• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଚନ୍ଦ୍ର- ତୁଳା ରାତ୍ରି ୧୦.୩୧ ଗତେ ବିଛା, ତିଥି- ୯ମୀ ସନ୍ଧ୍ୟା ୦୫.୩୭ ଗତେ ୧୦ମୀ,ଘାତଚନ୍ଦ୍ର- ନାସ୍ତି,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୫.୦୮ ପର୍ଯ୍ୟନ୍ତ

ଶୁଭସମୟ:

ପ୍ରାତଃ- ୦୬.୨୭ ରୁ ୦୭.୫୫

ଦିବା- ୧୦.୫୨ ରୁ ୦୧.୦୪

ରାତ୍ରି- ୦୩.୦୦ ରୁ ୦୩.୫୧

ଅଶୁଭସମୟ:

ରାହୁକାଳ- ଦିବା ୦୧.୨୧ ରୁ ୦୨.୪୪

କାଳବେଳା- ଦିବା ୦୨.୪୪ ରୁ ୦୪.୦୬

ବାରବେଳା- ଦିବା ୦୪.୦୬ ରୁ ୦୫.୨୯

କାଳରାତ୍ରି- ରାତ୍ରି ୧୧.୫୮ ରୁ ୦୧.୩୫

OTV is now on Whatsapp

Join and get latest news update delivered to you via whatsapp

Join Now