବାକୁ ମିଳିବକି ପୁରୁଣା ନେତାଙ୍କ ମୁହଁ ? ନୂଆ ପିସିସି ସଭାପତିଙ୍କ ସାହାଣମେଳା ପରେ ବଢିଲା ଚର୍ଚ୍ଚା। ନିଲମ୍ବନ ପ୍ରତ୍ୟାହାର ପରେ ପୁରୁଣା ମୁହଁ ଫେରିବା ନେଇ ଚର୍ଚ୍ଚା।

Congress
କଂଗ୍ରେସ ମୋ ଜୀବନ

କଂଗ୍ରେସ ମୋ ଜୀବନ। କିଛି କୁଚକ୍ରୀ ଗୋଷ୍ଠୀ ମୋତେ ଦଳରୁ କାଢିଥିଲେ। ଏମିତି କହି ବରିଷ୍ଠ କଂଗ୍ରେସ ନେତା ଭୋ ଭୋ ହୋଇ କାନ୍ଦିଲେ ।

ସୁରଙ୍କ ଘର ବାହୁଡ଼ା
ପୁଣି କଂଗ୍ରେସକୁ Return  କଲେ ସୁରେଶ ରାଉତରାୟ

କଂଗ୍ରେସ ସର୍ବକ୍ଷମା ଆଣିବା ପରେ ଆଜି ମୁଣ୍ଡିଆ ମାରି, ନଡ଼ିଆ ଭାଙ୍ଗି, କଂଗ୍ରେସ ପତାକା ବେକରେ ପକାଇ ପୁଣି କମ୍ ବ୍ୟାକ୍‌ କରିଛନ୍ତି ସୁର।

‘ପାଣ୍ଡିଆନ୍‌ ଚଳାଉଛନ୍ତି ଗୃହ’
Jayanarayan Mishra: ପୁଣି ଜୟନାରାୟଣଙ୍କ ବିସ୍ଫୋରକ ବୟାନ; କହିଲେ, ଏ ଗୃହକୁ କ’ଣ ଚଳାଇବେ ପାଣ୍ଡିଆନ ?

ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା କରୁଥିଲି । ସେମାନେ କହିଲେ ପାଣ୍ଡିଆନ କହିଲେ ବୋଲି ଏମିତି କଲୁ । ଏ ଗୃହକୁ କ’ଣ ପାଣ୍ଡିଆନ ଚଳାଇବେ ବୋଲି ପଚାରିଛନ୍ତି ଜୟନାରାୟଣ ।

ଓଡ଼ିଆ ଅସ୍ମିତା କ’ଣ ?
ଓଡ଼ିଆ ଅସ୍ମିତା କ’ଣ ? ଅରୁଣଙ୍କୁ ବୁଝାଇଲେ ସୂରଜ

ବିଧାୟକ ଡ. ଅରୁଣ ସାହୁଙ୍କୁ ପାଠ ପଢାଇଲେ ସଂସ୍କୃତି ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ। ଅସ୍ମିତା ମାନେ କ‘ଣ ବୁଝାଇଲେ ଶୁଣନ୍ତୁ ।

Sura Routray
Sura Routray Returns: ଫେରିଲେ ସୁର ... ଏବେ ପୁଣି ଶୁଭିବ ‘Congress Coming’

କଂଗ୍ରେସ ସର୍ବକ୍ଷମା ଆଣିବା ପରେ ଆଜି ମୁଣ୍ଡିଆ ମାରି, ନଡ଼ିଆ ଭାଙ୍ଗି, କଂଗ୍ରେସ ପତାକା ବେକରେ ପକାଇ ପୁଣି କମ୍ ବ୍ୟାକ୍‌ କରିଛନ୍ତି ସୁର। କଂଗ୍ରେସ ଭବନରେ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ବାପାକୁ ସ୍ୱାଗତ ଜଣାଇବା ସହ ପାଛୋଟି ନେଇଛନ୍ତି।