• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 11 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 2 days ago

କାଲିଠୁ ରାଜ୍ୟରେ ବିଜେପି ରାଜ୍, ମୋଦି ଓ ଶାହଙ୍କ ଉପସ୍ଥିତିରେ ହେବ ଭବ୍ୟ ଶପଥ ସମାରୋହ

୨୪ ନିର୍ବାଚନରେ ବିପୁଳ ବିଜୟ ସହ ୨୪ ବର୍ଷର ବିଜେଡି ସରକାରକୁ ମାତ୍ ଦେବା ପରେ ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଜେପି ଶାସନ। More
  • Swadesi Megha Mallhar Prusty
  • 2 days ago

୨୫ ବର୍ଷ ପରେ ଓଡ଼ିଶା ଦେଖିବ ଉପମୁଖ୍ୟମନ୍ତ୍ରୀ, କେଭି ଓ ପ୍ରଭାତୀଙ୍କୁ ଦାୟିତ୍ୱ

ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା । କନକ ବର୍ଦ୍ଧନ ସିଂହଦେଓ ହେବେ ଉପମୁଖ୍ୟମନ୍ତ୍ରୀ । ଏହା ସହ ପ୍ରଭାତୀ ପରିଡ଼ା ମଧ୍ୟ ହେବେ ଉପମୁଖ୍ୟମନ୍ତ୍ରୀ । ଉଭୟଙ୍କ ନାଁ ଘୋଷଣା କଲେ ରାଜନାଥ ସିଂହ । More
  • Swadesi Megha Mallhar Prusty
  • 3 days ago

ଶପଥ ପୂର୍ବରୁ ବଡ଼ ନିଷ୍ପତ୍ତି, ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା

ଜୁନ୍‌ ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା । ଏନେଇ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ମିଳିଛି । ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଚିଠି ହେଲା । More
  • Sujit kumar Swain
  • 3 days ago

ଚାଲିଛି ବିଜେପି ବିଧାୟକ ଦଳ ବୈଠକ; କିଏ ହେବେ ମୁଖ୍ୟମନ୍ତ୍ରୀ, ଆସିପାରେ ନିଷ୍ପତ୍ତି...

ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ । କିଏ ହେବେ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି... More
  • Sonali Ojha
  • 3 days ago

କାଲି ଶପଥ ନେବେ ନୂଆ ସିଏମ୍‌; ନବୀନଙ୍କୁ ନିମନ୍ତ୍ରଣ କଲା ବିଜେପି

ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ନବୀନ ନିବାସ ଯାଇ ନିମନ୍ତ୍ରଣ ଦେଇଛନ୍ତି ବିଜେପିର ୫ ବରିଷ୍ଠ ନେତା। More
  • Sujit kumar Swain
  • 3 days ago

ଭତ୍ତୃହରିଙ୍କ ରେକର୍ଡ; ଗୋଟିଏ ଆସନରୁ ଜିତିଲେ ୭ଥର...

କଟକ ସଂସଦୀୟ କ୍ଷେତ୍ରରୁ ଭତ୍ତୃହରି ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ , ୨୦୧୯ ଓ ୨୦୨୪ ଅର୍ଥାତ ମୋଟ ୭ଥର ସାଂସଦ ଭାବେ ନିର୍ବଚିତ ହୋଇଛନ୍ତି । More
  • Sujit kumar Swain
  • 3 days ago

ପାଣ୍ତିଆନ୍‌ଙ୍କ ପାଇଁ ମୁଣ୍ଡନ ହେଲେ, ଭୋଗ ବାଣ୍ଟିଲେ...

ପାଣ୍ତିଆନ୍‌ଙ୍କ ପାଇଁ ମୁଣ୍ଡନ ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ବାଳ। ମୁଣ୍ଡନ ସହ ଭୋଗ ବଣ୍ଟନ କଲେ। More
  • Sujit kumar Swain
  • 3 days ago

ଭାଙ୍ଗିଗଲା ଅଫିସର ଦୁର୍ଗ, କିଏ ଇସ୍ତଫା ଦେଲେ ତ କିଏ ଛୁଟିରେ ଗଲେ...

ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରି ରହିଥିବା ଅଫିସର କୋଟେରି ଭାଙ୍ଗି ସାରିଲାଣି । ସୁଜାତାଙ୍କ ପୂର୍ବରୁ ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା । More
  • Sujit kumar Swain
  • 3 days ago

ଭାତଥାଳି ଉପରେ ମହଙ୍ଗା ମାଡ଼, ଛାନିଆ ଗ୍ରାହକ: ଡାଲି, ତେଲ ପରେ ବଢିଲା ପରିବା ଦର...

ଡାଲି, ତେଲ ଦର ବଢ଼ିବା ପରେ ପରିବା ଦର ବି ବଢ଼ିଛି । ଟ୍ବିନ୍ ସିଟିରେ ଆଜି ପରିବାର ଦର କଟକରେ ଆଜି ପରିବା ଦର ବଢ଼ିବା ପରେ ଏବେ ଛାନିଆ ଗ୍ରାହକ।  More
  • Sonali Ojha
  • 3 days ago

ନାଁକୁ ଆସିଲା ମୌସୁମୀ... ଆକାଶରୁ ବର୍ଷୁଛି ନିଆଁ, କଲବଲ କରୁଛି ତାତି

ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମଲହରୀ। ପାଗ ଅନୁକୂଳ ନଥିବାରୁ ଅଗ୍ରସର ହୋଇପାରୁନି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆହୁରି ୩ରୁ ୪ ଦିନ ପର୍ଯ୍ୟନ୍ତ ମଧ୍ୟ ମୌସୁମୀ ଅଗ୍ରସର ହୋଇ ନ ପାରେ। More
  • Sonali Ojha
  • 3 days ago

ଆଜି ହେବ ସବୁ କଳ୍ପନାଜଳ୍ପନାର ଅନ୍ତ; ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ !

ବିଧାୟକଙ୍କ ଭିତରୁ କାହା ନାଁରେ ମୋହର ବାଜିବାର ସମ୍ଭାବନା ରହିଛି। ଏହାରି ଭିତରେ ବିଧାୟକ ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟସଭାପତି ମନମୋହନ ସାମଲଙ୍କ ନାଁ ବି ଚର୍ଚ୍ଚାରେ ରହିଛି। More
  • Swadesi Megha Mallhar Prusty
  • 3 days ago

ସାମ୍ନାକୁ ଆସୁନି ସତ, ବଢୁଛି ଚର୍ଚ୍ଚା; ଶ୍ରୀମନ୍ଦିରକୁ ଶ୍ରୀହୀନ ଉଦ୍ୟମ ପଛରେ ଅଦୃଶ୍ୟ ଶକ୍ତି କିଏ!

ସରକାର ବଦଳୁ ବଦଳୁ ଶ୍ରୀମନ୍ଦିରକୁ କିଏ ଶ୍ରୀହୀନ କରିବାକୁ ବସିଥିଲା? ବଡ଼ ଠାକୁରଙ୍କ ବଡ଼ ଦେଉଳକୁ ଆଲୋକଶୂନ୍ୟ କରିବାର ମନ୍ଦବୁଦ୍ଧି ପାଞ୍ଚିଥିଲା କିଏ? କାହା ନିର୍ଦ୍ଦେଶରେ ଖୋଲି ଦିଆଯାଉଥିଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଏବଂ ମ୍ୟୁଜିୟମ୍ ଲାଇଟ୍ ? More
  • Swadesi Megha Mallhar Prusty
  • 3 days ago

ଉତ୍ସାହିତ ନବନିର୍ବାଚିତ, ପ୍ରଥମ ଥର ବିଧାନସଭା ଯିବେ ରାଜ୍ୟର ୮୨ ବିଧାୟକ

କିଏ ପ୍ରଥମଥର ନିର୍ବାଚିତ ହୋଇଛି ତ କାହାକୁ ବର୍ଷ ବର୍ଷର ସଂଘର୍ଷ ପରେ ମିଳିଛି ସଫଳତା । ବିଜେଡିର ହେଭିୱେଟ ନେତା, ମନ୍ତ୍ରୀ ଏବଂ ଟାଣୁଆ ସଂଗଠକଙ୍କୁ ଦେଇଛନ୍ତି ମାତ୍ । ପିଢ଼ି ପରେ ପିଢ଼ି ପରିବାରବାଦ ରାଜନୀତିକୁ ଧରାଶାୟୀ କରି, ଗଡ ଭାଙ୍ଗି ଦେଇଛନ୍ତି କିଛି ନବାଗତ । More
  • Sujit kumar Swain
  • 3 days ago

ରାଜ୍ୟରେ କିଏ ହେବେ ବିରୋଧୀ ଦଳ ନେତା ? ବିପକ୍ଷରେ ନବୀନ ବସିବେ ନା ଆଉ କିଏ ?

ରାଜ୍ୟ ରାଜନୀତି ବେଶ୍ ସରଗରମ୍। ବିଜେପି ସରକାର ଗଠନ କରିବା ପରେ ପ୍ରମୁଖ ବିରୋଧୀ ଆସନରେ ବସିବାକୁ ଯାଉଛି ବିଜେଡି। ତେବେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ ତାକୁ ନେଇ ଚର୍ଚ୍ଚା ବଢିଛି । More
  • Sujit kumar Swain
  • 3 days ago

ଓଡ଼ିଶାରେ ପ୍ରଥମ ବିଜେପି ସରକାରର ଶପଥ; ଏବେ ବି ସିଏମ୍ ଫେସକୁ ନେଇ ସସପେନ୍ସ...

୧୨ ଅପରାହ୍ଣ ୫ଟାରେ ଓଡିଶାରେ ପ୍ରଥମ ବିଜେପି ସରକାରର ଶପଥ । ଶପଥ ସମାରୋହରେ ଯୋଗଦେବାକୁ ଆସିଲା ପିଏମ୍ ମୋଦିଙ୍କ ସିଡ୍ୟୁଲ୍। ସିଏମ୍ ଫେସକୁ ନେଇ ଏବେ ବି ଲାଗିରହିଛି ସସପେନ୍ସ । More
  • Swadesi Megha Mallhar Prusty
  • 3 days ago

ମୋଦିଙ୍କ ମନ୍ତ୍ରୀ ମଣ୍ତଳରେ ତିନି ଓଡ଼ିଆ, କାହାକୁ ମିଳିଲା କେଉଁ ବିଭାଗ

ମୋଦି କ୍ୟାବିନେଟର ୩ ଓଡ଼ିଆ ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ । ରେଳ ସହ ସୂଚନା ପ୍ରସାରଣ ମନ୍ତ୍ରାଳୟ ପାଇଲେ ଅଶ୍ବିନୀ ବୈଷ୍ଣବ । ଶିକ୍ଷା ବିଭାଗ ବଜାୟ ରଖିଲେ ଧର୍ମେନ୍ଦ୍ର ପ୍ରଧାନ । More