/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720269237.jpg)
Ratha jatra 2024
ରଥଯାତ୍ରା.. ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ଆରମ୍ଭ ହୁଏ ଏହି ମହାନ ଯାତ୍ରା । ୟାକୁ ଘୋଷଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣରେ ମଧ୍ୟ କୁହାଯାଏ । ଜଗତର ନାଥ ଜଗନ୍ନାଥ ଆଜି ଭାଇ ଭଉଣୀଙ୍କ ସହ ଶ୍ରୀମନ୍ଦିରରୁ ବାହାରି ବଡ଼ ଦାଣ୍ଡକୁ ଆସିଛନ୍ତି । ଢ଼ଳି ଢ଼ଳି କଣେଇ କଣେଇ ପ୍ରତି ଭକ୍ତଙ୍କୁ ଦେଖୁଛନ୍ତି, ଆଉ ଭକ୍ତ ନିଜ କଳା ସାଆନ୍ତଙ୍କୁ ଦେଖି ଆତ୍ମ ବିଭୋର ହେଉଛି । ଓଡ଼ିଆଙ୍କ ମଉଡ଼ମଣୀ ଏଇ କାଳିଆ ସାଆନ୍ତ... ତାକୁ ଦେଖିବାକୁ ଆଜି ବଡ଼ ଦାଣ୍ଡରେ ଲାଗିଛି ଭିଡ଼... ଜୟ ଜଗନ୍ନାଥ... ହରିବୋଲ ଧ୍ୱନୀରେ ପ୍ରକମ୍ପିତ ଚଉଦିଗ..। ତେବେ ରଥଯାତ୍ରା ସମ୍ପର୍କରେ ଟିକିନିଖି ଖବର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, otvkhabar.in କୁ ଲଗ୍ଇନ୍ କରନ୍ତୁ।
- Jul 08, 2024 16:58 IST
ଭକ୍ତର ମନରେ ଜଗନ୍ନାଥ..ପାପୁଲିରେ ‘ଜଗନ୍ନାଥ ଅଷ୍ଟକମ୍’ ପ୍ରଦର୍ଶନ...
ଭକ୍ତର ମନରେ ଜଗନ୍ନାଥ..ପାପୁଲିରେ ‘ଜଗନ୍ନାଥ ଅଷ୍ଟକମ୍’ ପ୍ରଦର୍ଶନ#LordJagannath#Art#Odisha#OTVpic.twitter.com/SRELwpyWFS
— ଓଟିଭି (@otvkhabar) July 8, 2024
- Jul 08, 2024 16:56 IST
ଅନ୍ତର କଥା ଜାଣନ୍ତି ଅନ୍ତର୍ଯ୍ୟାମୀ ସେହି ପ୍ରଭୁ କାଳିଆ ଠାକୁର...
- Jul 08, 2024 16:26 IST
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ
#ଶ୍ରୀଗୁଣ୍ଡିଚା_ମନ୍ଦିର_ସମ୍ମୁଖରେ_୩ରଥ
ଶରଧାବାଲିରେ ତିନିରଥ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ଲାଗିଛି।#RathYatra#RathYatra2024#RathaJatra#RathJatra2024#Puri#OTVpic.twitter.com/raK6OvYqAw— ଓଟିଭି (@otvkhabar) July 8, 2024
- Jul 08, 2024 16:24 IST
କେଉଁ ରଥରେ କିଏ କରିଛନ୍ତି ଅବସ୍ଥାନ ?
- Jul 08, 2024 16:19 IST
ଶରଧାବାଲିରେ ତିନିରଥ...
ଶରଧାବାଲିରେ ତିନିରଥ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ଲାଗିଛି। ଭକ୍ତମାନେ ତିନି ରଥ ଟାଣି ଟାଣି ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଇଛନ୍ତି। ଅଧିକ ପଢନ୍ତୁ...
- Jul 08, 2024 15:52 IST
ଆଜି କାଦୁଆ ଗୁଣ୍ଡିଚା ନା ଧୂଳିଆ ଗୁଣ୍ଡିଚା ?
ଆଜି କାଦୁଆ ଗୁଣ୍ଡିଚା ନା ଧୂଳିଆ ଗୁଣ୍ଡିଚା ? କଣ କହୁଛନ୍ତି ପଣ୍ଡିତ ନିରଞ୍ଜନ ଶାସନୀ ଜାଣନ୍ତୁ...#RathYatra#RathYatra2024#RathaJatra#RathJatra2024#RathYatraWithOTV#Puri#OTVpic.twitter.com/A8t05jgpQu
— ଓଟିଭି (@otvkhabar) July 8, 2024
- Jul 08, 2024 15:27 IST
ଅନୂକୁଳ ପାଗ ପାଇଁ ଲୋକାରଣ୍ୟ ପୁରୀ
#ଲୋକାରଣ୍ୟ_ପୁରୀ
ଅନୂକୁଳ ପାଗ ପାଇଁ ଲୋକାରଣ୍ୟ ପୁରୀ । ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ। #RathYatra#RathYatra2024#RathaJatra#RathJatra2024#Puri#OTVpic.twitter.com/X09oKECtSL— ଓଟିଭି (@otvkhabar) July 8, 2024
- Jul 08, 2024 15:23 IST
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ
#ଶରଧାବାଲିରେ_ତିନିରଥ
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ । ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ। ଅନୂକୁଳ ପାଗ ପାଇଁ ଲୋକାରଣ୍ୟ ପୁରୀ । ରଥ ଉପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ।#RathYatra#RathYatra2024#RathaJatra#RathJatra2024#Puri#OTVpic.twitter.com/p9ifkisTY0— ଓଟିଭି (@otvkhabar) July 8, 2024
- Jul 08, 2024 14:59 IST
ଜାଣନ୍ତୁ ଆଡ଼ପ ମଣ୍ଡପ କ’ଣ?
- Jul 08, 2024 14:52 IST
ଜାଣନ୍ତୁ ଗୁଣ୍ଡିଚାର ଅର୍ଥ କଣ? ଶବ୍ଦର ଉତ୍ପତ୍ତି କେଉଁଠାରୁ ?
- Jul 08, 2024 14:37 IST
କାହିଁକି ଜନ୍ମବେଦୀ ପାଇଁ ଆତୁର ହୋଇଥାନ୍ତି ଜଗତର ନାଥ?
କାହିଁକି ଜନ୍ମବେଦୀ ପାଇଁ ଆତୁର ହୋଇଥାନ୍ତି ଜଗତର ନାଥ?
- Jul 08, 2024 14:31 IST
'ଜୋର୍ ଲଗାକେ ହୈସା' ଦେଖନ୍ତୁ ବଡ଼ଦାଣ୍ଡରେ ପୋଲିସ ଅଫିସର କେମିତି ରଥ ଟାଣିଛନ୍ତି...
- Jul 08, 2024 14:29 IST
ମହାପ୍ରଭୁଙ୍କ ସୋଲ ଚିତା ଲାଗିବାର କାରଣ କଣ?
- Jul 08, 2024 14:22 IST
ଓଲଟ ଶୁଆର ମାହାତ୍ମ୍ୟ
- Jul 08, 2024 14:22 IST
ଆଗେ ଆଗେ ବଡ଼ ରଥ... ପଛେ ଚାଲିଛି କୁନି ରଥ
- Jul 08, 2024 14:12 IST
ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ
#ଫଟୋରେ_ଖବର
ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ...#RathaYatra#RathaJatra#RathaYatra2024#LordJagannath#OTVpic.twitter.com/rMWNOJq25d— ଓଟିଭି (@otvkhabar) July 8, 2024
- Jul 08, 2024 14:00 IST
ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବଡ଼ ଠାକୁର
#ଫଟୋରେ_ଖବର
ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବଡ଼ ଠାକୁର । #RathaYatra#RathaJatra#RathaYatra2024#OTVpic.twitter.com/3DnB6Bahfg— ଓଟିଭି (@otvkhabar) July 8, 2024
- Jul 08, 2024 13:55 IST
ଗୁଣ୍ଡିଚା ମନ୍ଦିର ମୁହାଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ
#ଫଟୋରେ_ଖବର
ଗୁଣ୍ଡିଚା ମନ୍ଦିର ମୁହାଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । #RathaJatra#RathaYatra#RathaYatra2024#OTVpic.twitter.com/Ej7loMfjDL— ଓଟିଭି (@otvkhabar) July 8, 2024
- Jul 08, 2024 13:48 IST
ଆଗରେ ଚାଲିଛି ବଡ଼ ଭାଇଙ୍କ ରଥ ....ପଛରେ ଚାଲିଛି ଦର୍ପଦଳନ
- Jul 08, 2024 13:37 IST
କିଏ ତାକୁ ଭିଡ଼ି ପାରିବ ...କିଏ ତାକୁ ନେଇପାରିବ..ସେ ପରା ମନୁଆ ଠାକୁର
- Jul 08, 2024 13:28 IST
ସ୍ୱୟଂ ବ୍ରହ୍ମ ନିଜକୁ ଦୁଇ ଭାଗ କରି ଆଜି ରାମ ଲକ୍ଷ୍ମଣ ରୂପରେ ଜନ୍ମ ନେଇଛନ୍ତି
- Jul 08, 2024 13:27 IST
କ’ଣ ପାଇଁ ଲକ୍ଷ୍ମୀଙ୍କୁ ନିଅନ୍ତିନି ଜଗନ୍ନାଥ?
- Jul 08, 2024 13:06 IST
ଜାଣନ୍ତୁ ବଳଭଦ୍ରଙ୍କର ଚଉଦ ଚକର ତାତ୍ପର୍ଯ୍ୟ ?
- Jul 08, 2024 13:01 IST
ଶରଧାବାଲିରେ ପହଞ୍ଚିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ
-ଶରଧାବାଲିରେ ପହଞ୍ଚିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ
-ପଛେପଛେ ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ
-ଶେଷରେ ଆସୁଛି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ#ShreeMandira#RathYatra2024#Puri#OTVpic.twitter.com/2GZVWYO5jz— ଓଟିଭି (@otvkhabar) July 8, 2024
- Jul 08, 2024 12:53 IST
‘ମହାପ୍ରଭୁ ବଳଭଦ୍ରଙ୍କର ନୀତି, ବଳର ପ୍ରଦର୍ଶନ ହେଉ ହେଲେ ଅହିତରେ ବଳ ପ୍ରୟୋଗ ନହେଉ’
- Jul 08, 2024 12:47 IST
ରଥରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଲୋକାରଣ୍ୟ ବଡ଼ଦାଣ୍ଡ
#ଫଟୋରେ_ଖବର
ରଥରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଲୋକାରଣ୍ୟ ବଡ଼ଦାଣ୍ଡ । ଭକ୍ତି ଓ ଭାବରେ ଭିଜୁଛି ଶ୍ରୀକ୍ଷେତ୍ର।
(Pic Credit: Rakesh Roul)#RathaJatra#RathaYatra#RathaJatra2024#RathaJatraWithOTVpic.twitter.com/k5CpqAQtMx— ଓଟିଭି (@otvkhabar) July 8, 2024
- Jul 08, 2024 12:33 IST
‘ନୃସିଂହ ରୂପ ଦେଖାଇଥିଲେ ଶ୍ରୀଜଗନ୍ନାଥ’
- Jul 08, 2024 12:32 IST
ଡାକୁଛି ଡାହୁକ, ନହକୁଛି ବେତ...ଗଡ଼ି ଚାଲିଛି ନନ୍ଦିଘୋଷ ରଥ
- Jul 08, 2024 12:18 IST
‘ମୁଁ ତିନି ଦିନ ହେଲା ଶୋଇନି..ପ୍ରଭୁ ପଠେଇଛି ତା' ସେବା କରିବାକୁ'
- Jul 08, 2024 12:17 IST
କାହାକୁ ଛାଡ଼ି ଆସିଥାନ୍ତି ଜଗନ୍ନାଥ?
- Jul 08, 2024 11:49 IST
ଭକ୍ତିରେ ଉଦବୁଦ୍ଧ ବିଦେଶୀ ଭକ୍ତ
- Jul 08, 2024 11:48 IST
ସାରା ଶ୍ରୀକ୍ଷେତ୍ର ଆଜି ଜଗନ୍ନାଥମୟ ....ଭାବ ଭକ୍ତିରେ ଆଜି ସମସ୍ତେ ଏକାକାର ।
- Jul 08, 2024 11:33 IST
ନନ୍ଦିଘୋଷରେ ଧ୍ୱଜାରେ କିଏ ରହିଛନ୍ତି? କାହିଁକି କୁହାଯାଏ କପିଧ୍ୱଜ?
- Jul 08, 2024 11:31 IST
ବାଜିଲା ବିଜେ କାହାଳି..ଗଡ଼ିଲା ନନ୍ଦିଘୋଷ
- Jul 08, 2024 11:06 IST
ରଥ ଟାଣିଲେ ମହିଳା ଭକ୍ତ
- Jul 08, 2024 11:01 IST
'କାଳିଆରେ ତୋତେ ଦେଖି ଭାରି ଖୁସି ଲାଗୁଛି'
- Jul 08, 2024 11:00 IST
ବଡ଼ଦାଣ୍ଡରେ କାଳିଆର କୁନି ଭକ୍ତ...
#ଫଟୋରେ_ଖବର
ବଡ଼ଦାଣ୍ଡରେ କାଳିଆର କୁନି ଭକ୍ତ...
(Pic Credit: Rakesh Roul)#RathaYatra#RathaJatra#RathaYatra2024#OTVpic.twitter.com/9fKxujiQej— ଓଟିଭି (@otvkhabar) July 8, 2024
- Jul 08, 2024 10:51 IST
କାଳିଆ ପ୍ରେମରେ ବିଦେଶିନୀ ଭକ୍ତ
- Jul 08, 2024 10:47 IST
ବଡ଼ଦାଣ୍ଡରେ ଗଡ଼ିଲା ୩ ଠାକୁରଙ୍କ ରଥ। ଘଣ୍ଟଘଣ୍ଟା, ବାଦ୍ୟରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।
- Jul 08, 2024 10:46 IST
ଶେଷରେ ଗଡ଼ିଲା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ
- Jul 08, 2024 10:46 IST
ବଡ଼ ଭାଇ, ଭଉଣୀଙ୍କ ପରେ ଗଡ଼ିଲା କଳା ଠାକୁରଙ୍କ ନନ୍ଦିଘୋଷ ରଥ
- Jul 08, 2024 10:31 IST
ବଡ଼ ଭାଇ ବଳଭଦ୍ରଙ୍କ ପରେ ଗଡ଼ିଲା ମା ସୁଭଦ୍ରାଙ୍କ ଦର୍ପଦଳନ ରଥ....
- Jul 08, 2024 10:22 IST
ଘର୍ଘର ନାଦରେ ଆଗକୁ ମାଡ଼ି ଚାଲିଛି ତାଳଧ୍ୱଜ ରଥ....
- Jul 08, 2024 10:17 IST
ଦର୍ପଦଳନ ରଥରେ ସଂଦର୍ଶନ କରନ୍ତୁ ମା' ସୁଭଦ୍ରାଙ୍କ ଦିବ୍ୟ ମଙ୍ଗଳ ଆଳତି...
- Jul 08, 2024 10:16 IST
ଜାଣନ୍ତୁ ମହାପ୍ରଭୁଙ୍କ ଷୋହଳ କଳା ସଂପର୍କରେ?
- Jul 08, 2024 10:16 IST
ବରଷକ ପରେ ଜଗାକୁ ଦେଖି ଭକ୍ତର ଆଖି ମାନିଲାନି ବୋଲ। ଧାର ଧାର ଗଡ଼ିଗଲା ଭାବର ଲୁହ...
- Jul 08, 2024 10:15 IST
ସଜେଇ ହେଉଛନ୍ତି କଳା ଠାକୁର
- Jul 08, 2024 10:15 IST
ପ୍ରଭୁଙ୍କ ବିନା ଖାଁ ଖାଁ ଶ୍ରୀମନ୍ଦିର
- Jul 08, 2024 10:14 IST
ଦ୍ୱିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା । ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ରଥ....
- Jul 08, 2024 10:14 IST
‘ମହାପ୍ରଭୁଙ୍କ କୃପା ପାଇବା ପାଇଁ ଏ ଭକ୍ତ ସମାବେଶ’
‘ମହାପ୍ରଭୁଙ୍କ କୃପା ପାଇବା ପାଇଁ ଏ ଭକ୍ତ ସମାବେଶ ।‘#RathYatra#RathYatra2024#RathaJatra#RathJatra2024 ଋ#OTV pic.twitter.com/cB3bkQZFs9
— ଓଟିଭି (@otvkhabar) July 8, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)