ଗାନ୍ଧିନଗର: ଆୟ ଯେତେ ବଢ଼ୁଛି ମଣିଷ ସେତେ ଲୋଭି ହେଉଛି। ଲୋଭ ପୁଣି ଏମିତି ଯାହା ମଣିଷର ମଣିଷପଣିଆକୁ ମାରିଦେଉଛି। ଟଙ୍କା ପାଇଁ ମଣିଷ ଭୁଲିଯାଉଛି ମୋହ ମାୟା ଓ ମମତା। ଟଙ୍କା ତା ପାଇଁ ଏତେ ନିଜର ହୋଇଯାଉଛି ଯେ ୭ ଜନମର ସାଥୀକୁ ବି ହତ୍ୟା କରିବାକୁ ପଛାଉ ନାହିଁ ମଣିଷ। ଗୁଜରାଟର ବନସକଣ୍ଠା ଜିଲ୍ଲାରେ ଠିକ୍ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲା ପରେ ବୋଧ୍ହୁଏ ସମ୍ପର୍କ ଉପରେ ଭରସା ଉଠିଯିବ। […]
କୋଲକାତା: ପଶ୍ଚିମବଙ୍ଗରେ ଆଜି ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିଛି ଭାରତୀୟ ଜନତା ପାର୍ଟି ବା ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା (ଜେପି ନଡ୍ଡା) ଆଜି ବେଙ୍ଗଲ୍ରେ ପରିବର୍ତ୍ତନ ଯାତ୍ରା ଆରମ୍ଭ କରିଛନ୍ତି। ପରିବର୍ତ୍ତନ ଯାତ୍ରାକୁ ନେଇ ସେ ଉତ୍ସାହିତ ଓ ବେଙ୍ଗଲରେ ପରିବର୍ତ୍ତନର ସମୟ ଆସି ଯାଇଛି ବୋଲି କହିଛନ୍ତି ନଡ୍ଡା। ଏଥିସହିତ ବିଜେପି ଆୟୋଜିତ ରାଲିଗୁଡ଼ିକୁ ସମ୍ଭୋଧନ କରି ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ନଡ୍ଡା। ମମତା […]
ନୂଆଦିଲ୍ଲୀ: ଦେଶରେ ଧୀର ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ୨୪ ଘଣ୍ଟାରେ ଦେଶରେ ୧୧,୭୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୯୫ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶନିବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ ଦିନକରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୧୪,୩୦୪ ହୋଇଛି। ଅନ୍ୟପଟେ ୧୪,୪୮୮ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ […]
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍କୁ ମହଙ୍ଗାପଡ଼ିଲା ବ୍ୟବସାୟରେ ମନମାନି କରିବା। ନୂଆ ପ୍ରାଇଭେସ୍ ପଲିସି ଆଣିବା ପରେ ହ୍ୱାଟ୍ସଆପ୍ ଛାଡ଼ି ଗ୍ରାହକ ଏବେ ଟେଲିଗ୍ରାମ ମୁହାଁ ହୋଇଛନ୍ତି। ଧୀରେ ଧୀରେ ହ୍ୱାଟ୍ସଆପ୍ ବ୍ୟବସାୟରେ ଘାଟା ହେଉଥିବା ବେଳେ ଟେଲିଗ୍ରାମ ଲାଭ ହେଉଥିବା ଦେଖିବାକୁ ମିଳୁଛି। ଗ୍ରାହକ ଏବେ ହ୍ୱାଟ୍ସଆପ ଠାରୁ ମୁହଁ ଫେରାଇ ପ୍ଲେଷ୍ଟୋର୍ରୁ ଟେଲିଗ୍ରାମ ଆପ୍ ଇନ୍ଷ୍ଟଲ କରୁଛନ୍ତି। ସେନ୍ସର ଟାୱାରର ଅପ୍ଡେଟ୍ ରିପୋର୍ଟ ଅନୁସାରେ, ଟେଲିଗ୍ରାମକୁ ଗୁଗୁଲ ପ୍ଲେଷ୍ଟୋର୍ରେ ସର୍ବାଧିକ ଥର ଡାଉନ୍ଲୋଡ୍ କରାଯାଇଛି। ଗୁଗୁଲ ପ୍ଲେଷ୍ଟୋର […]
ନୂଆଦିଲ୍ଲୀ: ସରକାର ଯଦି ସମାଧାନ ନ ବାହାର କରନ୍ତି ତେବେ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ କୃଷକ ଆନ୍ଦୋଳନ ଚାଲିବ। ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି। ଆଜି ଦିଲ୍ଲୀ-ଉତ୍ତରପ୍ରଦେଶ ଗାଜି ବୋର୍ଡରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ। ସେ କହିଛନ୍ତି ଯେ ଚାପରେ ରହି ଆମେ କୌଣସି ଆଲୋଚନା କରିବାକୁ ଚାହୁଁନାହୁଁ। ନୂଆ କୃଷି ଆଇନ୍ […]
ନୂଆଦିଲ୍ଲୀ: ୨୦୨୧ ଆରମ୍ଭ ନ ହେଉଣୁ ଭାରତରେ ଅନେକ ଥର ଇଣ୍ଟରନେଟ୍ କନେକ୍ସନ କାଟ୍ର ଘଟଣା ଦେଖିବାକୁ ମିଳିଲାଣି। ଗତମାସରେ କେବଳ କୃଷକ ଆନ୍ଦୋଳନ ପାଇଁ ୫ ଟି ଇଣ୍ଟରନେଟ୍ କାଟ ଘଟଣା ଦେଖିବାକୁ ମିଳିଛି। ଇଣ୍ଟର୍ନେଟ୍ ଶଟ୍ଡାଉନ୍ ହେବା ଯୋଗୁ ସଂଯୋଗ ବିଚ୍ଛିନ୍ନ ହୋଇଛି। ଯାହା ଅନ୍ତର୍ଜାତୀୟ କ୍ଷେତ୍ରରେ ଦୃଷ୍ଟି ଆକର୍ଷଣ କରିଛି। ତେବେ ଇଣ୍ଟରନେଟ୍ ଶଟ୍ଡାଉନ୍ ଘଟଣା ଭାରତ ପାଇଁ ନୂଆ ନୁହେଁ। ପୂର୍ବରୁ ଅନେକ ଥର ଦେଶରେ ଇଣ୍ଟର୍ନେଟ୍ ଶଟ୍ଡାଉନ୍ ହୋଇଛି। ଏଥିପାଇଁ […]
ମୁମ୍ବାଇ: କୃଷକ ଆନ୍ଦୋଳନକୁ ନେଇ ବଲିଉଡ୍, ହଲିଉଡ୍ କିମ୍ବା କ୍ରୀଡ଼ା ଜଗତ ନିଜ ନିଜର ପ୍ରତିକ୍ରିୟା ଦେବା ପରେ ଏହି ବିଷୟରେ ନିଜର ମତ ରଖିଛନ୍ତି ବଲିଉଡ୍ ଦବଙ୍ଗ ଖାନ ସଲମାନ ଖାନ। ଗୁରୁବାର ଏକ ମ୍ୟୁଜିକ ରିୟାଲିଟି ଶୋ’ର ଲଞ୍ଚ ଇଭେଣ୍ଟ ଯୋଗ ଦେବା ବେଳେ ସଲମାନଙ୍କୁ କୃଷକ ଆନ୍ଦୋଳନ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ଦେଇ ସଲମାନ କହିଥିଲେ ଯାହା ଠିକ୍ ତାହା ହେବା ଉଚିତ୍। ଗୁରୁବାର ମୁମ୍ବାଇର ଏକ ମ୍ୟୁଜିକ୍ ଶୋ’ […]
କେନ୍ଦ୍ର ସରକାରଙ୍କର ଡିଜିଟାଲ ଇଣ୍ଡିଆ ଅଭିଯାନ ପରେ ଡିଜିଟାଲ୍ ପେମେଣ୍ଟ ଅଧିକ ବଢ଼ିଯାଇଛି। ତେଣୁ କାହାକୁ ପେମେଣ୍ଟ କଲେ QR କୋଡ୍ର ବ୍ୟବହାର କରିବାକୁ ପଡୁଛି। ପେଟ୍ରୋଲ ପମ୍ପ ହେଉ କିମ୍ବା ଛୋଟ ଦୋକାନ, ଯେଉଁଠି ଯାହା କିଣିଲେ ସେଇଠି QR କୋଡ୍ ମାଧ୍ୟମରେ ପେମେଣ୍ଟ କଲେ। କିନ୍ତୁ ଦୁଃଖର କଥା ହେଲା ଟେକ୍ନୋଲୋଜି ଯେତେ ଆଗେଇଲା ଠକମାନେ ବି ସେତେ ଚାଲାକ ହେଲେ। ଠକାମୀର ବିଭିନ୍ନ ଫନ୍ଦା ବାହାର କଲେ। QR କୋଡ୍ରେ ବି ଠକେଇ […]
ମୁମ୍ବାଇ: ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିଦାଦ ଘେରକୁ ଆସିଛନ୍ତି ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ। ଏଥିପାଇଁ ସୋସିଆଲ୍ ମିଡିଆରେ କଡ଼ା ସମାଲୋଚନାର ଶିକାର ହେବା ପରେ ଶେଷରେ ବାଧ୍ୟ ହୋଇ କଙ୍ଗନାଙ୍କ ଟ୍ୱିଟ୍କୁ ଡିଲିଟ୍ କରିଛି ଟ୍ୱିଟର। ତା ସହିତ ତାଙ୍କ ଆକାଉଣ୍ଟ ବ୍ୟାନ୍ କରିବାକୁ ମଧ୍ୟ ଟ୍ୱିଟର ଚେତାବାନୀ ଦେଇଛି। ଏନେଇ ସୂଚନା ଦେଇଛନ୍ତି ନିଜେ କଙ୍ଗନା ରାଣାୱତ। ଗୁରବାର ରାତିରେ ଏନେଇ ଟ୍ୱିଟ୍ କରି କଙ୍ଗନା […]
ନୂଆଦିଲ୍ଲୀ: ଷ୍ଟାଣ୍ଡଅପ୍ କମେଡିଆନ୍ ମୁନ।ୱର ଫାରୁକିଙ୍କୁ ମିଳିଲା ବେଲ୍। ଗିରଫ ପୂର୍ବରୁ ନୋଟିସରେ ଥିବା ନିୟମ ପାଳନ କରାଯାଇ ନାହିଁ ବୋଲି କହି ଫାରୁକିଙ୍କୁ ବେଲ୍ ଦେଇଛନ୍ତି ସୁପ୍ରିମକୋର୍ଟ। ତା ସହିତ ତାଙ୍କ ବିରୋଧରେ ହୋଇଥିବା ଏଫ୍ଆଇଆର୍ରେ ସ୍ପଷ୍ଟଟତା ନଥିବା ମଧ୍ୟ କୋର୍ଟ କହିଛନ୍ତି। ନିୟମ ଅନୁସାରେ ତାଙ୍କୁ ଗିରଫ କରାଯାଇ ନାହିଁ ବୋଲି ଅଭିଯୋଗ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଫାରୁକି। ଯାହାର ଶୁଣାଣି କରି ଏପରି ରାୟ ଦେଇଛନ୍ତି କୋର୍ଟ। ଇନ୍ଦୋରର ଏକ କାଫେରେ […]
ନୂଆଦିଲ୍ଲୀ: ଭାରତର ଚାଷୀ ଆନ୍ଦଳନକୁ ସମର୍ଥନ କରି ସ୍ୱିଡେନ୍ର ୧୮ ବର୍ଷିୟା ପରିବେଶବିତ୍ ଗ୍ରେଟା ଥନବର୍ଗ ଆନ୍ଦୋଳନ ସମ୍ପର୍କିତ ଏକ ଟୁଲ୍କିଟ୍ ଶେୟାର କରିବା ପରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ। ଏ ନେଇ ଦିଲ୍ଲୀ ପୋଲିସ ସ୍ପେଶାଲ କମିଶନର ପ୍ରବୀର ରଂଜନ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଟୁଲକିଟ୍ ଟୁଇଟ୍ ଜରିଆରେ ବିଷମଞ୍ଜି ବୁଣା ଯାଇଥିବା ଦିଲ୍ଲୀ ପୋଲିସ କହିଥିବା ବେଳେ ଏନେଇ ଦିଲ୍ଲୀ ସାଇବର ପୋଲିସ ପକ୍ଷରୁ ମାମଲାର ଯାଞ୍ଚ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାଣ୍ଡବ ରଚୁଥିବା ବେଳେ ଏବେ ବିଶ୍ୱକୁ ଘାରିଛି ଆଉ ଏକ ଭୟଙ୍କର ମହାମାରୀର ଚିନ୍ତା। ଏହି ମହମାରୀ ବ୍ଲାକ୍ ଡେଥ୍ ଠାରୁ ଅଧିକ ଜୀବନ ନେଇପାରେ ବୋଲି କହିଲେଣି ବୈଜ୍ଞାନିକ। ‘ଫଙ୍ଗସ୍’ ଭଳି ଏହି ମାରାତ୍ମକ ଇଷ୍ଟ ବା କବକ ଆଉ ଏକ ବିଶ୍ୱ ମହାମାରୀ ସୃଷ୍ଟି କରିପାରେ। ତେଣୁ ଏଥିପାଇଁ ଆଜିଠାରୁ ଲୋକମାନେ ସତର୍କ ହେବା ଆବଶ୍ୟକ। ଆଗକୁ ‘ବ୍ଲାକ୍ ଡେଥ୍’ ଠାରୁ ଏହା ଆହୁରି ଭୟଙ୍କର ହେବ ବୋଲି […]
ନୂଆଦିଲ୍ଲୀ: ଆଜି ୨୦୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜିର ବଜେଟ୍ରେ କେତେକ ଜିନିଷର ଆମଦାନୀ ଶୁଳ୍କ କମାଇଯାଇଛି ଓ ବଢ଼ାଯାଇଛି। କେତେ କ୍ଷତ୍ରରେ ନୂଆ ପଦକ୍ଷେପ ନିଆଯାଇଥିବା ବେଳେ ପୁରୁଣା ଯାନବାହାନ ନେଇ ହଟାଇବାକୁ ପଦକ୍ଷେପ ନେଇଛନ୍ତି ସରକାର। ତେବେ ଆଜିର ବଜେଟ୍ ଉପସ୍ଥାପନ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଜେଟ୍କୁ ସ୍ୱାଗତ କରି ଏହାକୁ ମହତ୍ୱପୂର୍ଣ୍ଣ କହିବା ସହିତ ଏହା ସବୁ ବର୍ଗଙ୍କ […]
୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍। ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଆରମ୍ଭରୁ କରୋନା ସ୍ଥିତି ଓ ଓ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା। ତା ସହିତ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହିତ ଭ୍ୟାକ୍ସିନ ସମ୍ପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ଚଳିତ ବଜେଟ୍ରେ ୬ଟି ସ୍ତମ୍ବ ଉପରେ ପ୍ରସ୍ତାବ ଦିଆଯାଇଛି। ଚଳିତ ବଜେଟ୍ରେ ଅନେକ […]
ରାସ୍ତା ନିର୍ମାଣରେ ଅନେକ ଥର ଗୁଣବତ୍ତାକୁ ନେଇ ଅନେକ ସମୟରେ ଅଭିଯୋଗ ଶୁଣିବାକୁ ମିଳେ । ନିର୍ମାଣକାରୀ ସଂସ୍ଥା ଗୁଣବତ୍ତା ଉପରେ ନଜର ରଖିଲେ ସୁଦ୍ଧା କୌଣସି ସୁଫଳ ମିଳେ ନାହିଁ । କେତେବେଳେ ରାସ୍ତା ନିର୍ମାଣ ସରୁ ସୁରୁ ପିଚୁ ଉଠିଯାଏ ପୁଣି ଆଉ କେତେବେଳେ ଅନିୟମିତତା ଦେଖିବାକୁ ମିଳିଥାଏ ।
ନୂଆଦିଲ୍ଲୀ: ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍। ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଆରମ୍ଭରୁ କରୋନା ସ୍ଥିତି ଓ ଓ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା। ତା ସହିତ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହିତ ଭ୍ୟାକ୍ସିନ ସମ୍ପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ଚଳିତ ବଜେଟ୍ରେ ୬ଟି ସ୍ତମ୍ବ ଉପରେ ପ୍ରସ୍ତାବ ଦିଆଯାଇଛି। ୧. ୨୦୨୧ […]
ନୂଆଦିଲ୍ଲୀ: ଇନ୍ସୁରାନ୍ସ ସେକ୍ଟରରେ ସିଧାସଳଖ ବିଦେଶୀ ପୁଞ୍ଜି ନିବେଶ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକରା। ଫରେନ୍ ଡାଇରେକ୍ଟ ଇନ୍ଭେଷ୍ଟମେଣ୍ଟ (FDI) ପୁଞ୍ଜି ନିବେଶ ସୀମାକୁ ୭୪ ପ୍ରତିସତ ପର୍ଯ୍ୟନ୍ତ ବଢ଼ାଯାଇଛି। ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି। ପ୍ରଥମ ପେପର୍ ଲେସ୍ ବଜେଟ୍ରେ ସମସ୍ତ ଆର୍ଥିକ ଉତ୍ପାଦନ ଅନୁସାରେ ସମସ୍ତ ପୁଞ୍ଜି ନିବେଶକାରୀଙ୍କ ଅଧିକାରୀକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯାଇଛି। ଏଥିରେ ଅର୍ଥମନ୍ତ୍ରୀ ଇନ୍ସୁରାନ୍ସ […]
ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବଜେଟ୍ର ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସ୍କ୍ରାପ୍ ପଲିସି ତ୍ୱରାନ୍ୱିତ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାଦ୍ୱାରା ପ୍ରଦୂଷଣ ମୁକ୍ତ ହେବା ସହିତ ଇନ୍ଧନ ସଞ୍ଚୟ ମଧ୍ୟ ହୋଇପାରିବ ବୋଲି ନିର୍ମଳା କହିଛନ୍ତି। ଏଥିପାଇଁ ଘରୋଇ ଗାଡ଼ି ପାଇଁ ୨୦ ବର୍ଷ, କମର୍ସିଆଲ ପାଇଁ ୧୫ ବର୍ଷ ସମୟ ଧାର୍ଯ୍ୟ କରାଯାଇଛି। ନୂଆ ଭେଇକଲ ସ୍କାର୍ପିଂ ପଲିସି ଅନୁସାରେ ଘରୋଇ ଗାଡ଼ିଗୁଡ଼ିକ ପାଇଁ ୨୦ ବର୍ଷ ଚାଲିବା ପରେ ଗାଡ଼ିର […]
ନୂଆଦିଲ୍ଲୀ: ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍। ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଆରମ୍ଭରୁ କରୋନା ସ୍ଥିତି ଓ ଓ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା। ତା ସହିତ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହିତ ଭ୍ୟାକ୍ସିନ ସମ୍ପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ଚଳିତ ବଜେଟ୍ରେ ୬ଟି ସ୍ତମ୍ବ ଉପରେ ପ୍ରସ୍ତାବ ଦିଆଯାଇଛି। ସେଥିମଧ୍ୟରୁ ପ୍ରଥମ […]
କରୋନା କବଳରେ ଭାରତର ଅର୍ଥନୀତି ଆଣ୍ଠେଇ ପଡ଼ିଛି। ଜିଡିପି ବିଯୁକ୍ତ ୨୩ ପ୍ରତିଶତ ହେବା ସହିତ ଶିଳ୍ପ ସଂସ୍ଥା ସ୍ଥିତି ଗମ୍ଭୀର ହୋଇଛି। ଫଳରେ ଲକ୍ଷ ଲକ୍ଷ ଚାକିରି ଯିବା ସହିତ ବେରୋଜଗାରି ବଢ଼ିଛି। ବଡ଼ବଡୁଆଙ୍କ କଥା ଛାଡ଼ି ଦେଲେ ସାଧାରଣ ଜନତା ବହୁ କଷ୍ଟ ଭୋଗିଛନ୍ତି। ଏବେ ନୂଆ ବଜେଟ୍ ଆସିବା କଥା ଶୁଣି ସାଧାରଣ ଜନତା ମନରେ ଆଶା ସଞ୍ଚାର ହୋଇଛି ଯେ ସରକାର ନିଶ୍ଚୟ ତାଙ୍କ ପାଇଁ କିଛି ନା କିଛି ଘୋଷଣା […]
ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ କାହା ପାଇଁ କଣ ରହିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏଥରର ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ସେମାନଙ୍କୁ ଉଶ୍ୱାସ ମିଳିବ ତା ଉପରେ ସମସ୍ତଙ୍କ ନଜର ରହିଛି। କରୋନା ମହାମାରୀରେ ସାରା ବିଶ୍ୱର ଅର୍ଥନୀତି ଦୋହଲି ଯାଇଥିବା ବେଳେ ଭାରତ ଏଦିଗରେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଛି। ଏଥର ବଜେଟ୍କୁ ନେଇ ସାଧାରଣ […]
ନୂଆଦିଲ୍ଲୀ: ୨୦୨୧ ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଦେଶର ସାମର୍ଥ୍ୟ ଓ ଆତ୍ମନିର୍ଭରତା ସମ୍ପର୍କରେ ସୂଚନା ଦେବା ସହିତ ଟିମ୍ ଇଣ୍ଡିଆରେ ଅଷ୍ଟ୍ରେଲିଆ ବିଜୟ ସମ୍ପର୍କରେ ମଧ୍ୟ କହିଛନ୍ତି। ତା ସହିତ ଦେଶର ଅନେକ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ସାମ୍ୟାକ ସୂଚନା ଦେଇଛନ୍ତି ମୋଦି। ସେଥିମଧ୍ୟରୁ ଓଡ଼ିଶାର ପଟ୍ଟଚିତ୍ରଶିଳ୍ପୀ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କ ସମ୍ପର୍କରେ ମଧ୍ୟ ଦେଶବାସୀଙ୍କୁ ଜଣାଇଛନ୍ତି ମୋଦି। ଦିଲ୍ଲୀରେ ତ୍ରିରଙ୍ଗା […]