ରାଜ୍ୟରେ ନିଜର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି । ବିଜେପି ଆଜି ୧୩ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି ।
ମେଣ୍ଟ ଗଣିତ ଭିତରେ ସବୁଠାରୁ ବଡ଼ ଚର୍ଚ୍ଚା, ଏଥର ଆଉ କାମ ନଦେଇପାରେ ପୁରୁଣା ମେଣ୍ଟ ବେଳର ସିଟ୍ ସେୟାରିଂ ଥିଓରୀ । ବିଜେଡି ବିଧାନସଭା ଓ ବିଜେପି ଲୋକସଭାର ସିଂହଭାଗ ସିଟରେ ଲଢିବେ । ଏନେଇ ବୁଝାମଣା ହୋଇଥିବା ବେଳେ ସଂଖ୍ୟା ଗଣିତ କିନ୍ତୁ ଏଯାଏଁ ଛିଡୁନି ।
ରାଜ୍ୟ ରାଜନୀତି ହାଲକା ଗରମ ହୋଇଛି । ବିଜେଡି ପକ୍ଷରୁ ପୁଣି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦିଆଯାଇଛି । ବିଜେଡି ପକ୍ଷରୁ କୁହାଯାଇଛି ଯେ, ଖାଲି ପେଟ୍ରୋଲ-ଡିଜେଲ ଦର କମାଇଲେ ହେବନାହିଁ ।
ବୋହୂର ଅଭିଯୋଗ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା । ମୋ ଜୀବନ ଏକ ଖୋଲାବହି ବୋଲି କହିଲେ ଭର୍ତ୍ତୃହରି ମହତାବ । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ଜାଣିଥିଲେ କହିଲେ ଭର୍ତ୍ତୃହରି ।