• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Tours And Travels
ଆଶ୍ଚର୍ଯ୍ୟ ! ମାତ୍ର ୧୦ ବର୍ଷ ବୟସରେ ୫୦ ଦେଶ ବୁଲିଲେଣି, ଦିନେ ବି ସ୍କୁଲ ବନ୍ଦ କରିନାହାନ୍ତି

ବଡ଼ ଆଶ୍ଚର୍ଯ୍ୟର କଥା ହେଲା, ଆଦିତି ୧୦ ବର୍ଷର ହୋଇଥିବା ବେଳେ ୫୦ ଦେଶ ବୁଲିବା ସହ ଗୋଟିଏ ବି ଦିନ ସେ ତାଙ୍କର ସ୍କୁଲ ମିସ୍‌ କରି ନାହାନ୍ତି  ।

  • Saturday, 22 July 2023
VK Pandian’s
ପାଣ୍ଡିଆନ୍‌ଙ୍କ ଗସ୍ତ ପାଇଁ ୩୦ ମିନିଟ୍‌ ଫସିଲା ଆମ୍ବୁଲାନ୍ସ...ଅସନ୍ତୋଷ ଝାଡିଲେ ଲୋକେ

୫-ଟି ସଚିବଙ୍କ ଗସ୍ତ ପାଇଁ ବନ୍ଦ ହୋଇଗଲା ଗାଡ଼ି । ଏତିକିବେଳେ ସାଇରନ୍‌ ଦେଇ ମାଡି ଆସିଲା ୧୦୮ ଆମ୍ବୁଲାନ୍ସ...ଯେତେ ଚେଷ୍ଟା କଲେ ବି ଆଗକୁ ବଢିପାରୁନଥିଲା ଗାଡ଼ି । ଲୋକେ କହିଲେ, ସଚିବଙ୍କ ଲାଗି କାହିଁକି ବନ୍ଦ ହେବ ଟ୍ରାଫିକ୍‌?

Former Odisha MLA's son sells eggs
ବାପା ଥିଲେ ବିଧାୟକ; ଏବେ ପୁଅ ବିକୁଛନ୍ତି ଅଣ୍ତା

ଅଣ୍ଡା ବିକୁଛନ୍ତି ପୂର୍ବତନ ବିଧାୟକଙ୍କ ପୁଅ । ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଜଣେ ଲୋକପ୍ରିୟ ନେତାଙ୍କ ପରିବାର ।

Mahanadi
ବଢୁଛି ହୀରାକୁଦ ଜଳସ୍ତର ! ପ୍ରବେଶ କରୁଛି ୧,୩୬,୮୮୮ କ୍ୟୁସେକ ଜଳ

ବର୍ଷା ବଢ଼ିଲେ କେତୋଟି ଗେଟ୍ ଖୋଲାଯିବ ସେ ସମ୍ପର୍କରେ ସେହିଦିନ ହିଁ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Marriage
ଅଜବ ଘଟଣା ! ଭୁଲ୍‌ରେ ଶ୍ୱଶୁରଙ୍କୁ ବାହା ହୋଇଗଲେ ମହିଳା

ଅଷ୍ଟ୍ରେଲିଆର ଜଣେ ମହିଳା ଏବେ ଖୁବ୍‌ ଚର୍ଚ୍ଚାରେ । ତାଙ୍କୁ ନେଇ ଏବେ ଢ଼େର ଆଲୋଚନା । କାରଣ ତାଙ୍କ ବିବାହ ଉତ୍ସବ ବେଳେ ଘଟିଯାଇଛି ଏମିତି ଏକ ଘଟଣା ଯାହା ନିହାତି ଭାବେ ଏକ ଚର୍ଚ୍ଚାର ବିଷୟ ।

  • Friday, 21 July 2023
Human market
ରାତି ପାହିଲେ ବସୁଛି ମଣିଷ ହାଟ...ହେଲେ ବସିବାକୁ ଜାଗା ନାହିଁ...

ଏମାନେ ସମସ୍ତେ ମଜୁରୀ ଖଟିଲେ ପରିବାର ଚଳେ । ନଖଟିଲେ ଉପବାସରେ ଦିନ କଟେ । କାମ ଖୋଜିବାକୁ ସକାଳ ହେଲେ ଏଇ ଛକରେ ଆସି ଜାମ୍‌ କରନ୍ତି..କିନ୍ତୁ ବସିବାକୁ ଜାଗା ନାହିଁ କି ବ୍ୟବସ୍ଥା କିଛି ହୋଇନି।

  • Friday, 21 July 2023
Ramadevi University
ରମାଦେବୀ କର୍ତ୍ତୃପକ୍ଷଙ୍କ ଅଜବ ନିୟମ ! ପରୀକ୍ଷାର୍ଥୀ ଯିଏ ପରୀକ୍ଷା ନିୟନ୍ତ୍ରକ ସିଏ...

ପିଏଚ୍‌ଡି ଲାଗି କର୍ତ୍ତୃପକ୍ଷ ଚକ୍ରାନ୍ତ ଚଲାଇଥିବା ଅଭିଯୋଗ । ଆରଟିଆଇରୁ ଆସିଲା ସାଙ୍ଘାତିକ ତଥ୍ୟ ।

Puri Baliapanda Dumping Yard
NGTର କଡ଼ା ନିର୍ଦେଶ ! ଦୁଇ ବର୍ଷରେ ପୁରୀ ବଳିଆପଣ୍ଡାରୁ ସଫା କର ଅଳିଆ ଗଦା...

ଦୁଇ ବର୍ଷ ମଧ୍ୟରେ ଅଳିଆ ଗଦା ହଟାଇବାକୁ ନିର୍ଦ୍ଦେଶ । ୨୦୨୫ ଡିସେମ୍ବର ୩୧ ସୁଦ୍ଧା ଅଳିଆ ଗଦା ହଟାଅ: NGT ।

Kendrapara school
ସ୍କୁଲରେ ଶିକ୍ଷକ ନାହାନ୍ତି...ବୋଲବମ୍‌ ଗଲେ ପିଲା ଧୁମ୍‌ ନାଚୁଛନ୍ତି

ବିଚିତ୍ର ଶିକ୍ଷା ବ୍ୟବସ୍ଥା । ୮ଟି ଶ୍ରେଣୀକୁ ମାତ୍ର ୨ ଜଣ ଶିକ୍ଷକ...ପୁଣି ଦୁଇଟି କ୍ଲାସ୍‌ରେ ବସି ପଢୁଛନ୍ତି ପୂରା ଶ୍ରେଣୀର ପିଲା । ପାଠ ପଢା ହେଉନଥିବାରୁ ବୋଲବମ୍‌ ଗଲେ ବି ପିଲାଏ କରୁଛନ୍ତି ଡ୍ୟାନ୍ସ

  • Friday, 21 July 2023
Odisha sarpanch
ପ୍ରଶାସନ ଅନାଇଲାନି...ସରପଂଚ କିଣିଦେଲେ ଡଙ୍ଗା

୨ ମାସ ହେଲାଣି ଡଙ୍ଗା ନଥିଲା...ବଡ ହିନସ୍ତା ହେଉଥିଲେ ଲୋକେ...ପ୍ରଶାସନକୁ ଗୁହାରି କରିବା ପରେ ବି କେହି ଶୁଣିଲେନି । ସମସ୍ୟା ସୁଧାରିବାକୁ ଅଣ୍ଟା ଭିଡିଲେ ସରପଂଚ, ନିଜସ୍ୱ ଟଙ୍କାରେ କିଣିଦେଲେ ଡଙ୍ଗା । ଏବେ ହୁଳହୁଳି ପକାଇ ସ୍ୱାଗତ କଲେ ଲୋକେ

  • Thursday, 20 July 2023
Employees LayOff
ସବୁଠୁ ଭଲ କାମ କରୁଥିବା କର୍ମଚାରୀ କମ୍ପାନୀରୁ ବିଦା ହେଲେ, ଜାଣନ୍ତୁ କାରଣ..

ବାକି କର୍ମଚାରୀଙ୍କୁ ଶିକ୍ଷା ଦେବା ପାଇଁ ସବୁଠୁ ଭଲ କାମ କରୁଥିବା କର୍ମଚାରୀକୁ କମ୍ପାନୀରେ ବାହାର କରି ଦିଆଯାଇଛି ।

Indian Railways announces meals for Rs 20 and 50 for General Coach passengers; IRCTC to supply food
Indian Railway: ଆସିଲା ଖୁସି ଖବର, ଏଣିକି ଟ୍ରେନ୍‌ରେ ଶସ୍ତାରେ ମିଳିବ ଖାଦ୍ୟ

ଖାଲି ଖାଦ୍ୟ ନୁହେଁ ଭଲ ପିଇବା ପାଣି ମଧ୍ୟ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।  

vegetable and poultry farming
ଇଞ୍ଜିନିୟରିଂ ପାଠ ପଢି କଲେନି ଚାକିରି..ଏବେ ଚାଷ କରି ଲକ୍ଷପତି

ବିଟେକ୍‌ ପଢିଛନ୍ତି...ଚାକିରି ପଛରେ କିନ୍ତୁ ଧାଇଁଲେନି । କେମିତି ନିଜେ କ୍ଷେତରେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବେ ସେହି ଚିନ୍ତା କଲେ । ବାସ୍‌...ଏବେ କୁକୁଡାଠୁ ଆରମ୍ଭ କରି ପୋଟଳ...ଯେମିତି ଫଳୁଛି ସେମିତି ରୋଜଗାର ବି ହେଉଛି

  • Thursday, 20 July 2023
Bridge Problem
ଭୋଟ୍‌ ବେଳକୁ ଆସୁଛ...ପୋଲ କରିବ କହୁଛ...ଆଉ କେତେଦିନ ଠକିବ?

ଶହଶହ ବର୍ଷ ହେଲାଣି...ଭଙ୍ଗାଦଦରା ଡଙ୍ଗାରେ ନଈ ପାର ହେଉଛନ୍ତି ଲୋକେ । ୩ ଥର ଡଙ୍ଗା ବୁଡିଲାଣି...ମାସକୁ ଥରେ ଦୁର୍ଘଟଣା ହେଉଛି । ପ୍ରଶାସନ ଖାଲି ପ୍ରତିଶ୍ରୁତି ଦେଉଛି, ନେତା କହୁଛନ୍ତି ଟେଣ୍ଡର ଚାଲିଛି । ସମୟ ଗଡୁଛି...ପୋଲ କିନ୍ତୁ ହେଉନି

LISA
ଓଟିଭି AI ଆଙ୍କର ଲିସାର ଗ୍ଲୋବାଲ୍ କ୍ରେଜ୍: ଜନ୍ମର ୧୫ ଦିନ ଭିତରେ ଫୁଲ୍ ଭାଇରାଲ୍

ଓଡ଼ିଶାରେ ଜନ୍ମ, ସାରା ବିଶ୍ୱରେ ଚର୍ଚ୍ଚା। ଖାଲି ଓଡ଼ିଆ, ହିନ୍ଦୀ, ବେଙ୍ଗଲୀ କି ଦକ୍ଷିଣ ଭାରତୀୟ ଗଣମାଧ୍ୟମ ନୁହେଁ; ଆମେରିକା, ବ୍ରିଟେନ୍, ଗ୍ରୀସ, ବାଂଲାଦେଶଠୁ ନେଇ ପାକିସ୍ତାନ ପର୍ଯ୍ୟନ୍ତ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ଖବରର ଶିରୋନାମା ପାଲଟିଛି ଓଟିଭିର AI ନ୍ୟୁଜ ଆଙ୍କର 'ଲିସା'। ସୋସିଆଲ ମିଡିଆକୁ ବି ଘାରିଛି 'ଲିସା' କ୍ରେଜ୍।

DOG
ଏବେ ସବୁଠି ବୁଲାକୁକୁରଙ୍କ ଡର

ଦିନକୁ ଦିନ ସହରରେ ବୁଲାକୁକୁରଙ୍କ ଦୌରାତ୍ମ୍ୟ ବଢ଼ୁଥିଲେ ବି ଏମାନଙ୍କୁ କାବୁ କରିବାରେ ସତେ ଯେମିତି ଫେଲ୍ ମାରିଛି ପ୍ରଶାସନ।

  • Wednesday, 19 July 2023
LISA
ଓଟିଭିର AI ଆଙ୍କର ଲିସାର ଗ୍ଲୋବାଲ୍ କ୍ରେଜ୍

ଲିସାକୁ ନେଇ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚାଲିଛି ଚର୍ଚ୍ଚା-ଆଲୋଚନା, ବଢ଼ିଛି ଉତ୍ସାହ ଓ ଉତ୍ସୁକତା।

Auto Driver Distributes Free Tomato
ଅଟୋ ଡ୍ରାଇଭରଙ୍କ ଅଜବ ସ୍କିମ୍‌ ! ମାଗଣାରେ ମିଳିବ ଟମାଟୋ, କିନ୍ତୁ ରହିଛି ଛୋଟିଆ ଟ୍ୱିଷ୍ଟ...

ଟମାଟୋ ମୂଲ୍ୟକୁ ନେଇ ଯେତିକି ଚର୍ଚ୍ଚା ହେଉଛି ଏହି ଅଟୋ ଡ୍ରାଇଭରଙ୍କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ।

  • Wednesday, 19 July 2023
Locals suffer due to poor road connectivity in Balasore
ଏ ବାଟରେ ଚାଲୁ ଚାଲୁ...ପାଦ ଖସେ, ଗୋଡ଼ ଭାଙ୍ଗେ

ଓଡ଼ିଶାର କୌଣସି ଦୁର୍ଗମ ଅଞ୍ଚଳ ନୁହେଁ ବରଂ ବାଲେଶ୍ୱର ଭଳି ଏକ ଅଗ୍ରଣୀ ଜିଲ୍ଲାର ସଦର ମହକୁମାଠାରୁ ମାତ୍ର 20 କିଲୋମିଟର ଦୂରରେ ଥିବା ଏହି ଗାଁକୁ ଯିବାକୁ ରାସ୍ତା ନାହିଁ...

  • Wednesday, 19 July 2023
Deomali
ଦେଓମାଳିରେ ନିର୍ମାଣକୁ ମନା,୨୬ ଏକର ଜଙ୍ଗଲ ଜମିରେ କଂକ୍ରିଟ ନିର୍ମାଣକୁ ବିରୋଧ

NGTରେ ମାମଲା ଦାୟର କରିଛି ୱାଇଲ୍ଡ ଲାଇଫ୍ ସୋସାଇଟି ଅଫ୍ ଓଡ଼ିଶା

Locals throng Deomali hills to enjoy monsoon
ମେଘ ସୁନ୍ଦରୀ ଦେଓମାଳିକୁ ଦେଉଛି ଚୁମ୍ବନ, ପ୍ରକୃତିର ଅପରୂପ ଶୋଭା

ମେଘ ସୁନ୍ଦରୀ ଦେଓମାଳିକୁ ଦେଉଛି ଚୁମ୍ବନ । ପ୍ରକୃତିର ଅପରୂପ ଶୋଭା ଦେଖି ବିମୋହିତ ପର୍ଯ୍ୟଟକ....

  • Wednesday, 19 July 2023
Poor Odisha
ରାଜ୍ୟରେ ଦାରିଦ୍ର୍ୟତା କମୁଛି ହେଲେ, ରାଜ୍ୟ ଅଧିକ ଗରିବ ହେଉଛି

ନୀତି ଆୟୋଗ ରିପୋର୍ଟ କହୁଛି, ଗତ ୫ ବର୍ଷରେ ଦେଶର ଦାରିଦ୍ର୍ୟ ହାର ୨୪.୮୫ । ପ୍ରତିଶତରୁ ଖସି ୧୪.୯୬ ପ୍ରତିଶତରେ ପହଞ୍ଚିଥିବା ବେଳେ ସାଢ଼େ ୧୩ କୋଟି ଲୋକ ।

Ram Mandir
ଏମିତି ତିଆରି ହୋଇଛି ରାମ ମନ୍ଦିର.. ଶକ୍ତଶାଳୀ ଭୂ-କମ୍ପ ବି କିଛି କ୍ଷତି କରିପାରିବନି !

ଏନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ।

Puri Srimandir
ଚାରି ଦ୍ୱାରରେ ଏଣ୍ଟ୍ରି ଅନୁମତି କେବେ ? ଅବଢ଼ା ପାଇଁ ବି ଓଳିଏ ଛିଡ଼ା ହେବାକୁ ପଡ଼ୁଛି ଲାଇନ୍‌ରେ...

ଡହଡହ ଖରା ହେଉ କି ଢୁ ଢୁ ବର୍ଷା। ଶ୍ରୀମନ୍ଦିର ଯିବାକୁ ନିଇତି ଦହଗଞ୍ଜ ହେଉଛନ୍ତି ପୁରୀ ବାସିନ୍ଦା, ବୟସ୍କ ଭକ୍ତ । କେବଳ ସିଂହଦ୍ୱାରକୁ ଛାଡ଼ି ଅନ୍ୟ କୌଣସି ଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ାଯାଉନଥିବାରୁ ତେଜୁଛି ଆନ୍ଦୋଳନ। ଏମିତିକି ଏଥିପାଇଁ ୧ଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିବାବେଳେ ଶୀଘ୍ର ଚାରିଦ୍ୱାର ନଖୋଲିଲେ ଆନ୍ଦୋଳନ ଜୋରଦାର କରିବାକୁ ସେବାୟତ ଓ ପୁରୀ ବାସିନ୍ଦା ଚେତାବନୀ ଦେଲେଣି।

Puri Srimandir
ଚାରି ଦ୍ୱାରରେ ଏଣ୍ଟ୍ରି ଅନୁମତି କେବେ ? ଅବଢ଼ା ପାଇଁ ବି ଓଳିଏ ଛିଡ଼ା ହେବାକୁ ପଡ଼ୁଛି ଲାଇନ୍‌ରେ...

ପୁରୀ ବାସିନ୍ଦାଙ୍କ କହିବାନୁସାରେ- ଏବେ ସମସ୍ତଙ୍କୁ କେବଳ ଗୋଟିଏ ବାଟ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଛଡ଼ାଯାଉଛି। ବାକି ତିନି ଦ୍ୱାରରେ ଲାଗିଛି କଟକଣା।