• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Marriage
ଭିନ୍ନ ଏକ ବିବାହ କାହାଣୀ

ମଥାରେ ଟିପିଟିପି ଚନ୍ଦନ, କୁମକୁମ ଆଉ ପାଦରେ ଅଳତା । ଝଟକୁଛନ୍ତି ନୂଆ କନିଆ । ମୁଣ୍ଡରେ ମୁକୁଟ ପିନ୍ଧି ବର ବି ହସ ହସ । ଶଙ୍ଖ ହୁଳହୁଳି ପଡ଼ୁଛି, ଚାଲିଛି ବାହାଘର..

Marriage
ରୋଗ ପାଇଁ ପରିବାର କରିଥିଲା ପର; ଏବେ ସାତଜନ୍ମର ସାଥୀ

ଅତୀତକୁ ଭୁଲି ନୂଆ ଜୀବନ ଆରମ୍ଭ କରିବା ପାଇଁ ବନିଛନ୍ତି ନୂଆ ବାଟର ବାଟୋଇ । ସିଏ ହେଉଛନ୍ତି ୬୩ ବର୍ଷିୟ ବର ଦାସ ମାରାଣ୍ଡି ଏବଂ ଏ ହେଲେ ୬୫ ବର୍ଷିୟା କନିଆ ପଦ୍ମାବତୀ ଦାସ ।

Madhava is a mason in profession and a snake catcher in hubby
ମାଧବ କେବେ କାହା ପାଇଁ ବିଶ୍ୱକର୍ମା, କେବେ ପୁଣି ବିପଦର ବନ୍ଧୁ

ସାପକୁ କିଏ ବା ନ ଡରେ। ଏହା ଯେତିକି ଭୟଙ୍କର ସେତିକି ବିଷଧର ମଧ୍ୟ। ସେ କିନ୍ତୁ ସାପକୁ ଡରନ୍ତି ନାହିଁ। ଯେତେ ବଡ ହୋଇଥାଉ କି ଯେତେ ବିଷଧର ହୋଇଥାଉ। ସେଥିପାଇଁ ଯାହା ଘରେ ସାପ ପଶେ ସେ ମନେ ପଡନ୍ତି। ସେ ହେଲେ ମାଧବ କୁସପାରିଆ ।

After 10 years of Phailin, hundreds of farmers are still in pain
ସୁନାର ଫସଲ ଦେଉଥିବା ଜମି ପାଲଟିଛି କାଶତଣ୍ଡି ବଣ; ଚିନ୍ତାରେ ଚାଷୀ

ଫାଇଲିନ ବାତ୍ୟାକୁ ବିତିଗଲା ୧୦ ବର୍ଷ। କିନ୍ତୁ ବଦଳିଲାନି ଚାଷୀଙ୍କ ଜମିର ଚିତ୍ର। ଯେଉଁଠି ଦିନେ ସୁନାର ଫସଲ ଫଳୁଥିଲା ତାହା ଏବେ ପାଲଟିଛି କାଶତଣ୍ଡି ବଣ। ଚାଷ କାମ ହରାଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ।

GI Tag demand grows for Tangi’s Chhena Kakra
ଟାଙ୍ଗିର ଛେନା କାକରାକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି

ଜଗନ୍ନାଥ ସଂସ୍କୃତି ଓ ଉତ୍କଳୀୟ ପରମ୍ପରାର ଅଭିନ୍ନ ଅଂଶ କାକରା...। ରସଗୋଲା ଓ କେନ୍ଦ୍ରାପଡ଼ାର ରସାବଳିକୁ ମିଳିସାରିଛି ଜିଆଇ ଟ୍ୟାଗ୍

  • Friday, 13 October 2023
  • GI Tag
Dress Code For Visiting Puri Srimandir: What To Wear?
ଶ୍ରୀମନ୍ଦିର ଗଲେ କ’ଣ ପିନ୍ଧିବେ ? ଜାରି ହେଲା ପରାମର୍ଶବଳୀ

ପୁରୁଷ ମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ପିନ୍ଧିବେ...ମହିଳା ପିନ୍ଧିବେ ଶାଢ଼ୀ, ଶାଲୱାର କମିଜ୍ ଭଳି ଶାଳୀନତା ପୂର୍ଣ୍ଣ ପୋଷାକ

Sidhant Mohapatra
ବୈରାଗୀଙ୍କୁ ଭେଟିଲେ ଅଭିନେତା ସିଦ୍ଧାନ୍ତ, 'ପୁଚୁକି ଗାଲି' ଗୀତରେ ଥିଲେ ସାଇଡ୍-ଡାନ୍ସର

ସିଦ୍ଧାନ୍ତଙ୍କ ପାଦ ତଳେ ଲୋଟିଗଲେ ବୈରାଗୀ...ଭୋ ଭୋ କାନ୍ଦି ଉଠିଲେ, କୁଣ୍ଢାଇ ପକାଇଲେ..ସିଦ୍ଧାନ୍ତଙ୍କ ବହୁ ପୁରୁଣା ସାଥି କଳାକାର ବୈରାଗୀ

Midday Meal Scam
ମଧ୍ୟାହ୍ନ ଭୋଜନ ଥାଳିରୁ ଅଣ୍ଡା ଗାଏବ୍

ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳିରୁ ଅଣ୍ଡା ଗାଏବ୍ । କେଉଁଠି ଅଣ୍ଡା ବଦଳରେ ପିଲାଙ୍କୁ ବିସ୍କୁଟ୍ ବଣ୍ଟାଯାଉଛି ତ କେଉଁଠି କେବଳ ଭାତ ଡାଲମାରେ କାମ ଚଳାଇବାକୁ ପଡୁଛି । କିନ୍ତୁ ଅଧିକାରୀଙ୍କ କହିବା କଥା, ସେମିତି କିଛି ଘଟଣା ନଜରକୁ ଆସିନାହିଁ । ଆସିଲେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ ।

Midday Meal Scam
Mid-Day Meal ରୁ ଅଣ୍ତା ଖାଇଲା କିଏ ?

ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଉଭାନ । ଭାତ ସହିତ ଖାଲି ଡାଲମା ଗୋଳାଇ ଖାଉଛନ୍ତି ଛାତ୍ରଛାତ୍ରୀ । ପିଲାମାନେ କେଉଁଠୁ ପାଇବେ ପୁଷ୍ଟିସାରର ପୋଷଣ

Laxmi Bus Yojana
ରାଜ୍ୟରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ

ମାଲକାନଗିରିରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ...ମାଲକାନଗିରି ଜିଲ୍ଲାରେ ଗଡ଼ିଲା ୩୬ଟି ଲକ୍ଷ୍ମୀ ବସ୍..ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବା

  • Thursday, 12 October 2023
reserve bank of india bhubaneswar
ନୋଟ୍ ବଦଳାଇ ନପାରି ଫଟା ନୋଟ୍ ଉଡ଼ାଇଲେ ଅତିଷ୍ଠ ଗ୍ରାହକ

RBIର ଭୁବନେଶ୍ୱର ଆଞ୍ଚଳିକ ଶାଖାରେ ଚିରା ନୋଟ୍ ବଦଳାଇବାକୁ ଆସି ହଇରାଣ ହେବାପରେ ରାଗ ତମତମ ହୋଇ ଏଭଳି କୋପ ଦେଖାଇଛନ୍ତି ଗ୍ରାହକ । ସେମାନଙ୍କ ଅଭିଯୋଗ, ଚଳିତ ମାସ ପହିଲାରୁ RBI ଆଞ୍ଚଳିକ କାର୍ଯ୍ୟାଳୟ ଆଉ ଚିରାଫଟା ନୋଟ୍ ନେଉନି ।

Gullupa
କୁକୁର ‘ଗୁଲୁପାପା’ର ବିୟୋଗ ପରେ ଖବରକାଗଜ ପ୍ରଥମ ପୃଷ୍ଠାରେ ଦେଲେ ବିଜ୍ଞାପନ

ସେ ବି ବଫାଦାର ସାଜି ଜୀବଦଶା ମଧ୍ୟରେ ମାଲିକଙ୍କ ବିଶ୍ୱାସକୁ ଜିତିଥିଲା । ହେଲେ ସେହି ଦାୟିତ୍ୱ ସମ୍ପନ୍ନ ଗୁଲୁପାପା ଆଜି ଆଉ ନାହିଁ । ଅନ୍ୟ ସାଥୀମାନେ ଆଜି ଗୁଲୁପାପାକୁ ଝୁରୁଛନ୍ତି ।

Bharati Singh Gets Her Job Back
ମାସକ ପରେ ଚାକିରି ଫେରି ପାଇଲେ ଭାରତୀ ସିଂ

ମୟୂରଭଞ୍ଜର ନିପଟ ମଫସଲ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକାଠି କରି ସେମାନଙ୍କୁ ଆଗକୁ ଯିବାକୁ ସହୟତା ଓ ପ୍ରେରଣା ପାଇଁ ଅନେକ ବାର ପୁରସ୍କାର ଓ ପ୍ରମାଣପତ୍ର ପାଇଥିଲେ ଭାରତୀ।

Bharati Singh Gets Her Job Back
ସତ୍ୟର ଜୟ, ହାରିଗଲା ଷଡ଼ଯନ୍ତ୍ର, ମାସକ ପରେ ଚାକିରି ଫେରି ପାଇଲେ ଭାରତୀ ସିଂ

ସତ୍ୟର ଜୟ, ହାର ମାନିଲା ଷଡ଼ଯନ୍ତ୍ର । ବେଆଇନ୍ ଭାବେ ଚାକିରି ଯିବାର ଠିକ୍ ମାସକ ପରେ ପୁଣି ବ୍ୟାଙ୍କ ମିତ୍ର ଚାକିରି ଫେରି ପାଇଲେ ମୟୂରଭଞ୍ଜ ଖୁଣ୍ଟାର ଭାରତୀ ସିଂ।

Three Jumps Into Well To Save A Cat
ବିଲେଇକୁ ବଞ୍ଚାଇବାକୁ ଯାଇ କୂଅକୁ ଡେଇଁଲେ ୩ ଜଣ, ଚାଲିଗଲା ଜଣଙ୍କ ଜୀବନ

ପଟିଆ ଷ୍ଟେସନ ନିକଟ ଏକ କୂଅରେ ପଡ଼ି ଯାଇଥିଲା ବିଲେଇ,ବିଲେଇକୁ ଉଦ୍ଧାର ପାଇଁ ପରକୁ ପର ୩ ଜଣ କୂଅକୁ ଡେଇଁଥିଲେ

Lady bank mitra Bharati Singh gets her job back
ଚାକିରି ଫେରି ପାଇଲେ ବ୍ୟାଙ୍କ ମିତ୍ର ଭାରତୀ ସିଂ

କାର୍ଯ୍ୟରେ ଯୋଗଦେବାକୁ BLF ପକ୍ଷରୁ ଭାରତୀଙ୍କୁ ଚିଠି…ଲଢ଼େଇରେ ସତ୍ୟର ଜୟ ହୋଇଛି କହିଲେ ଭାରତୀ ସିଂ

  • Wednesday, 11 October 2023
rock garden
ଉଦଘାଟନର ୭ ମାସ ପରେ ବି ଖୋଲୁନି ରକ ଗାର୍ଡେନ : ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି, କାମରେ ଲାଗୁନି

ଦିନକୁ ଦିନ ବ୍ରହ୍ମପୁର ମହାନଗରର କଳେବର ବଢୁଛି। ବିଭିନ୍ନ ସ୍ଥାନରେ ଲୋକଙ୍କଲାଗି ସୁନ୍ଦର ପାର୍କ ନିର୍ମାଣ ବି ହେଉଛି। ହେଲେ ଲୋକେ କିନ୍ତୁ ଏହାର ଫାଇଦା ପାଉନଥିବା ଦେଖିବାକୁ ମିଳିଛି।

  • Wednesday, 11 October 2023
Man returns to village after 50 years in Ganjam
ସହିପାରିଲେନି ସାବତ ମାଆର ଯନ୍ତ୍ରଣା, ୧୩ ବର୍ଷ ବୟସରୁ ଗାଁକୁ ଅଲ୍‌ବିଦା କହିଥିଲେ...

ସହିପାରିଲେନି ସାବତ ମାଆର ଯନ୍ତ୍ରଣା। ୧୩ ବର୍ଷ ବୟସରୁ ଗାଁକୁ ଅଲ୍‌ବିଦା କହିଥିଲେ ଯେ ୬୩ ବର୍ଷ ବୟସରେ ଫେରିଲେ...

High-tech device to curb cellphone use by prisoners in Berhampur circle jail
ଅନ୍ତେବାସୀ ସାବଧାନ! ଜେଲ ଭିତରେ ମୋବାଇଲ ଥିଲେ ଧରାପକାଇବ ମେସିନ୍

ନନ ଲିନିୟର ଜଙ୍କସନ ଡିଟେକ୍ଟର-NLJD ଧରା ପକାଇଦେବ, ମୋବାଇଲ ବନ୍ଦ ଥିଲେ ବି ମେସିନରେ ଧରାପଡିଯିବ

bank
ରାଗିଗଲେ ଗ୍ରାହକ, ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଫାଟକ ଆଗରେ ଉଡ଼ିଲା ଟଙ୍କା

ବ୍ୟାଙ୍କରେ ଚିରାଫଟା ନୋଟ୍ ବଦଳାଇ ନହେବାରୁ ଉଡ଼ାଇଲେ

  • Wednesday, 11 October 2023
  • RBI
Israel Palestine Conflict
ଇସ୍ରାଏଲରେ ଫସି ରହିଛନ୍ତି ୫୦ ଓଡ଼ିଆ ଛାତ୍ରଛାତ୍ରୀ

ଇସ୍ରାଏଲ-ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ । ଫସି ରହିଛନ୍ତି ୫୦ ଓଡ଼ିଆ ଛାତ୍ରଛାତ୍ରୀ । ଯୁଦ୍ଧ ଯୋଗୁ କେହି ଘରୁ ବାହାରୁନାହାନ୍ତି । ଯୁଦ୍ଧ ସାଇରନ ବାଜିଲେ ବଙ୍କର ଭିତରକୁ ଯାଉଛନ୍ତି ଲୋକେ ।

Urban Market
ଉଦଘାଟନକୁ ମାସେ ପୁରିଲା, ଖୋଲୁନି ଅର୍ବାନ ହାଟ

କଟକ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଥମିବାର ନା ଧରୁନି। ପିଣ୍ଡି ଆବଣ୍ଟନକୁ ନେଇ ବିବାଦ ବଢିବାରୁ ହାଟ ଖୋଲିପାରୁନି । ଦେଖନ୍ତୁ ଉଦଘାଟନ ପରେ କେମିତି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ହାଟ ।

Dress Code for Srimandira
ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିଥିବା ଭକ୍ତଙ୍କୁ ହିଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ

ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିଥିବା ଭକ୍ତଙ୍କୁ ହିଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ। ଆସନ୍ତା ନୂଆବର୍ଷରୁ ଲାଗୁ ହେବାକୁ ଯାଉଥିବା ଏ ନୂଆ ନିୟମକୁ ନେଇ ଭକ୍ତ ମହଲରେ ଚର୍ଚ୍ଚା। ମାର୍ଜିତ ପୋଷାକ ପରିଧାନ କରି ଜଗନ୍ନାଥ ଦର୍ଶନକୁ ଭକ୍ତ ସ୍ବାଗତ ତ କରିଛନ୍ତି ହେଲେ ଶାଳୀନ ପୋଷାକର ସଜ୍ଞା ଏବଂ ଏହାର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ

World Mental Health Day
ବଢ଼ୁଛି ମାନସିକ ଅସୁସ୍ଥତା !

କର୍ମକ୍ଷେତ୍ର ହେଉ କି ପାଠ ପଢ଼ା, ସବୁଠି ବଢୁଛି ଟେନସନ୍ । ବିସ୍ଫୋରକ ରୂପ ନେଲାଣି ବାର ଆଡ଼ର ମାନସିକ ଚାପ । କୋଭିଡ୍ ପରେ ଉପରମୁହାଁ ମାନସିକ ରୋଗୀଙ୍କ ସଂଖ୍ୟା । ମାନସିକ ରୋଗୀଙ୍କ ସଂଖ୍ୟାକୁ ନେଇ ବଢୁଛି ଉଦବେଗ

Croplands Destroyed
ଆଖି ଆଗରେ ପଚିଗଲା ହାଡ଼ଭଙ୍ଗା ପରିଶ୍ରମ, ପଚ ପଚ କାଦୁଅରେ ସଢୁଛି ଫସଲ

ଚଳିତବର୍ଷ ଖରିଫ୍ ଋତୁରେ ଜଗତସିଂହପୁର ଜିଲ୍ଳାରେ ୮୬ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ କରାଯାଇଛି । ଗତ ସେପ୍ଟେମ୍ବର ମାସରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଶହ ଶହ ହେକ୍ଟର ଚାଷଜମିରେ ପାଣି ଜମି ଫସଲ ହାନି ହୋଇଥିଲା ।