• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

moid
ଏସିଆର ସବୁଠୁ ବଡ଼ ସୌର ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ରିୱା: ଏସିଆର ସବୁଠୁ ବଡ଼ ସୌର ପ୍ରକଳ୍ପ ଉଦ୍‌ଘାଟିତ। ମଧ୍ୟପ୍ରଦେଶ ରିୱାରେ ନିର୍ମାଣ ହୋଇଥିବା ୭୫୦ ମେଗାୱାଟ୍ ପ୍ରୋଜେକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରିୱା ଅଲ୍‌ଟ୍ରା ମେଗା ସୋଲାର୍ ଲିମିଟେଡ୍-RUMSLରେ ରହିଛି ତିନିଟି ସୋଲାର୍ ୟୁନିଟ୍। ପ୍ରତ୍ୟେକ ୟୁନିଟ୍ ୨୫୦ ମେଗାୱାଟ ବିଶିଷ୍ଟ ରହିଛି। ପ୍ରତି ୟୁନିଟ୍ ୫ ଶହ ହେର ଜମିରେ ନିର୍ମାଣ ହୋଇଛି। ସୋଲାର୍ ଏନର୍ଜି କୋପରେସନ୍, ମଧ୍ୟପ୍ରଦେଶ ଉର୍ଜା ବିକାଶର ମିଳିତ ପ୍ରୟାସରେ ଏହା ନିର୍ମାଣ ହୋଇଛି। ଏହି ସୋଲାର୍ […]

titok
ବ୍ୟାନ୍‌ ହୋଇଥିବା ୫୯ ଚାଇନିଜ୍‌ ଆପକୁ ସରକାରଙ୍କ ନୋଟିସ୍

ନୂଆଦିଲ୍ଲୀ: ଦେଶର ସୁରକ୍ଷା ଦୃଷ୍ଟିରୁ ବ୍ୟାନ୍‌ ହୋଇଥିବା ୫୯ ଟି ଚାଇନିଜ୍‌ ଆପକୁ ନୋଟିସ୍‌ କରିଛି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ(MEITY)। ନୋଟିସ୍‌ରେ ବ୍ୟାନ୍ ହୋଇଥିବା ଆପ୍‌ଗୁଡ଼ିକୁ ୭୯ଟି ପ୍ରଶ୍ନ ପଚରାଯାଇଛି। ନିର୍ଦ୍ଧାରିତ ସମୟରେ ଉତ୍ତର ନଦେଲେ ଆପ୍‌ଗୁଡ଼ିକୁ ସବୁଦିନ ପାଇଁ ବ୍ୟାନ୍ କରିଦିଆଯିବ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛି ମନ୍ତ୍ରାଳୟ।। ପ୍ରଶ୍ନର ଉତ୍ତର ଦେବା ପାଇଁ ଆପ୍‌ କାମ୍ପାନୀଗୁଡ଼ିକୁ ତିନି ସପ୍ତାହ ସମୟ ଦିଆଯାଇଛି। ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନୋଟିସ୍‌ରେ କୁହାଯାଇଛି, […]

sushan-sing-rajput
ସୁଶାନ୍ତ ସିଂହ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ସୁବ୍ରମଣ୍ୟମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ଅନେକ ନେତା ଅଭିନେତା ଘଟଣାର ସିବିଆ ତଦନ୍ତ ପାଇଁ ଦାବି କରିଛନ୍ତି। ପୂର୍ବରୁ ବିଜେପି ସଂସଦ ମନୋଜ୍ ତିୱାରୀ ସିବିଆଇ ତଦନ୍ତ ଦାବି କରିଥିବା ବେଳେ ବର୍ତ୍ତମାନ ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ସୁବ୍ରମଣ୍ୟମ୍‌ ସ୍ୱାମୀ ମଧ୍ୟ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ ଘଟଣାଟି ସିବିଆ ତଦନ୍ତ ପରିସରରେ ଭୁକ୍ତ ହେବା ପାଇଁ […]

yedurappa
ଅଫିସ୍‌ କର୍ମଚାରୀଙ୍କୁ କରୋନା:‌ ଘରୁ କାମ କରିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ଘରୁ ରହି କାମ କରିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରାପ୍ପା। ବେଙ୍ଗାଲୁରୁ ସ୍ଥିତ ତାଙ୍କ ସରକାରୀ ବାସଭବନ ବା ଅଫିସର କିଛି କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରତିକାର ସ୍ୱରୂପ ଏପରି ନିଷ୍ପତ୍ତି ନେଇଥିବା ଯେଦୁରପ୍ପା କହିଛନ୍ତି। ଏନେଇ ଶୁକ୍ରବାର ସେ କହିଛନ୍ତି “ସରକାରୀ ବସଭବନ ବା ଅଫିସ୍‌ରେ କିଛି କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ଆଜିଠାରୁ ଆସନ୍ତା କିଛି ଦିନ ପାଇଁ ମୁଁ ଘରେ ରହି କାମ କରିବି। […]

presdient
କରୋନାରେ ବ୍ରେକ୍‌ ନଲାଗିଲେ କ୍ୟାବିନେଟ୍‌ ଭାଙ୍ଗିବାକୁ ରାଷ୍ଟ୍ରପତିଙ୍କ ଧମକ

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଲାଗିଥିବା ଦୁଇ ସପ୍ତାହ ଲକ୍‌ଡାଉନ୍‌ରେ ଯଦି କରୋନା ସଂକ୍ରମଣ ଉପରେ ରୋକ୍‌ ଲଗାଇଯାଇ ନପାରିଲା ତେବେ କ୍ୟାବିନେଟ୍‌ ଭାଙ୍ଗିଦେବି। କଜାଖସ୍ତାନ ରାଷ୍ଟ୍ରପତି କେସ୍ୟାମ ଜୋମାର୍ଟ ଟୋକାୟେଭ୍‌ ତାଙ୍କ ମନ୍ତ୍ରୀପରିଷଦଙ୍କୁ ଏଭଳି ଧମକ ଦେଇଛନ୍ତି। ସେ କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଶେଷ ବେଳକୁ ଯଦି କରୋନା ଭାଇରସ୍‌ ସଂକ୍ରମଣରେ ରୋକ୍ ନ ଲାଗିଲା ତେବେ ସରକାରଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଳି ଉଠିବ। ତେଣୁ ଯଦି କରୋନା ସଂକ୍ରମଣ ଉପରେ ରୋକ୍ […]

up-police
ଘରର ସମ୍ମାନ ପାଇଁ ଭାଇ, ଭଉଣୀ ତା ପ୍ରେମିକକୁ ହତ୍ୟାକଲା ବଡ଼ ଭାଇ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ୮ ପୁଲିସ ଅଫିସରଙ୍କୁ ହତ୍ୟା କରିବା ପରେ ଚର୍ଚ୍ଚାରେ ରହୁଥିବା ୟୁପିରେ ଏବେ ପୁଣି ଏକ ହତ୍ୟା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସମ୍ଭଲ ଜିଲ୍ଲାର ବିନୀତ ନାମରେ ଜଣେ ଚାଷୀ ନିଜ ସାନ ଭଉଣୀ, ଭାଇ ଓ ଭଉଣୀର ପ୍ରେମିକକୁ ହତ୍ୟା କରିଛି। ଘରର ସମ୍ମାନ ରଖିବାକୁ ଯାଇ ସେ ଏପରି କରିଥିବା କହିଛି। ଘଟଣାନୁସାରେ, ବିନୀତଙ୍କ ସାନ ଭଉଣୀ ସୁଖୀଆ ତାଙ୍କର ଜଣେ ସମ୍ପର୍କୀୟ ଭାଇ […]

amazone
ଫ୍ଲିପ୍‌କାର୍ଟକୁ ଟକ୍କର ଦେବାକୁ ଆମାଜନର ପ୍ରସ୍ତୁତି

ନୂଆଦିଲ୍ଲୀ: କରୋନା ମହାମହାରୀ ଯୋଗୁ ଦେଶରେ ବ୍ୟବସାୟ ସେତେଟା ସ୍ୱାଭାବିକ ହୋଇନାହିଁ। ଅନଲକ-୨ କାର୍ଯ୍ୟକାରୀ ହେଉଥିଲେ ବି କଟକଣା ଯୋଗୁ ଏବେ ବି ଅନେକ ଦୋକାନ ବଜାର ବନ୍ଦ ରହିଛି। ଏପରି ପରିସ୍ଥିତିରେ ଗ୍ରାହକ ଅନ୍‌ଲାଇନ୍‌ ବଜାର ଆଡ଼କୁ ମୁହାଁଇଲେଣି। ତେଣୁ ଗ୍ରାହକଙ୍କ ରୁଚିକୁ ଦେଖି ଆମାଜାନ ଭାରତରେ ତାର ବ୍ୟବସାୟ ବୃଦ୍ଧି ପାଇଁ ଅଣ୍ଟାଭିଡ଼ିଛି। ଆମାଜନର ମୂଳ କମ୍ପାନୀ ଭାରତ ୟୁନିଟ୍‌ର ସେଲ ସର୍ଭିସ ବୃଦ୍ଧି ପାଇଁ ୨୩.୧୦ ବିଲିୟନ ବା ୩୦୮.୦୨ ମିଲିୟନ ଡଲାର […]

mobile
ଆସୁଛି ଏହିସବୁ ଦମ୍‌ଦାର ସ୍ମାର୍ଟଫୋନ୍‌: ଫଟୋଗ୍ରାଫି ଲଭର୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ଆସୁଛି ଏହିସବୁ ଦମ୍‌ଦାର ଫୋନ୍‌। ସବୁ ସୁପର ଫାଷ୍ଟ 5G ସେବା ସହିତ ଲଞ୍ଚ ହୋଇପାରେ। ତେବେ କେତେକ ମୋବାଇଲ୍‌ ଦମ୍‌ଦାର୍‌ କ୍ୟାମେରା ରହିଛି । ଆସନ୍ତୁ ଜାଣିବା ଲଞ୍ଚ୍‌ ହେବାକୁ ଥିବା ଏହି ସ୍ମାର୍ଟପୋନ୍‌ଗୁଡ଼ିକ ବିଷୟରେ। vivo x50 series ଭିଭୋ ମୋବାଇଲ୍‌ କାମ୍ପାନୀ ନିଜର ନୂଆ X ସିରିଜ୍‌ର ଘୋଷଣା କରିଛି। ଏହି ମୋବାଇଲ୍‌ ଫ୍ଲାଗ୍‌ସିପ୍ ଲେବଲର ହେବ। ଏଥିରେ କ୍ୟାମେରା ସବୁଠାରୁ ଆକର୍ଷଣର କେନ୍ଦ୍ର ରହିବ। ଫଟୋଗ୍ରାଫି ଲଭରଙ୍କ ପାଇଁ ଫୋନ୍‌ଟି […]

bikash
ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରିକୁ ନେଇ ଉଠିଲା ପ୍ରଶ୍ନ

କାନପୁର: ୮ ପୋଲିସ କର୍ମଚାରୀଙ୍କ ଗଣହତ୍ୟାର ମୁଖ୍ୟ ଆସାମୀ ତଥା ଉତ୍ତରପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଗିରଫ କରିଛି ପୁଲିସ।  ୭ ଦିନ ଧରି ଚକ୍ମା ଦେବା ପରେ ଆଜି ତାକୁ ଧରିଛି ମଧ୍ୟପ୍ରଦେଶ ଉଜୈନ ପୋଲିସ। ସ୍ଥାନୀୟ ମହାକାଳ ମନ୍ଦିରକୁ ପୂଜା ପାଇଁ ଯାଇଥିବା ବେଳେ ପୁଲିସ ତାକୁ କାବୁ କରିଥିଲା। ତେବେ ବିକାଶ ଆତ୍ମସମର୍ପଣ କରିଛି ନା ପୋଲିସ ତାକୁ ଗିରଫ କରିଛି ତାକୁ ନେଇ ଉଠିଛି ପ୍ରଶ୍ନ। ଏନ୍‌କାଉଣ୍ଟରରୁ ବର୍ତ୍ତିବା ଲାଗି […]

lady
ମହିଳାଙ୍କ ମହନୀୟତାର ଭିଡିଓ ଭାଇରାଲ୍: ଛୁଟୁଛି ପ୍ରଶଂସାର ସୁଅ

ଚେନ୍ନାଇ: ବର୍ତ୍ତମାନ ସମୟରେ କରୋନା ପାଇଁ ମାନବିକତା ମରି ମରିଯାଉଥିବା ବେଳେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ କହିବେ ମଣିଷ ପଣିଆ ଏବେବି ବଞ୍ଚିଛି। ଭିଡିଓଟି ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି। ଭିଡିଓଟି କେରଳର। ଭିଡଓରେ ଜଣେ ମହିଳା ବସ୍‌ ପଛରେ ହଠାତ୍ ଦୌଡ଼ୁଥିବାର ଦେଖାଯାଉଛି। ମହିଳା ଜଣଙ୍କ ଦୌଡ଼ି ଦୌଡ଼ି ବସ୍‌କୁ ଅଟକାଉଛନ୍ତି। ବସ୍ ଅଟକିଲା ପରେ ପୁଣି ପଛକୁ ଦୌଉଡ଼ି ଯାଇ ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଧରି […]

apsara-rani-1
ଚର୍ଚ୍ଚାରେ ଓଡ଼ିଆ ହିରୋଇନ୍‌ ଅପସରା

ଭୁବନେଶ୍ୱର: ତିନି ଚାରିଦିନ ହେବା ଜଣେ ଓଡ଼ିଆ ହିରୋଇନ୍‌ଙ୍କ ନାଁ ବେଶ୍‌ ଚର୍ଚ୍ଚାରେ ରହୁଛି। ସେ ବର୍ତ୍ତମାନ୍‌ ଇଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ପାଲଟିଯାଇଛନ୍ତି। ନେଟିଜେନ୍ସ (ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ)ମାନେ ତାଙ୍କ ନାଁକୁ ସର୍ବାଧିକ ଥର ସର୍ଚ୍ଚ କରୁଥିବାର ଦେଖାଯାଉଛି। ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ରାମ୍‌ଗୋପାଲ୍‌ ବର୍ମା ତାଙ୍କ ଅପ୍‌କମିଂ ୱେବ୍‌ ଫିଲ୍ମ ‘ଥ୍ରୀଲର୍’ରେ ଅଙ୍କିତାଙ୍କୁ ଅଭିନେତ୍ରୀ ଭାବେ ଲଞ୍ଚ୍ କରିବାକୁ ଯାଉଛନ୍ତି। କିଛିଦିନ ତଳେ ସେ ଅଙ୍କିତାଙ୍କ ଫଟୋକୁ ନେଇ ଏକ ଟ୍ୱିଟ୍ ମଧ୍ୟ କରିଥିଲେ। ଏହି ଟ୍ୱିଟ୍‌ ଭାଇରାଲ୍ […]

bari
ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ୍‌ ୱାସୀମ ବାରୀ ଓ ତାଙ୍କ ପରିବାରକୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିବା ଘଟଣାରେ ପୁଲିସ୍ ବଡ଼ ପ୍ରମାଣ ପାଇଛି। ଏହି ହତ୍ୟାଘଟଣାରେ ଲକ୍ସର ତୋଇବା ଆତଙ୍କବାଦୀ ସାମିଲ୍‌ ଥାଇପାରନ୍ତି ବୋଲି ସୂଚନା ମିଳିଛି। ଦୁର୍ଘଟଣା ସମୟରେ ସିସିଟିଭି ଫୁଟେଜ୍ ପୁଲିସ୍ ହାତରେ ଲାଗିଛି। ହତ୍ୟାର କିଛି ସମୟ ପୂର୍ବରୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ସବୁ ସିସିଟିଭିରେ କଏଦ୍‌ ହୋଇଛି। ଜଣେ ପାକିସ୍ତାନ ଆତଙ୍କବାଦୀଙ୍କ ମଧ୍ୟ ଏଥିରେ ସାମିଲ୍‌ ଥିବା ପୁଲିସ୍ […]

mike-pompio
ଚାଇନାକୁ ଦୃଢ଼ ଜବାବ ଦେଇଛି ଭାରତ

ୱାଶିଂଟନ: ଚାଇନାର ଆକ୍ରାମଣାତ୍ମକ ନୀତିର ଦୃଢ଼ ଜବାବ ଦେଇଛି ଭାରତ। ବୁଧବାର ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି ଆମେରିକା ରାଷ୍ଟ୍ର ସଚିବ ମାଇକ ପମ୍ପିଓ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୀମା ବିବାଦ ସୃଷ୍ଟି କରିବା ବେଜିଂର ଗୋଟିଏ ଅଭ୍ୟାସ। ଏହାକୁ ବିଶ୍ୱ ଆଦୌ ଗ୍ରହଣ କରିବା କଥା ନୁହେଁ। ସେ କହିଛନ୍ତି “ ଚାଇନାର ଏହି ଆକ୍ରମଣାତ୍ମକ ମନୋଭାବ ବିଷୟରେ ମୁଁ ଅନେକ ଥର ଭାରତର ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ […]

jagdeep
ବଲିଉଡ୍‌ର ଫେମସ୍‌‌ କମେଡି ଷ୍ଟାର୍‌ ଜଗଦୀପଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ କଳାକାର ସୟଦ ଇସ୍ତିଆକ ଅହମଦ ଜାଫ୍ରିଙ୍କର ପରଲୋକ ହୋଇଛି। ଇସ୍ତିଆକ ବଲିଉଡ୍‌ ଅଭିନେତା ଜାଭେଜ୍‌ ଜାଫ୍ରିଙ୍କ ପିତା। ସେ ଜଗଦୀପ ନାମରେ ଅଧିକ ପରିଚିତ ଥିଲେ। ବୁଧବାର ରାତି ୮.୪୦ ସମୟରେ ୮୧ ବର୍ଷ ବୟସରେ ମୁମ୍ବାଇସ୍ଥିତ ତାଙ୍କ ବାସବଭନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜଗଦୀପ। ଆସନ୍ତାକିଲ ମୁମ୍ବାଇର ଶିଆ କବରିସ୍ତାନରେ ତାଙ୍କର ଶେଷକୃତ୍ୟ କରାଯିବ। ଜଗଦୀପ ୭୦ ଓ ୮୦ ଦଶକରେ ବଲିଉଡ୍‌ର ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। […]

sheikh-abdulkha
ବିଜେପି ନେତା ଓ ତାଙ୍କ ପରିବାରକୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ବିଜେପି ନେତା ଓ ତାଙ୍କ ପରିବାରକୁ ହତ୍ୟା କଲେ ଆତଙ୍କବାଦୀ। ଉତ୍ତର କାଶ୍ମୀରର ବିଜେପି ନେତା ଶେଖ୍‌ ୱାସୀମ ବାରୀ, ତାଙ୍କ ବାପା ଏବଂ ଭାଇଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ବୁଧବାର ରାତି ପ୍ରାୟ ୯ଟାରେ ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଡିଜିପି ଦିଲ୍‌ବାଗ ସିଂହ ସୂଚନା ଦେଇଛନ୍ତି। ଶେଖ୍‌ ୱାସୀମ ବାରୀ ବାନ୍ଦିପୋରାର ଜିଲ୍ଲା ବିଜେପି ଅଧ୍ୟକ୍ଷ ଥିଲେ। ରାତି ପ୍ରାୟ ୯ଟା ସମୟରେ ସେ ତାଙ୍କ ଦୋକାନରେ ଥିବା ବେଳେ […]

cricket
ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ଆରମ୍ଭ ହେଲା କ୍ରିକେଟ୍‌, ମ୍ୟାଚ୍‌ ପୂର୍ବରୁ ଆଣ୍ଠେଇ ପଡ଼ି ନିରବ ପ୍ରାର୍ଥନା କଲେ ଖେଳାଳି

ସାଉଥମ୍ପଟନ୍‌: କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବା ପରେ ବିଶ୍ୱ କ୍ରିକେଟ୍‌ ପୂରାପୂରି ଠପ୍ ହୋଇଯାଇଥିଲା। ପୂରା ୧୧୭ ଦିନ ପର୍ଯ୍ୟନ୍ତ ପଡ଼ିଆରେ ଗୋଟିଏ ବି ବଲ୍‌ କେଉଁ ବ୍ୟାଟ୍ସମ୍ୟାନ୍‌ ପାଇଁ ପଡ଼ିନଥିଲା। କ୍ରିକେଟ୍ ପ୍ରେମୀଙ୍କର ଲମ୍ବା ସମୟର ଅପେକ୍ଷା ପରେ ବୁଧବାର ୮ ଜୁଲାଇରେ ପୁଣିଥରେ ଆରମ୍ଭ ହୋଇଛି କ୍ରିକେଟ୍‌। ପଡ଼ିଆକୁ ଓହ୍ଲାଇଛନ୍ତି ଖେଳାଳି। ୱେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ଟେଷ୍ଟ ସିରିଜ୍ରର ପ୍ରଥମ ମ୍ୟାଚ୍ ଆଜିଠାରୁ ସାଉଥମ୍ପଟନ୍‌ରେ ଆରମ୍ଭ ହୋଇଛି। ଏହି ଐତିହାସିକ ମ୍ୟାଚ୍‌ […]

sushil
ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ: ଆତ୍ମହତ୍ୟା କଲେ ପୁଣି ଜଣେ ଅଭିନେତା। କର୍ଣ୍ଣାଟକର ଟିଭି ଆକ୍ଟର୍‌ ଓ ଫିଟ୍‌ନେସ୍‌ ଟ୍ରେନର୍‌ ସୁଶୀଲ ଗୌଡ଼ା ତାଙ୍କ ଜନ୍ମସ୍ଥାନ ମାଣ୍ଡ୍ୟାରେ ଆତ୍ମହତ୍ୟା କରିଛନ୍ତି। ମାଣ୍ଡ୍ୟାର ଇଣ୍ଡୁଭାଲୁରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ ଘଟଣାରେ ତଦନ୍ତ କରୁଛି। ତାଙ୍କ ମୃତ୍ୟୁ ଖବରରେ ଟିଭି ଇଣ୍ଡଷ୍ଟ୍ରୀ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ବଲିଉଡ୍‌ ଷ୍ଟାର୍ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ସୁଶୀଲଙ୍କର ଏପରି ଚରମ […]

bloger
ଡୋମେନ୍‌ରେ ପରିବର୍ତ୍ତନ କଲା କି ଗୁଗଲ ? ବ୍ଲଗ୍‌ ଆକାଉଣ୍ଟକୁ ଆକ୍ସେସ୍ କରିପାରୁ ନାହାଁନ୍ତି ବ୍ଲଗର୍‌

ନୂଆଦିଲ୍ଲୀ: ଭାରତରେ ଅନେକ ବ୍ଲଗ୍‌ର ବର୍ତ୍ତମାନ ତାଙ୍କ ବ୍ଲଗ ଆକାଉଣ୍ଟକୁ ଆକ୍ସେସ୍ କରିପାରୁ ନାହାଁନ୍ତି। ତା ସହିତ ଭାରତୀୟ ଡୋମେନ୍‌ ଥିବା ଅନେକ ୱେବ୍‌ ପେଜ୍ ମଧ୍ୟ ଆକ୍ସେସ୍‌ ହେଉନଥିବା ଅଭିଯୋଗ ହେଉଛି। ଗୁଗଲ URLs blogspot.in. ଉପରେ ନିୟନ୍ତ୍ରଣ କରିପାରୁ ନଥିବାରୁ ଏପରି ଅସୁବିଧା ସୃଷ୍ଟି ହୋଇଛି। କିନ୍ତୁ ବ୍ଲଗ୍ ୟୁଜର ଏହାର URLsକୁ blogspot.com.ରେ ବଦଳାଇଲା ପରେ ଯାଇ ବ୍ଲଗ୍ ଶୋ କରୁଥିବା ଅଭିଯୋଗ ଆସୁଛି। Next Webର ରିପୋର୍ଟ ଅନୁସାରେ, ଗୁଗଲର ଆଉ […]

cm-mamata
ଆହୁରି ୭ ଦିନ ବଢ଼ିଲା ଲକ୍‌ଡାଉନ୍‌

କୋଲକାତା: ଲକ୍‌ଡାଉନ୍‌କୁ ୭ ଦିନ ଯାଏ ବଢ଼ାଇଲେ ପଶ୍ଚିମବଙ୍ଗ ସରକାର। କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ଗୁଡ଼ିକରେ ଲକ୍‌ଡାଉନ୍‌କୁ ୭ ଦିନ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୁରବାର ସନ୍ଧ୍ୟା ୫ଟା ଠାରୁ ଏହି ନିର୍ଦ୍ଦେଶ ଜାରି କରାଯିବ। ମଙ୍ଗଳବାର ୨୫ ଜଣ କରୋନାରେ ପ୍ରାଣ ହରାଇବା ପରେ ପଶ୍ଚିମବଙ୍ଗ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।  ଏହି ୨୫ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୦୭ରେ ପହଞ୍ଚିଛି। ତେବେ […]

police
ରେଡ୍‌ ନେଇ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଆଗୁଆ ସୂଚନା ଦେଇଥିବା ଦୁଇ ପୁଲିସ ଅଫିସର ଗିରଫ

ଲକ୍ଷ୍ନୌ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଆଇନ ହାତରୁ ଖସାଇ ଦେବାରେ ସାହାଯ୍ୟ କରିଥିବା ପୂର୍ବତନ ଚୌବେପୁର ଥାନା ଅଧିକାରୀ ବିନୟ ତିୱାରୀ ଏବଂ ସବ୍‌ ଇନ୍‌ସ୍ପେକ୍ଟର୍‌ କେକେ ଶର୍ମାଙ୍କୁ ଗରିଫ୍‌ କରାଯାଇଛି। ଗୋଟିଏ ଦିନର ପଚାରଉଚରା ପରେ ବିନୟ ଓ କେକେ ଶର୍ମାକୁ ଗିରଫ କରିଛି କାନ୍‌ପୁର ପୁଲିସ। ଏହି ଦୁଇଜଣ ପୁଲିସ୍‌ ରେଡ୍‌ କରିବା ନେଇ ବିକାଶକୁ ଗୁପ୍ତ ସୂଚନା ଦେଇଥିଲେ। ଫଳରେ ସେ ପୁଲିସ୍‌ ଉପରେ ଆକ୍ରମଣ କରିବାକୁ ସତର୍କ ହୋଇଯାଇଥିଲା। ସେଦିନ […]