Advertisment

ଓଡ଼ିଆ ଅସ୍ମିତା କ’ଣ ? ଅରୁଣଙ୍କୁ ବୁଝାଇଲେ ସୂରଜ

ବିଧାୟକ ଡ. ଅରୁଣ ସାହୁଙ୍କୁ ପାଠ ପଢାଇଲେ ସଂସ୍କୃତି ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ। ଅସ୍ମିତା ମାନେ କ‘ଣ ବୁଝାଇଲେ ଶୁଣନ୍ତୁ ।

author-image
Santosh Kumar Sahoo

ବିଧାୟକ ଡ. ଅରୁଣ ସାହୁଙ୍କୁ ପାଠ ପଢାଇଲେ ସୂରଜ। ଅସ୍ମିତା ମାନେ କ‘ଣ ବୁଝାଇଲେ। ଅସ୍ମିତା ଅର୍ଥ ଅହଂ ଭାବ। ଅହଂ ଅର୍ଥ ଗର୍ବ। ତାର ଅର୍ଥ ଆମେ ଓଡିଆ ହିସାବରେ ନିଜକୁ ଗର୍ବ ଅନୁଭବ କରିବା। ତାକୁ ନକାରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଉଚିତ ନୁହେଁ। କେଉଁ ଭାବରେ କିଏ ତାକୁ କେଉଁ ସ୍ଥାନରେ ବ୍ୟବହାର କରୁଛି ତାକୁ ଦେଖିବାର କଥା। ୨୦୨୦ ମସିହାରେ ଓଡିଆ ସାହିତ୍ୟ ଏକାଡେମୀ ଦ୍ବାରା ପୁନଃ ପ୍ରକାଶିତ ଓଡିଆ ଅଭିଧାନ ରେ ଅସ୍ମିତା ଶଦ୍ଦର ଅର୍ଥ ଯାହା ଅଛି ମୁଁ ସେହି ହିସାବରେ ଉତ୍ତର ଦେଇଛି। ଅରୁଣ ଯାହା କହୁଛନ୍ତି ଯେ ଅଧା ଉତ୍ତର ମିଲିଛି ଅଧା ଲୁଚେଇଛନ୍ତି ବୋଲି ତାହା ଭୁଲ। ସେ ନିଜେ ଜାଣିଥିବେ କ‘ଣ ଲୁଚେଇଛନ୍ତି ବୋଲି ପାଲଟା ଯବାବ ଦେଇଛନ୍ତି ସୂରଜ।

Advertisment
Arun Sahoo Odia Asmita
Advertisment
Advertisment