ନୂଆଦିଲ୍ଲୀ: ଦିଲ୍ଲୀରେ ବିକ୍ଷୋଭକାରୀ ଚାଷୀଙ୍କ ହତ୍ୟା ଷଡ଼ଯନ୍ତ୍ର ଘଟଣା ରୋଚକ ମୋଡ଼ ନେଇଛି। ଧରାପଡ଼ିଥିବା ଯୁବକ ଜଣ ନିଜ ବୟାନ ବଦଳାଇ ଚାଷୀଙ୍କ ଆଡ଼କୁ ତୀର ଛାଡ଼ିଛି। ବିକ୍ଷୋଭକାରୀ କୃଷକମାନେ ଯାହା କହିଥିଲେ, ଯେମିତି କହିଥିଲେ ମୁଁ ଗଣମାଧ୍ୟମକୁ ସେମିତି କହିଛି ବୋଲି ଯୁବକ କହିଛି। ଅଭିଯୋଗ ଅନୁସାରେ, ଚାଷୀଙ୍କୁ ହତ୍ୟା କରିବା ପାଇଁ ଯାଇଥିବା ଯୁବକକୁ ଧରିପକାଇଥିଲେ ଚାଷୀ। ଏହାପରେ ତାକୁ ମିଡିଆ ସାମ୍ନାରେ ହାଜର କରାଯାଇଥିଲା। ଯୋଜନା ମୁତବାକ ସେ କୃଷକଙ୍କୁ ହତ୍ୟା କରିବାକୁ […]
ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ କରୋନା ଟିକାକରଣ କରାଯାଉଥିବା ବେଳେ ଧୀରେ ଧୀରେ କରୋନା ସଂଖ୍ୟା କମିବାରେ ଲାଗିଛି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ ୨୪ ଘଣ୍ଟାରେ ଦେଶରେ ୧୪,୨୫୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ନୂଆ ସଂକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧.୦୬,୩୯,୬୮୪ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ତଥ୍ୟ ଦେଇଛି। ଅନ୍ୟପକ୍ଷରେ ଦିନକରେ ୧୫୨ ଜଣଙ୍କର କରୋନାରେ ମତ୍ୟୁ ହୋଇଛି। ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ କରୋନା […]
ରାମେଶ୍ୱରମ: ମଝି ଦରିଆରେ ନିଆଁ ହୁତ୍ ହୁତ୍ ହୋଇଛି ଜଳୁଛି। ନାଁ କାବୁ କରିହେଉଛି ନା ଆୟତ୍ତ କରିବାକୁ କେହି ସାହାସ କରିପାରୁଛନ୍ତି। ଏଭଳି କିଛି ଘଟଣା ଘଟିଛି ରାମେଶ୍ୱରମ୍ର ପାମ୍ବନ୍ ଉପକୂଳରେ। କାରଣ ଦରିଆ ବିତରେ ଜଳୁଛି ମତ୍ସଜୀବୀର ବୋଟ୍। ସମୁଦ୍ର ମଧ୍ୟରେ ବହୁ ସଂଖ୍ୟାରେ ମାଛ ଧରା ବୋଟ୍ ଥିବା ବେଳେ ଏଥିରୁ ଗୋଟିଏରେ ହଠାତ୍ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ଜାହାଜଟି ସେଠି ଜଳିବା ଆରମ୍ଭ କରିଥିଲା। Rameswaram: A boat […]
ନୂଆଦିଲ୍ଲୀ: ୭ ମାସ ହେଲା କୋମାରେ ଥିଲେ ବ୍ୟକ୍ତି। ହୋସ୍ ଆସିଲା ପରେ ଦେଖିଲା ବେଳକୁ ପାଖରେ ଗରିଫ କରିବାକୁ ବସିଛି ପୋଲିସ। କାରଣ ବ୍ୟକ୍ତିଙ୍କ ବିରୋଧରେ ଲାଗିଛି ପ୍ରେମିକାକୁ ହତ୍ୟା କରିବାର ଅଭିଯୋଗ। ନିଜେ ଯୁବକ ମଧ୍ୟ ଚତୁର୍ଥ ମହଲାରୁ ପଡ଼ିଯାଇଥିଲା। ଆଉ ସେହିଦିନ ଠାରୁ ଦୀର୍ଘ ୭ ମାସ ହେବ କୋମାରେ ଥିଲା। ଆଉ ଡାକ୍ତରଖାନାରେ ତାର ଚିକିତ୍ସା କରାଯାଉଥିଲା। ଦକ୍ଷିଣ ସିଡ୍ନୀରେ ରହୁଥିବା ଏହି ବ୍ୟକ୍ତି ଗତ ବର୍ଷ ଜୁନ୍ ମାସରୁ ନିଜ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ନୂଆ କୃଷି ଆଇନ୍କୁ ନେଇ ଦିଲ୍ଲୀ ବୋର୍ଡର ସିଙ୍ଘୁରରେ ଦୁଇ ମାସ ହେଲା ଚାଲିଛି କୃଷକ ଆନ୍ଦୋଳନ। ଚାଷୀ ଓ ସରକାରଙ୍କ ମଧ୍ୟରେ ଅନେକ ଥର ବୈଠକ ବସିଥିଲେ ମଧ୍ୟ ଏଯାଏ ନିଷ୍କର୍ସ ବାହାରିପାରି ନାହିଁ। କିନ୍ତୁ ଏହାରି ଭିତରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ୪ ଚାଷୀ ନେତାଙ୍କୁ ହତ୍ୟା କରିବାକୁ ଚୁକ୍ତି କରିଥିବା ମାସ୍କ ପିନ୍ଧା ଜଣେ ସନ୍ଦିଗ୍ଧକୁ ଧରିଛନ୍ତି ଚାଷୀ। ଆଗକୁ ଜାନୁଆରୀ […]
ନୂଆଦିଲ୍ଲୀ: ୧୯୭୪ ମସିହାରେ ରିଲିଜ୍ ହୋଇଥିଲା ସୁପର ହିଟ୍ ହିନ୍ଦୀ ଫିଲ୍ମ ‘ବେନାମ’। ଏହି ଚଳଚିତ୍ରରେ ଅଭିନୟ କରିଥିଲେ ମେଗା ଷ୍ଟାର ଅମିତାଭ ବଚ୍ଚନ, ମୈସୁମୀ ଚାଟାର୍ଜୀ ଓ ପ୍ରେମ ଚୋପ୍ରା। ଏହି ଫିଲ୍ମରେ ଗୋଟେ ଜବରଦସ୍ତ ଗୀତ ଥିଲା, ‘ୟାରା ଓ ୟାରା ଇସ୍କ ନେ ମାରା’ ଯାହାକୁ ଆଜି ବି ଅନେକ ଲୋକ ଗୁଣୁଗୁଣ ହୋଇ ଗାଆନ୍ତି, ଆଉ ଭବିଷ୍ୟତରେ ଗାଇବେ ମଧ୍ୟ। ହେଲେ ଏହି ଜବରଦସ୍ତ ଗୀତକୁ ଗାଇଥିବା ସେହି ଦାମ୍ଦାର ସ୍ୱର […]
ନୂଆଦିଲ୍ଲୀ: ଜୁନରେ କଂଗ୍ରେସକୁ ମିଳିବ ନୂଆ ହାଇକମାଣ୍ଡ। ଆଜି ଦିଲ୍ଲୀରେ ଅନୁଷ୍ଠିତ ଦଳର ଓ୍ୱାର୍କିଂ କମିଟି ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି। ୫ ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଦଳର ନୂଆ ସଭାପତି ନିର୍ବାଚନ ହେବ। ଆଜିର ଏ ବୈଠକରେ ଉପସ୍ଥିତ ଥିବା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ମୁକୁଲ ଓ୍ୱାସନିକ୍ ଓ ପି. ଚିଦାମ୍ବରମଙ୍କ ଭଳି ବରିଷ୍ଠ ନେତାମାନେ ତୁରନ୍ତ ଦଳର ସାଂଗଠନିକ ନିର୍ବାଚନ ସପକ୍ଷରେ ଯୁକ୍ତି କରିଥିଲେ। ତେବେ ଅଶୋକ […]
ଏକ ସପ୍ତାହ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶରେ ଟେଷ୍ଟ ପଜିଟିଭିଟି ହାର ୧.୬୮ ପ୍ରତିଶତ ଥିଲା । ତେବେ ସୋମବାର ପ୍ରକାଶିତ ତଥ୍ୟ ଅନୁସାରେ ଟେଷ୍ଟ ପଜିଟିଭିଟି ହାର ବୃଦ୍ଧି ପାଇ ୩.୪ ପ୍ରତିଶତରେ ପହଞ୍ଚିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ । ପଜିଟିଭିଟି ହାର ବୃଦ୍ଧି ପାଇବା ପରେ ଉଦବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ
ପୂର୍ବ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୧-୭ରେ ପରାଜିତ ହୋଇଥିଲା ଭାରତୀୟ ପୁରୁଷ ହକି ଦଳ । ତେବେ ଆଜି ଦଳ ପରାଜୟ ଭୁଳି ପୁନର୍ବାର ବିଜୟୀ ହୋଇଛି । ଭାରତୀୟ ପୁରୁଷ ହକି ଦଳ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରିଥିଲା ।
ତୃଣମୂଳ କଂଗ୍ରେସ ଦ୍ୱାରା ପ୍ରକାଶିତ ପାଞ୍ଚ ଦିନିଆ କାର୍ଯ୍ୟସୂଚୀ ଅନୁଯାୟୀ ମମତା ବାନାର୍ଜୀ ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ସେହିପରି ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଥିବା ସୂଚନା ମିଳିଛି ।
୨୦୨୦-୨୧ରେ କରୋନାର ପ୍ରଥମ ଲହରୀ ସମୟରେ ବିଭିନ୍ନ ସ୍ଥାନରେ ୧୩୦ କୋଟି ଟଙ୍କାର ଦାନ କରିଥିଲା ମ୍ୟାନ୍ କାଇଣ୍ଡ୍ ଫାର୍ମା । ଏଥି ମଧ୍ୟରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଦେଶର ବିଭିନ୍ନ ରାଜ୍ୟ ସରକାରଙ୍କୁ PPE କିଟ୍ ଏବଂ ଔଷଧ ମଧ୍ୟ ପ୍ରଦାନ କରିଯାଇଥିଲା ।
ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓ ରାଜ୍ୟ ନେତୃତ୍ୱ ମିଳିତ ଭାବେ ବୈଠକ କରି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି ବିଜେପି ଶୀର୍ଷ ନେତୃତ୍ୱ
ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ଭାରତୀୟ ବ୍ୟାଙ୍କଗୁଡ଼ିକର ବିଜୟ ହୋଇଥିବାରୁ ଏଣିକି ସାରା ବିଶ୍ୱରେ ଥିବା ମାଲ୍ୟାଙ୍କ ସମସ୍ତ ସଂପତ୍ତି ଜବତ ହୋଇପାରିବ। ସଂପତ୍ତି ଜବତ ଲାଗି ଭାରତୀୟ ବ୍ୟାଙ୍କଗୁଡ଼ିକୁ ଅନୁମତି ଦେଇଛନ୍ତି କୋର୍ଟ।
କରୋନା ପାଇଁ ଗତବର୍ଷ ଜେଇଇ ଆଡଭାନ୍ସରୁ ବଂଚିତ ପରୀକ୍ଷାର୍ଥୀମାନେ ମଧ୍ୟ ଏଥର ଏହି ପରୀକ୍ଷା ଦେଇପାରିବେ। ଜେଇଇ ଆଡଭାନ୍ସରେ କୃତକାର୍ଯ୍ୟ ପରୀକ୍ଷାର୍ଥୀ ଆଇଆଇଟି ବାଦ୍ ଆଇଜର, ଆଆଇଏସଟି ସମେତ ଅନ୍ୟ ପ୍ରତିଷ୍ଠିତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ପଢ଼ିବା ଲାଗି ସୁଯୋଗ ପାଇପାରିବେ।
ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହ କଥା ହୋଇଛନ୍ତି ଓ ଦରକାର ପଡ଼ିଲେ ମିଜୋରାମ ରାଜଧାନୀ ଆଇଜଲକୁ ନିଜେ ଯାଇ କଥା ହେବେ ବୋଲି କହିଛନ୍ତି। ତେବେ ଆସାମ ସରକାର ପ୍ରଥମେ, ସୀମାରୁ ପୋଲିସ ଫୋର୍ସ ସହ ଅସାମାଜିକ ତତ୍ୱଙ୍କୁ ଅପସାରଣ କରିବାକୁ ଦାବି କରିଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ।
ତେଣୁ କାଳବିଳମ୍ବ ନକରି ଯଥାଶୀଘ୍ର ଟିକାକରଣ କରାଯିବାକୁ କଂଗ୍ରେସ ଦାବି କରିଛି। ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ାକୁ କଂଗ୍ରେସ ସ୍ୱାଗତ କରୁଛି କିନ୍ତୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିରାପତ୍ତା ପ୍ରତି ସରକାର ଦୃଷ୍ଟି ଦେଇନାହାନ୍ତି ଯାହାକୁ ନେଇ କଂଗ୍ରେସ ଚିନ୍ତାବ୍ୟକ୍ତ କରୁଥିବା ଦଳୀୟ ନେତା କହିଛନ୍ତି।
କେବଳ ରାୟଗଡ଼ ଜିଲ୍ଲାରେ ୬୫ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି। ଆଉ ପୂରା ମହାରାଷ୍ଟ୍ରରେ ୧୫୦ ଲୋକଙ୍କ ଜୀବନ ଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଉଥିବା ବେଳେ ବେସରକାରୀ ହିସାବରେ ଏହାର ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ବରଂ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପାଖାପାଖି ୫୦ ଜଣ ଆହତ ମଧ୍ୟ ହୋଇଛନ୍ତି।
କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତ ହୋଇଥାଏ। ଏହା ଶରୀରରେ ଆଇରନର ଅଭାବକୁ ପୂରଣ କରିଥାଏ ଓ ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରିଥାଏ। ସେହିପରି ଦହି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଏଥିରେ ଥିବା ହିତକର ବ୍ୟାକ୍ଟେରିଆ ହଜମ ପ୍ରକ୍ରିୟାକୁ ଦୃଢ ରଖିବା ସହିତ ପେଟଜନିତ ସମସ୍ୟା ଦୂର କରେ।
ଭାରତୀୟ ସୁନାରୂପା ବଜାରରେ ଆଜି ଅର୍ଥାତ୍ ଜୁଲାଇ ୨୬, ୨୦୨୧ରେ ସୁନା ମୂଲ୍ୟରେ ଏକ ତୀବ୍ର ବୃଦ୍ଧି ଦେଖାଦେଇଛି। ଏହା ଦ୍ୱାରା ସୁନା ୧୦ ଗ୍ରାମ ପ୍ରତି ୪୬,୭୫୩ ଟଙ୍କାରେ ପହଞ୍ଚିଛି। ସେହିପରି ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।
ମୀରାବାଇ ଚାନୁଙ୍କ ରୌପ୍ୟ ପଦକ ହୋଇପାରେ ସ୍ୱର୍ଣ୍ଣ। ଏହାକୁ ନେଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ଭାରତର ୨୬ ବର୍ଷୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଶନିବାର ଟୋକିଓ ଅଲମ୍ପିକ୍ରେ ଭାରୋତ୍ତୋଳନରେ ଦେଶ ପାଇଁ ପ୍ରଥମ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି।
ଆମେରିକାର ୟୁଟାରେ ଧୂଳି ଝଡ କାରଣରୁ ୨୦ଟି ଗାଡି ପରସ୍ପର ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀ ସୂତ୍ର ମୁତାବକ ଧୂଳି ଝଡ ଯୋଗୁଁ ଲୋକମାନଙ୍କୁ ଦେଖିବାରେ ଅସୁବିଧା ହୋଇଥିଲା। ଫଳରେ ରାସ୍ତାରେ ଚାଲୁଥିବା କାର୍ଗୁଡିକ ପରସ୍ପର ଧକ୍କା ହୋଇଥିଲେ।
ଏସ୍ ନିଜଲିଙ୍ଗପ୍ପା (୧୯୬୨-୬୮),ଡ଼ି ଦେବରାଜ ଉର୍ସ (୧୭୭୨-୧୯୭୭) ଏବଂ ସିଦ୍ଧରମେୟା(୨୦୧୩-୨୦୧୮) ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମାନେ ସମସ୍ତେ କଂଗ୍ରେସର ନେତା ଥିଲେ କିନ୍ତୁ ଜେଡ଼ିଏସ୍ କିମ୍ବା ବିଜେପିର କୌଣସି ନେତା ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ନିଜର କାର୍ଯ୍ୟକାଳ ସମାପନ କରିନାହାନ୍ତି
ଏଠାରେ କହିରଖୁଛୁ ଯେ, ଉଷ୍ମ ହେବାରେ ଲାଗିଛି କର୍ଣ୍ଣାଟକ ରାଜନୀତି। ଆଜି ବିଧିବଦ୍ଧ ଭାବରେ ୟେଦ୍ୟୁରପ୍ପା ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କୁହାଯାଉଛି, ଏଥର ଜଣେ ଯୁବବର୍ଗଙ୍କ ହାତରେ ଦାୟିତ୍ୱ ଦିଆଯିବ। ବିଜେପି ଦଳର ରାଷ୍ଟ୍ର ନେତା ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ୍ ଶାହା ଆଜି ମୁଖ୍ୟମନ୍ତ୍ରୀ ପଦ ପାଇଁ ରୁଦ୍ଧଦ୍ୱାର ବୈଠକ କରୁଥିବା ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।
ଇସ୍ଲମାବାଦ: ଗୋଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ବନ୍ଦୀଥିବା କୁଳଭୂଷଣଙ୍କ ପାଇଁ ତୃତୀୟ କନ୍ସୁଲାର୍ ଆକ୍ସେସ୍ ଦେଇଛି ପାକିସ୍ତାନ। ବିନା ପାକିସ୍ତାନ କର୍ମଚାରୀରେ କୁଳଭୂଷଣକୁ କନସୁରାଲ ଆକ୍ସେସ୍ ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ। ତୃତୀୟ କନସୁଲାରରେ ସାକ୍ଷାତ ବେଳେ କୌଣସି ପାକିସ୍ତାନୀ କର୍ମଚାରୀ ରହିବେ ନାହିଁ ବୋଲି ପାକ୍ କହିଛି। ପାକିସ୍ତାନ ଗତକାଲି କୁଳଭୂଷଣ ପାଇଁ ଦ୍ୱିତୀୟଥର କନ୍ସୁଲାର ଅକ୍ସେସ୍ ଦେଇଥିଲା। କିନ୍ତୁ ମୁକ୍ତଭାବେ କନ୍ସୁଲାର ଦେଇନଥିବାରୁ ଆନ୍ତର୍ଜାତୀୟ ଟ୍ରିବ୍ୟୁନାଲର ରାୟକୁ ଉଲ୍ଲଂଘନ କରିଥିବା ଅଭିଯୋଗ […]
ନୂଆଦିଲ୍ଲୀ: ସୀମାରେ ଭାରତ ବିରୋଧରେ ଚାଇନାର ଆକ୍ରମଣାତ୍ମକ ମନୋଭାବକୁ ନେଇ ପ୍ରତିକ୍ରିୟ ରଖି ପୁଣିଥରେ ମୋଦି ସରକାରଙ୍କୁ ଦୋଷ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ତା ସହିତ ଦେଶର ଅର୍ଥନୀତି, ବିଦେଶନୀତି ଓ ପଡ଼ୋଶୀ ସହିତ ଭାରତର ସମ୍ପର୍କକୁ ନେଇ ସେ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ଏସମ୍ପର୍କିତ ଏକ ଭିଡିଓ ଜାରି କରି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ରାହୁଲ। ବିଗତ ୬ ବର୍ଷ ହେବା ଏସବୁ ନଷ୍ଟ ହୋଇଛି। ଯାହାର ପରିଣାମ ସ୍ୱରୂପ […]