Pramila to Be Arrested?
ଗିରଫ ହେବେ ପ୍ରମିଳା !
ଭୟରେ ଥରହର ପ୍ରମିଳା ! ବିଞ୍ଝାରପୁର ବିଧାୟିକାଙ୍କ ହାତରେ ପଡ଼ିବ ହାତକଡ଼ି ! ଗିରଫ ହେବେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ! ଅଜଣା ଭୟ ଯେମିତି ପ୍ରମିଳାଙ୍କୁ ଗୋଡ଼ାଇ ଖାଉଛି । ଡାଲି ଦୁର୍ନୀତିରେ ଛନ୍ଦି ହୋଇ ବେଶ୍ ଚର୍ଚ୍ଚାକୁ ଆସିଥିବା ଏହି ବିଧାୟିକା ଏବେ ଗିରଫ ହେବା ଭୟ ଭିତରେ ରହୁଛନ୍ତି ।
Pramila to Be Arrested?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)