Advertisment

ବିଜୟ ମାଲ୍ୟା ଦେବାଳିଆ, ଜବତ ହେବ ସମ୍ପତ୍ତି

ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ଭାରତୀୟ ବ୍ୟାଙ୍କଗୁଡ଼ିକର ବିଜୟ ହୋଇଥିବାରୁ ଏଣିକି ସାରା ବିଶ୍ୱରେ ଥିବା ମାଲ୍ୟାଙ୍କ ସମସ୍ତ ସଂପତ୍ତି ଜବତ ହୋଇପାରିବ। ସଂପତ୍ତି ଜବତ ଲାଗି ଭାରତୀୟ ବ୍ୟାଙ୍କଗୁଡ଼ିକୁ ଅନୁମତି ଦେଇଛନ୍ତି କୋର୍ଟ।

author-image
Chandan Shishu
ଅଦ୍ୟତନ ହୋଇଛି
ବିଜୟ ମାଲ୍ୟା ଦେବାଳିଆ, ଜବତ ହେବ ସମ୍ପତ୍ତି

vijay mallya

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଦେବାଳିଆ ଘୋଷିତ। ଭାରତୀୟ ଶିଳ୍ପପତି ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛନ୍ତି ଲଣ୍ଡନ ହାଇକୋର୍ଟ। ତେଣୁ ତାଙ୍କ ସମ୍ପତ୍ତି ଜବତ ଲାଗି ୟୁକେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ କୋର୍ଟଙ୍କ ଏ ନିର୍ଦ୍ଦେଶ ପରେ ବିଜୟ ମାଲ୍ୟାଙ୍କ ସଂପତ୍ତି ଜବତ ଲାଗି ଭାରତୀୟ ବ୍ୟାଙ୍କଗୁଡ଼ିକ ଲାଗି ବାଟ ଫିଟିଛି।

Advertisment

ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ଭାରତୀୟ ବ୍ୟାଙ୍କଗୁଡ଼ିକର ବିଜୟ ହୋଇଥିବାରୁ ଏଣିକି ସାରା ବିଶ୍ୱରେ ଥିବା ମାଲ୍ୟାଙ୍କ ସମସ୍ତ ସଂପତ୍ତି ଜବତ ହୋଇପାରିବ। ସଂପତ୍ତି ଜବତ ଲାଗି ଭାରତୀୟ ବ୍ୟାଙ୍କଗୁଡ଼ିକୁ ଅନୁମତି ଦେଇଛନ୍ତି କୋର୍ଟ।

Advertisment

କିଙ୍ଗଫିସର ଏୟାରଲାଇନ୍ସ ଲାଗି ମାଲ୍ୟା ୯ ହଜାର କୋଟିର ରୁଣ କରି ଆଉ ସୁଝି ନଥିଲେ। ତାଙ୍କ ବିରୋଧରେ ଇଡି ଓ ସିବିଆଇ ତଦନ୍ତ କରୁଥିବା ବେଳେ ମାଲ୍ୟା ବ୍ରିଟେନ ପଳାଇଥିଲେ।

India News CBI Bank Loot Vijay Mallya
Advertisment
Advertisment