ଗଠନ ହେଲା କନସିଲିଏସନ୍ ଆଣ୍ଡ ଡିସପ୍ୟୁଟ୍ ରିଜୋଲ୍ୟୁସନ୍ ସେଲ୍ । ସ୍ୱାଗତ କଲା ବିଲଡର୍ ସଂଘ, କାର୍ଯ୍ୟଦକ୍ଷତାକୁ ନେଇ ବିଶେଷଜ୍ଞଙ୍କ ପ୍ରଶ୍ନ ।
ସୁରୁଖୁରୁରେ ସବୁ କାର୍ଯ୍ୟ ସମ୍ପାଦନ ପାଇଁ ବ୍ୟବସ୍ଥା ହୋଇଛି ବୋଲି DGP କହିଛନ୍ତି ।
ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କୁ ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ବୋଲି କୁହାଯାଏ। ଏକାଧାରରେ ସେ ସାହିତ୍ୟିକ, ଅଭିନେତା, ରଥ ମିସ୍ତ୍ରୀ, ବାସ୍ତୁବିତ. ଛଉ କଳାକାର ଥିଲେ।
ସାତକୋଶିଆରେ ବଢ଼ିଲା କୁମ୍ଭୀର ସଂଖ୍ୟା ସାତକୋଶିଆରେ ପକ୍ଷୀ ସଂଖ୍ୟା ହ୍ରାସ ପାଇଛି
ବଡମ୍ବାର କଙ୍କଡ଼ାଯୋଡି ଗାଁରେ ବି ବିରୋଧ । ବିରୋଧ କଲେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ।
ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରତିଦିନ ନୀଳଗିରିରୁ ବାଲେଶ୍ବର ଟ୍ରେନ ୩ ଥର ଚାଲିବ ।
TV 9 ନେଟୱର୍କର ଏମଡି ବରୁଣ ଦାସ ପ୍ରମୁଖ ସାମିଲ ହେବେ । ଯୋଗଗୁରୁ ବାବା ରାମଦେବ ବି ଆଜିର କାର୍ଯ୍ୟକ୍ରମରେ ଯୋଗଦେବେ ।
ପାହାଡ଼ ଆଢ଼ୁଆଳରେ ରହି ଗୁଳି ମାଡ କରିଥିଲେ ଆତଙ୍କୀ । ସେନାର କଡ଼ା ଜବାବ ପରେ ପଛ ଘୁଞ୍ଚା ଦେଲେ ଆତଙ୍କବାଦୀ ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୋଟିସ କଲା ସ୍ୱାସ୍ଥ୍ୟ ବିଭାଗ ।
ପଦ୍ମନାଭପୁର ସ୍କୁଲରେ ଅଭିଭାବକଙ୍କ ହୋହଲ୍ଲା, ଧାରଣା ଦେଲେ । ଆସନ୍ତାକାଲି ପରିବାର ଥାନାରେ ଅଭିଯୋଗ କରିବାକୁ ନିଷ୍ପତ୍ତ ।
କ୍ରୀଡ଼ା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି । କାର୍ଯ୍ୟକ୍ରମରେ ପ୍ରତିଭା ପ୍ରଦର୍ଶନ କଲେ ଓଟିଭି କର୍ମଚାରୀ ।
ଅଣ୍ଡା ପାଇଁ ସରକାର ଦେଉଥିବା ଟଙ୍କା ପର୍ଯ୍ୟାପ୍ତ ହେଉନି କହିଲେ ଅଙ୍ଗନୱାଡ଼ି କର୍ମୀ ।
ଗତ ମାସେ ହେଲା ଭୀମସାରରେ ଚିକିତ୍ସାଧୀନ ରହିଥିଲା ବିଜୟିନୀ । ଗତ ମାସ ୧୨ରେ ଲାରିପାଲି ନିକଟରେ ବୋରୱେଲରୁ ଉଦ୍ଧାର ହୋଇଥିଲା ଏହି ଶିଶୁକନ୍ୟା ।
ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୩୪୩ ଥିବା ବେଳେ ଅନୁଗୁଳରେ ରହିଛି ୩୫୭ ।
ଉଭୟ ସେନା ଓ ବେସାମରିକ ବିମାନ ଚଳାଚଳ କରିବ । ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ।
ଆଜି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁସାରେ ଅତି ସାଙ୍ଘାତିକ ସ୍ଥିତିରେ ଦେଶର ୧୬ଟି ସହର ଥିବା ବେଳେ, ଏଥିରେ ଓଡ଼ିଶାର ୬ ସହର ରହିଛି ।
ପରିକ୍ରମା ପ୍ରକଳ୍ପ ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ । ନିମନ୍ତ୍ରଣ ପାଇଥିବା କହିଲେ ପୁରୀ ଶଙ୍କରାଚାର୍ଯ୍ୟ ।
କଙ୍ଗୋରେ ଫସିଥିଲା ଆଳି ମାନପୁର ଗାଁର ଦିବାକର ଜେନାଙ୍କ ମୃତଦେହ । ପାଣି ପାଇପ ମିସ୍ତ୍ରୀ ଭାବେ କାମକରୁଥିଲେ ଦିବାକର ।
ମଣ୍ଡିକୁ ଆସୁନି ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଧାନ । କେଉଁଠି କଟନୀ ଛଟନୀ, କେଉଁଠି ବିଳମ୍ବରେ ଖୋଲିଛି ମଣ୍ଡି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା । ସ୍ଥାନୀୟ ବିଧାୟକଙ୍କ ବିରୋଧରେ ନାରାବାଜି ।
କୋରାପୁଟର କଳାଜିରା ଚାଉଳକୁ ଚିହ୍ନିବେ ସମସ୍ତେ । ଢେଙ୍କାନାଳର ମଗଜି ଲଡ଼ୁ ଏବେ ଜାତୀୟ ସ୍ତରରେ ପରିଚିତ ।
ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ । ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ ।
ତୀବ୍ର ହେଉଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଯାହାର ପ୍ରଭାବ ସିଧାସଳଖ ପଡ଼ିଛି ଜୀବନଯାତ୍ରା ଉପରେ। କ୍ଷୀର ଯୋଗାଣଠୁ ଆରମ୍ଭ କରି ଯାତ୍ରୀ ସେବା ଯାଏଁ ରାଜ୍ୟରେ ସବୁ କିଛି ଠପ୍।
ପ୍ରଥମ ଥର ପାଇଁ ହର୍ଣ୍ଣ ବଜାଇ ଛୁକୁ ଛୁକୁ କରି ଦଶପଲ୍ଲାରୁ ଗଡ଼ିଛି ରେଳ।
ରାଜ୍ୟରେ ଚାଲିଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ଏବେ ସ୍ଥଗିତ ରଖାଯାଇଛି।