ନୂଆଦିଲ୍ଲୀ: ଗୋଟିଏପଟେ ଦେଶରେ କରୋନା ଟିକାକରଣ ଜାରି ରହିଛି। ଅନ୍ୟପଟେ ନିୟମିତ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରାଳୟ ଆଜି ଦେଇଥିବା ରିପୋର୍ଟରେ ଦିନକରେ ୧୩,୦୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩,୯୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୨୭ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୪୬,୧୮୩ ହୋଇଛି। ସେହିପରି ମୋଟ ସୁସ୍ଥ ସଂଖ୍ୟା ୧,୦୪,୨୩,୧୨୫ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୪,୨୭୪ରେ ହୋଇଛି। […]
ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖ କୃଷକଙ୍କ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ଘଟଣାରେ ମୋଟ ୩୮ଟି ଏଫ୍ଆଇଆର୍ ରୁଜୁ କରିଛି ଦିଲ୍ଲୀ ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୮୪ ଜଣଙ୍କୁ ପ୍ରମାଣ ସହିତ ଗିରଫ କରାଯାଇଛି। ଏନେଇ ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହିତ କୃଷକ ଆନ୍ଦୋଳନର ନେତୃତ୍ୱ ନେଇଥିବା ୧୩ ଜଣ କୃଷକ ନେତାଙ୍କୁ ହିଂସା ପାଇଁ ନୋଟିସ୍ କରାଯାଇଛି। ଏଥିରେ ଭାରତୀୟ କିଶାନ ୟୁନିୟନ୍ (ବିକେୟୁ)ର ନେତା ରାକେଶ ଟିକାୟତଙ୍କ […]
ମୁମ୍ବାଇ: ଦେଶକୁ ମିଳିବ ପୁଣି ଏକ କରୋନା ଟିକା। କୋଭିଶିଲ୍ଡ ଓ କୋଭାକ୍ସିନ ପରେ ଏବେ କୋଭୋଭାକ୍ସ ଟିକା ଆସିବ। ଏନେଇ ଘୋଷଣା କରିଛନ୍ତି ସେରମ ଇନଷ୍ଟିଟ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଅଧ୍ୟକ୍ଷ ଅଦର ପୁନାୱାଲା। ଚଳିତ ବର୍ଷ ଜୁନ ମାସ ଆଡ଼କୁ କମ୍ପାନୀ ଆଉ ଏକ କରୋନା ଟିକା ଲଞ୍ଚ କରିପାରେ। ଯଦି ଏହାକୁ ସରକାରୀ ଅନୁମୋଦନ ମିଳିଲା ତେବେ ଏହା ଭାରତର ତୃତୀୟ କରୋନା ଭ୍ୟାକ୍ସିନ ହେବ ବୋଲି ପୁନାୱାଲା ସୂଚନା ଦେଇଛନ୍ତି। ଏସ୍ଆଇଆଇ […]
ଇନ୍ଦୋର: ପଶୁ ଓ ପକ୍ଷୀଙ୍କ କ୍ଷେତ୍ରରେ ଦେଖାଯାଏ ଯେ ପିଲା ଅଧିକ ହେଲେ ପଶୁ ଓ ପକ୍ଷୀମାନେ ଭରଣପୋଷଣ ନକରିପାରି ନିଜ ପିଲାଙ୍କୁ ଗିଳି ଦିଅନ୍ତି ନହେଲେ ମାରିଦିଅନ୍ତି। ଏବେ ତାହା ମଣିଷ କ୍ଷେତ୍ରରେ ଦେଖା ଗଲାଣି। ସାଧାରଣ ମଣିଷ ଅଭାବ ଅନଟନରେ ପଡ଼ି ଘରର ବୃଦ୍ଧବୃଦ୍ଧା ସଦସ୍ୟଙ୍କ ଘରୁ ବାହାର କରିଦେବାର ନଜିର ତ ଅନେକ ରହିଛି, କିନ୍ତୁ ଜନତାଙ୍କ ପଇସାରେ ସ୍ୱାହା ସ୍ୱାହା କରୁଥିବା ସରକାର ଯେ ବୃଦ୍ଧାବୃଦ୍ଧାଙ୍କୁ ଚଳାଇବାକୁ ଅସମର୍ଥ, ତାହା ପ୍ରଥମ […]
ନୂଆଦିଲ୍ଲୀ: ନୂଆ କୃଷି ଆଇନ୍କୁ ନେଇ ଦୀର୍ଘଦିନ ହେଲା ଚାଲିଥିବା ଚାଷୀ ଆନ୍ଦୋଳନ ଉପରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ କଥାକୁ ପୁଣିଥରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ। କୃଷକ ସଂଗଠନକୁ ଦେଇଥିବା ପ୍ରସ୍ତାବ ଏବେ ବି ରହିଛି। ୧୮ ମାସ କୃଷି ଆଇନ୍କୁ ସ୍ଥଗିତ ରଖିବା ପ୍ରସ୍ତାବ ରହିଛି ବୋଲି ମୋଦି କହିଛନ୍ତି। ଚଳିତ ମାସ ଆରମ୍ଭରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକ ସଂଗଠନକୁ ଏହି ପ୍ରସ୍ତାବ […]
ନୂଆଦିଲ୍ଲୀ: ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଟିକା ନେବେ କରୋନା ସମ୍ମୁଖ ଯୋଦ୍ଧା। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମ ପୂର୍ବପରି ଜାରି ରହିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ଚିଠି ଲେଖି କହିଛି। ଚିଠିରେ ସ୍ୱାସ୍ଥ୍ୟମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଗ୍ନାନି କହିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ଦ୍ୱାରା ବିଭାଗୀୟ ମନ୍ତ୍ରୀଙ୍କ ସହଯୋଗରେ କରୋନା […]
ନୂଆଦିଲ୍ଲୀ: କୃଷି ଆନ୍ଦୋଳନରେ ହୋଇଥିବା ହିଂସାକୁ ଆଖି ଆଗରେ ରଖି ହରିଆଣାର ୧୪ଟି ଜିଲ୍ଲାରେ ଆସନ୍ତାକାଲୀ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଇଣ୍ଟର୍ନେଟ୍ ସେବାକୁ ବନ୍ଦ କରାଯାଇଛି। ଏନେଇ ଘୋଷଣା କରିଛନ୍ତି ହରିଆଣା ସରକାର। ଏହାକୁ ମିଶାଇ ମୋଟ ୧୭ଟି ଜିଲ୍ଲାରେ ଇଣ୍ଟରେନଟ୍ ବନ୍ଦ କରାଯାଇଛି। ତୁରନ୍ତ ଏହି ନିର୍ଦ୍ଦେଶର କାର୍ଯ୍ୟାକୀର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହରିୟାଣା ସରକାର। ଇଣ୍ଟର୍ନେଟ୍ ସେବା ବନ୍ଦ ହେବାକୁ ଥିବା ଏହି ଜିଲ୍ଲାଗୁଡ଼ିକ ହେଲା- ଅମ୍ବାଲା, ଯମୁନା ନଗର, କୁରୁକ୍ଷେତ୍ର, କର୍ଣ୍ଣଲ […]
ନୂଆଦିଲ୍ଲୀ: ଗୋଟିଏ ପଟେ କୃଷକ ଆନ୍ଦୋଳନ, ଅନ୍ୟପଟେ ବିସ୍ଫୋରଣ। ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି। ଦୂତାବାସ ଠାରୁ ମାତ୍ର ୧୫୦ ମିଟର ଦୂରରେ ଆଜି ଅପରାହ୍ନ ୫.୫ ମିନିଟ ସମୟରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୪-୫ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଥିବା ବେଳେ ମୃତାହତ ହେବା ନେଇ କୌଣସି ସୂଚନା ମିଳି ନାହିଁ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି। ତେବେ ବିସ୍ଫୋରଣରେ ଛୋଟ ଧରଣର ହୋଇଥିବା ଦିଲ୍ଲୀ […]
ମୁମ୍ବାଇ: କମେଡି ଷ୍ଟାର କପିଲ ଶର୍ମା ଉଭୟ ପର୍ସନାଲ ଓ ପ୍ରଫେସନ୍ଲାନ ଲାଇଫ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଗୋଟାଏ ପଟେ ତାଙ୍କ ଶୋ ‘ଦି କପିଲ ଶର୍ମା ଶୋ’ ବନ୍ଦ ହେବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ ପତ୍ନୀ ଗିନ୍ନି ଚତରଥ ପୁଣିଥରେ ମାଆ ହେବାକୁ ଯାଉଥିବା ନିଜେ ଘୋଷଣା କରିଛନ୍ତି କପିଲ। ଆଉ ଏବେ ୨୮ ବର୍ଷ ତଳର ଏକ ଫଟୋ ଶେୟାର କରି ଫ୍ୟାନ୍ଙ୍କ ଚର୍ଚ୍ଚାରେ ଅଛନ୍ତି ସେ। ଏହି […]
ନୁଆଦିଲ୍ଲୀ: ଗତକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ପୋଲିସ କମିଶନର ଏସ୍ଏନ ଶ୍ରୀବାସ୍ତବ। ଏଥିପାଇଁ ଚାଷୀ ନେତାମାନେ ଦାୟୀ ବୋଲି ପୋଲିସ କମିଶନର କହିଛନ୍ତି। ଏନେଇ ସେ କହିଛନ୍ତି ଯେ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ନ କରିବା ପାଇଁ ଚାଷୀ ନେତାଙ୍କୁ କହିଥିଲୁ। ମାତ୍ର ଚାଷୀ ନେତା ଜିଦ ଧରିବାରୁ ୫ ରାଉଣ୍ଡ କଥାବାର୍ତ୍ତା ହୋଇଥିଲା। ଚାଷୀ ନେତାଏ ଶାନ୍ତି ଶୃଙ୍ଖଳାର ସହ ରାଲି କରିବାକୁ ପ୍ରତିଶ୍ରୁତି […]
ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ବିଭିନ୍ନ ବର୍ଗରେ ୧୧୯ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଦ୍ମଶ୍ରୀ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ ପୁରସ୍କାର ପାଇଁ ନାମାଙ୍କିତ କରାଯାଇଛି। ୬ଜଣ ଓଡ଼ିଆ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଆଜି ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ବ୍ୟକ୍ତି ବିଶେଷମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ୧୧୯ ପଦ୍ମ ପୁରସ୍କାର ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କ […]
ନୂଆଦିଲ୍ଲୀ: ପ୍ରଥମେ ଜଣେ ଫ୍ୟାସନ୍ ଡିଜାଇନର ଭାବେ ସାରା ଭାରତରେ ପରିଚୟ ସୃଷ୍ଟି କଲେ। ପରେ ଭାରତର ସଂସ୍କୃତି ଓ ପରିଧାନକୁ ସାରା ବିଶ୍ୱରେ ପରିଚିତ କରାଇଲେ। ତା’ପରେ ପୁଅଙ୍କ ସହ ମିଶି ୧୯୮୦ରେ ଭାରତରେ ପ୍ରଥମ ଶାଢ଼ି ବୁଟିକ ଲଞ୍ଚ କଲେ। ଏବଂ ୧୦୮୬ ବେଳକୁ ଏହା ଏକ ପେମସ୍ ଫ୍ୟାସନ୍ ବ୍ରାଣ୍ଡରେ ପରିଣତ ହୋଇଯାଇଥିଲା। ତେଣୁ ତାଙ୍କୁ ସଫଳ ବ୍ୟବସାୟୀ ବୋଲି କହିଲେ ବି ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଝିଲ୍ମିଲ୍ ଦୁନିଆର ଚାକଚକ୍ୟ […]
ନୂଆଦିଲ୍ଲୀ: ଭାରତର କୋକିଳ କଣ୍ଠି ଲତା ମଙ୍ଗେସ୍କର। ସଫଳତା ଯେମିତି ବ୍ୟକ୍ତିତ୍ୱ ବି ସେମିତି। ମିଷ୍ଠଭାଷୀ, ଉଦାରବାଦୀୟ ଗାୟିକା। ଭାରତୀୟ ସିନେମା ପ୍ରତି ତାଙ୍କର ଅବଦାନ ଭୁଲି ହେବନି। ସେଇଥିପାଇଁ ତ ସିଏ ଭାରତ ରତ୍ନ, ଭାରତର ସମ୍ମାନ। ସାରା ଭାରତ ତାଙ୍କ ସଫଳତା ତାରେ ଖୁସୀ ଥିବା ବେଳେ ଦିନେ କେହି ଜଣେ ଈର୍ଷା କରିଥିଲେ ତାଙ୍କୁ। କେବଳ ଈର୍ଷା ନୁହେଁ, ତାଙ୍କୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର ମଧ୍ୟ କରିଥିଲେ। ମହାନ ଗାୟିକା ଲତା ମଙ୍ଗେସ୍କରଙ୍କ […]
ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ। ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ ସହ ପରେଡ଼ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ହେଲେ କରୋନା ମହାମାରୀ ଲାଗି ସାଧାରଣତନ୍ତ୍ର ଦିବସ ସମାରୋହରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରୁଥିବା କଣ୍ଟିଜେଣ୍ଟ୍ ସହ ପ୍ରଜ୍ଞାପନ ମେଢ଼ ସଂଖ୍ୟା ହ୍ରାସ କରାଯାଇଛି। […]
ଥିରୁଭନନ୍ତପୁରମ: କଂଗ୍ରେସର ବରିଷ୍ଠ ନେତା ତଥା କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି ଓ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। କେରଳ ସୋଲାର ସ୍କାମର ମୁଖ୍ୟ ଅଭିଯୁକ୍ତ ସରିତା ଏସ୍ ନାୟାର ଏହି ଅଭିଯୋଗ ଆଣିବା ପରେ କେରଳ ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଓମେନ ଚାଣ୍ଡି ଓ ବେଣୁ ଗୋପାଳଙ୍କ ସହିତ ଅଦୁର ପ୍ରକାଶ, ହିବୀ ଇଦେନଙ୍କ ସମେତ ଜଣେ ବିଜେପି ନେତା ଏପି […]
ନୂଆଦିଲ୍ଲୀ: କରୋନା ମହାମାରୀ ଠାରୁ ଦୂରେଇ ରହିବା ପାଇଁ ଯେତେସବୁ ସାବଧାନତା ଅବଲମ୍ବନ କରାଯାଉଛି, ସେଥିରୁ ହାତ ସାନିଟାଇଜ୍ କରିବା ସବୁଠାରୁ ଉତ୍ତମ ବାଟ। ଏଥିପାଇଁ ସରକାର ମଧ୍ୟ ବାରମ୍ବାର ସଚେତନ କରୁଛନ୍ତି। ତେଣୁ ଘରେ ହେଉ କି ଅଫିସ୍ରେ ଅବା ସର୍ବସାଧାରଣ ସ୍ଥାନ କିମ୍ବା ସ୍କୁଲ୍, କଲେଜ ସବୁଠି ସମସ୍ତେ ହ୍ୟାଣ୍ଡ ସାନିଟାଇଜର୍ ବ୍ୟବହାର କରୁଛନ୍ତି। କିନ୍ତୁ ଏଇ ହ୍ୟାଣ୍ଡ ସାନିଟାଇଜର ଯେ ଆପଣଙ୍କ ପିଲାଙ୍କ ପାଇଁ କ୍ଷତିକାରକ ହୋଇପାରେ, ତାହା ହୁଏତ ଆପଣ ଜାଣିନଥିବେ। […]
ନୂଆଦିଲ୍ଲୀ: ଏନ୍ସିବିକୁ ବଡ଼ ସଫଳତା। ଏନ୍ସିବିର ଅବକାରୀ ବିଭାଗ ଦିଲ୍ଲୀ ଏୟାରପୋର୍ଟ ପ୍ରାୟ ୯ କିଲୋ ବ୍ରାଉନସୁଗାର ଜବତ କରିଛି। ଯାହାର ମୂଲ୍ୟ ପାଖାପାଖି ୬୮ କୋଟି ଟଙ୍କା ହେବ। କୌଣସି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏତେ ପରିମାଣରେ ବ୍ରାଉନ୍ ସୁଗାର ଜବତ ହେବା ଦେଶର ପ୍ରଥମ ଘଟଣା। ଏହି ଘଟଣାରେ ଦୁଇଜଣ ବିଦେଶୀ ନାଗରିକଙ୍କୁ ମଧ୍ୟ ଅଟକ ରଖାଯାଇଛି। ଏହି ଦୁଇ ବିଦେଶୀ ନାଗରିକ ଏତେ ପରିମାଣରେ ଡ୍ରଗ୍ସ କେଉଁଠୁ ଆଣିଲେ ? କାହାକୁ ଦେବା ପାଇଁ […]
ନୂଆଦିଲ୍ଲୀ: ଗତକାଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମଦିନ ଥିଲା। ଏହାକୁ ପରାକ୍ରମ ଦିବସ ଭାବେ ପାଳନ କରିଥିଲେ କେନ୍ଦ୍ର ସରକାର। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଲକାତାର ଭିକ୍ଟୋରିଆଲ ମେମୋରିଆଲ୍ରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯାଇଥିଲେ। କାର୍ଯ୍ୟକ୍ରମରେ ମମତା ଭାଷଣ ଦେବାକୁ ଗଲାବେଳେ ଜୟ ଶ୍ରୀ ରାମର ନାରା ଦେଇଥିଲେ ଲୋକେ। ଏଥିରେ କ୍ଷ୍ୟୁବ୍ଧ ହୋଇ ଭାଷଣ ଦେବାକୁ ମନା […]
ବିଶାଖାପାଟନମ୍: ସାରା ଦେଶରେ କରୋନା ଟିକାକରଣ ଚାଲିଛି। କେନ୍ଦ୍ର ସରକାରଙ୍କର ଯୋଜନା ମୁତାବକ ସ୍ୱାସ୍ଥ୍ୟକର୍ମୀ କରୋନା ଯୋଦ୍ଧା ହୋଇଥିବାରୁ ସେମାନଙ୍କୁ ଆଗୁଆ କରୋନା ଟିକା ଦିଆଯାଉଛି। ତେବେ ଟିକା ନେବା ପରେ ଜଣେ ଆଶାକର୍ମୀଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି। ଏହି ଆଶାକର୍ମୀ ହେଲେ ଆନ୍ଧ୍ରପ୍ରଦେଶର ୪୨ ବର୍ଷୀୟା ବିଜୟ ଲକ୍ଷ୍ମୀ। ବ୍ରେନ୍ ଷ୍ଟ୍ରୋକ୍ ଯୋଗୁ ରବିବାର ସକାଳେ ତାଙ୍କର ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଜାନୁଆରୀ ୧୯ ତାରିଖରେ ବିଜୟ ଲକ୍ଷ୍ମୀ କରୋନା […]
ନୂଆଦିଲ୍ଲୀ: ବିକ୍ଷୋଭକାରୀ କୃଷକମାନେ ନୂଆ କୃଷି ଆଇନ୍ରେ ଥିବା ଲାଭକୁ ଦେଖିପାରୁ ନାହାନ୍ତି। ସେମାନେ କେବଳ ଏହି ଆଇନ୍କୁ ରଦ୍ଦ କରିବାକୁ ଚାହୁଁଛନ୍ତି। କୃଷି ଆନ୍ଦୋଳନକୁ ନେଇ ରବିବାର ଏପରି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଏକ ଜାତୀୟ ଗଣମାଧ୍ୟମକକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି କୃଷିମନ୍ତ୍ରୀ। ଏନେଇ ସେ କହିଛନ୍ତି “ କୃଷକ ସଂଘ କେବଳ ଚାଷୀ ଆଇନ୍ ରଦ୍ଦ କରିବା ସମ୍ପର୍କରେ କଥା ହେଉଛି। ସେମାନେ କୃଷି ଆଇନ୍ ଲାଭ ସମ୍ପର୍କରେ […]